• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

Swadesi Megha Mallhar Prusty

Editor

ଉତ୍କଳ ବିଶ୍ୱବିଦ୍ୟାଳୟରୁ ସାମ୍ବାଦିକତାରେ ସ୍ନାତକୋତ୍ତର ପରେ ଅର୍ଗସ ନ୍ୟୁଜରେ ସାମ୍ ...more

ଉତ୍କଳ ବିଶ୍ୱବିଦ୍ୟାଳୟରୁ ସାମ୍ବାଦିକତାରେ ସ୍ନାତକୋତ୍ତର ପରେ ଅର୍ଗସ ନ୍ୟୁଜରେ ସାମ୍ବାଦିକତା ଆରମ୍ଭ କଲି | ଇନପୁଟ ବିଭାଗରେ ଟ୍ୱିଟର, ସ୍କ୍ରୋଲରେ କିଛି ମାସ କାମ କଲାପରେ ଆଉଟପୁଟ ବିଭାଗକୁ ବଦଳି | ପରେ ବୁଲେଟିନ ଏବଂ ପ୍ୟାକେଜ ଲେଖିବାକୁ ସୁଯୋଗ ପାଇଲି | 2 ବର୍ଷ ଅର୍ଗସରେ କାମ କଲାପରେ ଏବେ ଓଟିଭିରେ କାର୍ଯ୍ୟରତ | ଖେଳ ଖବର ସହ ଜାତୀୟ ଓ ଅର୍ନ୍ତଜାତୀୟ ଖବର କରିବାକୁ ପସନ୍ଦ କରେ ।

less

Posts by Swadesi Megha Mallhar Prusty

Terrorist
ସାମ୍ବାଦିକଙ୍କ ଭୟଙ୍କର କାଣ୍ଡ : ଖବର ସଂଗ୍ରହ ନାଁରେ ଖେଳୁଥିଲେ ରକ୍ତର ହୋଲି

ଦିନରେ ସାମ୍ବାଦିକ ହୋଇ ଖବର ବାଣ୍ଟୁଥିଲେ, ରାତିରେ ଆତଙ୍କବାଦୀ ହୋଇ ଜୀବନ ନେଉଥିଲେ । ପେଶାରେ ଥିଲେ ସାମ୍ୱାଦିକ । ନିଶା କିନ୍ତୁ ଥିଲା ମଣିଷ ମାରିବା ।

Jagan Reddy
ଚନ୍ଦ୍ରବାବୁ ନାଇଡୁଙ୍କ ପୁଅର ବଡ଼ ଅଭିଯୋଗ : ଦାଦାଙ୍କୁ ହତ୍ୟା କରିଛନ୍ତି ଜଗନ

ଜଗନଙ୍କ ନାମରେ ହତ୍ୟା ଅଭିଯୋଗ । ଏପରି ସାଙ୍ଘାତିକ ଅଭିଯୋଗ ଆଣିଛନ୍ତି ଚନ୍ଦ୍ରବାବୁ ନାଇଡୁଙ୍କ ପୁଅ ତଥା ତେଲୁଗୁ ଦେଶମ ବା ଟିଡିପିର ସାଧାରଣ ସମ୍ପାଦକ ନାରା ଲୋକେଶ ।

NRI Card
ସାର୍ବଭୌମତ୍ୱ-ଏକତା ପାଇଁ ବିପଦ ଅଶୋକ ସ୍ୱାଇଁ, ରଦ୍ଦ ହେଲା NRI କାର୍ଡ

ସ୍ୱିଡେନରେ ଅବସ୍ଥାପିତ ଓଡ଼ିଆ ପ୍ରଫେସର ଅଶୋକ ସ୍ୱାଇଁଙ୍କ ପ୍ରବାସୀ ଭାରତୀୟ କାର୍ଡ ରେଜିଷ୍ଟ୍ରସନ୍ ରଦ୍ଦ ହୋଇଛି । ଏନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ଦିଲ୍ଲୀ ହାଇକୋର୍ଟକୁ ଅବଗତ କରାଯାଇଛି ।

Accident
କଳାହାଣ୍ଡିରେ ମର୍ମନ୍ତୁଦ ଦୁର୍ଘଟଣା; ୨ ମୃତ, ୨୫ରୁ ଅଧିକ ଆହତ

କଳାହାଣ୍ଡି ଗୋଲାମୁଣ୍ଡା ବ୍ଲକ ଡୋକରିପଡ଼ା ନିକଟରେ ଘଟିଛି ମର୍ମନ୍ତୁଦ ଦୁର୍ଘଟଣା । ଗତକାଲି ସଂଧ୍ୟା ବେଳେ ଏକ ଭ୍ୟାନରେ ପ୍ରାୟ ୫୦ରୁ ଅଧିକ ଶ୍ରମିକ ଚାଷ ଜମିରୁ କାମ ସାରି ଘରକୁ ଫେରୁଥିଲେ ।

