ପୁଣି ବର୍ଷିବ। ଆସନ୍ତା ୨୩, ୨୪ ଓ ୨୫ ତାରିଖରେ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା। ଉପକୂଳ ଓଡ଼ିଶା ସହ ପାଶ୍ବବର୍ତ୍ତୀ ଜିଲ୍ଲା ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ବର୍ଷା ହୋଇପାରେ।
ଆମେ ଅନେକ ସମୟରେ ପୋଲିସ ଏନକାଉଣ୍ଟର କରିଥିବା ଖବର ପଢିଥାଉ। ଅଭିଯୁକ୍ତ ଖସି ପଳାଉଥିବା ବେଳେ ପୋଲିସ ତାକୁ ଗୁଳି ଚଳାଇଥାଏ। ତେବେ ଆପଣ ଜାଣନ୍ତି କି ଏନକାଉଣ୍ଟରର ପ୍ରୋଟୋକଲ୍ କ’ଣ ଏବଂ ଏଥିରେ ଗୁଳି କେଉଁ ଜାଗାକୁ କରାଯାଏ ?
ପୃଥିବୀର ଅନେକ ଦେଶରେ ଡିଜିଟାଲ୍ ଟ୍ରାଫିକ୍ ଲାଇଟ୍ କଣ୍ଟ୍ରୋଲ୍ ବ୍ୟବସ୍ଥା ବି କାର୍ଯ୍ୟକାରୀ ହେଉଛି। ହେଲେ ଆପଣ ଜାଣନ୍ତି କି ପ୍ରଥମ ଟ୍ରାଫିକ୍ ଲାଇଟ୍ କିଏ ଓ କାହିଁକି ଆରମ୍ଭ କରିଥିଲେ ଏବଂ ଏହା କେଉଁ ରଙ୍ଗର ଥିଲା ?
ଲରେନ୍ସ ବିଷ୍ଣୋଇ, ଅଣ୍ଡରୱାର୍ଲ୍ଡ ଦୁନିଆର ଏମିତି ଏକ ନାଁ ଯିଏ ବର୍ଷେ କି ଦୁଇ ବର୍ଷ ନୁହେଁ, ଗୋଟିଏ ଦଶନ୍ଧି ଧରି ଜେଲ୍ରେ ବନ୍ଦୀ ଭାବରେ ରହିଛି। ଲରେନ୍ସ ଅପରାଧ ଜଗତର ଶୀର୍ଷରେ ରହିଛି। ପଞ୍ଜାବ ବାସିନ୍ଦା ଲରେନ୍ସ ଜଣେ ଗ୍ୟାଙ୍ଗଷ୍ଟର ଯିଏକି ଅପରାଧ ଦୁନିଆରେ ନିଜର ସ୍ୱତନ୍ତ୍ର...
ଓଡ଼ିଶାରେ ଲାଗୁ ହେବ ଆୟୁଷ୍ମାନ ଭାରତ ଯୋଜନା । ଚଳିତ ଆର୍ଥିକ ବର୍ଷରେ ହିଁ ଆମ ରାଜ୍ୟରେ ଏହି ଯୋଜନା କାର୍ଯ୍ୟକାରୀ ହେବ ।
କଥାରେ ଅଛି ଚାଷ ଅଛି ଯାହାର କି ଆନନ୍ଦ ତାହାର। ଯାହା ବାସ୍ତବରେ ପରିଣତ ହୋଇଛି। ଚାଷକାମ କରି ରୋଜାଗାର କରିବା ସହ ନିଜ ପାଇଁ ଭଲ ଘରଟିଏ ତୋଳିଛନ୍ତି ଦମ୍ପତି।
ରାଜଧାନୀରୁ ଫେକ୍ କଲ ସେଣ୍ଟର ଠାବ ହେବା ଘଟଣାରେ ୬ ଅଭିଯୁକ୍ତଙ୍କୁ ୫ ଦିନିଆ ରିମାଣ୍ଡରେ ଆଣିବା ପାଇଁ କୋର୍ଟରେ ଆବେଦନ କରିଛି ପୋଲିସ। ଏନେଇ ସୂଚନା ଦେଇଛନ୍ତି ଭୁବନେଶ୍ୱର ଡିସିପି ପିନାକ ମିଶ୍ର।
