• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sujit kumar Swain

Sujit kumar Swain

Editor

ବିଜେବି କଲେଜରୁ ସାମ୍ବାଦିକତାରେ ସ୍ନାତକୋତ୍ତର କରିବା ପରେ ସାମ୍ୱାଦିକତା କ୍ଷେତ୍ରର ...more

ବିଜେବି କଲେଜରୁ ସାମ୍ବାଦିକତାରେ ସ୍ନାତକୋତ୍ତର କରିବା ପରେ ସାମ୍ୱାଦିକତା କ୍ଷେତ୍ରରେ ୪ ବର୍ଷରୁ ଊର୍ଦ୍ଧ୍ବ ଅଭିଜ୍ଞତା ରହିଛି । ବିଭିନ୍ନ ମିଡିଆରେ କାମ କରିବା ପରେ ଏବେ ଓଟିଭି ସହିତ ଯୋଡ଼ି ହୋଇଛି । ସମସ୍ତ ପ୍ରକାର ଖବର ଲେଖିବାରେ ବିଶେଷ ରୁଚି ରହିଛି।

less

Posts by Sujit kumar Swain

MP Pradeep Panigrahi
MP Pradeep Panigrahi: ବର୍ଷିଲେ ପ୍ରଦୀପ, କହିଲେ-‘ଆସୁଛି ଓଡ଼ିଆ ନୂଆ ବର୍ଷ, ସବୁ ପାଞ୍ଜି ଖୋଲି ଦେବି’

ଠକେଇ ମାମଲାରେ ଦୋଷମୁକ୍ତ ପରେ ଆଜି ବର୍ଷିଛନ୍ତି ବ୍ରହ୍ମପୁର ସାଂସଦ ପ୍ରଦୀପ ପାଣିଗ୍ରାହୀ। କହିଲେ-ମୋତେ ଦଳରୁ ବହିଷ୍କାର କଲେ, ତାଙ୍କୁ ରାଜ୍ୟବାସୀ ବହିଷ୍କାର କଲେ। ଓଡ଼ିଆ ନୂଆ ବର୍ଷ ଆସୁଛି, ସବୁ ପାଞ୍ଜି ଖୋଲି ଦେବି କହି ଏମିତି ଟାର୍ଗେଟ୍‌ କରିଛନ୍ତି ବ୍ରହ୍ମପୁର ସାଂସଦ।

Pravasi Bharatiya Divas
ପ୍ରବାସୀ ଭାରତୀୟ ଦିବସ ପାଇଁ ସଜେଇ ହୋଇଛି ଭୁବନେଶ୍ୱର

ପ୍ରବାସୀ ଭାରତୀୟ ଦିବସ ପାଇଁ ରାଜଧାନୀର ୧୪ଟି  ପ୍ରମୁଖ ଛକରେ ଲାଗିଛି ବିଭିନ୍ନ କଳାକୃତି। ଯାହା କି ଓଡ଼ିଶାର କଳା, ସଂସ୍କୃତି, ସହ ଐତିହ୍ୟ ଓ ଜ୍ଞାନ କୌଶଳର ବାର୍ତ୍ତା ବହନ କରୁଛି। ଆସନ୍ତୁ ନଜର ପକାଇବା କେଉଁ ଛକରେ କଣ ନିର୍ମାଣ କରାଯାଉଛି।

Pravasi Bharatiya Divas
ରାଜଧାନୀରେ ମନ କିଣୁଛି ଫେଷ୍ଟିଭାଲ ସାଙ୍ଗକୁ ଫ୍ଲାୱାର ସୋ

ଏୟାରପୋର୍ଟରେ ସ୍ବାଗତ ପରେ ବୁଲି ଯାଉଛନ୍ତି ପୁରୀ-କୋଣାର୍କ-ଚିଲିକା। ଅତିଥିଙ୍କୁ ଆକର୍ଷିତ ଲାଗି ମ୍ୟୁଜିୟମରୁ ମ୍ୟୁଜିକ୍ ଫାଉଣ୍ଟେନ୍ ଯାଏଁ ବ୍ୟବସ୍ଥା। ରାଜଧାନୀରେ ମନ କିଣୁଛି ଫେଷ୍ଟିଭାଲ ସାଙ୍ଗକୁ ଫ୍ଲାୱାର ସୋ।