Katar
ପ୍ରଧାନମନ୍ତ୍ରୀଙ୍କ ହସ୍ତକ୍ଷେପ...ବାହାରିଲେ ପୂର୍ବତନ ନୌସେନା ଅଧିକାରୀ

ଭାରତର ବଡ କୂଟନୈତିକ ବିଜୟ । ୧୮ ମାସ ଧରି କାତାର ଜେଲରେ ରହିଥିବା ୮ଜଣ ପୂର୍ବତନ ନୌସେନା ଅଧିକାରୀ ମୁକ୍ତ ହୋଇଛନ୍ତି ।

Election Prepation
ଆସୁଛି ନିର୍ବାଚନ...ବିଜେପି ଆରମ୍ଭ କଲାଣି ପ୍ରସ୍ତୁତି, ଆଜି ବୈଠକ

ଆଜି ବସିବ ବିଜେପି ରାଜ୍ୟ ପଦାଧିକାରୀ ବୈଠକ । ବିଜେପି ନିର୍ବାଚନ ପ୍ରଭାରୀ ବିଜୟ ପାଲ ସିଂ ତୋମାର ଏବଂ ସହ ପ୍ରଭାରୀ ଲତା ଉସେଣ୍ଡିଙ୍କ ଅଧ୍ୟକ୍ଷତାରେ ରାଜ୍ୟ କାର୍ଯ୍ୟାଳୟରେ ବସିବ ବୈଠକ ।

Satakadi hota
ଚାଲିଗଲେ ସାତକଡ଼ି ହୋତା...୯୫ ବର୍ଷରେ ପରଲୋକ

ବିଶିଷ୍ଟ ସାହିତ୍ୟିକ ସାତକଡ଼ି ହୋତାଙ୍କ ପରଲୋକ । ଭୁବନେଶ୍ୱରରେ ୯୫ ବର୍ଷ ବୟସରେ ପରଲୋକ ।

Homeless People
ଗାଁ କମିଟିର ଅନ୍ଧା ଶାସନ

ଗାଁ କମିଟିର ଅନ୍ଧା ଶାସନ । ଜମିରୁ ବେଦଖଲ ନିର୍ଦ୍ଦେଶ ନମାନିବାରୁ ସାମାଜିକ ବାସନ୍ଦର ଶିକାର 12 ପରିବାର । ନବରଙ୍ଗପୁର ରାଇଘର ଥାନା ଅନ୍ତର୍ଗତ ହାତୀବେନା DNK ଗାଁରେ ଦେଖିବାକୁ ମିଳିଛି ଏଭଳି ଘଟଣା ।

Khallikote queen
ରାଣୀ ମା’ଙ୍କୁ ଝୁରୁଛି ବ୍ଲାକି... ତୁଣ୍ଡରେ ନେଉନି ଖାଦ୍ୟ ପାଣି....

ଚାଲିଗଲେ ରାଣୀ ମା’… ଝୁରୁଛନ୍ତି ବତକ ... ଝୁରୁଛନ୍ତି ପୋଷା କୁକୁର... ଆଖିରୁ ବହି ଚାଲିଛି ଧାର ଧାର ଲୁହ । ପାଟିକୁ ରୁଚୁନି ଦୁଧ ଭାତ କି ମନ ବି ବୁଝୁନି ।

Blessings
ପଡ଼ୋଶୀଙ୍କ ମଙ୍ଗଳ କାମନା କରି ହୁଏ ପୂଜା

କାହା ପାଟିରେ ମନ୍ଦାର ଫୁଲ ତ କାହା ପାଟିରେ ଦୁବଘାସ । ପାଟି ବନ୍ଦ କରି ପଣତ କାନିରେ ଦୁଆରରୁ ଦୁଆର ମୁହଁ ନ ଫିଟାଇ ଚାଲିଛି ଭିକ୍ଷା ଗ୍ରହଣ ।

