• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

Swadesi Megha Mallhar Prusty

Editor

ଉତ୍କଳ ବିଶ୍ୱବିଦ୍ୟାଳୟରୁ ସାମ୍ବାଦିକତାରେ ସ୍ନାତକୋତ୍ତର ପରେ ଅର୍ଗସ ନ୍ୟୁଜରେ ସାମ୍ ...more

ଉତ୍କଳ ବିଶ୍ୱବିଦ୍ୟାଳୟରୁ ସାମ୍ବାଦିକତାରେ ସ୍ନାତକୋତ୍ତର ପରେ ଅର୍ଗସ ନ୍ୟୁଜରେ ସାମ୍ବାଦିକତା ଆରମ୍ଭ କଲି | ଇନପୁଟ ବିଭାଗରେ ଟ୍ୱିଟର, ସ୍କ୍ରୋଲରେ କିଛି ମାସ କାମ କଲାପରେ ଆଉଟପୁଟ ବିଭାଗକୁ ବଦଳି | ପରେ ବୁଲେଟିନ ଏବଂ ପ୍ୟାକେଜ ଲେଖିବାକୁ ସୁଯୋଗ ପାଇଲି | 2 ବର୍ଷ ଅର୍ଗସରେ କାମ କଲାପରେ ଏବେ ଓଟିଭିରେ କାର୍ଯ୍ୟରତ | ଖେଳ ଖବର ସହ ଜାତୀୟ ଓ ଅର୍ନ୍ତଜାତୀୟ ଖବର କରିବାକୁ ପସନ୍ଦ କରେ ।

less

Posts by Swadesi Megha Mallhar Prusty

Amit Shah
ବିଜେପିର ଓଡ଼ିଶାରେ ନେତୃତ୍ୱ ସଂକଟ ନାହିଁ; ବିକାଶ ହୋଇନି, ନବୀନ ସ୍ୱୀକାର କରନ୍ତୁ: ଅମିତ୍ ଶାହ

ବିଜେପିର ଓଡ଼ିଶାରେ ନେତୃତ୍ୱର ଅଭାବ ନାହିଁ । ANIକୁ ସାକ୍ଷାତକାର ଅବସରରେ ଅମିତ ଶାହ ମନ୍ତବ୍ୟ ଦେଇଛନ୍ତି । ଆମ ପାଖରେ ଓଡ଼ିଶା ପାଇଁ ନେତୃତ୍ୱ ସଂକଟ ନାହିଁ ବୋଲି କହିଛନ୍ତି ଶାହ ।

Amit Shah
ଚିଟଫଣ୍ତ ତଦନ୍ତରେ ସରକାରଙ୍କ ସହଯୋଗ ନାହିଁ, BJP ଆସିଲେ ଦୋଷୀ ଜେଲ୍ ଯିବେ: ଅମିତ୍ ଶାହ

ବିଜେପି ସରକାର ଆସିବା କ୍ଷଣି ଶ୍ରୀମନ୍ଦିର ୪ ଦ୍ୱାର ଖୋଲାଯିବ ବୋଲି କହିଛନ୍ତି । ବିଜେପି ମୁଖ୍ୟମନ୍ତ୍ରୀ ଶପଥ ନେବାର ୬ ଘଣ୍ଟା ମଧ୍ୟରେ ଖୋଲିବ ୪ ଦ୍ୱାର ।

AR Rahman
ରହମାନ କହିଲେ ମନର କଥା, ବଖାଣିଲେ ପୁରୁଣା ଦିନର ଦୁଃଖ କାହାଣୀ

ଏ.ଆର୍.ରେହମାନଙ୍କୁ ଆଜି କିଏ ବା ନଜାଣେ । କେବଳ ଭାରତ କାହିଁକି ପୂରା ବିଶ୍ୱରେ ଆଜି ସେ ନିଜର ସଙ୍ଗୀତ ପାଇଁ ପରିଚିତ । କିନ୍ତୁ ତାଙ୍କର ସଙ୍ଗୀତ ସାଧନା ଏତେ ସହଜ ନଥିଲା । ବର୍ଷ ବର୍ଷ ଧରି ନିରନ୍ତର କଠିନ ପରିଶ୍ରମ, ତ୍ୟାଗ ଆଜି ତାଙ୍କୁ...

