• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sonali Ojha

Sonali Ojha

Editor

ସାମ୍ୱାଦିକତା ନିଶା ଆଉ ପେସା ବି। ଆଇଆଇଏମସିରୁ ସାମ୍ୱାଦିକତା ଶେଷ ପରେ ନନ୍ଦିଘୋଷ ଟିଭ ...more

ସାମ୍ୱାଦିକତା ନିଶା ଆଉ ପେସା ବି। ଆଇଆଇଏମସିରୁ ସାମ୍ୱାଦିକତା ଶେଷ ପରେ ନନ୍ଦିଘୋଷ ଟିଭିରେ ସାମ୍ୱାଦିକତା ଜୀବନ ଆରମ୍ଭ। ନ୍ୟୁଜ ବୁଲେଟିନ, ପ୍ୟାକେଜିଂ, ଆଙ୍କରିଂ ସହ ବ୍ରେକିଂରେ କାମ କରିଛି। ଖବର ସହ ରହିବାକୁ ପସନ୍ଦ। କିଛି ନୂଆ କରିବାର ସୁଯୋଗ ଦେଇଛି ଓଟିଭି।

less

Posts by Sonali Ojha

Zomato
Zomato Job Vacancy: Zomatoରେ ଚାକିରି ଅଫର୍; ୨୦ ଲକ୍ଷ ଦିଅ, ବର୍ଷେ ମାଗଣା କାମ କର...

ଅନଲାଇନ୍ ଫୁଡ୍‌ ଡେଲିଭରି କମ୍ପାନୀ ଜୋମାଟୋର CEO ଦୀପିନ୍ଦର ଗୋୟଲଙ୍କ ଅଜବ ସର୍ତ୍ତ। ସେ ଏପରି ଜଣେ କର୍ମଚାରୀ ଖୋଜୁଛନ୍ତି ଯିଏକି ବର୍ଷେ ଯାଏ ମାଗଣାରେ କାମ କରିବେ।

pollution
Delhi Air Pollution: ବାୟୁରେ ବିଷ ! ଦିଲ୍ଲୀ-NCRରେ ୭୫% ପରିବାର ଶ୍ୱାସଜନିତ ସମସ୍ୟାରେ ପୀଡ଼ିତ

ଏକ ନୂତନ ସର୍ଭେରେ ଦିଲ୍ଲୀ NCRରେ ବାୟୁ ଗୁଣବତ୍ତା ହ୍ରାସର ଭୟାବହତା ପ୍ରକାଶ ପାଇଛି। ଏହି ରିପୋର୍ଟରେ ଦର୍ଶାଯାଇଛି, ୭୫ପ୍ରତିଶତ ପରିବାରରେ ଅତି କମରେ ଜଣେ ସଦସ୍ୟ ଗଳା ଯନ୍ତ୍ରଣା କିମ୍ବା କାଶ ଭଳି ଶ୍ୱାସଜନିତ ରୋଗରେ ପୀଡିତ।

CBSE
CBSE Datesheet 2025: ଫେବୃଆରୀ ୧୫ରୁ CBSE ଦଶମ-ଦ୍ୱାଦଶ ପରୀକ୍ଷା, ଜାଣନ୍ତୁ ସଂପୂର୍ଣ୍ଣ କାର୍ଯ୍ୟସୂଚୀ

ଆସନ୍ତା ବର୍ଷ ଫେବ୍ରୁଆରୀ ୧୫ ତାରିଖରୁ ଆରମ୍ଭ ହେବ CBSE ପରୀକ୍ଷା। ଫେବ୍ରୁଆରୀ ୧୫ରୁ ଉଭୟ ଦଶମ ଓ ଦ୍ବାଦଶ ପରୀକ୍ଷା ହେବ।

Cyber Fraud
Cyber Fraud: ଭୁବନେଶ୍ୱରରେ ଠକେଇ, ଚେନ୍ନାଇରୁ ଗିରଫ; ଉତୁରିଗଲା ଫିଲ୍ମ କରିବା ନିଶା

