• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sonali Ojha

Sonali Ojha

Editor

ସାମ୍ୱାଦିକତା ନିଶା ଆଉ ପେସା ବି। ଆଇଆଇଏମସିରୁ ସାମ୍ୱାଦିକତା ଶେଷ ପରେ ନନ୍ଦିଘୋଷ ଟିଭ ...more

ସାମ୍ୱାଦିକତା ନିଶା ଆଉ ପେସା ବି। ଆଇଆଇଏମସିରୁ ସାମ୍ୱାଦିକତା ଶେଷ ପରେ ନନ୍ଦିଘୋଷ ଟିଭିରେ ସାମ୍ୱାଦିକତା ଜୀବନ ଆରମ୍ଭ। ନ୍ୟୁଜ ବୁଲେଟିନ, ପ୍ୟାକେଜିଂ, ଆଙ୍କରିଂ ସହ ବ୍ରେକିଂରେ କାମ କରିଛି। ଖବର ସହ ରହିବାକୁ ପସନ୍ଦ। କିଛି ନୂଆ କରିବାର ସୁଯୋଗ ଦେଇଛି ଓଟିଭି।

less

Posts by Sonali Ojha

Amar Satpathy
ନବୀନଙ୍କୁ ଅମରଙ୍କ ଟାର୍ଗେଟ୍; କହିଲେ, ବିଜୟର ଶ୍ରେୟ ନେଉଥିଲ, ପରାଜୟର ଦାୟିତ୍ୱ ବି ନିଅ

ପାଣ୍ଡିଆନଙ୍କୁ ମଧ୍ୟ ଟାର୍ଗେଟ କରିଛନ୍ତି ବିଜେଡିର ବରିଷ୍ଠ ନେତା ଅମର ଶତପଥୀ । ସେ କହିଛନ୍ତି, ପାଣ୍ଡିଆନଙ୍କୁ ଆମେ ନେତା କରିନଥିଲୁ। ଆମେ ନବୀନ ବାବୁ ଙ୍କୁ ହିଁ ନେତା ବାଛିଥିଲୁ।

Cricketers Who Hold A Position Within Indian Government
କ୍ରିକେଟରରୁ DSP ହେଲେ ମହମ୍ମଦ ସିରାଜ; ବଡ଼ ପଦବୀ ପାଇଥିବା ତାଲିକାରେ ଏହିସବୁ ଖେଳାଳି

ଭାରତରେ ସରକାରୀ ଚାକିରି ପାଇଥିବା ସିରାଜ ପ୍ରଥମ କ୍ରିକେଟର ନୁହଁନ୍ତି। ଦେଶର ଅନେକ କ୍ରିକେଟର ମଧ୍ୟ କ୍ରୀଡା ହେତୁ ପ୍ରଶାସନରେ ବଡ ପଦବୀ ପାଇଛନ୍ତି। ଆସନ୍ତୁ ସେମାନଙ୍କ ବିଷୟରେ ଜାଣିବା।

Subhadra
ସବୁ ଯୋଗ୍ୟ ହିତାଧିକାରୀଙ୍କୁ ମିଳିବ 'ସୁଭଦ୍ରା' ଟଙ୍କା; ତ୍ରୁଟି ଥିଲେ ଯିବ ଫୋନ୍ କଲ୍

'ସୁଭଦ୍ରା' ନେଇ ବଡ଼ ଅପଡେଟ୍। ଆବେଦନ ପତ୍ରରେ ତ୍ରୁଟି ଥିଲେ ଯିବ ଫୋନ୍ କଲ୍। ଏନେଇ ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା।

Heavy Cyberattack
ଇରାନର ପରମାଣୁ ଘାଟିରେ ବଡ଼ ଧରଣର ସାଇବର ଆଟାକ୍; ସମସ୍ତ ସରକାରୀ ସେବା ଠପ୍

ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଚାଲିଛି ଘମାଘୋଟ ଲଢେଇ। ଏହାରି ଭିତରେ ଏକ ବଡ଼ ଖବର ସାମନାକୁ ଆସିଛି। ଆଜି ଇରାନର ଆଣବିକ ଘାଟି ସମେତ ଅନେକ ସରକାରୀ ପ୍ରତିଷ୍ଠାନ ଉପରେ ଏକକାଳୀନ ସାଇବର ଆଟାକ ହୋଇଛି।

Noel Tata
ସବୁ କଳ୍ପନାଜଳ୍ପନାର ଅନ୍ତ; ଟାଟା ଟ୍ରଷ୍ଟକୁ ମିଳିଲା ନୂଆ ଅଧ୍ୟକ୍ଷ

ଟାଟା ଟ୍ରଷ୍ଟସ୍ ର ଗୁରୁଦାୟିତ୍ୱ ହାତକୁ ଆସିବା ପରେ, ନୋଏଲ 'ଟାଟା ଗ୍ରୁପ୍' ଭଳି ବିଶାଳ ସାମ୍ରାଜ୍ୟର ଭବିଷ୍ୟତ ନିର୍ଦ୍ଧାରଣରେ ବି ପ୍ରମୁଖ ଭୂମିକା ଗ୍ରହଣ କରିବେ ବୋଲି କୁହାଯାଉଛି । କାରଣ ଟାଟା ଗ୍ରୁପ୍ ର ହୋଲ୍ଡିଂ କଂପାନୀ ଟାଟା ସନ୍ସର ୬୬ ପ୍ରତିଶତ ଅଂଶଧନ,...

membership campaign
ଛିଡୁଛନ୍ତି ବିରୋଧୀ, ବଢୁଛି ଶାସକ ବିଜେପି; ଦଳ ପ୍ରତି ବଢୁଛି ଯୁବ-ଛାତ୍ରଙ୍କ ସମର୍ଥନ

ଛିଡୁଛନ୍ତି ବିରୋଧୀ, ବଢୁଛି ଶାସକ ବିଜେପି। କ୍ଷମତା ଯିବା ପରେ ନେତା ତ ଛାଡୁଛନ୍ତି, ଯୁବ-ଛାତ୍ର ଗୋଷ୍ଠୀ ବି ବିଜେଡିଠୁ ମୁହଁ ଫେରାଇଲେଣି। କଂଗ୍ରେସରେ ବି ସମାନ ଦଶା। ଆଉ ଏତିକି ବେଳେ ରାଜ୍ୟରେ ସବୁଠୁ ଅଧିକ ସଦସ୍ୟତା କ୍ୟାମ୍ପ କରି ସର୍ବାଧିକ ଯୁବକ ଯୁବତୀଙ୍କୁ ଯୋଡିବାରେ ରାଜ୍ୟ...

agniveer died
ଟ୍ରେନିଂ ବେଳେ ଅଘଟଣ; ଅଭ୍ୟାସ ବେଳେ ଫୁଟିଲା ତୋପ, ୨ ଅଗ୍ନିବୀର ମୃତ

ମହାରାଷ୍ଟ୍ରର ନାଶିକ୍ ଜିଲ୍ଲାର ଆର୍ଟିଲିରି ସେଣ୍ଟରରେ ଏକ ବଡ଼ ଅଘଟଣ। ବିସ୍ଫୋରଣରେ ଭାରତୀୟ ସେନାର ୨ ଅଗ୍ନିବୀରଙ୍କର ମୃତ୍ୟୁ ହୋଇଛି।

What is pleasure marriage?
‘ପ୍ଲେଜର ମ୍ୟାରେଜ୍’ ବଦଳରେ ଟଙ୍କା ବର୍ଷା; ଏହି ଦେଶରେ ଟୁରିଷ୍ଟଙ୍କୁ ବାହା ହେଉଛନ୍ତି ଯୁବତୀ

ବିବାହ ଏକ ପବିତ୍ର ବନ୍ଧନ। ହେଲେ ଏହା ଏବେ ପ୍ରହସନ ପାଲଟିଛି। ସାମାନ୍ୟ କିଛି ଟଙ୍କା ପାଇଁ ଅନୌପଚାରିକ ବିବାହ କରୁଛନ୍ତି ଯୁବତୀ।

Shantanu Naidu
କିଏ ଏହି ଶାନ୍ତନୁ...କାହିଁକି ତାଙ୍କ ସହ ବନ୍ଧୁତା କରିଥିଲେ ରତନ ଟାଟା ? ଜାଣନ୍ତୁ...