Amit Shah
ନବୀନଙ୍କର ଏଠି ଦରକାର ନାହିଁ, ଲୋକେ ତାଙ୍କୁ ଟାଟା, ବାଏ-ବାଏ କହିଲେଣି: ଅମିତ୍ ଶାହ

ନବୀନଙ୍କର ଆଉ ଆବଶ୍ୟକତା ନାହିଁ । ଓଡ଼ିଶା ଲୋକ ନବୀନଙ୍କୁ ଟାଟା, ବାଏ ବାଏ କହିଲେଣି । ଓଡ଼ିଶାରେ ଏବେ ବିଜେପି ସରକାର ଗଠନ ହେବାକୁ ଯାଉଛି ବୋଲି ଦୋହରାଇଛନ୍ତି ଅମିତ୍ ଶାହ ।

Odisha Politics
୨୫ ବର୍ଷର ସ୍ଥିର ସରକାର...ମୁଖ୍ୟମନ୍ତ୍ରୀ ପଚାରିଲେ ନବୀନ ପଟ୍ଟନାୟକ ଭଲ କି...

ରାଉରକେଲା ପ୍ରଚାର ବେଳେ ମୁଖ୍ୟମନ୍ତ୍ରୀଙ୍କ ପ୍ରଶ୍ନ ରାଜ୍ୟ ସରକାରଙ୍କ ପଲିସି ଠିକ୍ କି ନାହିଁ ତାହା ଲୋକଙ୍କୁ ଭାବିବାକୁ ବାଧ୍ୟ କରିଛି ।

Loot
ଛୁଆଙ୍କ ମୁଣ୍ଡରେ ବନ୍ଧୁକ ଲଗାଇ ଲୁଟିନେଲେ ସର୍ବସ୍ୱ, ସୁନା ଅଳଙ୍କାର ସହ ଟଙ୍କା ଲୁଟିଲେ

ବନ୍ଧୁକ ମୁନରେ ଲକ୍ଷାଧିକ ଟଙ୍କା ଲୁଟ ଅଭିଯୋଗ । ନବରଙ୍ଗପୁର ଡଙ୍ଗରଭେଜା ଗାଁର ବ୍ୟବସାୟୀ ସୁନୀଲ ସାହୁଙ୍କ ଘରୁ ଏବଂ ଜଣେ ଶିକ୍ଷୟିତ୍ରୀଙ୍କୁ ଭଡାରେ ଦେଇଥିବା ଘରୁ ଡକାୟତି ହୋଇଥିବା ଅଭିଯୋଗ ହୋଇଛି ।

Neeroj Chopra
କିଶୋରଙ୍କ ବିପକ୍ଷରେ ଖେଳିବେ ନୀରଜ, ଟୋକିଓ ଅଲିମ୍ପିକ୍ସ ପରେ ପ୍ରଥମ ଜାତୀୟ ଇଭେଣ୍ଟରେ ନେବେ ଭାଗ

ଭୁବନେଶ୍ୱରରେ ଅଲିମ୍ପିଆନ ନୀରଜ ଚୋପ୍ରା । ଆଜି କଳିଙ୍ଗ ଷ୍ଟାଡିୟମରେ ରହିଛି ନୀରଜଙ୍କ ଇଭେଣ୍ଟ । ଜାତୀୟ ଆଥଲେଟିକ୍ସ ଫେଡେରେସନର ପ୍ରତିଯୋଗିତାରେ ଭାଗ ନେବେ ଭାରତର ସୁନା ପୁଅ ନୀରଜ ଚୋପ୍ରା ।

Bill Board Tragedy
ମୁମ୍ବାଇରେ ଭୁଶୁଡ଼ିଲା ବିଲବୋର୍ଡ, ଭୁବନେଶ୍ୱର-କଟକ ସୁରକ୍ଷିତ ତ?