ମହଙ୍ଗା ପଡ଼ିଲା ସାଇବର ଠକେଇ ଟଙ୍କାରେ ଫିଲ୍ମ କରିବା ନିଶା । ଲୋକଙ୍କୁ ଲୁଟୁଥିଲେ ଆଉ ସେହି ଟଙ୍କାରେ ଫିଲ୍ମ କରିବାକୁ ବ୍ଲୁ ପ୍ରିଣ୍ଟ ବି ରଚିଥିଲେ। ହେଲେ ସବୁ ପରିଶ୍ରମ ପାଣିରେ ପଡିଗଲା।

Tea
Hot Tea Causes Cancer: ଅତ୍ୟଧିକ ଗରମ ଚା' ପିଇଲେ ହୋଇପାରେ କ୍ୟାନସର୍, ରିସର୍ଚ୍ଚରେ ଖୁଲାସା

ଚା' ଓ କଫି ପରି ଗରମ ପାନୀୟକୁ ନେଇ ଏକ ଅଧ୍ୟୟନ କରାଯାଇଥିଲା। ଯେଉଁଥିରେ ଅତ୍ୟଧିକ ଗରମ ଚା' ପିଇବା ଦ୍ୱାରା ଏହା ଖାଦ୍ୟନଳୀ ବା ଓସୋଫାଗାଲରେ କର୍କଟ ରୋଗ ସୃଷ୍ଟି କରିପାରେ ବୋଲି ଜଣାପଡିଛି।

 Linda McMahon
Trump Cabinet 2025: ପୂର୍ବତନ WWE ସିଇଓ ହେବେ ଆମେରିକାର ଶିକ୍ଷା ମନ୍ତ୍ରୀ, କାହିଁକି ଏପରି ନିଷ୍ପତ୍ତି ନେଲେ ଟ୍ରମ୍ପ ?

ଲିଣ୍ଡା ମ୍ୟାକମୋହନଙ୍କୁ ଶିକ୍ଷା ସଚିବ ଭାବରେ ନିଯୁକ୍ତ କରିଛନ୍ତି ଟ୍ରମ୍ପ। ଟ୍ରମ୍ପ ଏକ ବିବୃତ୍ତିରେ ମ୍ୟାକମୋହନଙ୍କ କାର୍ଯ୍ୟକୁ ପ୍ରଶଂସା କରି କହିଛନ୍ତି ଯେ, ସେ ଆମେରିକାର ପିତାମାତାଙ୍କ ଅଧିକାର ପାଇଁ କାର୍ଯ୍ୟ କରିବେ।

cash seized during election
Election 2024: ନିର୍ବାଚନ ବେଳେ ଜବତ କୋଟି କୋଟି ଟଙ୍କା କୁଆଡ଼େ ଯାଏ, କିଏ ଏହାର ଦାବିଦାର...ଜାଣନ୍ତୁ

ନିର୍ବାଚନ ସମୟରେ ଅନେକ ସ୍ଥାନରୁ କଳା ଟଙ୍କା ଜବତ ହୋଇଛି। ତେବେ ଆପଣ କେବେ ଭାବିଛନ୍ତି କି ନିର୍ବାଚନ ସମୟରେ ଜବତ ହୋଇଥିବା କୋଟି କୋଟି ଟଙ୍କା କଣ ହୁଏ ?

wfo Delhi
Delhi Air Pollution: ବିଷ ବଳୟରେ ରାଜଧାନୀ ଦିଲ୍ଲୀ; ୱାର୍କ ଫ୍ରମ ହୋମ୍‌ କରିବେ ୫୦% ସରକାରୀ କର୍ମଚାରୀ

ବିଷାକ୍ତ ବାୟୁରେ ଅସ୍ତବ୍ୟସ୍ତ ହେଉଛନ୍ତି ଦିଲ୍ଲୀବାସୀ । ଚାରିଆଡ଼େ ଧୂଆଁ ଧୂଆଁ, ପ୍ରଦୂଷିତ କୁହୁଡ଼ି ଭଳି ଆସ୍ତରଣ । ଲଗାତାର କିଛିଦିନ ଧରି ବାୟୁର ମାନ ଅତ୍ୟନ୍ତ ନିମ୍ନମାନର ରହିବା ପରେ, ଚିନ୍ତାରେ ରାଜଧାନୀବାସୀ ଏବଂ ସରକାର ।

