କିପରି ପ୍ରତିଷ୍ଠା ହୋଇଥିଲେ ମା’ ଭଟ୍ଟାରିକା ? କ’ଣ ରହିଛି ଏହା ପଛର ଅଲୌକିକ କାହାଣୀ ? ଦେଖନ୍ତୁ ଏହି ରିପୋର୍ଟ ।
ସୌର କନ୍ୟା ମାସ ଆଶ୍ୱିନ ଶୁକ୍ଳପକ୍ଷ । ଇଂରାଜୀରେ ୦୬ ତାରିଖ ରବିବାର । ଚନ୍ଦ୍ର- ତୁଳା ସନ୍ଧ୍ୟା ୦୫.୩୩ ଗତେ ବିଛା । ତିଥି- ୩ୟା (ମଳ)ପ୍ରାତଃ ୦୭.୪୯ ଗତେ ଅନୁରାଧା ଘାତଚନ୍ଦ୍ର- ନାସ୍ତି ଘାତବାର- ମେଷ ରାଶିର ।
ଯୁଦ୍ଧ ସ୍ଥିତିରେ ଥରହର ବିଶ୍ବ। ଇସ୍ରାଏଲ-ଇରାନ ଯୁଦ୍ଧ ଭିତରେ ତ୍ରସ୍ତ ହେଲାଣି ପ୍ରକୃତି। ଆଉ ଏତିକି ବେଳେ ଚର୍ଚ୍ଚାକୁ ଆସିଛି ପ୍ରଧାନମନ୍ତ୍ରୀ ମୋଦିଙ୍କ ଗୋଟିଏ ଟୁଇଟ୍। ଏହି ଯୁଦ୍ଧରେ ଭାରତ ହେବ କି ସଙ୍କଟ ମୋଚକ ?
କାହିଁକି ଅଲଗା ହେଲେ ସାମନ୍ଥା ଓ ନାଗା ଚୈତନ୍ୟ? ଡିଭୋର୍ସ ପଛରେ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ପୁଅଙ୍କ ହାତ ? ଆସିଲା ସାଂଘାତିକ ଅଭିଯୋଗ, କ’ଣ ରହିଛି ଏହା ପଛର ସତ୍ୟତା ?
ସୌର କନ୍ୟା ମାସ ଆଶ୍ୱିନ ଶୁକ୍ଳପକ୍ଷ । ଇଂରାଜୀରେ ୦୪ ତାରିଖ ଶୁକ୍ରବାର। ଚନ୍ଦ୍ର- ତୁଳା ଅହୋରାତ୍ର। ତିଥି- ୨ୟା ନିଶାନ୍ତ ୦୫.୩୧ ଗତେ ୩ୟା । ଘାତଚନ୍ଦ୍ର- ନାସ୍ତି । ଘାତବାର- ବିଛା , ଧନୁ ଓ ମୀନ ରାଶିର। ପୁଷ୍କର ଦୋଷ- ୧ ପାଦ-ପଶୁସମ୍ପଦ ନାଶ-ଅନ୍ନ...
ଅଡୁଆରେ ପୂର୍ବତନ ଭାରତୀୟ କ୍ରିକେଟର ତଥା କଂଗ୍ରେସ ନେତା ମହମ୍ମଦ ଆଝାରୁଦ୍ଦିନ। ମନି ଲଣ୍ଡ୍ରିଂ ମାମଲାରେ ଆଝାରୁଦ୍ଦିନଙ୍କୁ ସମନ ପଠାଇଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ।
ବାରମ୍ବାର ପରୀକ୍ଷାରେ ସାମ୍ନାକୁ ଆସୁଛି ସାଂଘାତିକ ଅବ୍ୟବସ୍ଥାର ଚିତ୍ର। କଟକରେ ମଧ୍ୟ ଆରଆଇ ଓ ଅମିନ ପରୀକ୍ଷାରେ ଅନୟମିତତା ଅଭିଯୋଗ ହୋଇଛି । ପରୀକ୍ଷା ବାତିଲ ଦାବିରେ ଆନ୍ଦୋଳନ କରିଛନ୍ତି ଚାକିରି ଆଶାୟୀ।
ଜଣେ ବ୍ୟକ୍ତିଙ୍କ ଝିଅ ଗଣିତ କ୍ଲାସ ବନ୍ଦ କରି ନିଜ ସାଙ୍ଗମାନଙ୍କ ସହିତ ବାହାରକୁ ଯାଉଥିଲା । ବାରମ୍ୱାର ଏପରି ହେବାରୁ ବାପା ଝିଅକୁ ବାଟକୁ ଆଣିବା ପାଇଁ ଏକ ଅଜବ ପନ୍ଥା ଆପଣାଇଥିଲେ। ରାଗିଯାଇ ବାପା ଝିଅକୁ ଏକ ଶିକ୍ଷା ଦେବା ପାଇଁ ଘରେ ଥିବା ଝିଅର...
