• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

Swadesi Megha Mallhar Prusty

Editor

ଉତ୍କଳ ବିଶ୍ୱବିଦ୍ୟାଳୟରୁ ସାମ୍ବାଦିକତାରେ ସ୍ନାତକୋତ୍ତର ପରେ ଅର୍ଗସ ନ୍ୟୁଜରେ ସାମ୍ ...more

ଉତ୍କଳ ବିଶ୍ୱବିଦ୍ୟାଳୟରୁ ସାମ୍ବାଦିକତାରେ ସ୍ନାତକୋତ୍ତର ପରେ ଅର୍ଗସ ନ୍ୟୁଜରେ ସାମ୍ବାଦିକତା ଆରମ୍ଭ କଲି | ଇନପୁଟ ବିଭାଗରେ ଟ୍ୱିଟର, ସ୍କ୍ରୋଲରେ କିଛି ମାସ କାମ କଲାପରେ ଆଉଟପୁଟ ବିଭାଗକୁ ବଦଳି | ପରେ ବୁଲେଟିନ ଏବଂ ପ୍ୟାକେଜ ଲେଖିବାକୁ ସୁଯୋଗ ପାଇଲି | 2 ବର୍ଷ ଅର୍ଗସରେ କାମ କଲାପରେ ଏବେ ଓଟିଭିରେ କାର୍ଯ୍ୟରତ | ଖେଳ ଖବର ସହ ଜାତୀୟ ଓ ଅର୍ନ୍ତଜାତୀୟ ଖବର କରିବାକୁ ପସନ୍ଦ କରେ ।

less

Posts by Swadesi Megha Mallhar Prusty

Diphtheria
କାୟା ମେଲାଉଛି ‘ଡିପଥେରିଆ’, ମୁନୁଷପଦର ଗାଁରେ ବଢୁଛି ମୃତ ଓ ସଂକ୍ରମିତ ଶିଶୁଙ୍କ ସଂଖ୍ୟା

ରାୟଗଡ଼ା କାଶୀପୁର ଇଲାକାରେ ଏବେ ଘାତକ ସାଜିଛି ଡିପଥେରିଆ ରୋଗ । ନେଉଛି ଜଣଙ୍କ ପରେ ଜଣେ ଶିଶୁଙ୍କ ଜୀବନ ।

Neet Exam
ନିଟ୍ ପରିକ୍ଷାର୍ଥୀଙ୍କ ସ୍ୱାର୍ଥରେ ଆଞ୍ଚ ଆସିବାକୁ ଦିଆଯିବ ନାହିଁ: କେନ୍ଦ୍ର ଶିକ୍ଷାମନ୍ତ୍ରୀ

ନିଟ୍ ପରୀକ୍ଷାରେ ଅନିୟମିତତା ନେଇ ସାରା ଦେଶରେ ଛାତ୍ର ପ୍ରତିବାଦ କରୁଥିବା ବେଳେ ଏ ନେଇ ପ୍ରତିକ୍ରିୟା ରଖିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଦାନ । ମେଧାବୀ ନିଟ୍ ପରିକ୍ଷାର୍ଥୀ ମାନଙ୍କର ସ୍ୱାର୍ଥକୁ ଆଞ୍ଚ ଆଣିବାକୁ ଦିଆଯିବ ନାହିଁ ।

Sri Mandir
ଶ୍ରୀକ୍ଷେତ୍ରରେ ପ୍ରବଳ ଭିଡ଼, ରଜ ଓ ରବିବାର ଥିବାରୁ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ସମାଗମ

ବଡ଼ଦେଉଳର ଚାରିଦ୍ୱାର ଖୋଲିବା ପରେ ପୁରୀରେ ବଢୁଛି ଭକ୍ତଙ୍କ ଭିଡ଼ । ପ୍ରତିଦିନ ରାଜ୍ୟ ତଥା ରାଜ୍ୟ ବାହାରୁ ହଜାର ହଜାର ଶ୍ରଦ୍ଧାଳୁ ଶ୍ରୀଜିଉଙ୍କୁ ଦର୍ଶନ କରି ଆଶୀର୍ବାଦ ନେଉଛନ୍ତି ।