Delhi Assembly Election
ବାଜିଲା ଦିଲ୍ଲୀ ଭୋଟ୍ ବିଗୁଲ୍

ବାଜିଲା ଦିଲ୍ଲୀ ଭୋଟ୍ ବିଗୁଲ୍। ଫେବ୍ରୁଆରୀ ୫ରେ ଭୋଟ୍, ୮ରେ ଗଣତି। ତାରିଖ ଘୋଷଣା ପରେ ରାଜଧାନୀ ରାଜନୀତି ସରଗରମ ଲଢ଼େଇ ପାଇଁ ପ୍ରସ୍ତୁତ କହିଲେ ବିଜେପି-ଆପ୍ ଓ କଂଗ୍ରେସ।

Income Tax Raids
ସମିତିସଭ୍ୟାରୁ କର୍ପୋରେଟ୍ ଦଲାଲ୍ କରୁଥିଲେ ହଂସିତା ଅଭିଲିପ୍ସା

ସମିତିସଭ୍ୟାରୁ କର୍ପୋରେଟ୍ ଦଲାଲ୍ କରୁଥିଲେ ହଂସିତା ଅଭିଲିପ୍ସା । ବଡ଼ବଡ଼ିଆଙ୍କ ନାଁରେ ଅନୀଲ ସହ ବିଛାଇଥିଲେ ଠକେଇ ଜାଲ। ଫିଟୁଛି ବଣ୍ଟି-ବବଲି ଯୋଡ଼ିଙ୍କ କଳାସାମ୍ରାଜ୍ୟର ଗୁମର।ଭୁବନେଶ୍ବର, ଦିଲ୍ଲୀ, ଝାଡ଼ଖଣ୍ଡ ରାଜ୍ୟର ୧୨ଟି ସ୍ଥାନରେ ଆୟକର ରେଡ୍।

Potato Price
୪୦ ତଳକୁ ଖସୁନି ଆଳୁ ଦର

୪୦ ତଳକୁ ଖସୁନି ଆଳୁ ଦର। ସୀମାରେ ପଶ୍ଚିମବଙ୍ଗ ଛାଡୁନି ଆଳୁ ଗାଡ଼ି। ୟୁପିରୁ ଆଣିଲେ ବାଧୁଛି ପରିବହନ ଖର୍ଚ୍ଚ । ପୂର୍ବ ସରକାରକୁ ଯୋଗାଣ ମନ୍ତ୍ରୀଙ୍କ ଦୋଷ ।

Pravasi Bharatiya Divas
Pravasi Bharatiya Divas: ଓଡ଼ିଶାରେ VVIPଙ୍କ ଭିଡ଼; ଏୟାରପୋର୍ଟରେ ସ୍ବାଗତ ପରେ ବୁଲି ଯାଉଛନ୍ତି ପୁରୀ-କୋଣାର୍କ-ଚିଲିକା

ସାତ ଦରିଆ ପାରି କରି ପ୍ରବାସୀ ଫେରୁଛନ୍ତି ଜନ୍ମମାଟି। କିଏ ୟୁରୋପରୁ ତ କିଏ ଆସିଛି ଅଷ୍ଟ୍ରେଲିଆରୁ। ଆମେରିକା ଏବଂ ମଧ୍ୟପ୍ରାଚ୍ୟରୁ ବି ବେଶ୍ ସରାଗରେ ଧାଇଁ ଆସିଛନ୍ତି ଓଡ଼ିଶା ମାଟିକୁ। 

Income Tax Raids
Income Tax Raids: ଫିଟୁଛି ବଣ୍ଟି-ବବଲି ଯୋଡ଼ିଙ୍କ କଳାସାମ୍ରାଜ୍ୟର ଗୁମର; ସମିତିସଭ୍ୟାରୁ କର୍ପୋରେଟ୍ ଦଲାଲ୍ କରୁଥିଲେ ହଂସିତା ଅଭିଲିପ୍ସା 

ନାଁ ହଂସିତା ଅଭିଲିପ୍ସା। ଏହି ନାଁ ଏବେ ଆଛା ଆଛାଙ୍କ ହଂସା ଉଡ଼ାଉଛି। ରାଜନେତାରୁ ଶିଳ୍ପପତି, ବ୍ୟବସାୟୀରୁ ଠିକାଦାର। କ୍ରାଇମ୍ ପାର୍ଟନର୍ ଅନୀଲ୍ ମହାନ୍ତି ସହ କ୍ୟାପିଟାଲରେ ରହି ହଂସିତା ଚୁନା ଲଗାଇବାର ଯେଉଁ ହାଇପ୍ରୋଫାଇଲ୍ ଗେମ୍ ଖେଳିଛନ୍ତି, ତାର ତନାଘନା ପରଠୁ ବଡ଼ବଡ଼ିଆଙ୍କ ଛାତି ଧଡ଼ପଡ଼।