ଦ୍ୱିତୀୟ ବିଶ୍ୱ ଯୁଦ୍ଧର ୭୯ ବର୍ଷ ପରେ ଜାପାନରେ ଫୁଟିଲା ବୋମା। ଗତକାଲି ଦକ୍ଷିଣ-ପଶ୍ଚିମ ଜାପାନର ଏକ ବିମାନ ବନ୍ଦରରେ ଭୟଙ୍କର ବିସ୍ଫୋରଣ ଘଟିଛି।
ମଧ୍ୟପ୍ରାଚ୍ୟ ଉପରେ ସାରା ବିଶ୍ୱର ନଜର ରହିଛି। ଇସ୍ରାଏଲ ଏବଂ ଇରାନ ମଧ୍ୟରେ ସଂଘର୍ଷ ଲାଗି ରହିଛି। ସେପ୍ଟେମ୍ବର ୨୭ରେ ଇସ୍ରାଏଲର ଆକ୍ରମଣରେ ହିଜବୁଲ ନେତା ହାସନ ନସରାଲ୍ଲାଙ୍କୁ ହତ୍ୟା କରାଯିବା ପରେ ଏହି ବିବାଦ ଆହୁରି ତୀବ୍ର ରୂପ ନେଇଛି। ନସରାଲ୍ଲାଙ୍କ ମୃତ୍ୟୁ ପରେ ଇରାକ ସମେତ...
ନର୍ସିଂ ହୋମ୍ରେ ଡାକ୍ତରଙ୍କୁ ଗୁଳିକରି ହତ୍ୟା। ଚିକିତ୍ସା ବାହାନାରେ ଆସି ଡାକ୍ତରଙ୍କୁ ମାରିଦେଲେ ଦୁଇ ଯୁବକ। ଦକ୍ଷିଣପୂର୍ବ ଦିଲ୍ଲୀ ଜୌତପୁର ଖଡା କଲୋନୀରେ ଘଟିଛି ଏହି ହତ୍ୟାକାଣ୍ଡ।
ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ କହିଛନ୍ତି ଯେ ଆମେରିକା ଇସ୍ରାଏଲକୁ ସମର୍ଥନ କରୁଛି, କିନ୍ତୁ ଯଦି ଇସ୍ରାଏଲ ଇରାନର ଆଣବିକ ଘାଟି ଉପରେ ଆକ୍ରମଣ କରେ ତେବେ ଆମେରିକା ଏହାକୁ ସମର୍ଥନ କରିବ ନାହିଁ।
ବଡ଼ ବୋହୂ ପ୍ରତି ଗ୍ରହମାନଙ୍କ ଅଶୁଭ ଦୃଷ୍ଟି ପଡ଼ିଛି। ଏହାର ପ୍ରତିକାର କଲେ ଶୁଭ ଫଳ ମିଳିବ। ଏଭଳି ପ୍ରବର୍ତ୍ତାଇ ଲକ୍ଷାଧିକ ଟଙ୍କାର ସୁନା ଚେନ୍ ଲୁଟିନେଲେ ଜଣେ କିନ୍ନର।
କେକ୍ ଆପଣଙ୍କ ଶରୀରର ଅନେକ କ୍ଷତି ଘଟାଇ ପାରେ। ଏହା ଖାଇବା ଦ୍ୱାରା ଆପଣ କର୍କଟ ରୋଗ ବା କ୍ୟାନସରର ଶିକାର ହୋଇପାରନ୍ତି। ନିକଟରେ ବେକେରୀ କେକ୍ ଉପରେ ହୋଇଥିବା ଏକ ପରୀକ୍ଷଣରୁ ଏହା ସ୍ପଷ୍ଟ ହୋଇଛି।
ଇସ୍ରାଏଲ ଏବଂ ଇରାନ ମଧ୍ୟରେ ତିକ୍ତତା ଲାଗିରହିଛି। ଏହାର ପ୍ରଭାବ ସିଧାସଳଖ ଅଶୋଧିତ ତୈଳ ମୂଲ୍ୟ ଉପରେ ପଡିଛି। ଯାହ ଫଳରେ ତେଲ ବଜାରରେ ନିଆଁ ଲାଗିଛି।
ତେଲେଙ୍ଗାନାରେ ମର୍ମନ୍ତୁଦ ଦୁର୍ଘଟଣା। ଡିଭାଇଡର୍ରେ ପିଟିହେଲା ପିକ୍ଅପ୍। ଦୁର୍ଘଟଣାରେ ତିନି ଶିଶୁଙ୍କ ସମେତ ୫ଜଣଙ୍କର ମୃତ୍ୟୁ ହୋଇଛି।
ମହାରାଷ୍ଟ୍ରରେ ହେଲିକପ୍ଟର କ୍ରାସ୍ । ପୁଣେର ବାବଧାନ ବୁଦକ ଅଞ୍ଚଳରେ ଏକ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ୩ ଜଣଙ୍କର ଜୀବନ ଯାଇଛି।
ଶଙ୍ଖ ଭବନରେ ଥମୁନି ମୁହାଁମୁହିଁ ସ୍ଥିତି। ଭୁବନେଶ୍ବର କର୍ପୋରେଟରଙ୍କ ମଧ୍ୟରେ ବିବାଦ ପରେ ଗତକାଲି ଖୋର୍ଦ୍ଧା ଜିଲ୍ଲା ବିଜେଡି ନେତାଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିବା ସୂଚନା ମିଳିଛି।
ମିଡିଲ୍ ଇଷ୍ଟରେ କିଛି ଦିନର ବ୍ୟବଧାନ ପରେ ପୁଣି ଥରେ ଯୁଦ୍ଧ ପରିସ୍ଥିତି ସୃଷ୍ଟି ହୋଇଛି। ଇସ୍ରାଏଲ ଉପରେ ଇରାନ କରିଛି ମିଶାଇଲ୍ ହମଲା। ଏକାଥରେ ୧୮୦ରୁ ଅଧିକ ମିଶାଇଲ୍ ମାଡ଼।