ଟାଟା ଟ୍ରଷ୍ଟସ୍ ର ଗୁରୁଦାୟିତ୍ୱ ହାତକୁ ଆସିବା ପରେ, ନୋଏଲ 'ଟାଟା ଗ୍ରୁପ୍' ଭଳି ବିଶାଳ ସାମ୍ରାଜ୍ୟର ଭବିଷ୍ୟତ ନିର୍ଦ୍ଧାରଣରେ ବି ପ୍ରମୁଖ ଭୂମିକା ଗ୍ରହଣ କରିବେ ବୋଲି କୁହାଯାଉଛି । କାରଣ ଟାଟା ଗ୍ରୁପ୍ ର ହୋଲ୍ଡିଂ କଂପାନୀ ଟାଟା ସନ୍ସର ୬୬ ପ୍ରତିଶତ ଅଂଶଧନ,...
ଛିଡୁଛନ୍ତି ବିରୋଧୀ, ବଢୁଛି ଶାସକ ବିଜେପି। କ୍ଷମତା ଯିବା ପରେ ନେତା ତ ଛାଡୁଛନ୍ତି, ଯୁବ-ଛାତ୍ର ଗୋଷ୍ଠୀ ବି ବିଜେଡିଠୁ ମୁହଁ ଫେରାଇଲେଣି। କଂଗ୍ରେସରେ ବି ସମାନ ଦଶା। ଆଉ ଏତିକି ବେଳେ ରାଜ୍ୟରେ ସବୁଠୁ ଅଧିକ ସଦସ୍ୟତା କ୍ୟାମ୍ପ କରି ସର୍ବାଧିକ ଯୁବକ ଯୁବତୀଙ୍କୁ ଯୋଡିବାରେ ରାଜ୍ୟ...
ମହାରାଷ୍ଟ୍ରର ନାଶିକ୍ ଜିଲ୍ଲାର ଆର୍ଟିଲିରି ସେଣ୍ଟରରେ ଏକ ବଡ଼ ଅଘଟଣ। ବିସ୍ଫୋରଣରେ ଭାରତୀୟ ସେନାର ୨ ଅଗ୍ନିବୀରଙ୍କର ମୃତ୍ୟୁ ହୋଇଛି।
ବିବାହ ଏକ ପବିତ୍ର ବନ୍ଧନ। ହେଲେ ଏହା ଏବେ ପ୍ରହସନ ପାଲଟିଛି। ସାମାନ୍ୟ କିଛି ଟଙ୍କା ପାଇଁ ଅନୌପଚାରିକ ବିବାହ କରୁଛନ୍ତି ଯୁବତୀ।
ବନ୍ଧୁ ହେବା ପାଇଁ କୌଣସି ବୟସ ନ ଥାଏ। ଘନିଷ୍ଠ ବନ୍ଧୁତା କଥା ଉଠିଲେ ମନକୁ ଆସେ ରତନ ଟାଟା ଓ ଶାନ୍ତନୁ ନାଇଡୁଙ୍କ ମଧ୍ୟରେ ଗଢ଼ି ଉଠିଥିବା ଅସମ୍ଭାବ୍ୟ ବନ୍ଧୁତାର କଥା। ରତନଙ୍କ ପରଲୋକ ପରେ ହଠାତ ସେ ଚର୍ଚ୍ଚାର ପରିସରକୁ ଆସିଛନ୍ତି।
ଘୋଷଣା ହେଲା ନୋବେଲ ଶାନ୍ତି ପୁରସ୍କାର। ଜାପାନୀ ସଂସ୍ଥା ‘ନିହନ ହିଡାନ୍କ୍ୟୋ’କୁ ମିଳିଲା ନୋବେଲ ଶାନ୍ତି ପୁରସ୍କାର। ଏହା ହିବାକୁଶା ନାମରେ ମଧ୍ୟ ଜଣାଶୁଣା । ପରମାଣୁ ବୋମା ପୀଡ଼ିତଙ୍କ ପାଇଁ କାମ କରୁଛି ‘ନିହନ ହିଡାନ୍କ୍ୟୋ’।
ଟାଟା ଟ୍ରଷ୍ଟର ନୂତନ ଚେୟାରମ୍ୟାନ ହେଲେ ନୋଏଲ ଟାଟା। ରତନ ଟାଟାଙ୍କ ମୃତ୍ୟୁ ପରେ ନୋଏଲଙ୍କୁ ଏହି ଦାୟିତ୍ୱ ଦିଆଯାଇଛି। ରତନ ଟାଟାଙ୍କର ସମ୍ଭାବ୍ୟ ଉତ୍ତରାଧିକାରୀମାନଙ୍କ ମଧ୍ୟରେ ନୋଏଲ ଟାଟା ଆଗରେ ରହିଥିଲେ।
ମହାଦେବ ବେଟିଂ ଆପ୍ ମାମଲାରେ ମାଷ୍ଟରମାଇଣ୍ଡ ସୌରଭ ଚନ୍ଦ୍ରାକରଙ୍କୁ ଗିରଫ କରାଯାଇଛି। ଏବେ ତାଙ୍କୁ ଭାରତ ଆଣିବା ପାଇଁ ଉଦ୍ୟମ ଆରମ୍ଭ ହୋଇଛି। ଇଡିର ଅନୁରୋଧ କ୍ରମେ ଜାରି କରାଯାଇଥିବା ଇଣ୍ଟରପୋଲ ରେଡ କର୍ଣ୍ଣର ନୋଟିସ ଆଧାରରେ ଏହି ଗିରଫ କରାଯାଇଥିଲା।
