/odishatv-khabar/media/post_attachments/uploadimage/library/16_9/16_9_0/Panchang_1708401580.jpg)
Panchang
ସୌର କୁମ୍ଭମାସ ମାଘ ଶୁକ୍ଳପକ୍ଷ । ଇଂରାଜୀ ୨୦ ତାରିଖ ମଙ୍ଗଳବାର ଚନ୍ଦ୍ର- ମିଥୁନ ଅହୋରାତ୍ର ତିଥି - ୧୧ ଶୀ ଦିବା ୦୯.୫୬ ଗତେ ୧୨ଶୀ
ଘାତଚନ୍ଦ୍ର- କନ୍ୟା ରାଶିର ଅହୋରାତ୍ର ଘାତବାର- ମକର ରାଶିର ପୁଷ୍କର ଦୋଷ- ୧ ପାଦ-କୃଷିହାନି-ଭୂମିଦାନ ଦିବା ୦୯.୫୬ ଗତେ ୨ ପାଦ କୃଷି ଓ ପଶୁହାନି-ଭୂମି ଓ ଅନ୍ନଦାନ ଦିବା ୧୨.୧୩ ଗତେ ୩ ପାଦ କୃଷି, ପଶୁ ଓ ବଂଶହାନି-ଭୂମି , ଅନ୍ନ ଓ ତିଳକାଞ୍ଚନ ଦାନ
ଶୁଭ ସମୟ
ଦିବା-୦୯.୦୮ ରୁ ୧୦.୫୧
ଦିବା- ୦୧.୦୯ ରୁ ୦୧.୨୬
ଦିବା- ୦୪.୧୮ ରୁ ୦୪.୫୮
ସନ୍ଧ୍ୟା- ୦୫.୪୪ ରୁ ୦୬.୩୪
ରାତ୍ରି- ୦୯.୦୪ ରୁ ୧୧.୩୫
ରାତ୍ରି- ୦୨.୦୫ ରୁ ୦୩.୪୫
ଅଶୁଭ ସମୟ
ରାହୁକାଳ- ଦିବା ୦୨.୫୨ ରୁ ୦୪.୧୮
କାଳବେଳା- ଦିବା ୦୧.୨୬ ରୁ ୦୨.୫୨
ବାରବେଳା- ପ୍ରାତଃ ୦୭.୪୨ ରୁ ୦୯.୦୮
କାଳରାତ୍ରି- ସନ୍ଧ୍ୟା ୦୭.୧୮ ରୁ ୦୮.୫୨
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)