• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

Swadesi Megha Mallhar Prusty

Editor

ଉତ୍କଳ ବିଶ୍ୱବିଦ୍ୟାଳୟରୁ ସାମ୍ବାଦିକତାରେ ସ୍ନାତକୋତ୍ତର ପରେ ଅର୍ଗସ ନ୍ୟୁଜରେ ସାମ୍ ...more

ଉତ୍କଳ ବିଶ୍ୱବିଦ୍ୟାଳୟରୁ ସାମ୍ବାଦିକତାରେ ସ୍ନାତକୋତ୍ତର ପରେ ଅର୍ଗସ ନ୍ୟୁଜରେ ସାମ୍ବାଦିକତା ଆରମ୍ଭ କଲି | ଇନପୁଟ ବିଭାଗରେ ଟ୍ୱିଟର, ସ୍କ୍ରୋଲରେ କିଛି ମାସ କାମ କଲାପରେ ଆଉଟପୁଟ ବିଭାଗକୁ ବଦଳି | ପରେ ବୁଲେଟିନ ଏବଂ ପ୍ୟାକେଜ ଲେଖିବାକୁ ସୁଯୋଗ ପାଇଲି | 2 ବର୍ଷ ଅର୍ଗସରେ କାମ କଲାପରେ ଏବେ ଓଟିଭିରେ କାର୍ଯ୍ୟରତ | ଖେଳ ଖବର ସହ ଜାତୀୟ ଓ ଅର୍ନ୍ତଜାତୀୟ ଖବର କରିବାକୁ ପସନ୍ଦ କରେ ।

less

Posts by Swadesi Megha Mallhar Prusty

Indian Navy
ସାହସ ଦେଖାଇଲେ ଭାରତୀୟ ବୀର, ମୃତ୍ୟୁ କବଳରୁ ଉଦ୍ଧାରିଲେ ୨୩ ଜୀବନ

ମଝି ସମୁଦ୍ରରେ ହୁତୁହୁତୁ ହୋଇ ଜଳୁଥିବା ଜାହାଜ ପାଇଁ ଦେବଦୂତ ସାଜିଲେ ଭାରତୀୟ ନୌବୀର । ୟେମେନ ହୁତି ଗ୍ରୁପର ମିଜାଇଲ୍ ଆକ୍ରମଣରେ ବ୍ରିଟେନର ଏକ ତୈଳ ବୋଝେଇ ଜାହାଜରେ ନିଆଁ ଲାଗିଯାଇଥିଲା ।

Panchang
Panchang Today 28th January 2024: ଜାଣନ୍ତୁ ଆଜିର ଶୁଭ ଓ ଅଶୁଭ ସମୟ..

ସୌର ମକରମାସ ମାଘ କୃଷ୍ଣପକ୍ଷ । ଇଂରାଜୀ ୨୮ ତାରିଖ ରବିବାର ଚନ୍ଦ୍ର- ସିଂହ ଅହୋରାତ୍ର ତିଥି - ୩ୟା ନିଶାନ୍ତ ୦୬.୧୧ ଗତେ ୪ର୍ଥୀ ଘାତଚନ୍ଦ୍ର- କର୍କଟ ଓ ମକର ରାଶିର ଅହୋରାତ୍ର ଘାତବାର- ମେଷ ରାଶିର ପୁଷ୍କର ଦୋଷ- ୧ ପାଦ-କୃଷିହାନି-ଭୂମିଦାନ

Bihar Politics
ଭାଙ୍ଗିବ ବିହାର ମେଣ୍ଟ, ଇସ୍ତଫା ଦେଇ ନୂଆ ସରକାର ଗଢ଼ିବେ ନୀତୀଶ!

