କୋଲକାତା ଅଭୟା ଦୁଷ୍କର୍ମ ଓ ହତ୍ୟା ମାମଲାକୁ ପୁରିଲା ମାସେ। ଅଭୟାଙ୍କ ପାଇଁ ମାନବ ଶୃଙ୍ଖଳ ଗଠନ କରି ନ୍ୟାୟ ମାଗିଛନ୍ତି ଲୋକେ । ଅପରାଧୀମାନଙ୍କୁ ଯଥାଶୀଘ୍ର ଫାଶୀ ଦିଆଯାଉ ବୋଲି ଲୋକେ ଦାବି କରୁଛନ୍ତି।
ଭଙ୍ଗାହେବ ଦିଲ୍ଲୀ ସ୍ଥିତ ଓଡ଼ିଶା ଭବନ । ଏହାକୁ ବିପଦପୂର୍ଣ୍ଣ ଘୋଷଣା କଲେ ରାଜ୍ୟ ସରକାର । ଓଡ଼ିଶା ଭବନରେ ରହିବା ଅସୁରକ୍ଷିତ ଯୋଗୁଁ ଭାଙ୍ଗିବାକୁ ନିର୍ଦ୍ଦେଶ ଦିଆଯାଇଛି ।
ଆସନ୍ତା ୧୧ ତାରିଖ ପର୍ଯ୍ୟନ୍ତମତ୍ସ୍ୟଜୀବୀଙ୍କୁ ସମୁଦ୍ର ମଧ୍ୟକୁ ବାରଣ କରାଯାଇଛି। ଧାମରା, ପାରାଦୀପ, ପୁରୀ ଏବଂଗୋପାଳପୁର ପୋର୍ଟକୁ ୩ ନମ୍ବର ବିପଦ ସଂକେତ ଜାରି କରାଯାଇଛି।
ବଡ଼ ଝିଅର ବୟସ ୧୨ବର୍ଷ ହୋଇଥିବା ବେଳେ ମଝିଆ ଝିଅ ଶୁଭରେଖା ମଲ୍ଲିକର ବୟସ ୧୧ ଓ ସାନଝିଅ ସୁରଭିର ବୟସ ୩ବର୍ଷ ବୋଲି ଜଣାପଡିଛି। ମା’ ଓ ପୁଅ ସୁରକ୍ଷିତ ଅଛନ୍ତି।
ଗଣେଶ ଭସାଣ ବେଳେ ଅଘଟଣ । ପୋଖରୀରେ ବୁଡ଼ିଗଲେ ଦୁଇ ଭାଇ। ବାଲେଶ୍ୱର ଜିଲ୍ଲା ଖନ୍ତାପଡ଼ା ଥାନା କୁଳିଗାଁରେ ଘଟିଛି ଅଭାବନୀୟ ଘଟଣା।
ବିବାଦୀୟ ଟ୍ରେନି ଆଇଏଏସ୍ ପୂଜା ଖେଡକରଙ୍କୁ ବଡ଼ ଝଟକା। ପୂଜାଙ୍କୁ ତତ୍କାଳ ଭାବେ ଆଇଏଏସ୍ ପଦରୁ ବିଦା କରିଛନ୍ତି କେନ୍ଦ୍ର ସରକାର।
ଉତ୍ତରପ୍ରଦେଶ ଲକ୍ଷ୍ନୌରେ କୋଠା ଭୁଶୁଡ଼ି ୮ଜଣଙ୍କର ମୃତ୍ୟୁ ହୋଇଛି । ଭଙ୍ଗା କୋଠା ତଳେ ଆହୁରି ଅନେକ ଲୋକ ଚାପି ହୋଇ ରହିଥିବା ଆଶଙ୍କା କରାଯାଉଛି। ରାତିସାରା ଜାରି ରହିଛି ଉଦ୍ଧାର କାର୍ଯ୍ୟ ।
