• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sonali Ojha

Sonali Ojha

Editor

ସାମ୍ୱାଦିକତା ନିଶା ଆଉ ପେସା ବି। ଆଇଆଇଏମସିରୁ ସାମ୍ୱାଦିକତା ଶେଷ ପରେ ନନ୍ଦିଘୋଷ ଟିଭ ...more

ସାମ୍ୱାଦିକତା ନିଶା ଆଉ ପେସା ବି। ଆଇଆଇଏମସିରୁ ସାମ୍ୱାଦିକତା ଶେଷ ପରେ ନନ୍ଦିଘୋଷ ଟିଭିରେ ସାମ୍ୱାଦିକତା ଜୀବନ ଆରମ୍ଭ। ନ୍ୟୁଜ ବୁଲେଟିନ, ପ୍ୟାକେଜିଂ, ଆଙ୍କରିଂ ସହ ବ୍ରେକିଂରେ କାମ କରିଛି। ଖବର ସହ ରହିବାକୁ ପସନ୍ଦ। କିଛି ନୂଆ କରିବାର ସୁଯୋଗ ଦେଇଛି ଓଟିଭି।

less

Posts by Sonali Ojha

Leopard
ସଫାରୀ ବସ୍‌ ଉପରକୁ ଚଢ଼ିଗଲା ବାଘ; ଭୟରେ ଥରିଲେ ପର୍ଯ୍ୟଟକ, ଦେଖନ୍ତୁ ଭିଡିଓ

ଚିତାବାଘକୁ ଅତି ନିକଟରୁ ଦେଖିବାକୁ ଆସିଥିଲେ ପର୍ଯ୍ୟଟକ। ଶିକାର କରିବା ପାଇଁ ବସ୍ ଉପରକୁ ଚଢିଗଲା ବାଘ। କର୍ଣ୍ଣାଟକର ବନ୍ନେରଘଟା ଜାତୀୟ ଉଦ୍ୟାନର ଏଭଳି ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

Twin city Traffic
ଦୁର୍ଗାପୂଜା ପାଇଁ ଟୁଇନ ସିଟିରେ ଟ୍ରାଫିକ କଟକଣା; ବିଜ୍ଞପ୍ତି ଜାରି କଲା କମିଶନରେଟ୍ ପୋଲିସ

ଦୁର୍ଗାପୂଜା ପାଇଁ ଟୁଇନ ସିଟିରେ ରହିବ ଟ୍ରାଫିକ କଟକଣା। ଆସନ୍ତା ୯ ତାରିଖରୁ ୧୩ ତାରିଖ ଯାଏଁ କଟକ ଏବଂ ଭୁବନେଶ୍ବରରେ ଟ୍ରାଫିକ କଟକଣା ଜାରି ରହିବ।

Chatisha Nijog
ଆଜି ଶ୍ରୀମନ୍ଦିର ଛତିଶା ନିଯୋଗ ବୈଠକ; କାର୍ତ୍ତିକ ନୀତିକାନ୍ତି ନେଇ ହେବ ଆଲୋଚନା

ଆଜି ଶ୍ରୀମନ୍ଦିର ଛତିଶା ନିଯୋଗ ବୈଠକ । କାର୍ତ୍ତିକ ମାସର ନୀତିକାନ୍ତି ଓ ନାଟମଣ୍ଡପରେ ଏୟାରକଣ୍ଡିସନ ବ୍ୟବସ୍ଥା ନେଇ ବୈଠକରେ ଆଲୋଚନା ହେବ ।

OSSSC
OSSSC ପରୀକ୍ଷା ବିଭ୍ରାଟ: ଆଜି ରାଜ୍ୟ ସରକାରଙ୍କ ଉଚ୍ଚସ୍ତରୀୟ ବୈଠକ

OSSSC ପରିଚାଳିତ RI, ଅମିନ ପରୀକ୍ଷା ବିଭ୍ରାଟ ପ୍ରସଙ୍ଗ । ଆଜି ସରକାର ଡାକିଛନ୍ତି ଉଚ୍ଚସ୍ତରୀୟ ବୈଠକ।

Results today
ଆଜି ରେଜଲ୍ଟ ଡେ': ହରିୟାଣା ଓ ଜାମ୍ମୁ-କାଶ୍ମୀରରେ କିଏ ଗଢ଼ିବେ ସରକାର ?