ବିହାର ରାଜନୀତିରେ ଆଜି ହେବ ବଡ଼ ଧରଣର ହଲଚଲ୍ । ଆଜି ଇସ୍ତଫା ଦେଇ ବିଜେପି ସମର୍ଥନରେ ସରକାର ଗଢ଼ିପାରନ୍ତି ମୁଖ୍ୟମନ୍ତ୍ରୀ ନୀତୀଶ କୁମାର । ଆଜି ଅପରାହ୍ନ ୪ଟାରେ ନୀତୀଶ କୁମାର ନବମ ଥର ପାଇଁ ବିହାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇପାରନ୍ତି ।

Accident
ସରକାରୀ ନିୟମକୁ ପରୱା ନାହିଁ; ବେଫିକର୍‌ ମାଲିକ, ଜୀବନ ହରାଉଛି ଯାତ୍ରୀ

କେବେ ଦୁର୍ଘଟଣା ହାର କମିଛି କହି ଭୁରୁଡ଼ି ମାରୁଛନ୍ତି ତ ଆଉ କେବେ ସଡ଼କ ସୁରକ୍ଷା ନାଁରେ ତୁଚ୍ଛା ଆତ୍ମପ୍ରଚାର କରୁଛନ୍ତି ରାଜ୍ୟ ସରକାର । ଦୁର୍ଘଟଣା ରୋକିବାକୁ ନୂଆବର୍ଷରୁ କେତେ କ’ଣ ଘୋଷଣା ସହ SOP ଜାରି କରିଦେଲେ । କିନ୍ତୁ, ପଚାରୁଛି କିଏ ।

Sand
ହାଇକୋର୍ଟ ଛାଟକୁ ନାହିଁ ସରକାରଙ୍କ ଡର! ବାଲି ରେଟ୍‌ରେ ହାତ ମାରିପାରୁନି ଜନତା, ମାଫିଆ ମାଲେମାଲ

ରାଜ୍ୟରେ ବାଲିକୁ ନେଇ ବିଚିତ୍ର ସ୍ଥିତି । ଗୋଟିଏ ପଟେ ମେସିନ୍ ଦ୍ୱାରା ବାଲିଉଠାଣ ଉପରେ ହାଇକୋର୍ଟଙ୍କ ରୋକ୍ ଲାଗିଛି, କିନ୍ତୁ ନିର୍ଦ୍ଦେଶ ପାଳନ ପାଇଁ ଥିବା ବ୍ୟବସ୍ଥାର ନିଷ୍କ୍ରିୟତା ପାଇଁ କିଛି ସ୍ଥାନରେ ବେଧଡ଼କ କାରବାର ବି ଚାଲିଛି ।

Narayana Murti
ଇନଫୋସିସ ପ୍ରତିଷ୍ଠାତା ସଫା କରନ୍ତି ଶୌଚାଳୟ, ଜାଣନ୍ତୁ କାରଣ...

ଇନଫୋସିସର ପ୍ରତିଷ୍ଠାତା ନାରାୟଣ ମୂର୍ତ୍ତୀ ସବୁବେଳେ କିଛି ନା କିଛି କାରଣ ପାଇଁ ଚର୍ଚ୍ଚାରେ ରହି ଥାଆନ୍ତି । ବର୍ତ୍ତମାନ ସେ ଶୌଚାଳୟ ସଫା ଉପରେ ମନ୍ତବ୍ୟ ଦେଇ ଚର୍ଚ୍ଚାର ପରିଧିକୁ ଆସିଛନ୍ତି ।

Freedom Fighter
ଚାଲିଗଲେ ନୀଳମଣି ସାମଲ, ପରାଧୀନ ଭାରତକୁ ମୁକ୍ତ କରିବା ପାଇଁ ଭିଡ଼ିଥିଲେ ଅଣ୍ଟା

ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ନୀଳମଣି ସାମଲଙ୍କ ପରଲୋକ । ଏସସିବି ବଡ଼ ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କୁ ମୃତ୍ୟୁ ହୋଇଛି ।

Britain student
ଭୁଲିଲେନି ପରମ୍ପରା...ଷ୍ଟେଜକୁ ଉଠିଲେ..ଶିକ୍ଷକଙ୍କ ପାଦ ଛୁଇଁ କହିଲେ ଜୟ ସିୟାରାମ