Potato Price
Potato Price: ରାଜ୍ୟରେ ପୁଣି ଆଳୁ ସଙ୍କଟ; ମମତାଙ୍କ ମନମାନି, ୪୦ ତଳକୁ ଖସୁନି ଦର...

ଦୁଇ ଦିନ ତଳେ ୪୦ ଥିଲା, ଆଜି ୪୫। କାଲି କେତେ ହେବ କହିହେଉନି। ବଜାରରେ ଆଳୁ ଦର ୪୦ ତଳକୁ ଖସିବାର ନାଁ ନେଉନି।

Delhi Assembly Election
Delhi Assembly Election: ବାଜିଲା ଦିଲ୍ଲୀ ଭୋଟ୍ ବିଗୁଲ୍; ତାରିଖ ଘୋଷଣା ପରେ ରାଜଧାନୀ ରାଜନୀତି ସରଗରମ...

ବାଜିଲା ଦିଲ୍ଲୀ ଭୋଟ୍ ବିଗୁଲ। ଦେଶ ରାଜଧାନୀର ସମସ୍ତ ୭୦ ବିଧାନସଭା ଆସନରେ ଗୋଟିଏ ଦିନରେ ହେବ ମତଦାନ। ଆଜି ପ୍ରେସମିଟ୍ କରି ପୂରା କାର୍ଯ୍ୟସୂଚୀ ଘୋଷଣା କରିଛନ୍ତି ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର।

ନକ୍ସଲ ଆକ୍ରମଣରେ ୮ ଯବାନ ସହିଦ
ବିଜାପୁରରେ ବଡ଼ ଧରଣର IED ବିସ୍ଫୋରଣ

ଭୁଶୁଡ଼ୁଥିବା ମାଓଗଡ଼ରେ ବଡ଼ ହମଲା। ଛତିଶଗଡ଼ ବିଜାପୁରରେ ବଡ଼ ଧରଣର IED ବିସ୍ଫୋରଣରେ ଯାଇଛି ୮ DRG ଯବାନଙ୍କ ସହ ଜଣେ ଡ୍ରାଇଭରଙ୍କ ଜୀବନ। ଗତକାଲିର ସଫଳ ଅପରେସନ୍ ସାରି ଯବାନମାନେ ଖୁସି ମନରେ ଫେରୁଥିବା ବେଳେ ଆଜି ଅପରାହ୍ନରେ ଘଟିଛି ଏହି ଅଘଟଣ।

BJD Protests Against Unreasonable Price Hike
ବିପର୍ଯ୍ୟୟ ପରେ ବିକ୍ଷୋଭ ସାଜିଛି କି ଅସ୍ତ୍ର?

ରାଜଧାନୀରେ ବିଜେଡିର ସମାବେଶ । ବିପର୍ଯ୍ୟୟ ପରେ ବିକ୍ଷୋଭ ସାଜିଛି କି ଅସ୍ତ୍ର? ଦରଦାମ୍ ବୃଦ୍ଧିକୁ ପ୍ରସଙ୍ଗ କରି ରାସ୍ତାକୁ ଓହ୍ଲାଇଲା ବିଜେଡି । ନବୀନ ଆସିବା ଆଗରୁ ମଞ୍ଚରେ ନେତା ଗୋହି ଖୋଳାଖୋଳି । BJP କହିଲା ନାଟକ, ସ୍ଥିତି ବଞ୍ଚାଇବାକୁ ଫନ୍ଦି କହି କଂଗ୍ରେସର ଆକ୍ଷେପ...