ଆଜି ଆସିବ ହରିୟାଣା ଓ ଜାମ୍ମୁ କାଶ୍ମୀର ବିଧାନସଭା ନିର୍ବାଚନ ଫଳାଫଳ । ଦୁଇ ରାଜ୍ୟରେ କିଏ ଗଢିବ ସରକାର ? ହରିୟାଣାରେ ହାଟ୍ରିକ୍ ମାରିବ ବିଜେପିର ନା କମ୍ ବ୍ୟାକ୍ କରିବ କଂଗ୍ରେସ ?

flight plays erotic film for all passengers
ବିମାନରେ ଚାଲିଲା ଅଶ୍ଳୀଳ ଫିଲ୍ମ; ଚେଷ୍ଟା କଲେ ବି ବନ୍ଦ ହେଲାନି, ଯାତ୍ରୀ ଅସନ୍ତୁଷ୍ଟ

ଅଷ୍ଟ୍ରେଲିଆର ସିଡନୀରୁ ଜାପାନ ହାନେଡା ଯାଉଥିବା ଏକ ବିମାନରେ ଅଶ୍ଳୀଳ ଫିଲ୍ମ ଚାଲିଥିବା ଅଭିଯୋଗ ଆଣିଛନ୍ତି ଯାତ୍ରୀ। QF59 ବିମାନରେ ଘଟିଥିବା ଏହି ଘଟଣା ଯାତ୍ରୀମାନଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି କରିଥିଲା।

Israel -Hamas War
ଇସ୍ରାଏଲ-ହମାସ ଯୁଦ୍ଧକୁ ବର୍ଷେ; ଜାଣନ୍ତୁ କେତେ ହୋଇଛି କ୍ଷତି, ଯାଇଛି କେତେ ଜୀବନ...

ଇସ୍ରାଏଲ ଓ ହମାସ ଆତଙ୍କବାଦୀ ସଂଗଠନ ମଧ୍ୟରେ ଚାଲିଥିବା ଯୁଦ୍ଧକୁ ଏକବର୍ଷ ପୂରଣ ହୋଇଛି। ଅକ୍ଟୋବର ୭, ୨୦୨୩ ଇସ୍ରାଏଲ ଉପରେ ସବୁଠାରୁ ବଡ ଆକ୍ରମଣ ହୋଇଥିଲା।

Soil Found On Rail Track
ପୁଣି ଟ୍ରେନକୁ ଟାର୍ଗେଟ୍; ଟ୍ରାକ୍‌ରେ ମାଟି ଗଦା ରଖି ଲାଇନଚ୍ୟୁତ ଉଦ୍ୟମ

ଟଳିଲା ବଡ଼ ଧରଣର ରେଳ ଦୁର୍ଘଟଣା । ସମ୍ଭବତଃ ଏକ ବଡ଼ ଧରଣର ରେଳ ଦୁର୍ଘଟଣା ପାଇଁ କରାଯାଇଥିଲା ଷଡ଼ଯନ୍ତ୍ର । ଉତ୍ତରପ୍ରଦେଶ ରାଏ ବରେଲିର ଟ୍ରେନ୍ ଟ୍ରାକ୍‌ରେ ମାଟି ରଖି ଦୁର୍ଘଟଣା ପାଇଁ ଷଡଯନ୍ତ୍ର କରାଯାଇଥିଲା।

anti maoist meeting
ନକ୍ସଲ ମୁକାବିଲା ନେଇ ବଡ଼ ବୈଠକ; ସାମିଲ ହେବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ନକ୍ସଲ ମୁକାବିଲା ନେଇ ଆଜି ଦିଲ୍ଲୀରେ ବସିବ ବଡ଼ ବୈଠକ। ଗୃହମନ୍ତ୍ରୀ ଅମିତ ଶାହଙ୍କ ଅଧ୍ୟକ୍ଷତାରେ ହେବାକୁ ଥିବା ମାଓ ମୁକାବିଲା ବୈଠକରେ ଯୋଗଦେବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ।