Diphtheria
'ଡିପ୍‌ଥେରିଆ ଜୀବାଣୁ ବାହିତ ରୋଗ, ଟିକାକରଣ ଦ୍ୱାରା ନିରାକରଣ ସମ୍ଭବ'

ରାୟଗଡ଼ା କାଶୀପୁର ମନୁଷପଦର ଗାଁରେ ଅଜଣା ରୋଗରେ ୫ ଶିଶୁଙ୍କ ମୃତ୍ୟୁ ପରେ ଆରମ୍ଭ ହୋଇଛି କାରଣ ଖୋଜା ।

Raja Festival
ଆଜି ଶେଷ ରଜ, ଜମୁଛି ପିଠା-ମିଠା ଓ ପାନର ଆସର; ନାଚଗୀତରେ କମ୍ପୁଛି ଗାଁଠୁ ସହର

ରଜ ଉତ୍ସବର ଆଜି ଅନ୍ତିମ ଦିନ । ଆଜି ଭୂମି ଦହନ । ଆସନ୍ତାକାଲି ହେବ ବସୁମତୀ ସ୍ନାନ ।

PM Modi
କଥା ଛୋଟ ହେଉ କି ବଡ଼, ପିଏମ୍ ମୋଦିଙ୍କ ପାଇଁ ସବୁ ସମାନ

ଜମା ଭୁଲିଲେନି, ପ୍ରତିଶ୍ରୁତି ରଖି ଚିଠି ପଠେଇଲେ ପ୍ରଧାନମନ୍ତ୍ରୀ । କଟକ ଜିଲ୍ଲା ନିଆଳି ଦକ୍ଷିଣ ଉସୁମା ଅଞ୍ଚଳର ସୁବାସ ଚନ୍ଦ୍ର ଓଝା ।

Kuwait Fire Tragedy
ଦୁନିଆ ଅନ୍ଧାର ହୋଇଯାଇଛି, ପୁଅ ଆଉ ବିଦେଶରୁ ଫେରିବନି!

ପାଦ ତଳୁ ମାଟି ଧସିଯାଇଛି...ମୁଣ୍ଡ ଉପରକୁ ଛିଡ଼ିପଡ଼ିଛି ଆକାଶ... ଜୀବିକା ପାଇଁ ବିଦେଶ ଯାଇ ଭେଣ୍ଡିଆ ପୁଅ ଯେତେବେଳେ ଜୀବନ ହରାଇଛି, ଆଉ ବା ଏହି ପରିବାର ପାଖରେ କ’ଣ ଅଛି ।

Body Donate
ସେ ସିନା ଚାଲିଗଲା, ପଛରେ ଛାଡ଼ି ଦେଇଗଲା ଆଖି ...

ଦିନେ ନୁହେଁ କି ବର୍ଷେ ନୁହେଁ, ଦୀର୍ଘ ୧୯ ବର୍ଷ କାଳ ତୁ ଏମିତି ମୋ କୋଳରେ ଶୋଇଥିଲୁ, ମୋ ସାଥିରେ ଗେଲ ହେଉଥିଲୁ

Tiger
କୁକୁରକୁ ବାଘ ସଜାଇ ଗାଁରେ ଛାଡ଼ିଦେଲେ, ଭାଇରାଲ ହେଲା ଭିଡିଓ

ଟାଇଗର୍‌ଟା ଶୋଇଛି । ଶଁ ଶଁ ହେଇ ନିଶ୍ୱାସ ବି ନେଉଛି । ତା ଭୟଙ୍କର ଚିତ୍ରିତ ଶରୀର ଆପଣଙ୍କୁ ମଧ୍ୟ ଡରାଇଦେବ । ସତେ ଯେମିତି ସେ ଝପଟି ପଡି ଆପଣଙ୍କୁ ରାମ୍ପି ବିଦାରି ପକାଇବ ।

Kuwait fire
ସେ ବଞ୍ଚିଛନ୍ତି, ତାଙ୍କୁ ଫେରେଇ ଆଣ; ଗୁହାରୀ ଶୁଣ ହେ ସରକାର !

