ଆଜି ଖାତାକୁ ଆସିବ ସୁଭଦ୍ରା ଟଙ୍କା। ମିଳିବ ଦଶହରା ଭେଟି, ଉତ୍ସାହିତ ମହିଳା। ବାରିପଦାର ଐତିହାସିକ ଛଉ ପଡିଆ ସଭାରୁ ସୁଭଦ୍ରା ଯୋଜନାର ପ୍ରଥମ କିସ୍ତିର ଦ୍ବିତୀୟ ପର୍ଯ୍ୟାୟ ଟଙ୍କା ପଠାଇବେ ମୁଖ୍ୟମନ୍ତ୍ରୀ ।
କ୍ୟାନସେଲ୍ ହୋଇଥିବା କେକ୍ ଖାଇବା ପରେ ୫ ବର୍ଷୀୟ ଶିଶୁର ମୃତ୍ୟୁ ହୋଇଥିବା ବେଳେ ବାପା-ମା’ ଜୀବନମରଣ ସହ ସଂଗ୍ରାମ କରୁଛନ୍ତି।
ଥମୁନି ଇସ୍ରାଏଲ-ଇରାନ ଯୁଦ୍ଧ। ଗତକାଲି ଇସ୍ରାଏଲ ଉପରେ ହିଜବୁଲ୍ଲା ୧୩୦ଟି ରକେଟ ମାଡ଼ କରିଥିବା ବେଳେ ଆଜି ଇସ୍ରାଏଲ ଏହାର କଡ଼ା ଜବାବ ଦେଇଛି। ଲେବାନନ୍ର ପ୍ରାୟ ୧୨୦ଟି ସ୍ଥାନକୁ ଟାର୍ଗେଟ କରି ଇସ୍ରାଏଲ ୧୦୦ଟି ଯୁଦ୍ଧ ବିମାନରେ ଆକ୍ରମଣ କରିଛି।
ସୋସିଆଲ୍ ମିଡିଆ ପ୍ଲାଟ୍ଫର୍ମ ଇନଷ୍ଟାଗ୍ରାମ ଡାଉନ୍ । ହଜାର ହଜାର ୟୁଜର୍ସ ଆଜି ଏଭଳି ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ଇନଷ୍ଟାଗ୍ରାମ ପେଜ୍ ଖୋଲିବା ମାତ୍ରେ ଏଥିରେ ଏରର୍ ଆସୁଥିବା ଦେଖିବାକୁ ମିଳିଛି।
ଚିତାବାଘକୁ ଅତି ନିକଟରୁ ଦେଖିବାକୁ ଆସିଥିଲେ ପର୍ଯ୍ୟଟକ। ଶିକାର କରିବା ପାଇଁ ବସ୍ ଉପରକୁ ଚଢିଗଲା ବାଘ। କର୍ଣ୍ଣାଟକର ବନ୍ନେରଘଟା ଜାତୀୟ ଉଦ୍ୟାନର ଏଭଳି ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।
ଦୁର୍ଗାପୂଜା ପାଇଁ ଟୁଇନ ସିଟିରେ ରହିବ ଟ୍ରାଫିକ କଟକଣା। ଆସନ୍ତା ୯ ତାରିଖରୁ ୧୩ ତାରିଖ ଯାଏଁ କଟକ ଏବଂ ଭୁବନେଶ୍ବରରେ ଟ୍ରାଫିକ କଟକଣା ଜାରି ରହିବ।
ଆଜି ଶ୍ରୀମନ୍ଦିର ଛତିଶା ନିଯୋଗ ବୈଠକ । କାର୍ତ୍ତିକ ମାସର ନୀତିକାନ୍ତି ଓ ନାଟମଣ୍ଡପରେ ଏୟାରକଣ୍ଡିସନ ବ୍ୟବସ୍ଥା ନେଇ ବୈଠକରେ ଆଲୋଚନା ହେବ ।
OSSSC ପରିଚାଳିତ RI, ଅମିନ ପରୀକ୍ଷା ବିଭ୍ରାଟ ପ୍ରସଙ୍ଗ । ଆଜି ସରକାର ଡାକିଛନ୍ତି ଉଚ୍ଚସ୍ତରୀୟ ବୈଠକ।
ଆଜି ଆସିବ ହରିୟାଣା ଓ ଜାମ୍ମୁ କାଶ୍ମୀର ବିଧାନସଭା ନିର୍ବାଚନ ଫଳାଫଳ । ଦୁଇ ରାଜ୍ୟରେ କିଏ ଗଢିବ ସରକାର ? ହରିୟାଣାରେ ହାଟ୍ରିକ୍ ମାରିବ ବିଜେପିର ନା କମ୍ ବ୍ୟାକ୍ କରିବ କଂଗ୍ରେସ ?