ବନ୍ଧୁ ହେବା ପାଇଁ କୌଣସି ବୟସ ନ ଥାଏ। ଘନିଷ୍ଠ ବନ୍ଧୁତା କଥା ଉଠିଲେ ମନକୁ ଆସେ ରତନ ଟାଟା ଓ ଶାନ୍ତନୁ ନାଇଡୁଙ୍କ ମଧ୍ୟରେ ଗଢ଼ି ଉଠିଥିବା ଅସମ୍ଭାବ୍ୟ ବନ୍ଧୁତାର କଥା। ରତନଙ୍କ ପରଲୋକ ପରେ ହଠାତ ସେ ଚର୍ଚ୍ଚାର ପରିସରକୁ ଆସିଛନ୍ତି।

Nobel Peace Prize
ଶାନ୍ତି ପାଇଁ ନୋବେଲ୍ ଘୋଷଣା; ଜାପାନର ଏହି ସଂସ୍ଥା ପାଇଲା ପୁରସ୍କାର...

ଘୋଷଣା ହେଲା ନୋବେଲ ଶାନ୍ତି ପୁରସ୍କାର। ଜାପାନୀ ସଂସ୍ଥା ‘ନିହନ ହିଡାନ୍‌କ୍ୟୋ’କୁ ମିଳିଲା ନୋବେଲ ଶାନ୍ତି ପୁରସ୍କାର। ଏହା ହିବାକୁଶା ନାମରେ ମଧ୍ୟ ଜଣାଶୁଣା । ପରମାଣୁ ବୋମା ପୀଡ଼ିତଙ୍କ ପାଇଁ କାମ କରୁଛି ‘ନିହନ ହିଡାନ୍‌କ୍ୟୋ’।

Noel TATA
ଘୋଷଣା ହେଲା ରତନ ଟାଟାଙ୍କ ଉତ୍ତରାଧିକାରୀଙ୍କ ନାଁ; ଜାଣନ୍ତୁ ସେ କିଏ…

ଟାଟା ଟ୍ରଷ୍ଟର ନୂତନ ଚେୟାରମ୍ୟାନ ହେଲେ ନୋଏଲ ଟାଟା। ରତନ ଟାଟାଙ୍କ ମୃତ୍ୟୁ ପରେ ନୋଏଲଙ୍କୁ ଏହି ଦାୟିତ୍ୱ ଦିଆଯାଇଛି। ରତନ ଟାଟାଙ୍କର ସମ୍ଭାବ୍ୟ ଉତ୍ତରାଧିକାରୀମାନଙ୍କ ମଧ୍ୟରେ ନୋଏଲ ଟାଟା ଆଗରେ ରହିଥିଲେ।

betting app
ବନ୍ଧା ହେଲା ମହାଦେବ ବେଟିଂ ଆପ୍ ମାଷ୍ଟରମାଇଣ୍ଡ, ଖୁବଶୀଘ୍ର ଭାରତ ଆଣିବାକୁ ପ୍ରୟାସ

ମହାଦେବ ବେଟିଂ ଆପ୍ ମାମଲାରେ ମାଷ୍ଟରମାଇଣ୍ଡ ସୌରଭ ଚନ୍ଦ୍ରାକରଙ୍କୁ ଗିରଫ କରାଯାଇଛି। ଏବେ ତାଙ୍କୁ ଭାରତ ଆଣିବା ପାଇଁ ଉଦ୍ୟମ ଆରମ୍ଭ ହୋଇଛି। ଇଡିର ଅନୁରୋଧ କ୍ରମେ ଜାରି କରାଯାଇଥିବା ଇଣ୍ଟରପୋଲ ରେଡ କର୍ଣ୍ଣର ନୋଟିସ ଆଧାରରେ ଏହି ଗିରଫ କରାଯାଇଥିଲା।