Jhansi Hospital Fire
Jhansi Hospital Fire: ନିଜ ଜୀବନକୁ ବାଜି ଲଗାଇ ବଞ୍ଚେଇଲେ ୭ ଶିଶୁର ଜୀବନ, କିନ୍ତୁ ନିଆଁରେ ଜଳିଗଲେ ନିଜର ଯାଆଁଳା ଝିଅ

ଏହି ସମୟରେ ଦେବଦୂତ ସାଜିଥିବା ବ୍ୟକ୍ତିଙ୍କୁ ଯେତେ ଧନ୍ୟବାଦ ଦେଲେ ବି କମ୍‌ ହେବ। ସେ ନିଆଁର ଆଁ ଭିତରୁ ୭ ଜଣ ପିଲାଙ୍କୁ ଉଦ୍ଧାର କରି ବଞ୍ଚାଇଛନ୍ତି । କିନ୍ତୁ ନିଜର ଦୁଇ ଯମଜ ଶିଶୁ କନ୍ୟାଙ୍କୁ ବଞ୍ଚାଇ ପାରିନଥିଲେ । ତାଙ୍କର ଏହି ବୀରତ୍ୱର ...

DSP
Viral Video: ଅସୁବିଧାରେ ସାହାଯ୍ୟ କରିଥିଲେ, ୧୪ ବର୍ଷ ପରେ ପରିବା ବିକାଳିଙ୍କ ପାଖରେ ପହଞ୍ଚିଲେ DSP

ଆଜିକାଲି ଲୋକମାନେ କୃତଘ୍ନ ହୋଇଯାଉଛନ୍ତି। ସେମାନଙ୍କୁ ସାହାଯ୍ୟ କରିଥିବା ଲୋକଙ୍କୁ ପ୍ରତିଦାନ ତ ଦେବା ଦୂରର କଥା ସେମାନଙ୍କୁ ଅଚିହ୍ନା ପରି ବ୍ୟବହାର କରୁଛନ୍ତି। ମାତ୍ର ମଧ୍ୟପ୍ରଦେଶର ଭୋପାଳରେ ଏପରି ଏକ ଭିଡିଓ ଭାଇରାଲ୍ ହେବାରେ ଲାଗିଛି ଯାହାକୁ ଦେଖିବା ପରେ ଆପଣ ବି ପ୍ରଶଂସା ନ କରି...

Elephant Dead
Elephant Death: ପୁଣି ବଳି ପଡ଼ିଲେ ହାତୀ; ବାର୍‌ହା ଫାଶରେ ଗଲା ୩ ହାତୀଙ୍କ ଜୀବନ

ହାତୀ ମଣିଷ ଲଢେଇ ଭିତରେ ପୁଣି ବଳି ପଡ଼ିଲେ ହାତୀ। କେତେବେଳେ ଦାନ୍ତ ପାଇଁ ତ ଆଉ କେତେବେଳେ ଟ୍ରେନ୍ ଚକା ତଳେ ହାତୀଙ୍କ ଜୀବନ ଯାଉଛି। ତେବେ ଆଜି ପୁଣି ଥରେ ବିଦ୍ୟୁତ ଆଘାତରେ ୩ଟି ହାତୀଙ୍କ ମୃତ୍ୟୁ ହୋଇଛି।

Vigilance Raid
Vigilance Raid: ଭିଜିଲାନ୍ସ ଜାଲରେ କାମାକ୍ଷାନଗର ଉପଜିଲ୍ଲାପାଳ, ଏକକାଳୀନ ୧୦ଟି ସ୍ଥାନରେ ଚଢାଉ

ଭିଜିଲାନ୍ସ ଜାଲରେ କାମାକ୍ଷାନଗର ଉପଜିଲ୍ଲାପାଳ ନାରାୟଣ ଚନ୍ଦ୍ର ନାୟକ । ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଓ ସରକାରୀ ବାସଭବନରେ ଚଢାଉ ଚାଲିଛି।

Delhi air quality drops
GRAP-4 Curbs In Delhi: ବିଷ ବଳୟରେ ରାଜଧାନୀ ଦିଲ୍ଲୀ, ପ୍ରଦୂଷଣ ରୋକିବାକୁ ଅଷ୍ଟସୂତ୍ରୀ ନିୟମ ଲାଗୁ