Roti machine
ଗାଁରେ ବସିଛି ରୁଟି ଫ୍ୟାକ୍ଟ୍ରି

ଗୋଟିଏ ମିନିଟରେ ପ୍ରସ୍ତୁତ ହେଉଛି ଶହଶହ ରୁଟି । ଅତି ସହଜରେ ଅଟା ମଧ୍ୟ ହୋଇଯାଉଛି ଗୋଳାଇ ।

Missiles
ଓଡ଼ିଶା ଫିଜିକାଲ୍ ସୋସାଇଟିର ବାର୍ଷିକ ସମ୍ମିଳନୀ

ସଜେଇ ହୋଇଛି ଅଗ୍ନି, ବ୍ରହ୍ମୋସ୍, ଆକାଶ ଭଳି ଇତିହାସ ରଚିଥିବା ମିସାଇଲ । ବିକଶିତ ଭାରତର ସ୍ୱପ୍ନ ପୂରଣ ପାଇଁ ପରମାଣୁ ଏବଂ ପଦାର୍ଥ ବିଜ୍ଞାନ ସଂପର୍କରେ ଚାଲିଛି ଆଲୋଚନା ।

Panchang
Panchang Today 11th Feb 2024: ଜାଣନ୍ତୁ ଆଜିର ଶୁଭ ଓ ଅଶୁଭ ସମୟ...

ସୌର ମକର ମାସ ମାଘ ଶୁକ୍ଳପକ୍ଷ । ଇଂରାଜୀରେ ୧୧ତାରିଖ ରବିବାର ଚନ୍ଦ୍ର- କୁମ୍ଭ ଅହୋରାତ୍ର ତିଥି- ୨ୟା ରାତ୍ରି ୦୯.୦ ଗତେ ୩ୟା ଘାତଚନ୍ଦ୍ର- ମିଥୁନ ଓ ମୀନ ରାଶିର ଅହୋରାତ୍ର ଘାତବାର- ମେଷ ରାଶିର ପୁଷ୍କର ଦୋଷ- ୨ ପାଦ-କୃଷି ଓ ପଶୁହାନି-ଭୂମି ଓ ଅନ୍ନଦାନ ରାତ୍ରି...

Land
ଆଦିବାସୀଙ୍କ ସମ୍ପତ୍ତି ପାଇଁ ଚକ୍ରାନ୍ତ; କାମ କରୁଛି ବଡ଼ ରାକେଟ, ରାତି ଅଧିଆ ବଦଳି ଯାଉଛି ପଟ୍ଟା

ଆଦିବାସୀଙ୍କ ଭୂ-ସଂପତ୍ତି ହାତେଇବାକୁ ବଡ଼ ଚକ୍ରାନ୍ତ । ଖୋର୍ଦ୍ଧା ଜିଲ୍ଲାରେ କାମ କରୁଛି ଏକ ବଡ଼ ରାକେଟ୍ । ଖତିଆନ ଠାରୁ ପଟ୍ଟା ପର୍ଯ୍ୟନ୍ତ ରାତି ଅଧିଆ ସବୁ କିଛି ବଦଳି ଯାଉଛି ।

Loot
୪ ସେକେଣ୍ତରେ ୯ ଲକ୍ଷ ଗାଏବ...ଚୋରଙ୍କ କବଜାରେ ରାଜଧାନୀ ବିବାହ ମଣ୍ତପ

ରାଜଧାନୀରେ ପୁଣି ମାତିଲେ ମଣ୍ଡପ ଚୋର । ବିବାହ ଉତ୍ସବରେ ବରଯାତ୍ରୀ ବେଶରେ ଆସି ୯ ଲକ୍ଷରୁ ଅଧିକ ଟଙ୍କା ଓ ଅଳଙ୍କାର ଚୋରି କରିଛନ୍ତି ବଡେ ମିଆଁ-ଛୋଟେ ମିଆଁ ଗ୍ୟାଙ୍ଗ ।

V. Sugnana Kumari Deo
ପରଲୋକରେ ଖଲ୍ଲିକୋଟ ରାଣୀ...ଝୁରୁଛି ଗଞ୍ଜାମ, ରାଜ୍ୟ ରାଜନୀତିରେ ଛାଇଯାଇଛି ଶୂନ୍ୟତା

ସେ ଥିଲେ ରାଜ୍ ପରିବାରର ଦାୟାଦ । ହେଲେ ରାଜନୀତିରେ ରହି ବି କେବେ ରଖି ନଥିଲେ ପଦ ଆଉ କ୍ଷମତାର ମୋହ । ଖଲ୍ଲିକୋଟର ରାଣୀ ଭାବେ ସମ୍ମାନ ଆଉ ସ୍ୱାଭିମାନର ଟେକ ରଖିଥିଲେ ବର୍ଷିୟାନ ରାଜନେତ୍ରୀ ଭି. ସୁଜ୍ଞାନ କୁମାରୀ ଦେଓ ।