ଉତ୍କଟ ମରୁଡ଼ିର ସାମନା କରୁଛି ଆଫ୍ରିକା। ଖାଦ୍ୟ ପାଇଁ ଡହଳବିକଳ ହେଉଛନ୍ତି ଲକ୍ଷ ଲକ୍ଷ ଲୋକ। ଦେଶରେ ଖାଦ୍ୟ ଭଣ୍ଡାର ସରି ଆସିଲାଣି। ଏପରି ସ୍ଥିତିରେ ଦୁର୍ଭିକ୍ଷ ପ୍ରପୀଡ଼ିତ ଆଫ୍ରିକାକୁ ସହାୟତାର ହାତ ବଢାଇଛି ଭାରତ।
ବଙ୍ଗୋପସାଗରରେ ସୃଷ୍ଟି ଲଘୁଚାପ ପ୍ରଭାବରେ ରାଜ୍ୟରେ ଜାରି ରହିଛି ବର୍ଷା। ଆଜି ଦକ୍ଷିଣ ଓ ଉପକୂଳ ଓଡ଼ିଶାର ଅଧିକାଂଶ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବା ପୂର୍ବାନୁମାନ କରିଛି ପାଣିପାଗ ବିଭାଗ।
ତୁହିନକାନ୍ତ ପାଣ୍ଡେ ହେଲେ ନୂଆ କେନ୍ଦ୍ର ଅର୍ଥ ସଚିବ। ବରିଷ୍ଠ IAS ଅଧିକାରୀ ତୁହିନକାନ୍ତ ପାଣ୍ଡେଙ୍କୁ କେନ୍ଦ୍ର ଅର୍ଥ ସଚିବ ଭାବେ ନିଯୁକ୍ତି ଦେଇଛନ୍ତି କେନ୍ଦ୍ର ସରକାର।
ଚାଷୀଙ୍କୁ ରାଜ୍ୟ ସରକାରଙ୍କ ନୂଆଁଖାଇ ଭେଟି। ଆଜି ନୂଆଁଖାଇରୁ ଆରମ୍ଭ ହେବାକୁ ଯାଉଛି ସିଏମ କିଷାନ ଯୋଜନା।
ସମ୍ବଲପୁରରେ ମାଆ ସମଲେଶ୍ବରୀଙ୍କ ପାଖରେ ଓ ବଲାଙ୍ଗିରର ମାଆ ପାଟଣେଶ୍ବରୀଙ୍କ ପାଖରେ ନୂଆ ଖାଦ୍ୟ ଲାଗି କରାଯିବ। ପ୍ରଥମେ ପରିବାର ବଡ଼ବଡ଼ୁଆଙ୍କୁ ମୁଣ୍ଡିଆ ମାରି ଆସର ବସିବ।
ଦିନେ ଧୂଳି ଧୂସର ହୋଇ, କଳା ଧୂଆଁ ଆକାଶ ତଳେସୁନେଲି ଭବିଷ୍ୟତକୁ ଜଳାଞ୍ଜଳି ଦେଉଥିଲେ ଏହି ପିଲାମାନେ। ସିଲଟ ଖଡ଼ିର ଅର୍ଥ ମଧ୍ୟ ଜାଣି ନଥିଲେ। ଇଟା ଭାଟିରେ ସତେ ଯେମିତି ପୋଡି ହୋଇଯାଉଥିଲା ସେମାନଙ୍କ ଭବିଷ୍ୟତ। ହେଲେ ଦେବଦୂତ ସାଜିଲେ ଗାନ୍ଧିବାଦୀ।
କାହ୍ନାକୁ ଝୁରି ଝୁରି ଯାଶୋଦା ମା ଆଖିରୁ ଶୁଖୁନଥିଲା ଲୁହ। ନ ଖାଇ ନ ପିଇ ତାରି ଫଟୋକୁ ଦେଖି ଦିନ କାଟୁଥିଲା ସେ। ମା ମନ ପରା, ଜନ୍ମ ନଦେଲେ କ’ଣ ହେବ ୬ବର୍ଷ ହେଲା ଲାଳନ ପାଳନ କରିଥିଲା। କିନ୍ତୁ କାହ୍ନାକୁ ମା କୋଳରୁ ଛଡାଇ...