RBI
ରେପୋ ରେଟ୍ ଅପରିବର୍ତ୍ତିତ; ମହଙ୍ଗା ହେବନି ଋଣ, ବଢ଼ିବନି ଇଏମଆଇ

ଲଗାତର ଦଶମ ଥର ପାଇଁ ପ୍ରମୁଖ ସୁଧ ହାରରେ କୌଣସି ପରିବର୍ତ୍ତନ କରାଯାଇନି। ୬.୫ ପ୍ରତିଶତରେ ସ୍ଥିର ରହିଛି ରେପୋ ରେଟ୍।

'Garba king' dies of heart attack
ପୁଅ ସହ ଡ୍ୟାନ୍ସ କରୁଥିଲେ ‘ଗରବା କିଙ୍ଗ୍’; ହଠାତ୍ ତଳେ ପଡ଼ିଗଲେ, ଚାଲିଗଲା ଜୀବନ

ମହାରାଷ୍ଟ୍ର ପୁଣେରୁ ଏକ ହୃଦୟ ବିଦାରକ ଘଟଣା ସାମନାକୁ ଆସିଛି। ନିଜର ପୁଅ ସହ ଗରବା କରୁଥିବା ବେଳେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି। ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

Subhadra Yojana
ଅପେକ୍ଷାର ଅନ୍ତ; ୩୫ ଲକ୍ଷରୁ ଅଧିକ ଖାତାକୁ ଗଲା ‘ସୁଭଦ୍ରା’ ଟଙ୍କା

ଖାତାକୁ ଆସିଲା ‘ସୁଭଦ୍ରା‘ ଟଙ୍କା। ‘ସୁଭଦ୍ରା’ ଯୋଜନାର ପ୍ରଥମ କିସ୍ତିର ଦ୍ୱିତୀୟ ପର୍ଯ୍ୟାୟ ଟଙ୍କା ଆକାଉଣ୍ଟକୁ ଆସିଛି। ବାରିପଦାର ଐତିହାସିକ ଛଉ ପଡିଆ ସଭାରୁ ପ୍ରଥମ କିସ୍ତିର ଦ୍ବିତୀୟ ପର୍ଯ୍ୟାୟ ଟଙ୍କା ପଠାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ।

Rahul Gandhi Jalebi
ବୁମେରାଂ ହେଲା 'ଜଲେବି' ଫର୍ମୁଲା; ବିଜୟ ପରେ ରାହୁଲଙ୍କ ଘରକୁ ପାର୍ସଲ ପଠାଇଲା ବିଜେପି

ନିର୍ବାଚନ ଜିତିବା ପରେ ବିଜେପି ତରଫରୁ ରାହୁଲ ଗାନ୍ଧିଙ୍କ ବାସଭବନକୁ ଏକ କିଲୋ ଜଲେବି ପାର୍ସଲ କରାଯାଇଛି। କଟାକ୍ଷ କରି ବିଜେପି କହିଛି, ରାହୁଲଙ୍କ ଘରକୁ ପଠାଇବା ପାଇଁ ଏକ କିଲୋ ଜଲେବି ଅନଲାଇନ୍ ଅର୍ଡର କରାଯାଇଛି।

Gramodaya
ନକ୍ସଲବାଦ ଶେଷ କରିବ 'ଗ୍ରାମୋଦୟ' ! ଏହି ୧୦ ଜିଲ୍ଲାରେ ମିଳିବ ଶତ ପ୍ରତିଶତ ସରକାରୀ ସୁବିଧା