ଲଗାତର ସପ୍ତାହ ଧରି ଦିଲ୍ଲୀରେ ଏୟାର କ୍ବାଲିଟି ଇଣ୍ଡେକ୍ସ ୪୦୦ ଉପରେ ରହି ଆସିଲାଣି। ଗତକାଲି ସନ୍ଧ୍ୟା ୭ଟାରେ ଏୟାର କ୍ବାଲିଟି ଇଣ୍ଡେକ୍ସ ୪୫୭ ଛୁଇଁଥିଲା। ଏହାପରେ ଗ୍ରେପ୍ ସବ୍ କମିଟିର ଜରୁରୀ ବୈଠକ ବସିଥିଲା। ଏହାର ମୁକାବିଲା ପାଇଁ ଗ୍ରେପ-୪ କଟକଣା ନେଇ ନିଷ୍ପତ୍ତି ହୋଇଥିଲା।

Panchanga
Panchang Today 17th November 2024: ଆଜିର ପଞ୍ଚାଙ୍ଗ, ଜାଣନ୍ତୁ ଶୁଭ ଓ ଅଶୁଭ ସମୟ..

ସୌର ବିଛା ମାସ ମାର୍ଗଶିର କୃଷ୍ଣପକ୍ଷ । ଇଂରାଜୀରେ ୧୭ ତାରିଖ ରବିବାର। ଚନ୍ଦ୍ର- ବୃଷ ନିଶାନ୍ତ ୦୪.୩୧ ଗତେ ମିଥୁନ। ତିଥି- ଦ୍ୱିତୀୟା ରାତ୍ରି ୦୯.୦୬ ଗତେ ତୃତୀୟା। ଘାତଚନ୍ଦ୍ର- ବିଛା ରାଶିର, ନିଶାନ୍ତ ୦୪.୩୧ ଗତେ କନ୍ୟା ରାଶିର।

meta
Meta Saves Life: ଇନଷ୍ଟା ଲାଇଭ୍‌ରେ ଆତ୍ମହତ୍ୟା ଉଦ୍ୟମ; Meta ଆଲର୍ଟ ପରେ ପହଞ୍ଚିଲା ପୋଲିସ, ବଞ୍ଚିଗଲା ଜୀବନ

ଇନଷ୍ଟାଗ୍ରାମ୍‌ ଲାଇଭ୍‌ରେ ଆତ୍ମହତ୍ୟା ଉଦ୍ୟମ କରୁଥିଲେ। ସୋସିଆଲ ମିଡିଆ ପ୍ଲାଟଫର୍ମର ରିଅଲ ଟାଇମ ଆଲର୍ଟ ସିଷ୍ଟମ ଏବଂ ପୋଲିସର ସଜାଗତା ଯୋଗୁଁ ଯୁବକଙ୍କ ଜୀବନ ରକ୍ଷା କରାଯାଇପାରିଛି।

Bribe
Pallahara Bribery Case: ସରକାରୀ ସ୍ୱାସ୍ଥ୍ୟ ବ୍ୟବସ୍ଥାର ବିକଳ ଚିତ୍ର; ଲାଞ୍ଚ ନ ଦେବାରୁ ପ୍ରସୂତୀଙ୍କୁ ଛାଡ଼ିଲେନି !

ଲାଞ୍ଚ ନେବା ଓ ଦେବା ଅପରାଧ। ହେଲେ ଏହାକୁ ଫୁ କରି ଉଡ଼ାଇ ଦେଇଛନ୍ତି ମେଡିକାଲ୍ କର୍ତ୍ତୃପକ୍ଷ। ଅନୁଗୁଳ ଜିଲ୍ଲା ପାଲଲହଡା ଉପଖଣ୍ଡ ଖମାର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଏଭଳି ଲାଞ୍ଚ କାରବାର ଚାଲିଥିବା ଅଭିଯୋଗ ହୋଇଛି ।

Google's AI chatbot Gemini verbally abuses student
AI Chatbot Gemini: ଛାତ୍ରଙ୍କୁ ‘AI’ର ଧମକ ! କହିଲା, 'ତୁମେ ପୃଥିବୀ ଉପରେ ବୋଝ; ଯାଅ, ମରିଯାଅ’