 BJP Leaders Killed in Car Accident
ବିଜେପି ନେତାଙ୍କ କାରକୁ ଜାଣିଶୁଣି ଧକ୍କା ଦେଇଥିଲା ହାଇୱା

ବିଜେପି ନେତାଙ୍କ କାରକୁ ଜାଣିଶୁଣି ଧକ୍କା ଦେଇଥିଲା ହାଇୱା । ଡ୍ରାଇଭର ଜାଣିଶୁଣି ଧକ୍କା ଦେଇଥିବା କଥା ମାନିଥିବା କହିଲେ ଏସପି । ରାତି ଅଧରେ କାହିଁକି ରଚିଲା ହତ୍ୟା ତାଣ୍ଡବ କାରଣ ଖୋଜୁଛି ପୋଲିସ । ଜୟନାରାୟଣ କହିଲେ, ଟାର୍ଗେଟରେ ଥିଲେ ଆଉ କିଏ ।

Rayagada Railway Division
ରାୟଗଡ଼ା ରେଳ ଡିଭିଜନ୍ ବିଲଡିଂର ଶିଳାନ୍ୟାସ କଲେ ମୋଦି

ରାୟଗଡ଼ା ରେଳ ଡିଭିଜନ୍ ବିଲଡିଂର ଶିଳାନ୍ୟାସ କଲେ ମୋଦି । ଜନଜାତି ସଂପ୍ରଦାୟ ପାଇବେ ବେଶି ଉପକାର କହିଲେ ପ୍ରଧାନମନ୍ତ୍ରୀ । ରାଜ୍ୟରେ ଆରମ୍ଭ ହୋଇଛି ୭ ଗତି ଶକ୍ତି କାର୍ଗୋ ଟର୍ମିନାଲ୍ କାର୍ଯ୍ୟ । ଦକ୍ଷିଣ ଓଡ଼ିଶାରେ ଆଦିବାସୀଙ୍କ ସୁବିଧା ଓ ସାଧନ ହେବ କହିଲେ ମୁଖ୍ୟମନ୍ତ୍ରୀ...

HMPV virus
ଡରାଇଲା ଚୀନ୍ ଭାଇରସ୍ HMPV

ଡରାଇଲା ଚୀନ ଭାଇରସ୍, ଫେରିଲା ମାସ୍କ । ଡରାଇଲା ଚୀନ୍ ଭାଇରସ୍ HMPV । ବେଙ୍ଗଲୁରୁ ପରେ ଅହମ୍ମଦାବାଦରେ ୨ ମାସର ଶିଶୁ ସଂକ୍ରମିତ । କର୍ଣ୍ଣାଟକକୁ ଫେରିଲା ‘ମାସ୍କ’ ପିନ୍ଧିବା କଟକଣା । ଗହଳି ଯାଗାକୁ ନଯିବାକୁ ମହାରାଷ୍ଟ୍ରରେ ବାରଣ । ଓଡ଼ିଶାରେ HMPV ଚିହ୍ନଟ ଲାଗି...

Pravasi Bharatiya Divas
ଶେଷ ପର୍ଯ୍ୟାୟରେ ପ୍ରବାସୀ ଭାରତୀୟ ସମ୍ମିଳନୀ ପ୍ରସ୍ତୁତି

ମଝିରେ ଆଉ ମାତ୍ର ଗୋଟିଏ ଦିନ । ଶେଷ ପର୍ଯ୍ୟାୟରେ ପ୍ରବାସୀ ଭାରତୀୟ ସମ୍ମିଳନୀ ପ୍ରସ୍ତୁତି । ବିଶ୍ୱରୁ ଆସି ଏକାଠି ହେଉଛନ୍ତି ସାଢ଼େ ୩ ହଜାରରୁ ଅଧିକ NRI । ସମସ୍ତ ଅତିଥିଙ୍କୁ ସ୍ୱାଗତ ଅପେକ୍ଷାରେ ଜନତା ମଇଦାନ । ସଂଧ୍ୟାରେ ପହଞ୍ଚିଲେ ବୈଦେଶିକ ମନ୍ତ୍ରୀ ଏସ୍....

Rayagada Railway Division
Rayagada Railway Division: ରାୟଗଡ଼ା ରେଳ ଡିଭିଜନ୍ ବିଲଡିଂର ଶିଳାନ୍ୟାସ କଲେ ମୋଦି; ‘ଜନଜାତି ସଂପ୍ରଦାୟ ପାଇବେ ବେଶି ଉପକାର’