ସାତକୋଶିଆକୁ ଖୁବଶୀଘ୍ର ଆସିବେ ମହାବଳ ବାଘ। ସାତକୋଶିଆ ଅଭୟାରଣ୍ୟକୁ ୧୨ରୁ ୧୪ଟି ମହାବଳ ବାଘ ଅଣାଯିବ । NTCAର ଟାଇଗର ରିକଭରି ପ୍ଲାନ ଅନୁୟାୟୀ ଏହାକୁ ୫ ବର୍ଷ ଭିତରେ କାର୍ଯ୍ୟକାରୀ କରାଯିବ ।
ସଲମାନ ଖାନଙ୍କ ପୂର୍ବତନ ଗର୍ଲଫ୍ରେଣ୍ଡ ତଥା ଅଭିନେତ୍ରୀ ସୋମି ଅଲି ତାଙ୍କର ସୋସିଆଲ ମିଡିଆ ପୋଷ୍ଟ ଯୋଗୁଁ ଲାଇମଲାଇଟକୁ ଆସିଛନ୍ତି। ସୋମି ଲରେନ୍ସ ବିଷ୍ଣୋଇକୁ ଏକ ଜୁମ୍ କଲରେ ଇନଭାଇଟ କରିଛନ୍ତି।
ଆସନ୍ତା ୨୦ ତାରିଖ ବେଳକୁ ଉତ୍ତର ଆଣ୍ଡାମାନ ସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ କେନ୍ଦ୍ରୀୟ ବଙ୍ଗୋପସାଗରରେ ୨୨ ତାରିଖରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇପାରେ।
ପୁଣି ବିମାନରେ ବୋମା ଆତଙ୍କ। ବିମାନ ଚଳାଚଳ ପ୍ରକ୍ରିୟାରେ ବାଧା ସୃଷ୍ଟି କରିବା ପାଇଁ ସୋସିଆଲ ମିଡିଆରେ ପୁଣି ଧମକ ଦିଆଯାଇଛି। ଏଥର ଭିଷ୍ଟାରାର ଏକ ବିମାନକୁ ଟାର୍ଗେଟ୍ କରାଯାଇଛି।
ସାପକୁ ସମସ୍ତେ ଭୟ କରନ୍ତି। ଆଉ ବିଷାକ୍ତ ସାପ ହେଲେ ତ କଥା ସରିଲା। ତେବେ ସାପ କାମୁଡ଼ିବା ପରେ ଲୋକ ପ୍ରାୟତଃ ଭୟଭୀତ ହୋଇଯାଆନ୍ତି। କିଛି ଲୋକ ତ ହାର୍ଟ ଆଟାକ୍ରେ ପ୍ରାଣ ହରାନ୍ତି। ମାତ୍ର ବିହାରର ଜଣେ ବ୍ୟକ୍ତି ଏମିତି କାଣ୍ଡ କରିଛନ୍ତି ଯାହା ସମସ୍ତଙ୍କୁ...
ଗୋଟିଏ ସହରରୁ ଆଉ ଗୋଟିଏ ସହରକୁ ଯିବାକୁ ହେଲେ ବିମାନରେ ଅତି କମ୍ରେ ଏକ ଘଣ୍ଟାରୁ ଦେଢଘଣ୍ଟା ସମୟ ଲାଗେ । ଆପଣ କେବେ ଶୁଣିଛନ୍ତି କି ଗୋଟିଏ ବିମାନ ଯାତ୍ରା ମାତ୍ର ଦେଢ଼ ମିନିଟରେ ଶେଷ ହୋଇଯିବ ? ତେବେ ଆସନ୍ତୁ ଜାଣିବା ସେହିପରି ସ୍ଥାନ ଯେଉଁଠାକୁ...
