ଏ ଶୁଖିଲା ଆଖି ଦୁଇଟି ପରିବାରକୁ ଖୋଜୁଛି । ବୃଢ଼ା ବାପାଟା ପରାଲିସିସ୍ରେ ଆକ୍ରାନ୍ତ । ବୟସ ୮୦ ଟପିଲାଣି । ଏ ବୃଦ୍ଧ ଦମ୍ପତିଙ୍କ ସବୁ ଥାଇ ମଧ୍ୟ ଆଜି ଏମାନେ ବେସାହାରା । ଦୁଇ ପୁଅ ଓ ବୋହୂ ଶିକ୍ଷିତ... ନାତିନାତୁଣୀ ବି ଅଛନ୍ତି ।
Published By: Sonali Ojha
Last updated: 20 September 2024, 12:36 PM IST
ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଓଟିଭିକୁ ଏକ ସ୍ୱତନ୍ତ୍ର ସାକ୍ଷାତକାରରେ ତାଙ୍କ ମନର କଥା କହିଛନ୍ତି । କେମିତି ମନ୍ତ୍ରୀମାନେ ବିଚଳିତ ହେଲା ବେଳେ ସେ ହସୁଥିଲେ ସେ କଥା ବି କହିଛନ୍ତି । ଏବେ ଅଫିସରମାନେ କେମିତି କାମ କରୁଛନ୍ତି, ସେ କଥା ମଧ୍ୟ ସ୍ପଷ୍ଟଭାବେ କହିଛନ୍ତି । ଏସବୁ ବାବଦରେ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଛନ୍ତି ଓଟିଭିର ଏକ୍ଜିକ୍ୟୁଟିଭ୍ ଏଡିଟର ରାଧାମାଧବ ମିଶ୍ର ।