ପାକିସ୍ତାନରେ ବଡ଼ ଧରଣର ବିସ୍ଫୋରଣ । ଦକ୍ଷିଣ-ପଶ୍ଚିମ ବାଲୁଚିସ୍ତାନ ପ୍ରଦେଶର କ୍ୱେଟା ରେଳ ଷ୍ଟେସନରେ ଏହି ବିସ୍ଫୋରଣ ଘଟିଛି। ଏଥିରେ ୧୪ ସୈନିକଙ୍କ ସମେତ ୨୫ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ପ୍ରାୟ ୪୦ରୁ ଅଧିକ ଜଣ ଆହତ ହୋଇଛନ୍ତି।
ଭାରତରେ ମଧ୍ୟବିତ୍ତ ଶ୍ରେଣୀ ପାଇଁ ଏକ କାର ହେଉଛି ଏକ ସ୍ୱପ୍ନ, ଯାହା ପୂରଣ କରିବାରେ ଥାଏ ଭାବପ୍ରବଣତା । ଭବିଷ୍ୟତରେ ଜଣେ ବ୍ୟକ୍ତି ଯେତେ ଧନୀ ହୁଅନ୍ତୁ ନା କାହିଁକି, ପ୍ରଥମ କାର୍ ତାଙ୍କ ପାଇଁ ସବୁଠାରୁ ସ୍ୱତନ୍ତ୍ର।
ରାଜଧାନୀରେ ଭୟଙ୍କର ଅଗ୍ନିକାଣ୍ଡ। ଅଚାନକ ଲାଗିଲା ନିଆଁ। ଜଳିଗଲା କପଡ଼ା ଗୋଦାମ। ଭୁବନେଶ୍ୱର ବଡଗଡ଼ ସ୍ଥିତ କପଡା ଗୋଦାମରେ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି।
୩୪୯ ଟଙ୍କାର ମୋବାଇଲ ରିଚାର୍ଜ କରୁ କରୁ ଲୁଟ୍ ହୋଇଗଲା ପ୍ରାୟ ୪ ଲକ୍ଷ ଟଙ୍କା। ରାଜଧାନୀ ଭୁବନେଶ୍ବରରେ ଜଣେ ଯୁବତୀ ସାଇବର ଫ୍ରଡର ଶିକାର ହୋଇଛନ୍ତି।
ପ୍ରେମର ଫାଇଦା ନେଇ ଯେଉଁ ଯୁବତୀଙ୍କୁ ଜନ୍ମଦିନ ପାଳିବାକୁ ଏକ ସାଇବର କାଫେକୁ ଡାକିଥିଲା ଏହି ସୈତାନ ପ୍ରେମିକ, ସେହି ଜନ୍ମଦିନରେ ଆପତ୍ତିଜନକ ଭିଡ଼ିଓ ରେକର୍ଡିଂ ସହ ବ୍ଲାକମେଲିଂ କରି ସାଙ୍ଗଙ୍କ ସହ କରିଚାଲିଥିଲା ଗଣଦୁଷ୍କର୍ମ।
ଲଭ୍ ଜିହାଦରେ ଫସିଗଲେ ଓଡ଼ିଆ ଯୁବତୀ, ବନ୍ଧା ହେଲା କାଶ୍ମୀରରେ ରହୁଥିବା ଯୁବକ। ବିବାହ ପାଇଁ ଧର୍ମ ପରିବର୍ତ୍ତନ ସାଙ୍ଗକୁ ଅଭିଯୁକ୍ତ ହତ୍ୟା ଧମକ ଦେବା ସହ ଅନ୍ତରଙ୍ଗ ମୁହୁର୍ତ୍ତର ଭିଡିଓ ଭାଇରାଲ୍ କରିଥିବା ନେଇ ପୀଡ଼ିତା ଭୁବନେଶ୍ବର ମହିଳା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ।
ଆମେରିକାର ରାଷ୍ଟ୍ରପତି ନିର୍ବାଚନର ଫଳାଫଳ ଆସିବା ପରେ ଜେନା ୱିଲସନ ସୋସିଆଲ ମିଡିଆ ସାଇଟ୍ ଥ୍ରେଡ୍ସରେ ଏକ ପୋଷ୍ଟ ସେୟାର କରିଛନ୍ତି। ସେ ପୋଷ୍ଟରେ କହିଛନ୍ତି ଯେ, ମୁଁ କିଛି ସମୟ ପାଇଁ ଏପରି ଭାବିଥିଲି, କିନ୍ତୁ ଗତକାଲି ନିଶ୍ଚିତ ହୋଇଗଲି। ମୁଁ ଆମେରିକାରେ ମୋର ଭବିଷ୍ୟତ ଦେଖିପାରୁନାହିଁ।