ଭୟ ବଢ଼ାଇଲା ବିଲବୋର୍ଡ ଟ୍ରାଜେଡି । ମୁମ୍ବାଇ ଘାଟକୋପରରେ ଏକ ପେଟ୍ରୋଲ ପମ୍ପ ଉପରେ ଏକ ବିଶାଳ ବିଲବୋର୍ଡ ଭାଙ୍ଗିପଡ଼ି ୧୪ ଜଣଙ୍କ ଜୀବନ ଯିବା ପରେ, ସାରା ଦେଶରେ ଛନକା ।

Ankit Jena
ରହସ୍ୟରୁ ପରଦା ହଟାଇଲେ ମାହାଙ୍ଗା ବିଜେଡି ପ୍ରାର୍ଥୀ ଅଙ୍କିତ

ଗତକାଲି ପାଟ ପଟୁଆର ସହ ଆସି ମଧ୍ୟ ନାମାଙ୍କନ ନକରି ଫେରିଯାଇଥିବା ରହସ୍ୟରୁ ପରଦା ହଟାଇଲେ ମାହାଙ୍ଗାର ବିଜେଡି ପ୍ରାର୍ଥୀ ତଥା ବିଧାୟକ ପ୍ରତାପ ଜେନା ଙ୍କ ପୁଅ ଅଙ୍କିତ ପ୍ରତାପ ଜେନା ।

Commissionerate police
୪ମାସରେ ବ୍ରାଉନସୁଗର କାରବାର ମାମଲାରେ ୮୦ଗିରଫ

କମିଶନରେଟ ପୋଲିସ ପକ୍ଷରୁ ଆରମ୍ଭ କରାଯାଇଥିବା “ଅପରେସନ ହ୍ବାଇଟ ସ୍ପାଇଡର” ମାଧ୍ୟମରେ ଚଳିତ ବର୍ଷ ଜାନୁଆରି ମାସରୁ ଏପ୍ରିଲ ୩୦ ତାରିଖ ସୁଦ୍ଧା ୪୬ଟି ବେଆଇନ ବ୍ରାଉନସୁଗର କାରବାର ଜନିତ ମାମଲାରେ ମୋଟ ୮୦ ଜଣ ନିଶା ବେପାରୀଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି ।

PM Modi
ନାମାଙ୍କନ ପୂର୍ବରୁ ପ୍ରଭୁଙ୍କ ଶରଣରେ ମୋଦି, ଗଙ୍ଗା ପୂଜା କରି କାଳଭୈରବଙ୍କୁ କଲେ ଦର୍ଶନ

୨୪ ମହାସଂଗ୍ରାମର ଶେଷ ପର୍ଯ୍ୟାୟ ନିର୍ବାଚନ ପାଇଁ ସରିଲା ପ୍ରାର୍ଥିପତ୍ର ଦାଖଲ । ଶେଷ ଦିନରେ ଲଗାତର ତୃତୀୟ ଥର ପାଇଁ ଆଜି ବାରାଣସୀରୁ ନାମାଙ୍କନ ଭରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

Mumbai Accident
ଚାଲିଗଲା ୧୪ ଜୀବନ, ତଥାପି ସରୁନି ବିଏମସି-ରେଳ ବିଭାଗର ଦୋଷ ଲଦାଲଦି

ମୁମ୍ବାଇ ଘାଟକୋପରେ ବିଶାଳ ବିଲବୋର୍ଡ ଭାଙ୍ଗିବା ଘଟଣାରେ ରେସ୍କ୍ୟୁ ଅପରେସନ ଶେଷ ହୋଇଛି । ଘଟଣାସ୍ଥଳରୁ ୭୪ ଜଣଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି । ଏପଟେ ମୃତକଙ୍କ ସଂଖ୍ୟା ୧୪କୁ ବୃଦ୍ଧି ପାଇଛି ।

