• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

Swadesi Megha Mallhar Prusty

Editor

ଉତ୍କଳ ବିଶ୍ୱବିଦ୍ୟାଳୟରୁ ସାମ୍ବାଦିକତାରେ ସ୍ନାତକୋତ୍ତର ପରେ ଅର୍ଗସ ନ୍ୟୁଜରେ ସାମ୍ ...more

ଉତ୍କଳ ବିଶ୍ୱବିଦ୍ୟାଳୟରୁ ସାମ୍ବାଦିକତାରେ ସ୍ନାତକୋତ୍ତର ପରେ ଅର୍ଗସ ନ୍ୟୁଜରେ ସାମ୍ବାଦିକତା ଆରମ୍ଭ କଲି | ଇନପୁଟ ବିଭାଗରେ ଟ୍ୱିଟର, ସ୍କ୍ରୋଲରେ କିଛି ମାସ କାମ କଲାପରେ ଆଉଟପୁଟ ବିଭାଗକୁ ବଦଳି | ପରେ ବୁଲେଟିନ ଏବଂ ପ୍ୟାକେଜ ଲେଖିବାକୁ ସୁଯୋଗ ପାଇଲି | 2 ବର୍ଷ ଅର୍ଗସରେ କାମ କଲାପରେ ଏବେ ଓଟିଭିରେ କାର୍ଯ୍ୟରତ | ଖେଳ ଖବର ସହ ଜାତୀୟ ଓ ଅର୍ନ୍ତଜାତୀୟ ଖବର କରିବାକୁ ପସନ୍ଦ କରେ ।

less

Posts by Swadesi Megha Mallhar Prusty

Accident
ରୋଷେଇ କରୁ କରୁ ମାଡ଼ି ଆସିଲା କାର୍, ଆଉ ତା’ପରେ...

ଗାଡ଼ି ଚଲଉଥିଲେ, କ’ଣ ହେଲା କେଜାଣି ଆଖି ଲାଗିଗଲା ଡ୍ରାଇଭରର । ଏହାପରେ କ’ଣ ହେଲା ପରିସ୍ଥିତି ତାହା ନକହିବା ଭଲ । ଦୋକାନ ଭିତରେ ପଶିଗଲା ଗାଡ଼ି । ଏପରି ଦୁର୍ଘଟଣା ଘଟିଛି ତାମିଲନାଡୁରେ ।

Supreme Court
ଆଉ ଲୁଚିଛପି ରାଜନୈତିକ ଦଳକୁ ଚାନ୍ଦା ଦେଇପାରିବେନି, ସୁପ୍ରିମକୋର୍ଟ ଲଗାଇଲେ ବଡ଼ ପ୍ରତିବନ୍ଧକ

ଇଲେକ୍ଟ୍ରୋରାଲ ବଣ୍ତ ଜରିଆରେ ଆଉ ପ୍ରଦାନ କରାଯିବନି ଚାନ୍ଦା । ଏହାକୁ ବେଆଇନ ତଥା ଅସାମ୍ବିଧାନିକ ଘୋଷଣା କରିଛନ୍ତି ସୁପ୍ରିମକୋର୍ଟ । ଇଲେକ୍ଟ୍ରୋରାଲ ବଣ୍ଡ ଜରିଆରେ ପଲ୍ଟିକାଲ ପାର୍ଟିଗୁଡ଼ିକୁ ଚାନ୍ଦା ପ୍ରଦାନ ଆଉ ଆଇନତଃ ବୈଧ ନୁହେଁ ।

BJD
ଅଶ୍ୱିନୀଙ୍କୁ ସମର୍ଥନ କଲା ବିଜେଡି

ବିଜେପି ରାଜ୍ୟସଭା ପ୍ରାର୍ଥୀଙ୍କୁ ପୁଣି ବିଜେଡିର ସମର୍ଥନ । ବିଜେଡି ସମର୍ଥନରେ ନାମାଙ୍କନ ଭରିବେ ଅଶ୍ୱିନୀ । ନାଁ ଘୋଷଣାର କିଛି ସମୟ ମଧ୍ୟରେ ବିଜେଡିର ସମର୍ଥନ ।

Rajya Sabha Candidate
ଅଶ୍ୱିନୀ ବୈଷ୍ଣବ ବିଜେପି ରାଜ୍ୟସଭା ପ୍ରାର୍ଥୀ

ସବୁ କଳ୍ପନାଜଳ୍ପନାର ଘଟିଲା ଅନ୍ତ । ପୁଣି ଥରେ ଓଡ଼ିଶାରୁ ରାଜ୍ୟସଭା ପ୍ରାର୍ଥୀ ହୋଇଛନ୍ତି ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । ଆଜି ବିଜେପି ଏନେଇ ବିଧିବଦ୍ଧ ଭାବେ ଘୋଷଣା କରିଛି । ଆଉ ବିଜେପିର ଘୋଷଣାର କିଛି ସମୟ ମଧ୍ୟରେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ପ୍ରାର୍ଥିତ୍ୱକୁ ସମର୍ଥନ ଜଣାଇଛି...