ମିଚିଗାନର ଜଣେ ଗ୍ରାଜୁଏଟ୍ ଛାତ୍ରଙ୍କ ସହ ଏକ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି। ହୋମୱାର୍କ ପାଇଁ ସେ ଚାଟବଟ୍ ଜେମିନିର ସାହାଯ୍ୟ ଲୋଡ଼ିଥିବା ବେଳେ ତାଙ୍କ ସହ ଏମିତି କିଛି ଘଟିଛି ଯାହା ଶୁଣି ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ।

Creta was overtaking another vehicle, rammed auto
Uttar Pradesh Accident: ପରିବାର ଉଜାଡ଼ି ଦେଲା ଦୁର୍ଘଟଣା; ନବ ବିବାହିତ ଦମ୍ପତିଙ୍କ ସମେତ ଚାଲିଗଲା ୭ ଜୀବନ

କାର୍‌ଟି ଅନ୍ୟ ଏକ ଗାଡିକୁ ଓଭରଟେକ୍‌ କରିବା ପାଇଁ ଚେଷ୍ଟା କରିଥିଲା। ମାତ୍ର ଦିଗ ବଦଳାଇ ଅଟୋ ସହିତ ମୁହାଁମୁହିଁ ଧକ୍କା ହୋଇଥିଲା। ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ଦୁଇଟି ଗାଡ଼ି ଭାଙ୍ଗିରୁଜି ଗୁଣ୍ଡ ହୋଇଯାଇଛି।

Jhansi hospital fire
Jhansi Hospital Fire: ଦିଆସିଲି ଲଗାଇଲେ ନର୍ସ ଆଉ ତା’ପରେ...ପ୍ରତ୍ୟକ୍ଷଦର୍ଶୀ କହିଲେ ହସ୍ପିଟାଲ୍ ନିଆଁ ପଛର କାହାଣୀ

ମୃତ ଶିଶୁଙ୍କ ପରିବାରକୁ ୫ ଲକ୍ଷ ଟଙ୍କା ଏବଂ ଆହତଙ୍କ ପାଇଁ ୫୦ ହଜାର ଟଙ୍କା କ୍ଷତିପୂରଣ ଦେବାକୁ ଘୋଷଣା କରିଛନ୍ତି ସରକାର। ଏହି ଘଟଣାରେ ଦୁଃଖ ପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ମୃତକଙ୍କ ପରିବାରକୁ ଅତିରିକ୍ତ ୨ ଲକ୍ଷ ଟଙ୍କା ଯୋଗାଇ ଦିଆଯିବା ନେଇ ନିର୍ଦ୍ଦେଶ...

Gold Price
Gold Price Today, 15th November 2024: ସୁନା ଦରରେ ପରିବର୍ତ୍ତନ; ଜାଣନ୍ତୁ କେତେ ରହିଛି ଦାମ୍

ନଭେମ୍ବର ପହିଲାରୁ ସୁନା ଦର ପ୍ରାୟ ୫୦୦୦ଟଙ୍କାରୁ ଅଧିକ ହ୍ରାସ ପାଇଛି। ଅର୍ଥାତ୍ ମାତ୍ର ଦୁଇ ସପ୍ତାହ ମଧ୍ୟରେ ସୁନା ଦରରେ ଯଥେଷ୍ଟ ପରିବର୍ତ୍ତନ ହୋଇଛି। ଆସନ୍ତୁ ଜାଣିବା ଆଜି କେଉଁଠି ସୁନାର ଦର କେତେ ରହିଛି...

ସାମ୍ୱାଦିକତା ନିଶା ଆଉ ପେସା ବି। ଆଇଆଇଏମସିରୁ ସାମ୍ୱାଦିକତା ଶେଷ ପରେ ନନ୍ଦିଘୋଷ ଟିଭିରେ ସାମ୍ୱାଦିକତା ଜୀବନ ଆରମ୍ଭ। ନ୍ୟୁଜ ବୁଲେଟିନ, ପ୍ୟାକେଜିଂ, ଆଙ୍କରିଂ ସହ ବ୍ରେକିଂରେ କାମ କରିଛି। ଖବର ସହ ରହିବାକୁ ପସନ୍ଦ। କିଛି ନୂଆ କରିବାର ସୁଯୋଗ ଦେଇଛି ଓଟିଭି।