ସୌର ସିଂହ ମାସ ଭାଦ୍ରବ ଶୁକ୍ଳପକ୍ଷ । ଇଂରାଜୀରେ ୦୭ ତାରିଖ ଶନିବାର। ଚନ୍ଦ୍ର- ତୁଳା ଅହୋରାତ୍ର । ତିଥି- ୪ର୍ଥୀ ସନ୍ଧ୍ୟା ୦୫.୩୭ ଗତେ ୫ମୀ । ଘାତଚନ୍ଦ୍ର- ନାସ୍ତି। ଘାତବାର- ବୃଷ , ସିଂହ ଓ କନ୍ୟା ରାଶିର। ପୁଷ୍କର ଦୋଷ- ୧ ପାଦ-କୃଷିହାନି-ଭୂମିଦାନ ।
ମାତ୍ର କେଇଟା ସେକେଣ୍ଡ । ଚାହୁଁ ଚାହୁଁ ଲୁଟ୍ ହୋଇଗଲା ୫ ଲକ୍ଷ ଟଙ୍କା । ଗଣେ ବୃଦ୍ଧ ଦମ୍ପତିଙ୍କ ଠାରୁ ୫ ଲକ୍ଷ ଟଙ୍କାର ଗହଣା ଲୁଟି ଚମ୍ପଟ ମାରିଲା ଲୁଟେରା । ଅତି ସାଧାରଣ ଭାବେ ଜଣେ ଯୁବକ ମହିଳାଙ୍କ ନିକଟରୁ ଲୁଟ୍ କରୁଛନ୍ତି ।
ଇଏ ଭିନ୍ନକ୍ଷମ ନୁହଁନ୍ତି... କି ୟାଙ୍କର ମାନସିକ ଅବସ୍ଥା ଅସ୍ଥିର ବି ନୁହେଁ । ଜାଣିଶୁଣି ଏମିତି ରାଜରାସ୍ତାରେ ଗଡ଼ୁଛନ୍ତି... ଆଉ ପେନ୍ଥା ପେନ୍ଥା କାଗଜ ଗୁଡ଼େଇ ହୋଇଛନ୍ତି । କାରଣ ଏ ହେଉଛି ତାଙ୍କର ଅଭିଯୋଗ ଜଣାଇବାର ଭିନ୍ନ ତରିକା... ଆଉ ନ୍ୟାୟ ପାଇବାକୁ ତାଙ୍କର ପ୍ରତିବାଦ...
ଗାଁ ଦଣ୍ଡରେ ଚାଲିଛି ଖଟିଆ... ମିଳିବ ନିଖୋଜ ଶ୍ବଶୁରଙ୍କ ସନ୍ଧାନ । ଶ୍ବଶୁର କେଉଁଆଡ଼େ ଗଲେ ? କେଉଁଠି ଅଛନ୍ତି ଏ ଖଟିଆ କାଳେ ସବୁ ଜଣାଇବ ।
ଆଜି ଗୁରୁଦିବସ... ଗୁରୁଙ୍କ ପାଇଁ ଦିନ ଟିଏ । ଯାହାଙ୍କଠୁ ଶିକ୍ଷା ପାଇ ପିଲାଟିଏ ବଡ଼ ମଣିଷ ହୁଏ... ନିଜ ମାଟି... ନିଜ ଦେଶର ନାଁ ରଖେ । ଆଉ ଇଏ ଏମିତି ଜଣେ ଗୁରୁ ଯାହାଙ୍କୁ ପାଇ ଏ ପିଲାମାନେ ବହୁତ ଖୁସି ।
ସୌର ସିଂହ ମାସ ଭାଦ୍ରବ ଶୁକ୍ଳପକ୍ଷ । ଇଂରାଜୀରେ ୦୫ ତାରିଖ ଗୁରୁବାର। ଚନ୍ଦ୍ର- କନ୍ୟା ଅହୋରାତ୍ର । ତିଥି- ୨ୟା ଦିବା ୧୨.୨୧ ଗତେ ୩ୟା। ଘାତଚନ୍ଦ୍ର- ବୃଷ ରାଶିର ଅହୋରାତ୍ର।