Nua O program
ଛୋଟପିଲା ବୋଲି ଭଣ୍ଡେଇ ଦେଲେ କି ସରକାର ?

ନୂଆ କରି କଲେଜରେ ପାଠ ପଢ଼ୁଥିବା +2 ପିଲାଙ୍କୁ ମିଳିବନି ‘ନୂଆ-ଓ’ ଛାତ୍ରବୃତ୍ତି ! +3 ଓ ପିଜି ଛାତ୍ରଛାତ୍ରୀଙ୍କୁ ‘ନୂଆ-ଓ’ ଛାତ୍ରବୃତ୍ତି ଆକାରରେ ବାର୍ଷିକ ଛାତ୍ରମାନଙ୍କୁ ୯ ହଜାର ଓ ଛାତ୍ରୀମାନଙ୍କୁ ୧୦ ହଜାର ଟଙ୍କା ଦେବେ ରାଜ୍ୟ ସରକାର ।

love
ନିରୋଳା ଭଲ ପାଇବାର ମୁକସାକ୍ଷୀ

ପରସ୍ପରକୁ ପ୍ରେମର ଭାଷାରେ ଭିଜାଉଥିବା ଏହି ଦମ୍ପତିଙ୍କୁ ଦେଖି ଲାଗିବନି ଯେ ଏମାନେ ମୁକ ବୋଲି । ଈଶ୍ୱର କଥା କହିବାର ଶକ୍ତି ଦେଇ ନାହାନ୍ତି ସତ, ହେଲେ ନିରୋଳା ଭଲ ପାଇବାର ମୁକସାକ୍ଷୀ କରିଛନ୍ତି ଏହି ଦୁଇଜଣଙ୍କୁ । ଭାଲେଷ୍ଟାଇନ ଡେରେ ଦେଖନ୍ତୁ ଏହି...

Muktapur
ମୁକ୍ତାପୁର ବଖାଣୁଛି ମୁକ୍ତାଦେଇଙ୍କ ସ୍ମୃତି

ଏଠି ପଥରଗୁଡାକ ପଥର ନୁହେଁ, ଏଠି ଫୁଲଗୁଡିକ ଫୁଲ ନୁହେଁ। ଏଠି ସବୁକିଛି ପ୍ରେମମୟ, ପ୍ରେମର ସ୍ବରୂପକୁ ଆପଣାର କରିଥିଲା କିର୍ତ୍ତିସ୍ତମ୍ଭ। ପୁରୁଣା ପଥର, ଲଟା ଗହଳରେ ରହିଥିବା ଜଳାଶୟ ସବୁକିଛି ସେହି ସାସ୍ବତ ପ୍ରେମର ସ୍ମାରକୀ।

Road Problem
ରାସ୍ତା ଏମିତି ଯେ ଚାଲିକି ଯିବା କଷ୍ଟ

ରାସ୍ତା ଦେଇ ବାଇକ ଓ ଚାରିକିଆ ଯାନ ଯିବା ତ ଦୁରର କଥା ଚାଲି ଚାଲିକି ଯିବା ମଧ୍ୟ କଷ୍ଟ l ଆଉ ରାସ୍ତାରେ ରହିଥିବା କଲଭଟ୍ କଥା ନକହିବା ଭଲ l କାରଣ ସବୁ କଲଭଟ ବିପଦ ସଂକୁଳ ଅବସ୍ଥାରେ ରହିଥିବା ବେଳେ ପ୍ଲାଷ୍ଟର ଛାଡି ଲୁହାରଡ଼...

Panchang
Panchang Today 14th Feb 2024: ଜାଣନ୍ତୁ ଆଜିର ଶୁଭ ଓ ଅଶୁଭ ସମୟ..

ସୌର କୁମ୍ଭମାସ ମାଘ ଶୁକ୍ଳପକ୍ଷ । ଇଂରାଜୀ ୧୪ ତାରିଖ ବୁଧବାର ଚନ୍ଦ୍ର- ମୀନ ଦିବା ୧୦.୪୪ ଗତେ ମେଷ ତିଥି- ୫ମୀ ଦିବା ୧୨.୧୦ ଗତେ ୬ଷ୍ଠୀ ଘାତଚନ୍ଦ୍ର- ଧନୁ ରାଶିର, ଦିବା ୧୦.୪୪ ଗତେ ମେଷ ରାଶିର ଘାତବାର- କର୍କଟ ରାଶିର ପୁଷ୍କର ଦୋଷ- ନାସ୍ତି