ଗଭୀର ସମ୍ମାନ ଏବଂ କୃତଜ୍ଞତାର ପ୍ରତୀକ ପାରମ୍ପରିକ ଭାରତୀୟ ରୀତିନୀତି ସମସ୍ତଙ୍କୁ ପସନ୍ଦ ଆସିଥିଲା । ପୁରା ହଲ୍ ଦର୍ଶକଙ୍କ କରତାଳିରେ ଫାଟି ପଡ଼ିଥିଲା ।

Accident
ଦଶପଲ୍ଲା ଦୁର୍ଘଟଣାରେ ସାଂଘାତିକ ତ୍ରୁଟି, ମଦ ପିଇ ଚଲାଉଥିଲେ ଟ୍ରକ

ଦଶପଲ୍ଲା ବସ୍ ଦୁର୍ଘଟଣାରେ ସାମ୍ନାକୁ ଆସିଲା ସାଂଘାତିକ ତ୍ରୁଟି । ଦୁର୍ଘଟଣା ଘଟାଇଥିବା ଟ୍ରକ୍ କୁ ଚଲାଉ ନଥିଲେ ଡ୍ରାଇଭର୍ । ଦୁର୍ଘଟଣା ବେଳେ ଅନ୍ୟ ଜଣେ କର୍ମଚାରୀ ଟ୍ରକକୁ ଚଲାଉଥିଲେ ତା ପୁଣି ମଦ ପିଇ ।

Death
ଆଖିରେ ଦେଖିଲେ ମୃତ୍ୟୁଦଣ୍ତ, ଅମ୍ଳଜାନ ବିନା ଛଟପଟ ହେଉଥିଲା ଜୀବନ

ନିକଟରେ ଆମେରିକାରେ ଜଣେ ହତ୍ୟାକାରୀକୁ ନାଇଟ୍ରୋଜେନ ଗ୍ୟାସ ଦେଇ ମୃତ୍ୟୁଦଣ୍ତ ଦିଆଯାଇଛି । ଯାହାକୁ ନେଇ ଏବେ ବିବାଦ ମୁଣ୍ତ ଟେକିଛି । ଅମ୍ଳଜାନ ବିନା ବ୍ୟକ୍ତି ଜଣକ ଛଟପଟ ହୋଇ ଜୀବନ ତ୍ୟାଗ କରିଛନ୍ତି ।

Snake
ଚାଲୁଥିଲା ଗାଡ଼ି, ହଠାତ୍ କାର୍‌ର ଏସି ଜାଲି ଭିତରୁ ବାହାରିଲା ସାପ..ଆଉ ତା’ପରେ…

କାର୍‌ ଭିତରୁ ବାହାରିଲା ସାପ । ସେପୁଣି ଆଉ କେଉଁଠୁ ନୁହେଁ ସାମ୍ନାରେ ଥିବା ଏସି ଜାଲି ଭିତରୁ । ଏପରି ଭୟଙ୍କର ଘଟଣା ଘଟିଛି ଅଷ୍ଟ୍ରେଲିଆରେ ।

Ayodhya Ram Mandir
ଅଯୋଧ୍ୟାର ମୂଳ ମୂର୍ତ୍ତି ଏବେ କୋଉଠି ?

ଆପଣଙ୍କ ମନରେ ଏ ପ୍ରଶ୍ନ ନିଶ୍ଚିତ ଆସୁଥିବ ଯେ, ଏବେ ଏ ନୂଆ ଭବ୍ୟ ମନ୍ଦିର ପ୍ରତିଷ୍ଠା ହେଲା। ପୂର୍ବରୁ ବାବରି ମସଜିଦ୍ ଧ୍ୱଂସ ହୋଇଥିଲା.. ହେଲେ ଏଠାରେ ପାରମ୍ପରିକ କ୍ରମେ ପୂଜା ପାଉଥିବା ବିଗ୍ରହ ଗଲେ କୁଆଡ଼େ ?