ରାଜ୍ୟରୁ ଶେଷ ହେବ ନକ୍ସଲବାଦ। ନକ୍ସଲ ପ୍ରଭାବିତ ଅଞ୍ଚଳ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଆରମ୍ଭ ହୋଇଛି 'ଗ୍ରାମୋଦୟ' କାର୍ଯ୍ୟକ୍ରମ। ନକ୍ସଲ ପ୍ରଭାବିତ ୧୦ ଜିଲ୍ଲାର ୫୮୩ ଗ୍ରାମ ପାଇଁ 'ଗ୍ରାମୋଦୟ' କାର୍ଯ୍ୟକ୍ରମର ଯୋଜନା ହୋଇଛି।

2 Army Jawans Kidnapped
ଜମ୍ମୁ-କାଶ୍ମୀରରେ ୨ ଯବାନଙ୍କୁ ଉଠାଇ ନେଲେ ଆତଙ୍କବାଦୀ; ଚାଲିଛି ସର୍ଚ୍ଚ ଅପରେସନ୍

ଜମ୍ମୁ-କାଶ୍ମୀରରେ ୨ ଯବାନଙ୍କୁ ଅପହରଣ କଲେ ଆତଙ୍କବାଦୀ। ଅନନ୍ତନାଗ ଜିଲ୍ଲାର କୋକରନାଗ ଶଙ୍ଗସ୍ ଅଞ୍ଚଳରୁ ଅପହରଣ କରି ନେଇଥିବା ସୂଚନା ମିଳିଛି। ନିର୍ବାଚନ ଫଳାଫଳ ଆସିବାର କିଛି ଘଣ୍ଟା ମଧ୍ୟରେ ଆତଙ୍କବାଦୀ ଏହି କାଣ୍ଡ ଭିଆଇଛନ୍ତି।

Bone Bank
କାର୍ଯ୍ୟକ୍ଷମ ହେଲା ରାଜ୍ୟର ପ୍ରଥମ ‘ବୋନ ବ୍ୟାଙ୍କ’; ରକ୍ତ ପରି ମାଗଣାରେ ମିଳିବ ଅସ୍ଥି

ରାଜ୍ୟ ସ୍ବାସ୍ଥ୍ୟସେବାରେ ଯୋଡି ହେଲା ନୂତନ ଅଧ୍ୟାୟ। ଏସସିବି ମେଡିକାଲ କଲେଜରେ କାର୍ଯ୍ୟକ୍ଷମ ହେଲା ବୋନ ବ୍ୟାଙ୍କ ବା ଅସ୍ଥି ଭଣ୍ଡାର।

Durga Puja
ଧରାବତରଣ କରିବେ ଜଗତଜନନୀ ମା’ ଦୁର୍ଗା; ଚିକିମିକି ଆଲୋକମାଳାରେ ଝଲସୁଛି ପୂଜାମଣ୍ଡପ

ଜଗତଜନନୀ ମା’ଙ୍କ ଶାରଦୀୟ ପୂଜା । ମା’ ଦୁର୍ଗାଙ୍କ ଆଗମନ ପାଇଁ ଚଳଚଞ୍ଚଳ ହୋଇଉଠିଛି ଧରାପୃଷ୍ଠ । ଆଜି ପୀଠରେ ସପ୍ତମୀ ପୂଜା ହେଉଥିବା ବେଳେ ମଣ୍ଡପରେ ମହାଷଷ୍ଠୀ ପୂଜା ରହିଛି ।

ସାମ୍ୱାଦିକତା ନିଶା ଆଉ ପେସା ବି। ଆଇଆଇଏମସିରୁ ସାମ୍ୱାଦିକତା ଶେଷ ପରେ ନନ୍ଦିଘୋଷ ଟିଭିରେ ସାମ୍ୱାଦିକତା ଜୀବନ ଆରମ୍ଭ। ନ୍ୟୁଜ ବୁଲେଟିନ, ପ୍ୟାକେଜିଂ, ଆଙ୍କରିଂ ସହ ବ୍ରେକିଂରେ କାମ କରିଛି। ଖବର ସହ ରହିବାକୁ ପସନ୍ଦ। କିଛି ନୂଆ କରିବାର ସୁଯୋଗ ଦେଇଛି ଓଟିଭି।