Electricity tariff cut in Odisha
କମିଲା ବିଜୁଳି ଦର, ୧୦ ପଇସାରୁ ୧୦ ଟଙ୍କା ପର୍ଯ୍ୟନ୍ତ ହ୍ରାସ କଲେ ସରକାର

ଘରୋଇ ଉପଭୋକ୍ତାଙ୍କ ପାଇଁ ବିଜୁଳି ଦର ହ୍ରାସ କଲେ ଓଇଆର୍‌ସି । ଘରୋଇ ଉପଭୋକ୍ତାଙ୍କ ପାଇଁ ପ୍ରତ୍ୟେକ ସ୍ଲାବରେ ୧୦ ପଇସା ହ୍ରାସ କରାଗଲା ।

PM Modi
ଆବୁଧାବିରେ ୟୁପିଆଇ-ରୁପେ ପେମେଣ୍ଟ ବ୍ୟବସ୍ଥାର ଶୁଭାରମ୍ଭ କଲେ ମୋଦି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜିଠାରୁ ଦୁଇଦିନିଆ ୟୁଏଇ ଗସ୍ତରେ ଯାଇଛନ୍ତି । ଏହା ସହ ଭାରତର ନିଜସ୍ୱ ପେମେଣ୍ଟ ବ୍ୟବସ୍ଥା ୟୁନିଫାଇଡ୍ ପେମେଣ୍ଟ ଇଣ୍ଟରଫେସ୍ (ୟୁପିଆଇ) କୁ ମଧ୍ୟ ଆରମ୍ଭ କରାଯାଇଛି ।

Kota
କୋଟା ଦେଖିଲା ଆଉ ଏକ ମୃତ୍ୟୁ, JEE ରେ ବିଫଳତା ପାଇଁ ଜୀବନ ହାରିଲେ ଛାତ୍ର !

କୋଚିଂର ହବ କହୁଥିବା ରାଜସ୍ଥାନର କୋଟାରେ ଆଉ ଜଣେ ଛାତ୍ର ଆତ୍ମହତ୍ୟା କରିଛନ୍ତି । JEE ପାଇଁ ପ୍ରସ୍ତୁତ ହେଉଥିବା ଜଣେ ୧୬ ବର୍ଷୀୟ ଛାତ୍ର ଆତ୍ମହତ୍ୟା କରିଛନ୍ତି ।

Missing
ସରକାର ନେଇଥିଲେ ତିରୁପତି; ବିତିଲାଣି ୪ ଦିନ, ମିଳୁ ନାହାଁନ୍ତି ତୀର୍ଥଯାତ୍ରୀ

ତୀର୍ଥଯାତ୍ରାକୁ ଯାଇ ୩ ବୃଦ୍ଧା ନିଖୋଜ । ରାଜ୍ୟ ପର୍ଯ୍ୟଟନ ବିଭାଗ ପକ୍ଷରୁ ତିରୁପତି ଯାଇଥିବା ଯାତ୍ରୀଙ୍କ ମଧ୍ୟରୁ ନିଖୋଜ ହୋଇ ଯାଇଛନ୍ତି ତିନି ଜଣ ବୃଦ୍ଧା ।

Elephant
ଜଙ୍ଗଲରେ ପଡ଼ିଥିଲା ବୋମା, ଚୋବାଇ ଦେଲା ଦନ୍ତାହାତୀ...ଚାଲିଗଲା ଜୀବନ

ବୋମା ବିସ୍ଫୋରଣରେ ଦନ୍ତା ହାତୀର ମୃତ୍ୟୁ । ଭରତପୁର ଜଙ୍ଗଲରେ ବୋମା ବିସ୍ଫୋରଣର ଶିକାର ହୋଇଥିବା ଏକ ଦନ୍ତା ହାତୀର ମୃତ୍ୟୁ ହୋଇଛି । ହାତୀଟି ଖୋର୍ଦ୍ଧା ଜଙ୍ଗଲରୁ ଆସିଥିବା ଅନୁମାନ କରାଯାଉଛି ।

Rajya sabha election
ରାଜ୍ୟସଭା ନିର୍ବାଚନ: ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ନାମାଙ୍କନ ଦାଖଲ

ରାଜ୍ୟସଭା ନିର୍ବାଚନ ପାଇଁ ବିଜେଡିର ଦୁଇ ପ୍ରାର୍ଥୀଙ୍କ ନାମାଙ୍କନ ଦାଖଲ । ଦଳର ବରିଷ୍ଠ ନେତା ତଥା ପୂର୍ବତନ ବିଧାୟକ ଦେବାଶିଷ ସାମନ୍ତରାୟ ଏବଂ ଯୁବ ନେତା ଶୁଭାଶିଷ ଖୁଣ୍ଟିଆ ଆଜି ନାମାଙ୍କନ ଦାଖଲ କରିଛନ୍ତି ।

Robot
ଏକଲାପଣ ଦୂର କରୁଛି ରୋବଟ...ପରଫେକ୍ଟ ପ୍ରେମିକର କାମ କରୁଛି !