ଅତି ଆପଣାର ଲୋକଙ୍କୁ ହରାଇ ଲୋକ କାନ୍ଦୁଥିବାର ଆପଣ ଦେଖିଥିବେ । ମାତ୍ର ନାତିର ବିୟୋଗରେ ଜେଜେ ନାଚୁଥିବା ଭିଡିଓ ଏବେ ସୋସିଆଲ୍ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି। ହେଲେ ଏହା ପଛର କାରଣ ଜାଣିଲେ ଆପଣଙ୍କ ଆଖିରୁ ବି ଆପଣା ଛାଏଁ ଲୁହ ଆସିଯିବ।
ପାକିସ୍ତାନର ଜଣେ ଯୁବତୀ ଗଣମାଧ୍ୟମ ଆଗରେ ଏହି କଥା କହିଛନ୍ତି। ଭିଡିଓରେ ସେ କହିଛନ୍ତି, ମୁଁ ଡୋନାଲ୍ଡ ଟ୍ରମ୍ପଙ୍କ ଝିଅ ଏବଂ ଜଣେ ମୁସଲମାନ।
ଆରମ୍ଭ ହୋଇଛି ମାଟ୍ରିକ ଫର୍ମ ଫିଲଅପ୍ । ମାଟ୍ରିକ ରେଗୁଲାର ଓ ଏକ୍ସରେଗୁଲାର ପରୀକ୍ଷାର୍ଥୀଙ୍କ ଫର୍ମ ପୂରଣ ଅନଲାଇନରେ ଚାଲିଛି। ତେବେ ଛାତ୍ରଛାତ୍ରୀ କିପରି ଫର୍ମ ଫିଲଅପ କରିବେ ଆସନ୍ତୁ ଜାଣିବା।
‘ଗଙ୍ଗା’ କେବଳ ନଦୀ ନୁହେଁ, ହିନ୍ଦୁ ଧର୍ମାବଲମ୍ବୀଙ୍କ ଭାବାବେଗ ସହିତ ଏହା ଅଙ୍ଗାଙ୍ଗୀ ଭାବେ ଜଡିତ । ଗଙ୍ଗା ନଦୀ ପ୍ରତି ପ୍ରତିଟି ହିନ୍ଦୁଙ୍କର ରହିଛି ସ୍ବତନ୍ତ୍ର ଆବେଗ । ଖାସ୍ ସେଥିପାଇଁ ଗଙ୍ଗା ସଫେଇ ସଚେତନତା ଅଭିଯାନରେ ବାହାରିଛନ୍ତି ଓଡ଼ିଆ ଝିଅ ଦିପ୍ତୀମୟୀ।
କେତେ ବିରୋଧ, କେତେ ଆପତ୍ତି । ତଥାପି ନଭେମ୍ବର ୯ ଅଦିନିଆ ରଥଯାତ୍ରା ଆୟୋଜନ ଜିଦ୍ ଛାଡୁନି ଇସ୍କନ । ଆମେରିକା ହ୍ୟୁଷ୍ଟନରେ ସେଦିନ ରଥଯାତ୍ରା କରିବାକୁ ମାତିଛି ସଂସ୍ଥା ।
ଜୀବନ ଜୀଇବା ଆରମ୍ଭ ହେବା ବେଳକୁ ଶିବାନୀ ହୋଇଯାଇଛି ଅନାଥ। ବାପା ମା’ ବସ୍ ଦୁର୍ଘଟଣାରେ ଆଖିବୁଜିଦେଲେ। ଆଉ ସିଏ ଏବେ ବାପ-ମା ଛେଉଣ୍ଡ ହୋଇ ହସ୍ପିଟାଲ୍ରେ ଜୀବନ ମରଣ ସହ ସଂଘର୍ଷ କରୁଛି। ବେଡ୍ରେ ମା’-ବାପା ଡାକିଲେ ବି ଆଉ ଶୁଣିବାକୁ କେହି ନାହିଁ।
ଆମେରିକାର ରାଷ୍ଟ୍ରପତିଙ୍କୁ ବିଶ୍ୱର ସବୁଠାରୁ ଶକ୍ତିଶାଳୀ ବ୍ୟକ୍ତି ଭାବେ ବିବେଚନା କରାଯାଏ । ଏଭଳି ପରିସ୍ଥିତିରେ ଅନେକ ଲୋକ ଭାବିବା ସ୍ୱାଭାବିକ ଯେ ଆମେରିକାର ରାଷ୍ଟ୍ରପତିଙ୍କ ଦରମା କେତେ?
