• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sonali Ojha

ସୌର ସିଂହ ମାସ ଭାଦ୍ରବ ଶୁକ୍ଳପକ୍ଷ । ଇଂରାଜୀରେ ୧୨ ତାରିଖ ଗୁରୁବାର । ଚନ୍ଦ୍ର- ଧନୁ ଅହୋରାତ୍ର । ତିଥି- ୯ମୀ ରାତ୍ରି ୧୧.୩୩ ଗତେ ୧୦ମୀ। ଘାତଚନ୍ଦ୍ର- ତୁଳା ଓ କୁମ୍ଭ ରାଶିର ଅହୋରାତ୍ର । ଘାତବାର- ତୁଳା ଓ କୁମ୍ଭ ରାଶିର। ପୁଷ୍କର ଦୋଷ- ନାସ୍ତି ।
ଶୁଭ ସମୟ

ପ୍ରାତଃ - ୦୫.୩୭ ରୁ ୦୭.୧୪
ଦିବା- ୧୦.୨୯ ରୁ ୧୨.୫୫
ରାତ୍ରି- ୦୨.୨୮ ରୁ ୦୩.୧୫

ଅଧିକ ପଢ଼ନ୍ତୁ: Astrology: ଘର ଭିତରେ କାହିଁକି ତିଆରି ହୁଏ ତାଜା; କ’ଣ କୁହେ ଜ୍ୟୋତିଷ ଶାସ୍ତ୍ର

ଅଶୁଭ ସମୟ
ରାହୁକାଳ- ଦିବା ୦୧.୧୪ ରୁ ୦୨.୪୫
କାଳବେଳା- ଦିବା ୦୨.୪୫ ରୁ ୦୪.୧୬
ବାରବେଳା- ଦିବା ୦୪.୧୬ ରୁ ୦୫.୪୮
କାଳରାତ୍ରି- ରାତ୍ରି ୧୧.୪୨ ରୁ ୦୧.୧୧

OTV is now on Whatsapp

Join and get latest news update delivered to you via whatsapp

Join Now