ପ୍ରଥମେ କହିଲେ ସ୍ୱାମୀ ଜୀବିତ, ପରେ ଖବର ମିଳୁଛି କି ମୃତ । କୁଏତ ଟ୍ରାଜେଡିରେ ଯାଇଛି ୪୫ ଭାରତୀୟଙ୍କ ଜୀବନ । ମୃତକଙ୍କ ଭିତରେ କେରଳର ସର୍ବାଧିକ ୨୦ ଜଣ ଅଛନ୍ତି ।

Love Story
ମନ ସହ ମନ ମିଶିଲା, ଆଖି ସହ ଆଖି କଥା ହେଲା; ଆଉ ତା'ପରେ...

କୁହାଯାଏ, ପ୍ରେମ ସତ୍ୟ... ପ୍ରେମ ଶାଶ୍ଵତ... ଆଉ ପ୍ରେମ ଚିରନ୍ତର । ପ୍ରତ୍ୟେକଟି ମଣିଷର ଜୀବନରେ କେହି ନା କେହି ଆସିଥାଏ ।

Kuwait Fire Tragedy
ବିଦେଶରେ ଗଲା ସ୍ୱାମୀଙ୍କ ଜୀବନ, ପେଟ ଭିତରେ ସାତମାସର ଗର୍ଭ

ଅଭାଗିନୀ ହୋଇଗଲା ଗର୍ଭଧାରିଣୀ ସ୍ତ୍ରୀ । ପେଟ ଭିତରେ ବଢ଼ୁଛି ଉତ୍ତର ଦାୟାଦ ।

Betel Leaf
ସ୍ୱାସ୍ଥ୍ୟ ପାଇଁ ଭଲ ପାନ, ଖାଇଲେ ହେବନି କ୍ୟାନସର୍ !

ଆମ ଭାରତୀୟ ସଭ୍ୟତାରେ ପାନର ସ୍ୱତନ୍ତ୍ର ସ୍ଥାନ ରହିଛି । ଏହାର ବୈଜ୍ଞାନିକ ନାଁ ହେଲା – ପାଇପର ବିଟଲ । ଆୟୁର୍ବେଦ ଶାସ୍ତ୍ର ଅନୁସାରେ, ପାନର ବ୍ୟବହାର ପ୍ରାୟ ଖ୍ରୀ.ଅ ୭୫ରୁ ଖାଇବା ପରର ଖାଦ୍ୟ ଭାବେ ଚାଲିଆସିଛି ।

Stock
ହଂକଂକୁ ଟପିଲା ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜ, ୫.୧୮ ଟ୍ରିଲିୟନ ଡଲାର ସହ ବିଶ୍ୱରେ ଚତୁର୍ଥ

ପୁଣି ହଂକଂ ସେୟାର ମାର୍କେଟକୁ କାଟିଲା ଭାରତୀୟ ସେୟାର ମାର୍କେଟ । BSE ତାଲିକାଭୁକ୍ତ ସମସ୍ତ କମ୍ପାନୀଗୁଡିକର ମୋଟ ବଜାର ମୂଲ୍ୟ ବର୍ତ୍ତମାନ ହଂକଂ ତୁଳନାରେ ଅଧିକ ଅଛି ।

Accident
ରାଜଧାନୀ ରାସ୍ତାରେ ସିରିଜ୍ ଦୁର୍ଘଟଣା, ଏକାଧିକ କାର୍‌କୁ ପଛରୁ ପିଟିଲା ଟ୍ରକ୍

ରାଜଧାନୀରେ ସିରିଜ ଦୁର୍ଘଟଣା । ଏକାଧିକ କାରକୁ ଧକ୍କା ଦେଲା ଟ୍ରକ ।

Ice Cream
ଆଇସକ୍ରିମ୍‌ରୁ ବାହାରିଲା କଟା ଆଙ୍ଗୁଠି, ଭାଇରାଲ ହେଲା ଭିଡିଓ; ଦେଖନ୍ତୁ...