Monsoon
ଏହି ଦିନ ଆଣ୍ତାମାନ ଛୁଇଁବ ମୌସୁମୀ ବାୟୁ, ପାଣିପାଗ ବିଭାଗ ତରଫରୁ ମିଳିଲା ସୂଚନା

ମେ ୧୯ ତାରିଖ ସୁଦ୍ଧା ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଦକ୍ଷିଣ ଆଣ୍ଡାମାନ ସାଗର, ଦକ୍ଷିଣ ପୂର୍ବ ବଙ୍ଗୋପ ସାଗର ଓ ନିକୋବର ଦ୍ୱୀପ ପୁଞ୍ଜ ଛୁଇଁବ। ଏହା କହିଛି ଭୁବନେଶ୍ୱର ପାଣିପାଗ ବିଭାଗ ।

Coffee
ICMR RESEARCH : ଅଧିକା ଚା’ କିମ୍ବା କଫି ପିଉଛନ୍ତି କି, ସାବଧାନ ! ହୋଇପାରେ ଏହି ରୋଗ ...

ଚା ଓ କଫି ସ୍ୱାସ୍ଥ୍ୟ ପକ୍ଷେ କ୍ଷତିକାରକ । ରିସର୍ଚ୍ଚ କରି ଏନେଇ ତଥ୍ୟ ଦେଇଛି ଇଣ୍ଡିଆନ୍ କାଉନସିଲ୍ ଅଫ୍ ମେଡିକାଲ୍ ରିସର୍ଚ୍ଚ ବା ଆଇସିଏମ୍ଆର୍ ।

Baijayant Jay Panda
ବୈଜୟନ୍ତଙ୍କ ମନ୍ତବ୍ୟକୁ କଦର୍ଥ କରିଥିଲା ବିଜେଡି, ଅଫିସ୍ ଦେଲା ଉତ୍ତର

ମୁଖ୍ୟମନ୍ତ୍ରୀଙ୍କ ଭିଡିଓ ସଂପର୍କରେ ବୈଜୟନ୍ତଙ୍କ ମନ୍ତବ୍ୟକୁ ବିଜେଡିର କଦର୍ଥ ପ୍ରସଙ୍ଗ । ଏନେଇ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡାଙ୍କ ଅଫିସ ପକ୍ଷରୁ ପ୍ରତିକ୍ରିୟା ମିଳିଲା ।

Delhi Hospital
ସ୍କୁଲ ପରେ ହସ୍ପିଟାଲକୁ ମିଳିଲା ବୋମା ଧମକ, ଆତଙ୍କିତ ଅବସ୍ଥାରେ ଦିଲ୍ଲୀବାସୀ

ଦିଲ୍ଲୀ ହସ୍ପିଟାଲକୁ ମିଳିଛି ବୋମା ଧମକ । ଦିଲ୍ଲୀରେ ଥିବା ଚାରୋଟି ହସ୍ପିଟାଲକୁ ମିଳିଲା ବୋମା ଧମକ । ହସ୍ପିଟାଲଗୁଡ଼ିକ ହେଲା ଦୀପଚାନ୍ଦ ବନ୍ଧୁ ହସ୍ପିଟାଲ୍, ଦାଦା ଦେବ ହସ୍ପିଟାଲ୍, ହେଡଗୱାର୍ ହସ୍ପିଟାଲ୍ ଏବଂ ଗୁରୁ ତେଗ ବାହାଦୂର ହସ୍ପିଟାଲ୍ ।

Odisha Election
ଦାମଙ୍କୁ ହଟାଇ ଲଗାଇଥିଲେ ପାଣ୍ତିଆନଙ୍କ ଫଟୋ, ଫେକ୍ ବୋଲି ଦର୍ଶାଇଲେ ରାଜା ସ୍ୱାଇଁ