Cauliflower
ଫୁଲକୋବି ଫୁଲକୋବି.. ଗୋଟା ୨ ଟଙ୍କା !

ମାତ୍ର ୨ ଟଙ୍କାରେ ଫୁଲକୋବି.. ଗୋଟା ଗୋଟା ଅତି କମରେ ଦେଢ କିଲୋ ହେବ.. କିନ୍ତୁ ବିକ୍ରି ହେଉଛି ମାତ୍ର ୨ ଟଙ୍କାରେ..

Andhra Pradesh
ଆନ୍ଧ୍ର ପକାଇଛି ମୋବାଇଲ୍ ଟାଓ୍ୱାର୍ ଜାଲ..

ଆନ୍ଧ୍ରର ଡିଜିଟାଲ୍ ଥୋପ.. ନିର୍ବାଚନ ପୂର୍ବରୁ ବିଛାଇଛି ଟାଓ୍ୱାର୍ ଜାଲ.. ଓଡ଼ିଶା ସରକାରର ତର ନାହିଁ.. ଫସିଯିବ କି କୋଟିଆ !

Ram Mandir
୩୦ କେଜି ମୁରୁଜରେ ବନେଇଦେଲେ ଅଯୋଧ୍ୟାର ଶ୍ରୀରାମ ମନ୍ଦିର

ଅଯୋଧ୍ୟା ଯାଇପାରିଲେନି ବୋଲି ମନରେ ଅବଶୋଷ ରହିଗଲା ସିନା କିନ୍ତୁ ରାମ ଭକ୍ତିରେ ସ୍ୱର୍ଗପୁର ସାହି ବାସିନ୍ଦାମାନେ ମୂରୁଜରେ ବନେଇ ଦେଲେ ଏଇ ବିରାଟ ରାମ ମନ୍ଦିର.. ୩୦କେଜିରୁ ଅଧିକ ରଙ୍ଗ ମୁରୁଜରେ ୩୪୫ବର୍ଗଫୁଟର ଅଯୋଧ୍ୟା ରାମ ମନ୍ଦିରର ଅବିକଳ ଛବି ଦେଖନ୍ତୁ..

Lord Jagannath
ପାଦ ତଳେ ମହାପ୍ରଭୁଙ୍କ ଚିତ୍ର.. ଏ କି ଭକ୍ତି !

ଜଗତ ଗୋସାଇଁଙ୍କ ଚିତ୍ର କଲ.. ମୁହଁ ଉପରେ ଚଢିଗଲ ? ନେତାଙ୍କ ଆଗରେ ମହାପ୍ରଭୁଙ୍କର ଏଇ ଅବସ୍ଥା

Mary Kom
‘ଅବସର ଘୋଷଣା କରି ନାହିଁ, ମୋ କଥାକୁ ଭୁଲ ତର୍ଜମା ହୋଇଛି’

ମ୍ୟାରି କମ୍‌ କହିଛନ୍ତି, ମୁଁ ବକ୍ସିଂରୁ ଅବସର ଘୋଷଣା କରି ନାହିଁ । ମୋ କଥାକୁ ଭୁଲ ତର୍ଜମା ହୋଇଛି। ଅବସର ନିଷ୍ପତ୍ତି ନେଲେ ମିଡିଆ ସାମ୍ନାକୁ ଆସି ଘୋଷଣା କରିବି ।

Panchang
Panchang Today 25th January 2024: ଜାଣନ୍ତୁ ଆଜିର ଶୁଭ ଓ ଅଶୁଭ ସମୟ..