ବେପରୁଆ ଗାଡ଼ି ଚାଳନାରେ ଉଡ଼ିଲା ଟ୍ରାଫିକ ପୋଷ୍ଟ । ଗତକାଲି ବିଳମ୍ବିତ ରାତିରେ ଭୁବନେଶ୍ବର ଡମଣା ଛକରେ ହୋଇଥିବା ମର୍ମନ୍ତୁଦ ଦୁର୍ଘଟଣା ୨ ଗୁରୁତର ହୋଇଛନ୍ତି । ସେହିପରି ବାଲେଶ୍ବର ଜିଲ୍ଲା କମର୍ଦ୍ଦା ଥାନା ଛଣପୋଖରୀ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ସ୍କୁଟି ଆରୋହୀଙ୍କ ମୃତ୍ୟୁ ହୋଇଛି।
IAS ଅଧିକାରୀ କେ ଗୋପାଳ କ୍ରିଷ୍ଣନ୍ଙ୍କ ମୋବାଇଲ୍ରୁ ଏହି ହ୍ୱାଟସ୍ ଆପ୍ ଗ୍ରୁପ୍ କରାଯାଇଥିଲା। ଏହି ଗ୍ରୁପ୍ରେ କେରଳ କ୍ୟାଡରର ଅନେକ ଆଇଏଏସ୍ ଅଧିକାରୀଙ୍କୁ 'ମଲ୍ଲୁ ହିନ୍ଦୁ ଅଫିସର' ଓ 'ମଲ୍ଲୁ ମୁସଲିମ୍ ଅଫିସର' ନାମରେ ୨ଟି ଅଲଗା ଅଲଗା ଗ୍ରୁପ୍ ଗଠନ କରାଯାଇଥିଲା।
ଉତ୍ତରପ୍ରଦେଶର ମଥୁରା-ବୃନ୍ଦାବନରୁ ଏକ ଚକିତ କରିଦେବା ଭଳି ଭିଡିଓ ସାମନାକୁ ଆସିଛି। ଏହି ଭିଡିଓରେ କିଛି ଲୋକ ବାଙ୍କେ ବିହାରୀଙ୍କ ମନ୍ଦିରର ପଛ ପାର୍ଶ୍ୱରୁ ପାଣି ଗଳୁଥିବା ଦେଖି ଏହାକୁ ଶ୍ରୀକୃଷ୍ଣଙ୍କ ଚରଣାମୃତ ବୋଲି ଭାବି ପିଇ ନେଇଛନ୍ତି। କିନ୍ତୁ ବାସ୍ତବରେ ଏହା ଏସିର ପାଣି ।
ଜନ୍ମକଲା ପିଲାକୁ ଫେସବୁକ୍ରେ ବିକ୍ରି ଉଦ୍ୟମ କରି ମା’ ଗିରଫ। ଆମେରିକାର ଟେକ୍ସାସର ଜଣେ ୨୧ ବର୍ଷିୟା ମହିଳା ଦ୍ରବ୍ୟ ପରି ନିଜ ପିଲାକୁ ବିକ୍ରି କରିବାକୁ ଚାହୁଁଥିଲେ। ଏଥିପାଇଁ ଆଡ୍ ମଧ୍ୟ ଦେଇଥିଲେ।
ଟ୍ରାଫିକ୍ ନିୟମ ଭାଙ୍ଗିବା ପରେ ଡ୍ରାଇଭରକୁ ଅଟକାଉଥିଲେ ଟ୍ରାଫିକ ପୋଲିସ୍। କାର୍ ବନେଟ୍ରେ ୨୦ ମିଟର ଘୋଷାଡ଼ି ଛୁ ମାରିଲା ଡ୍ରାଇଭର୍।
କଟକ ଚଣ୍ଡୀ ମନ୍ଦିର ନବୀକରଣ କାର୍ଯ୍ୟର ଅହେତୁକ ବିଳମ୍ବକୁ ନେଇ ଅସନ୍ତୋଷ। ଦୀର୍ଘ ୨ ବର୍ଷରୁ ଅଧିକ ସମୟ ଧରି କାର୍ଯ୍ୟ ଚାଲୁଥିଲେ ମଧ୍ୟ ଏପର୍ଯ୍ୟନ୍ତ ସମୂର୍ଣ୍ଣ ହୋଇ ପାରିନାହିଁ। ଯାହାକୁ ନେଇ ଅସନ୍ତୋଷ ବଢୁଛି।