ରୋବଟକୁ ସାଙ୍ଘାଇର ଏକ କମ୍ପାନୀ ତିଆରି କରିଛି । ଗ୍ଲୋ ନାମକ ଚାଟବୋଟ ଦ୍ୱାରା ଉକ୍ତ ରୋବଟଟି ଚାଲିଛି ।

Shivraj Singh Chouhan
ନବୀନଙ୍କ ଉପରେ ବର୍ଷିଲେ ଶିବରାଜ...କହିଲେ ଓଡ଼ିଶାରେ ବିଜେପି ପାଇବ ବହୁମତ

‘ନବୀନ ବାବୁ ନିଜେ ସରକାର ଚଳାଉନାହାନ୍ତି, ଆଉଟସୋର୍ସକୁ ଦେଇଛନ୍ତି’ ବୋଲି କହିଛନ୍ତି ଶିବରାଜ । ‘ସେ ସରକାର ଚଳାଉ ନାହାନ୍ତି, ତାଙ୍କ ଅଧିକାରୀ ସରକାର ଚଳାଉଛନ୍ତି’।

Crime
ନୃଶଂସ, ବର୍ବର...ପେଟ୍ରୋଲ ଢାଳି ଭାଇକୁ ଜାଳିଦେଲା ଭାଇ, କ୍ୟାମେରାରେ କଏଦ ହେଲା ଦୃଶ୍ୟ

ଜୀଅନ୍ତା ଜାଳିଦେଲା ଭାଇ । ନିଜ ଭାଇ ଉପରେ ପେଟ୍ରୋଲ ଢ଼ାଳି ନିଆଁ ଲଗାଇଦେଲା ନୃଂଶସ ।

Pana Sankranti
ହଟିଲା ସଂଶୟ...ଏହି ଦିନରେ ପାଳିତ ହେବ ପଣା ସଂକ୍ରାନ୍ତି

ଏପ୍ରିଲ ୧୪ ପଣା ସଂକ୍ରାନ୍ତି । ପଣା ସଂକ୍ରାନ୍ତି କେବେ ପାଳନ ହେବ, ହଟିଲା ସଂଶୟ । ଏପ୍ରିଲ ୧୪ ତାରିଖରେ ପାଳନ ହେବ ମହାବିଷୁବ ପଣା ସଂକ୍ରାନ୍ତି । ପଣା ସଂକ୍ରାନ୍ତି ନେଇ ମୁକ୍ତି ମଣ୍ଡପ ପଣ୍ଡିତ ସଭାର ମୋହର ।

JP Nadda
୨୪ ନିର୍ବାଚନ ପାଇଁ ତତ୍ପର ବିଜେପି, ମାସ ଶେଷରେ ଆସିବେ ଜେ.ପି. ନଡ୍ଡା

ଚଳିତ ମାସ ଶେଷରେ ଓଡ଼ିଶା ଆସିବେ ବିଜେପି ରାଷ୍ଟ୍ରୀୟ ସଭାପତି ଜେ.ପି. ନଡ୍ଡା । ତାସହ ଆସନ୍ତାକାଲି ଓଡିଶା ଆସୁଛନ୍ତି ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା ଶିବରାଜ ସିଂ ଚୌହାନ ।

ଉତ୍କଳ ବିଶ୍ୱବିଦ୍ୟାଳୟରୁ ସାମ୍ବାଦିକତାରେ ସ୍ନାତକୋତ୍ତର ପରେ ଅର୍ଗସ ନ୍ୟୁଜରେ ସାମ୍ବାଦିକତା ଆରମ୍ଭ କଲି | ଇନପୁଟ ବିଭାଗରେ ଟ୍ୱିଟର, ସ୍କ୍ରୋଲରେ କିଛି ମାସ କାମ କଲାପରେ ଆଉଟପୁଟ ବିଭାଗକୁ ବଦଳି | ପରେ ବୁଲେଟିନ ଏବଂ ପ୍ୟାକେଜ ଲେଖିବାକୁ ସୁଯୋଗ ପାଇଲି | 2 ବର୍ଷ ଅର୍ଗସରେ କାମ କଲାପରେ ଏବେ ଓଟିଭିରେ କାର୍ଯ୍ୟରତ | ଖେଳ ଖବର ସହ ଜାତୀୟ ଓ ଅର୍ନ୍ତଜାତୀୟ ଖବର କରିବାକୁ ପସନ୍ଦ କରେ ।