/odishatv-khabar/media/post_attachments/uploadimage/library/16_9/16_9_0/Panchang_1725936867.jpg)
Panchang
ସୌର ସିଂହ ମାସ ଭାଦ୍ରବ ଶୁକ୍ଳପକ୍ଷ । ଇଂରାଜୀରେ ୧୩ ତାରିଖ ଶୁକ୍ରବାର । ଚନ୍ଦ୍ର- ଧନୁ ରାତ୍ରି ୦୩.୨୨ ଗତେ ମକର । ତିଥି- ୧୦ମୀ ରାତ୍ରି ୧୦.୩୦ ଗତେ ୧୧ଶୀ । ଘାତଚନ୍ଦ୍ର- ତୁଳା ଓ କୁମ୍ଭ ରାଶିର , ରାତ୍ରି ୦୩.୨୨ ଗତେ ସିଂହ ରାଶିର । ଘାତବାର- ବିଛା , ଧନୁ ଓ ମୀନ ରାଶିର। ପୁଷ୍କର ଦୋଷ- ରାତ୍ରି ୦୯.୩୪ ଗତେ ୧ ପାଦ-କୁଟୁମ୍ବହାନି-ତିଳକାଞ୍ଚନ ଦାନ।
Advertisment
ଶୁଭ ସମୟ
ପ୍ରାତଃ - ୦୫.୩୭ ରୁ ୦୬.୨୫
ପ୍ରାତଃ - ୦୭.୧୪ ରୁ ୦୮.୩୯
ଦିବା- ୧୨.୦୬ ରୁ ୦୨.୩୨
ଦିବା- ୦୪.୧୦ ରୁ ୦୫.୪୭
ସନ୍ଧ୍ୟା- ୦୭.୨୨ ରୁ ୦୮.୪୪
ରାତ୍ରି- ୦୧.୪୦ ରୁ ୦୪.୦୨
ଅଶୁଭ ସମୟ
ରାହୁକାଳ- ଦିବା ୧୦.୧୧ ରୁ ୧୧.୪୨
କାଳବେଳା- ଦିବା ୧୦.୧୧ ରୁ ୧୧.୪୨
ବାରବେଳା- ଦିବା ୦୮.୩୯ ରୁ ୧୦.୧୧
କାଳରାତ୍ରି- ରାତ୍ରି ୦୮.୪୪ ରୁ ୧୦.୧୩
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)