/odishatv-khabar/media/post_attachments/uploadimage/library/16_9/16_9_0/Panchang_1731117809.jpg)
Panchang
ସୌର ତୁଳା ମାସ କାର୍ତ୍ତିକ ଶୁକ୍ଳପକ୍ଷ । ଇଂରାଜୀରେ ୦୯ ତାରିଖ ଶନିବାର ଚନ୍ଦ୍ର- ମକର ରାତ୍ରି ୧୧.୨୬ ଗତେ କୁମ୍ଭ ତିଥି-୮ମୀ ରାତ୍ରି ୧୦.୪୫ ଗତେ ୯ମୀ ଘାତଚନ୍ଦ୍ର- ସିଂହ ରାଶିର, ରାତ୍ରି ୧୧.୨୬ ଗତେ ମିଥୁନ ଓ ମୀନ ରାଶିର ଘାତବାର- ବୃଷ, ସିଂହ ଓ କନ୍ୟା ରାଶିର ପୁଷ୍କର ଦୋଷ- ୧ ପାଦ-କୃଷିହାନି-ଭୂମିଦାନ
Advertisment
ଶୁଭସମୟ-
ପ୍ରାତଃ– ୦୭.୨୪ ରୁ ୦୮.୪୩
ଦିବା-୧୧.୫୨ ରୁ ୧୨.୫୪
ଦିବା-୦୨.୧୭ ରୁ ୦୨.୫୧
ଦିବା-୦୨.୩୫ ରୁ ୦୩.୪୧
ରାତ୍ରି- ୦୨.୩୦ ରୁ ୦୩.୨୧
ଅଶୁଭସମୟ-
ରାହୁକାଳ- ଦିବା ୦୮.୪୩ ରୁ ୧୦.୦୬
କାଳବେଳା-ପ୍ରାତଃ ୦୫.୫୫ ରୁ ୦୭.୧୯ ଓ ଦିବା ୦୩.୪୧ ରୁ ୦୫.୦୫
ବାରବେଳା- ଦିବା ୧୨.୫୪ ରୁ ୦୨.୧୭
କାଳରାତ୍ରି-ସନ୍ଧ୍ୟା ୦୫.୦୫ ରୁ ୦୬.୪୧ ଓ ରାତ୍ରି ୦୪.୧୯ ରୁ ୦୫.୫୬
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)