ରେଳ ବିକାଶକୁ ନେଇ ରାୟଗଡ଼ା ଜିଲ୍ଲାବାସୀଙ୍କ ଆକାଂକ୍ଷା ଆଉ ପାଦେ ପୂରଣ । ରାୟଗଡ଼ା ରେଲ୍ ଡିଭିଜନ ବିଲ୍ଡିଂର ହେଲା ହେଲା ଶିଳାନ୍ୟାସ। ନିଜେ ପ୍ରଧାନମନ୍ତ୍ରୀ  ନରେନ୍ଦ୍ର ମୋଦି ଆଜି ଭିଡିଓ କନଫରେନ୍ସିଂ ଜରିଆରେ ନୂଆଦିଲ୍ଲୀରୁ ରିମୋଡ୍ ଟିପି ଏହି ବିଲ୍ଡିଂର ଶିଳାନ୍ୟାସ କରିଛନ୍ତି।

Pravasi Bharatiya Divas
Pravasi Bharatiya Divas: ମଝିରେ ଆଉ ମାତ୍ର ଗୋଟିଏ ଦିନ; ଶେଷ ପର୍ଯ୍ୟାୟରେ ପ୍ରବାସୀ ଭାରତୀୟ ସମ୍ମିଳନୀ ପ୍ରସ୍ତୁତି...

ଦିନକ ପରେ ଭୁବନେଶ୍ବରରେ ପ୍ରବାସୀ ଭାରତୀୟଙ୍କ ମହାମେଳି। ସାମିଲ ହେବେ ୭୦ ରାଷ୍ଟ୍ରର ୪ ହଜାରରୁ ଅଧିକ ପ୍ରବାସୀ। ୧୮ତମ ପ୍ରବାସୀ ଭାରତୀୟ ଦିବସରେ ମୁଖ୍ୟ ଅତିଥି ଭାବେ ଯୋଗଦେବେ ତ୍ରିନିଦାଦ୍ ଆଣ୍ଡ ଟୋବାଗୋ ରାଷ୍ଟ୍ରପତି କ୍ରିଷ୍ଟାଇନ୍ କାର୍ଲା କଙ୍ଗାଲୁ।

 BJP Leaders Killed in Car Accident
Sambalpur Tragedy: ସମ୍ବଲପୁର ଘଟଣା: ଆକ୍ସିଡେଣ୍ଟ ନୁହେଁ ମର୍ଡର, କାରକୁ ଜାଣିଶୁଣି ଧକ୍କା ଦେଇଥିଲା ହାଇୱା...

ସମ୍ବଲପୁର କଣ୍ଟାପାଲି ଛକରେ ଦୁଇ ବିଜେପି ନେତାଙ୍କୁ ଜାଣିଶୁଣି କରାଯାଇଛି ହତ୍ୟା। କାରକୁ ପିଛା କରି ଉଦ୍ଦେଶ୍ୟମୂଳକ ଭାବେ ଧକ୍କା ଦେଇଥିଲା ହାଇୱା ଡ୍ରାଇଭର।

BJD Protests Against Unreasonable Price Hike
BJD Protests: ରାଜଧାନୀରେ ବିଜେଡିର ସମାବେଶ; ବିପର୍ଯ୍ୟୟ ପରେ ବିକ୍ଷୋଭ ସାଜିଛି କି ଅସ୍ତ୍ର? 

ନୂଆ ବର୍ଷରେ ନୂଆ ଆଭିମୁଖ୍ୟ। ଦରଦାମ ବୃଦ୍ଧି ପ୍ରତିବାଦରେ ବିଜେଡିର ବିକ୍ଷୋଭ। ଭୁବନେଶ୍ବର ଲୋୟର ପିଏମ୍‌ଜିରେ ବିଶାଳ ସମାବେଶ କରି ବିଜେପି ସରକାରକୁ ଟାର୍ଗେଟ କରିଛନ୍ତି ନବୀନ। 

ବିଜେବି କଲେଜରୁ ସାମ୍ବାଦିକତାରେ ସ୍ନାତକୋତ୍ତର କରିବା ପରେ ସାମ୍ୱାଦିକତା କ୍ଷେତ୍ରରେ ୪ ବର୍ଷରୁ ଊର୍ଦ୍ଧ୍ବ ଅଭିଜ୍ଞତା ରହିଛି । ବିଭିନ୍ନ ମିଡିଆରେ କାମ କରିବା ପରେ ଏବେ ଓଟିଭି ସହିତ ଯୋଡ଼ି ହୋଇଛି । ସମସ୍ତ ପ୍ରକାର ଖବର ଲେଖିବାରେ ବିଶେଷ ରୁଚି ରହିଛି।