Narendra Modi
ଲୋକସଭାରେ ମୋଦି ସରକାରଙ୍କ ସଫଳତାର କଥା; ଗୋଟି ଗୋଟି ବଖାଣିଲେ ପ୍ରଧାନମନ୍ତ୍ରୀ

ବଜେଟ ଅଧିବେଶନର ଶେଷ ଦିନରେ ଲୋକସଭାରେ ପ୍ରଧାନମନ୍ତ୍ରୀ ସମ୍ବୋଧନ କରିଛନ୍ତି । ମୋଦି କହିଛନ୍ତି, ୫ ବର୍ଷରେ ଦେଶ ହିତରେ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି ।

Lok sabha
ଲୋକସଭାରେ ରାମ ମନ୍ଦିର ଉପରେ ଆଲୋଚନା, ବିବୃତ୍ତି ରଖିବେ ପ୍ରଧାନମନ୍ତ୍ରୀ

ସଂସଦରେ ଚାଲିଛି ଅଯୋଧ୍ୟା ରାମ ମନ୍ଦିର ଉପରେ ଆଲୋଚନା । ଆଜି ଲୋକସଭାରେ ବଜେଟ ଅଧିବେଶନର ଶେଷ ଦିନରେ ରାମ ମନ୍ଦିର ନିର୍ମାଣ ଓ ରାମ ଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଉପରେ ଆଲୋଚନା ଚାଲିଛି । ଆଲୋଚନା ଶେଷରେ ଧନ୍ୟବାଦ ପ୍ରସ୍ତାବ ବେଳେ ଗୃହରେ ମନ୍ତବ୍ୟ ରଖିବେ ପ୍ରଧାନମନ୍ତ୍ରୀ...

Loot
ବରଯାତ୍ରୀ ସହ ଆସିଲେ...ବିବାହ ମଣ୍ତପରୁ ଟଙ୍କା ଲୁଟି ଚାଲିଗଲେ

ରାଜଧାନୀରେ ବାହାଘର ମଣ୍ଡପରେ ମାତିଲେ ଲୁଟେରା । ବାହାଘର ଭୋଜିରେ ଗହଳିର ସୁଯୋଗ ନେଇ ଲୁଟି ନେଇଗଲେ ଗିଫ୍ଟ ଆଇଟମ ସହ ଟଙ୍କା ଖାମ୍ ।

Imran Khan
ଜାମିନ ସତ୍ତ୍ୱେ ଜେଲରେ ରହିପାରନ୍ତି ଇମ୍ରାନ! PTI ପ୍ରତି ପାକିସ୍ତାନରେ ବଢ଼ୁଛି ସମର୍ଥନ

ଇମ୍ରାନ ଖାନ୍‌ଙ୍କୁ ମିଳିଲା ଜାମିନ । ପାକ୍‌ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌ଙ୍କୁ ୯ଟି ମାମଲାରେ ଜାମିନ ପ୍ରଦାନ କରାଯାଇଛି । ପୂର୍ବତନ ବୈଦେଶିକ ମନ୍ତ୍ରୀ କୁରେସୀଙ୍କୁ ମଧ୍ୟ ୧୩ଟି ମାମଲାରେ ଜାମିନ ପ୍ରଦାନ ।

ଉତ୍କଳ ବିଶ୍ୱବିଦ୍ୟାଳୟରୁ ସାମ୍ବାଦିକତାରେ ସ୍ନାତକୋତ୍ତର ପରେ ଅର୍ଗସ ନ୍ୟୁଜରେ ସାମ୍ବାଦିକତା ଆରମ୍ଭ କଲି | ଇନପୁଟ ବିଭାଗରେ ଟ୍ୱିଟର, ସ୍କ୍ରୋଲରେ କିଛି ମାସ କାମ କଲାପରେ ଆଉଟପୁଟ ବିଭାଗକୁ ବଦଳି | ପରେ ବୁଲେଟିନ ଏବଂ ପ୍ୟାକେଜ ଲେଖିବାକୁ ସୁଯୋଗ ପାଇଲି | 2 ବର୍ଷ ଅର୍ଗସରେ କାମ କଲାପରେ ଏବେ ଓଟିଭିରେ କାର୍ଯ୍ୟରତ | ଖେଳ ଖବର ସହ ଜାତୀୟ ଓ ଅର୍ନ୍ତଜାତୀୟ ଖବର କରିବାକୁ ପସନ୍ଦ କରେ ।