Encounter
ଛତିଶଗଡ଼ରେ ସବୁଠୁ ବଡ଼ ମାଓ ଅପରେସନ୍; ସାମନାକୁ ଆସିଲା ଘଟଣାସ୍ଥଳର ଭିଡିଓ

ଛତିଶଗଡ଼ ଅବୁଝମାଡ ଜଙ୍ଗଲରେ ୩୧ ନକ୍ସଲ ନିପାତ ଘଟଣା । ସାମ୍ନାକୁ ଆସିଲା ଏନକାଉଣ୍ଟର ସ୍ଥଳର ଭିଡିଓ।

group-clash
ଅଶାନ୍ତ ବୁର୍ଲା ଭୀମସାର; ଦୁଇ ଡାକ୍ତରୀ ଛାତ୍ର ଗୋଷ୍ଠୀ ମଧ୍ୟରେ ସଂଘର୍ଷ, ୩ ଆହତ

ବୁର୍ଲା ଭୀମସାରରେ ସଂଘର୍ଷ। ଦୁଇ ଡାକ୍ତରୀ ଛାତ୍ର ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଓ ମାରପିଟରେ ୩ ଜଣ ଆହତ ହୋଇଛନ୍ତି।

Migratory Avians
ସୁରକ୍ଷା ବଳୟରେ ବିଦେଶୀ ଅତିଥି

ଗ୍ରାମବାସୀଙ୍କ ସୁରକ୍ଷାରେ ବିଦେଶୀ ଅତିଥି। ଆମେ କହୁଛୁ ଏହି ବିଦେଶୀ ପକ୍ଷୀଙ୍କ କଥା। ଅନେକ ବର୍ଷ ହେବ ଏମାନେ ଗ୍ରାମରେ ୪/୫ ମାସ ଅତିଥି ହୋଇ ରୁହନ୍ତି। ଅଣ୍ଡା ଦେଇ, ଛୁଆ ବଡ ହେଲାପରେ ନିଜ ଦେଶକୁ ଚାଲିଯାଆନ୍ତି। ଦେଖନ୍ତୁ ଏହି ଭିଡିଓ ।

 Subhadra Yojana
କଣ ଏହି ସୁଭଦ୍ରା ଯୋଜନା ?

ସୁଭଦ୍ରା ଯୋଜନାକୁ ନେଇ ସାରା ରାଜ୍ୟରେ ଚର୍ଚ୍ଚା। ତେବେ କ’ଣ ଏହି ଯୋଜନା ? କିପରି ଏଥିରେ ଆବେଦନ କରିବେ? କେବେ ମିଲିବ ଟଙ୍କା ? ଜାଣନ୍ତୁ ସୁଭଦ୍ରା ଯୋଜନା ସମ୍ପର୍କରେ ସବିଶେଷ ତଥ୍ୟ ।

 Unveiling the Divine Tale of Maa Bhattarika
ଭଟ୍ଟାରିକାଙ୍କ ପ୍ରତିଷ୍ଠାର ଅଲୌକିକ କାହାଣୀ

କିପରି ପ୍ରତିଷ୍ଠା ହୋଇଥିଲେ ମା’ ଭଟ୍ଟାରିକା ? କ’ଣ ରହିଛି ଏହା ପଛର ଅଲୌକିକ କାହାଣୀ ? ଦେଖନ୍ତୁ ଏହି ରିପୋର୍ଟ ।

Panchang
Panchang Today 6th October 2024: ଜାଣନ୍ତୁ ଆଜିର ଶୁଭ ଓ ଅଶୁଭ ସମୟ...

ସୌର କନ୍ୟା ମାସ ଆଶ୍ୱିନ ଶୁକ୍ଳପକ୍ଷ । ଇଂରାଜୀରେ ୦୬ ତାରିଖ ରବିବାର । ଚନ୍ଦ୍ର- ତୁଳା ସନ୍ଧ୍ୟା ୦୫.୩୩ ଗତେ ବିଛା । ତିଥି- ୩ୟା (ମଳ)ପ୍ରାତଃ ୦୭.୪୯ ଗତେ ଅନୁରାଧା ଘାତଚନ୍ଦ୍ର- ନାସ୍ତି ଘାତବାର-  ମେଷ ରାଶିର ।

jagannath
ରାଜ ବିଗ୍ରହ ପ୍ରତିଷ୍ଠିତ

ଗଜପତି ରାଜାଙ୍କ ଦ୍ୱାରା ପ୍ରତିଷ୍ଠିତ ମହାପ୍ରଭୁଙ୍କ ବିଗ୍ରହ। ଦର୍ଶନ କରନ୍ତୁ ।

an Modi Be The Crisis Solver
ମୋଦି ସାଜିବେ ସଙ୍କଟ ମୋଚକ !