ବିଜେଡି ବିଧାୟକ ପ୍ରାର୍ଥୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ଭାଇରାଲ ଫଟୋକୁ ନେଇ ଆଠଗଡ଼ ଅଞ୍ଚଳରେ ଚର୍ଚ୍ଚା । ଯେଉଁ ଫଟୋରେ ବିଜେଡି ନେତା ଭିକେ ପାଣ୍ଡିଆନ୍ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କୁ ମୁଣ୍ଡ ଉପରେ ହାତ ରଖି ଆଶୀର୍ବାଦ କରୁଥିବା ଦେଖିବାକୁ ମିଳିଛି ।

Berhampur
ବ୍ରହ୍ମପୁର ଯୁକ୍ତ ୨ ଛାତ୍ରୀ ଗଣଦୁଷ୍କର୍ମ ମାମଲା, ସାଙ୍ଘାତିକ ଅଭିଯୋଗ ଆଣିଲା BJP

ବ୍ରହ୍ମପୁରରେ ଯୁକ୍ତ ୨ ଛାତ୍ରୀଙ୍କୁ ନିଶା ଦେଇ ଗଣଦୁଷ୍କର୍ମ ଅଭିଯୋଗ ମାମଲା । ପୋଲିସ ଜାଣିଶୁଣି ବିଜେଡି ଛାତ୍ରନେତାଙ୍କୁ ଛାଡ଼ି ଦେଇଥିବା ଅଭିଯୋଗ ଆଣିଛି ବିଜେପି ।

Agharia Mahasamaj
ପାଣ୍ଡିଆନ୍-ପ୍ରଣବ ପ୍ରକାଶଙ୍କ ନାଁରେ ଅଭିଯୋଗ, ଜମି ଦେବା ନାଁରେ ଭୁଆଁ ବୁଲାଇଛନ୍ତି

ବିଜେଡି ନେତା ଭି. କେ ପାଣ୍ଡିଆନ୍ ଓ ପ୍ରଣବ ପ୍ରକାଶ ଦାସଙ୍କ ବିରୋଧରେ ଅଘରିଆ ସମାଜର ଅଭିଯୋଗ । ଜମି ଦେବା ନାଁରେ ଭୂଆଁ ବୁଲାଉଥିବା ସାମ୍ବାଦିକ ସମ୍ମିଳନୀରେ କହିଛି ଅଖିଳ ଭାରତୀୟ ଅଘରିଆ ମହାସମାଜ ।

James Anderson
ଟେଷ୍ଟ କ୍ରିକେଟରୁ ଅବସର ନେବେ ଆଣ୍ତରସନ୍, ଏହି ଦିନ ଖେଳିବେ ନିଜର ଶେଷ ମ୍ୟାଚ୍

ପ୍ରଖ୍ୟାତ ଇଂଲଣ୍ତ ବୋଲର ଜେମ୍ସ ଆଣ୍ତରସନଙ୍କ ଅବସର । ଟେଷ୍ଟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି ଆଣ୍ତରସନ ।

ଉତ୍କଳ ବିଶ୍ୱବିଦ୍ୟାଳୟରୁ ସାମ୍ବାଦିକତାରେ ସ୍ନାତକୋତ୍ତର ପରେ ଅର୍ଗସ ନ୍ୟୁଜରେ ସାମ୍ବାଦିକତା ଆରମ୍ଭ କଲି | ଇନପୁଟ ବିଭାଗରେ ଟ୍ୱିଟର, ସ୍କ୍ରୋଲରେ କିଛି ମାସ କାମ କଲାପରେ ଆଉଟପୁଟ ବିଭାଗକୁ ବଦଳି | ପରେ ବୁଲେଟିନ ଏବଂ ପ୍ୟାକେଜ ଲେଖିବାକୁ ସୁଯୋଗ ପାଇଲି | 2 ବର୍ଷ ଅର୍ଗସରେ କାମ କଲାପରେ ଏବେ ଓଟିଭିରେ କାର୍ଯ୍ୟରତ | ଖେଳ ଖବର ସହ ଜାତୀୟ ଓ ଅର୍ନ୍ତଜାତୀୟ ଖବର କରିବାକୁ ପସନ୍ଦ କରେ ।