ଅଷ୍ଟ୍ରେଲିଆର ସିଡନୀରୁ ଜାପାନ ହାନେଡା ଯାଉଥିବା ଏକ ବିମାନରେ ଅଶ୍ଳୀଳ ଫିଲ୍ମ ଚାଲିଥିବା ଅଭିଯୋଗ ଆଣିଛନ୍ତି ଯାତ୍ରୀ। QF59 ବିମାନରେ ଘଟିଥିବା ଏହି ଘଟଣା ଯାତ୍ରୀମାନଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି କରିଥିଲା।
ଇସ୍ରାଏଲ ଓ ହମାସ ଆତଙ୍କବାଦୀ ସଂଗଠନ ମଧ୍ୟରେ ଚାଲିଥିବା ଯୁଦ୍ଧକୁ ଏକବର୍ଷ ପୂରଣ ହୋଇଛି। ଅକ୍ଟୋବର ୭, ୨୦୨୩ ଇସ୍ରାଏଲ ଉପରେ ସବୁଠାରୁ ବଡ ଆକ୍ରମଣ ହୋଇଥିଲା।
ଟଳିଲା ବଡ଼ ଧରଣର ରେଳ ଦୁର୍ଘଟଣା । ସମ୍ଭବତଃ ଏକ ବଡ଼ ଧରଣର ରେଳ ଦୁର୍ଘଟଣା ପାଇଁ କରାଯାଇଥିଲା ଷଡ଼ଯନ୍ତ୍ର । ଉତ୍ତରପ୍ରଦେଶ ରାଏ ବରେଲିର ଟ୍ରେନ୍ ଟ୍ରାକ୍ରେ ମାଟି ରଖି ଦୁର୍ଘଟଣା ପାଇଁ ଷଡଯନ୍ତ୍ର କରାଯାଇଥିଲା।
ନକ୍ସଲ ମୁକାବିଲା ନେଇ ଆଜି ଦିଲ୍ଲୀରେ ବସିବ ବଡ଼ ବୈଠକ। ଗୃହମନ୍ତ୍ରୀ ଅମିତ ଶାହଙ୍କ ଅଧ୍ୟକ୍ଷତାରେ ହେବାକୁ ଥିବା ମାଓ ମୁକାବିଲା ବୈଠକରେ ଯୋଗଦେବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ।
ଛତିଶଗଡ଼ ଅବୁଝମାଡ ଜଙ୍ଗଲରେ ୩୧ ନକ୍ସଲ ନିପାତ ଘଟଣା । ସାମ୍ନାକୁ ଆସିଲା ଏନକାଉଣ୍ଟର ସ୍ଥଳର ଭିଡିଓ।
ବୁର୍ଲା ଭୀମସାରରେ ସଂଘର୍ଷ। ଦୁଇ ଡାକ୍ତରୀ ଛାତ୍ର ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଓ ମାରପିଟରେ ୩ ଜଣ ଆହତ ହୋଇଛନ୍ତି।
ଗ୍ରାମବାସୀଙ୍କ ସୁରକ୍ଷାରେ ବିଦେଶୀ ଅତିଥି। ଆମେ କହୁଛୁ ଏହି ବିଦେଶୀ ପକ୍ଷୀଙ୍କ କଥା। ଅନେକ ବର୍ଷ ହେବ ଏମାନେ ଗ୍ରାମରେ ୪/୫ ମାସ ଅତିଥି ହୋଇ ରୁହନ୍ତି। ଅଣ୍ଡା ଦେଇ, ଛୁଆ ବଡ ହେଲାପରେ ନିଜ ଦେଶକୁ ଚାଲିଯାଆନ୍ତି। ଦେଖନ୍ତୁ ଏହି ଭିଡିଓ ।
ସୁଭଦ୍ରା ଯୋଜନାକୁ ନେଇ ସାରା ରାଜ୍ୟରେ ଚର୍ଚ୍ଚା। ତେବେ କ’ଣ ଏହି ଯୋଜନା ? କିପରି ଏଥିରେ ଆବେଦନ କରିବେ? କେବେ ମିଲିବ ଟଙ୍କା ? ଜାଣନ୍ତୁ ସୁଭଦ୍ରା ଯୋଜନା ସମ୍ପର୍କରେ ସବିଶେଷ ତଥ୍ୟ ।
କିପରି ପ୍ରତିଷ୍ଠା ହୋଇଥିଲେ ମା’ ଭଟ୍ଟାରିକା ? କ’ଣ ରହିଛି ଏହା ପଛର ଅଲୌକିକ କାହାଣୀ ? ଦେଖନ୍ତୁ ଏହି ରିପୋର୍ଟ ।
ସୌର କନ୍ୟା ମାସ ଆଶ୍ୱିନ ଶୁକ୍ଳପକ୍ଷ । ଇଂରାଜୀରେ ୦୬ ତାରିଖ ରବିବାର । ଚନ୍ଦ୍ର- ତୁଳା ସନ୍ଧ୍ୟା ୦୫.୩୩ ଗତେ ବିଛା । ତିଥି- ୩ୟା (ମଳ)ପ୍ରାତଃ ୦୭.୪୯ ଗତେ ଅନୁରାଧା ଘାତଚନ୍ଦ୍ର- ନାସ୍ତି ଘାତବାର- ମେଷ ରାଶିର ।