ଯୁଦ୍ଧ ସ୍ଥିତିରେ ଥରହର ବିଶ୍ବ। ଇସ୍ରାଏଲ-ଇରାନ ଯୁଦ୍ଧ ଭିତରେ ତ୍ରସ୍ତ ହେଲାଣି ପ୍ରକୃତି। ଆଉ ଏତିକି ବେଳେ ଚର୍ଚ୍ଚାକୁ ଆସିଛି ପ୍ରଧାନମନ୍ତ୍ରୀ ମୋଦିଙ୍କ ଗୋଟିଏ ଟୁଇଟ୍। ଏହି ଯୁଦ୍ଧରେ ଭାରତ ହେବ କି ସଙ୍କଟ ମୋଚକ ?

Samantha and Naga Chaitanya's Divorce
ଘର ଭାଙ୍ଗିଦେଲେ ମୁଖ୍ୟମନ୍ତ୍ରୀଙ୍କ ପୁଅ !

କାହିଁକି ଅଲଗା ହେଲେ ସାମନ୍ଥା ଓ ନାଗା ଚୈତନ୍ୟ? ଡିଭୋର୍ସ ପଛରେ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ପୁଅଙ୍କ ହାତ ? ଆସିଲା ସାଂଘାତିକ ଅଭିଯୋଗ, କ’ଣ ରହିଛି ଏହା ପଛର ସତ୍ୟତା ?

Panchang
Panchang Today 4th October 2024: ଜାଣନ୍ତୁ ଆଜିର ଶୁଭ ଓ ଅଶୁଭ ସମୟ...

ସୌର କନ୍ୟା ମାସ ଆଶ୍ୱିନ ଶୁକ୍ଳପକ୍ଷ । ଇଂରାଜୀରେ ୦୪ ତାରିଖ ଶୁକ୍ରବାର। ଚନ୍ଦ୍ର- ତୁଳା ଅହୋରାତ୍ର। ତିଥି- ୨ୟା ନିଶାନ୍ତ ୦୫.୩୧ ଗତେ ୩ୟା । ଘାତଚନ୍ଦ୍ର- ନାସ୍ତି । ଘାତବାର- ବିଛା , ଧନୁ ଓ ମୀନ ରାଶିର। ପୁଷ୍କର ଦୋଷ- ୧ ପାଦ-ପଶୁସମ୍ପଦ ନାଶ-ଅନ୍ନ...

Azharuddin gets ED summon
ବଢ଼ିଲା ଆଝାରୁଦ୍ଦିନଙ୍କ ଅଡ଼ୁଆ: ମନି ଲଣ୍ଡ୍ରିଂ ମାମଲାରେ ସମନ ପଠାଇଲା ED

ଅଡୁଆରେ ପୂର୍ବତନ ଭାରତୀୟ କ୍ରିକେଟର ତଥା କଂଗ୍ରେସ ନେତା ମହମ୍ମଦ ଆଝାରୁଦ୍ଦିନ। ମନି ଲଣ୍ଡ୍ରିଂ ମାମଲାରେ ଆଝାରୁଦ୍ଦିନଙ୍କୁ ସମନ ପଠାଇଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ।

ସାମ୍ୱାଦିକତା ନିଶା ଆଉ ପେସା ବି। ଆଇଆଇଏମସିରୁ ସାମ୍ୱାଦିକତା ଶେଷ ପରେ ନନ୍ଦିଘୋଷ ଟିଭିରେ ସାମ୍ୱାଦିକତା ଜୀବନ ଆରମ୍ଭ। ନ୍ୟୁଜ ବୁଲେଟିନ, ପ୍ୟାକେଜିଂ, ଆଙ୍କରିଂ ସହ ବ୍ରେକିଂରେ କାମ କରିଛି। ଖବର ସହ ରହିବାକୁ ପସନ୍ଦ। କିଛି ନୂଆ କରିବାର ସୁଯୋଗ ଦେଇଛି ଓଟିଭି।