ସୌର ମକରମାସ ପୌଷ ଶୁକ୍ଳପକ୍ଷ । ଇଂରାଜୀ ୨୫ ତାରିଖ ଗୁରୁବାର ଚନ୍ଦ୍ର- କର୍କଟ ଅହୋରାତ୍ର ତିଥି- ପୂର୍ଣ୍ଣିମା ରାତ୍ରି ୧୧.୨୩ ଗତେ ପ୍ରତିପଦ ଘାତଚନ୍ଦ୍ର- ନାସ୍ତି ଘାତବାର- ତୁଳା ଓ କୁମ୍ଭ ରାଶିର ପୁଷ୍କର ଦୋଷ- ୧ ପାଦ-କୁଟୁମ୍ବହାନି-ତିଳକାଞ୍ଚନ ଦାନ ଦିବା ୦୮.୧୬ ପର୍ଯ୍ୟନ୍ତ

Dog
ନଥିଲା ମୃତ୍ୟୁର ଡର କି ଥଣ୍ତାର ଭୟ...ମାଲିକକୁ ବଞ୍ଚାଇବାକୁ ଦୌଡ଼ିଗଲା କୁକୁର

କୁକୁର ହିଁ ହେଉଛି ମଣିଷର ବିଶ୍ୱସ୍ତ ବନ୍ଧୁ । ମଣିଷ ସହ କୁକୁର ସମ୍ପର୍କ କାହିଁ କେଉଁ କାଳରୁ । ଅନାବିଳ ସ୍ନେହ ଦ୍ୱାରା ପଶୁକୁ ମଧ୍ୟ ବାନ୍ଧି ଦିଆଯାଇପାରେ, ଏହା ପ୍ରମାଣ କରିସାରିଛି ମଣିଷ । ମଣିଷ ଓ କୁକୁରର ସଂପର୍କକୁ ନେଇ ଏକ ଭିଡ଼ିଓ ବର୍ତ୍ତମାନ...

Congress Press Meet
ବାଇକ ଆରୋହୀଙ୍କ ମୃତ୍ୟୁ ଘଟଣା: ପାଣ୍ତିଆନଙ୍କୁ କଂଗ୍ରେସର ଟାର୍ଗେଟ

ଗଜପତି ଜିଲ୍ଲା ପରିସଲ୍ ଛକରେ କାର ଧକ୍କାରେ ଜଣେ ବାଇକ ଆରୋହୀଙ୍କ ମୃତ୍ୟୁକୁ ନେଇ ଜୋର ଧରିଲା ରାଜନୀତି । ଦୁର୍ଘଟଣା ଘଟାଇଥିବା ଗାଡ଼ିଟି 5T ଅଧ୍ୟକ୍ଷ ଭିକେ ପାଣ୍ଡିଆନଙ୍କ ସୁରକ୍ଷାରେ ନିୟୋଜିତ ଥିବା ବୋଲି କହିଛି କଂଗ୍ରେସ । ଧକ୍କା ଦେଇଥିବା ଗାଡ଼ିଟି ଏକ ପୋଲିସ ଗାଡ଼ି...

ଉତ୍କଳ ବିଶ୍ୱବିଦ୍ୟାଳୟରୁ ସାମ୍ବାଦିକତାରେ ସ୍ନାତକୋତ୍ତର ପରେ ଅର୍ଗସ ନ୍ୟୁଜରେ ସାମ୍ବାଦିକତା ଆରମ୍ଭ କଲି | ଇନପୁଟ ବିଭାଗରେ ଟ୍ୱିଟର, ସ୍କ୍ରୋଲରେ କିଛି ମାସ କାମ କଲାପରେ ଆଉଟପୁଟ ବିଭାଗକୁ ବଦଳି | ପରେ ବୁଲେଟିନ ଏବଂ ପ୍ୟାକେଜ ଲେଖିବାକୁ ସୁଯୋଗ ପାଇଲି | 2 ବର୍ଷ ଅର୍ଗସରେ କାମ କଲାପରେ ଏବେ ଓଟିଭିରେ କାର୍ଯ୍ୟରତ | ଖେଳ ଖବର ସହ ଜାତୀୟ ଓ ଅର୍ନ୍ତଜାତୀୟ ଖବର କରିବାକୁ ପସନ୍ଦ କରେ ।