ଆଇସକ୍ରିମ୍‌ରୁ ବାହାରିଲା କଟା ଆଙ୍ଗୁଠି । ମୁମ୍ବାଇରେ ଘଟିଛି ଏହି ଘଟଣା ।

Odisha Election
ମିଳିଲା ଜାମିନ୍; ଜଗଦ୍ଦେବ କହିଲେ, ଚକ୍ରାନ୍ତ କରି ଗିରଫ କରିଥିଲେ

ହାଇକୋର୍ଟ ପରେ ଖୋର୍ଦ୍ଧା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କୁ ଖୋର୍ଦ୍ଧା କୋର୍ଟରୁ ବି ମିଳିଲା ଜାମିନ୍ । ଖୋର୍ଦ୍ଧା JMFC କୋର୍ଟରେ ଆଜି ଜଗଦ୍ଦେବ ବ୍ୟକ୍ତିଗତ ଭାବେ ହାଜର ହେବା ପରେ ତାଙ୍କୁ ନିୟମିତ ଜାମିନ୍ ମିଳିଛି ।

NEET Exam
ନିଟ୍ ପରୀକ୍ଷାକୁ ନେଇ ଶିକ୍ଷାମନ୍ତ୍ରୀଙ୍କ ବଡ଼ ବୟାନ୍, କହିଲେ ..

NEET ବିବାଦକୁ ନେଇ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ପେପର ଲିକ୍ ହୋଇନି । ଛାତ୍ରଛାତ୍ରୀଙ୍କୁ ନ୍ୟାୟ ଦେବା ପାଇଁ ଭାରତ ସରକାର ଓ NTA ପ୍ରତିବଦ୍ଧ ।

Naveen Niwas
କ୍ଷମତା ଯିବା ପରେ ହଟିଲା ସୁରକ୍ଷା ବ୍ୟବସ୍ଥା, ବଦଳିଲା ନବୀନ ନିବାସର ଚିତ୍ର

ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବାସଭବନ ନବୀନ ନିବାସରୁ ଅପସାରଣ ହେଉଛି ସୁରକ୍ଷା ବ୍ୟବସ୍ଥା । ନବୀନ ନିବାସର ଇନର କର୍ଡନ ସୁରକ୍ଷା ଦାୟିତ୍ୱରେ ଥିବା ସୁରକ୍ଷାକୁ ପ୍ରତ୍ୟାହାର କରି ନିଆଯାଇଛି ।

Salman Khan
ଗୁଳିମାଡ଼ ଘଟଣାରେ ସଲମାନ ଖାନଙ୍କ ବୟାନ୍ ରେକର୍ଡ, କହିଲେ...

ଗତ କିଛିଦିନ ତଳେ ସଲମାନ ଖାନଙ୍କ ଉପରେ ଗୁଳିମାଡ଼ ହୋଇଥିଲା । ଏହି ଘଟଣାରେ ୨ ଅଭିଯୁକ୍ତଙ୍କୁ ଗୁଜରାଟ ଭୁଜ୍‌ରୁ ଗିରଫ କରିଛି ମୁମ୍ବାଇ କ୍ରାଇମବ୍ରାଞ୍ଚ ।

ଉତ୍କଳ ବିଶ୍ୱବିଦ୍ୟାଳୟରୁ ସାମ୍ବାଦିକତାରେ ସ୍ନାତକୋତ୍ତର ପରେ ଅର୍ଗସ ନ୍ୟୁଜରେ ସାମ୍ବାଦିକତା ଆରମ୍ଭ କଲି | ଇନପୁଟ ବିଭାଗରେ ଟ୍ୱିଟର, ସ୍କ୍ରୋଲରେ କିଛି ମାସ କାମ କଲାପରେ ଆଉଟପୁଟ ବିଭାଗକୁ ବଦଳି | ପରେ ବୁଲେଟିନ ଏବଂ ପ୍ୟାକେଜ ଲେଖିବାକୁ ସୁଯୋଗ ପାଇଲି | 2 ବର୍ଷ ଅର୍ଗସରେ କାମ କଲାପରେ ଏବେ ଓଟିଭିରେ କାର୍ଯ୍ୟରତ | ଖେଳ ଖବର ସହ ଜାତୀୟ ଓ ଅର୍ନ୍ତଜାତୀୟ ଖବର କରିବାକୁ ପସନ୍ଦ କରେ ।