• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ସୈାର ମିଥୁନ ମାସ ଶ୍ରାବଣ କୃଷ୍ଣପକ୍ଷ । ଇଂରାଜୀରେ ୧୨ ତାରିଖ ବୁଧବାର । ଚନ୍ଦ୍ର- ମେଷ ଅହୋରାତ୍ର । ତିଥି- ୧୦ମୀ ସନ୍ଧ୍ୟା ୦୫.୫୯ ଗତେ ୧୧ଶୀ । ଘାତ ଚନ୍ଦ୍ର- ମେଷ ରାତ୍ରି ୦୧.୫୮ ଗତେ ବିଛା । ଘାତ ବାର – କର୍କଟ, ପୁଷ୍କର ଦୋଷ- ରାତ୍ରି ୦୭.୪୩ ଗତେ ୧ପାଦ- କୁଟୁମ୍ଭହାନୀ- ତିଳକାଞ୍ଚନ ଦାନ ।

ଶୁଭ ସମୟ

ପ୍ରାତଃ ୦୭.୫୬ ୦୮.୩୫

ଦିବା ୧୦.୧୩ରୁ ୧୧.୨୫

ଦିବା ୦୨.୦୩ରୁ ୦୫.୩୩

ସନ୍ଧ୍ୟା ୦୬.୨୫ରୁ ୧୦.୦୩

ରାତ୍ରି ୧୨.୧୪ରୁ ୦୧.୪୧

ଅଧିକ ପଢ଼ନ୍ତୁ: ଆପଣଙ୍କ ଘରୁ ବାରମ୍ବାର ଚୋରି ହେଉଛି କି; ଜାଣନ୍ତୁ କାରଣ-ନିରାକରଣ

ଅଶୁଭ ସମୟ

ଋାହୁକାଳ- ଦିବା ୧୧.୫୨ରୁ ୦୧.୩୦

କାଳବେଳା- ଦିବା ୦୮.୩୫ରୁ ୧୦.୧୩

ବାରବେଳା- ଦିବା ୧୧.୫୨ରୁ ୦୧.୩୦

କାଳରାତ୍ରି- ରାତ୍ରି ୦୨.୩୫ରୁ ୦୩.୫୭