ଯାଜପୁର ଜିଲ୍ଲା କୁଆଖାଇ ଗ୍ରାମର ବିଜୟ କୁମାର ତରେଇ। ଦୀର୍ଘଦିନ ଧରି କର୍କଟ ରୋଗରେ ପୀଡ଼ିତ ଅଛନ୍ତି। ଜୀବନ ଓ ମରଣ ସହ ସଂଘର୍ଷ କରୁଛନ୍ତି। ହେଲେ ଏହି ଶେଷ ସମୟରେ କାଳିଆ ପ୍ରେମ ତାଙ୍କୁ ଟାଣି ଆଣିଛି ଶ୍ରୀକ୍ଷେତ୍ରକୁ।
ଚଳିତଥର ହବିଷ୍ୟାଳି ଯୋଜନାରେ ଅନଲାଇନରେ ପଞ୍ଜିକରଣ କରିଥିବା ହବିଷ୍ୟାଳିଙ୍କ ରହଣି ପାଇଁ ବ୍ୟବସ୍ଥା ହୋଇଛି। ମାତ୍ର ସିଟ୍ ସଂଖ୍ୟା ସୀମିତ ଥିବାରୁ ଅଧିକ ହବିଷ୍ୟାଳିମାନଙ୍କର ରହିବା ସମ୍ଭବପର ହେଉନି। ଏହାକୁ ବିରୋଧ କରି ପଞ୍ଜୀକରଣ କରିନଥିବା ହବିଷ୍ୟାଳି ଏଠାରେ ରହିବାକୁ ଦାବି କରି ଆନ୍ଦୋଳନକୁ ଓହ୍ଲାଇଛନ୍ତି ।
ଚେନ୍ନାଇ ସମେତ ତାମିଲନାଡୁର ଅନେକ ଅଞ୍ଚଳରେ ବଜ୍ରପାତ ମଧ୍ୟ ଘଟିଛି। ଏହି ସମୟରେ ଗୋଟିଏ କୋଠାକୁ ବିଜୁଳି ମାରିଥିଲା। ଯାହାର ଭିଡିଓ ଏବେ ଭାଇରାଲ୍ ହେବାରେ ଲାଗିଛି।ଏହି ସମୟର ଦୃଶ୍ୟ ଦେଖି ଆପଣ ଭୟଭୀତ ହେବା ସହ ଆଶ୍ଚର୍ଯ୍ୟ ମଧ୍ୟ ହୋଇଯିବେ।
କୋର୍ଟ ସାମ୍ନାରେ ସ୍ୱାମୀ-ସ୍ତ୍ରୀଙ୍କ ହାଇଡ୍ରାମା। ପ୍ରଥମ ସ୍ତ୍ରୀ ଥାଉ ଥାଉ ଦ୍ୱିତୀୟ ବିବାହ କରିବାକୁ ଆସିଥିଲେ ସ୍ୱାମୀ। ଖବର ପାଇ ପହଞ୍ଚିଗଲେ ସ୍ତ୍ରୀ। ଆଉ ଆରମ୍ଭ ହୋଇଗଲା ମହାଭାରତ।
CBSE ଦଶମ ଓ ଦ୍ବାଦଶ ଶ୍ରେଣୀ ବୋର୍ଡ ପରୀକ୍ଷା ପାଇଁ ୭୫ ପ୍ରତିଶତ ଉପସ୍ଥାନ ବାଧ୍ୟତାମୂଳକ। ୨୦୨୫ ବୋର୍ଡ ପରୀକ୍ଷା ଦେଉଥିବା ଛାତ୍ରଛାତ୍ରୀଙ୍କ ପାଇଁ ଏହି ନିୟମ ଲାଗୁ ହେବ।
ଖାଁ ଖାଁ ପୂଜା ମଣ୍ଡପ । ଶାରଦୀୟ ପୂଜା ପରେ ମା'ଙ୍କୁ ବିଦାୟ ଦେଉଛନ୍ତି ଭକ୍ତ । ପୁଣି ଆସନ୍ତା ବର୍ଷକୁ ଅପେକ୍ଷା । ଦୀର୍ଘ ୯ଦିନ ଧରି ଜଗତଜନନୀ ମା' ଦୁର୍ଗାଙ୍କୁ ବିଭିନ୍ନ ପୂଜା ମଣ୍ଡପରେ ପୂଜାର୍ଚ୍ଚନା ପରେ ବିସର୍ଜନ କରାଯାଇଛି।
ଧରାପୃଷ୍ଠରେ ଲୀଳାଖେଳା ସାରି ଭକ୍ତଙ୍କ ଗହଣରୁ ମେଲାଣି ନେଲେ ମା’ ଦଶଭୂଜା। ଶାରଦୀୟ ପୂଜା ଅବସରରେ ଶ୍ରୀକ୍ଷେତ୍ରରେ ଗୋଷାଣୀ ଯାତ୍ରା ହୋଇଛି। ପୌରୁଷ ଓ ବୀରତ୍ୱର ପ୍ରତୀକ ନାଗା ଶ୍ରୀକ୍ଷେତ୍ରରେ ଦୀର୍ଘ ବର୍ଷ ଧରି ପୂଜା ପାଇ ଆସୁଛନ୍ତି। ଗୋଷାଣୀ ଏବଂ ନାଗା ପୂଜା ପୁରୀରେ ସ୍ବତନ୍ତ୍ର ଓ...