ଲଗାତର ଦଶମ ଥର ପାଇଁ ପ୍ରମୁଖ ସୁଧ ହାରରେ କୌଣସି ପରିବର୍ତ୍ତନ କରାଯାଇନି। ୬.୫ ପ୍ରତିଶତରେ ସ୍ଥିର ରହିଛି ରେପୋ ରେଟ୍।
ମହାରାଷ୍ଟ୍ର ପୁଣେରୁ ଏକ ହୃଦୟ ବିଦାରକ ଘଟଣା ସାମନାକୁ ଆସିଛି। ନିଜର ପୁଅ ସହ ଗରବା କରୁଥିବା ବେଳେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି। ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।
ଖାତାକୁ ଆସିଲା ‘ସୁଭଦ୍ରା‘ ଟଙ୍କା। ‘ସୁଭଦ୍ରା’ ଯୋଜନାର ପ୍ରଥମ କିସ୍ତିର ଦ୍ୱିତୀୟ ପର୍ଯ୍ୟାୟ ଟଙ୍କା ଆକାଉଣ୍ଟକୁ ଆସିଛି। ବାରିପଦାର ଐତିହାସିକ ଛଉ ପଡିଆ ସଭାରୁ ପ୍ରଥମ କିସ୍ତିର ଦ୍ବିତୀୟ ପର୍ଯ୍ୟାୟ ଟଙ୍କା ପଠାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ।
ନିର୍ବାଚନ ଜିତିବା ପରେ ବିଜେପି ତରଫରୁ ରାହୁଲ ଗାନ୍ଧିଙ୍କ ବାସଭବନକୁ ଏକ କିଲୋ ଜଲେବି ପାର୍ସଲ କରାଯାଇଛି। କଟାକ୍ଷ କରି ବିଜେପି କହିଛି, ରାହୁଲଙ୍କ ଘରକୁ ପଠାଇବା ପାଇଁ ଏକ କିଲୋ ଜଲେବି ଅନଲାଇନ୍ ଅର୍ଡର କରାଯାଇଛି।
ରାଜ୍ୟରୁ ଶେଷ ହେବ ନକ୍ସଲବାଦ। ନକ୍ସଲ ପ୍ରଭାବିତ ଅଞ୍ଚଳ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଆରମ୍ଭ ହୋଇଛି 'ଗ୍ରାମୋଦୟ' କାର୍ଯ୍ୟକ୍ରମ। ନକ୍ସଲ ପ୍ରଭାବିତ ୧୦ ଜିଲ୍ଲାର ୫୮୩ ଗ୍ରାମ ପାଇଁ 'ଗ୍ରାମୋଦୟ' କାର୍ଯ୍ୟକ୍ରମର ଯୋଜନା ହୋଇଛି।
ଜମ୍ମୁ-କାଶ୍ମୀରରେ ୨ ଯବାନଙ୍କୁ ଅପହରଣ କଲେ ଆତଙ୍କବାଦୀ। ଅନନ୍ତନାଗ ଜିଲ୍ଲାର କୋକରନାଗ ଶଙ୍ଗସ୍ ଅଞ୍ଚଳରୁ ଅପହରଣ କରି ନେଇଥିବା ସୂଚନା ମିଳିଛି। ନିର୍ବାଚନ ଫଳାଫଳ ଆସିବାର କିଛି ଘଣ୍ଟା ମଧ୍ୟରେ ଆତଙ୍କବାଦୀ ଏହି କାଣ୍ଡ ଭିଆଇଛନ୍ତି।
ରାଜ୍ୟ ସ୍ବାସ୍ଥ୍ୟସେବାରେ ଯୋଡି ହେଲା ନୂତନ ଅଧ୍ୟାୟ। ଏସସିବି ମେଡିକାଲ କଲେଜରେ କାର୍ଯ୍ୟକ୍ଷମ ହେଲା ବୋନ ବ୍ୟାଙ୍କ ବା ଅସ୍ଥି ଭଣ୍ଡାର।
ଜଗତଜନନୀ ମା’ଙ୍କ ଶାରଦୀୟ ପୂଜା । ମା’ ଦୁର୍ଗାଙ୍କ ଆଗମନ ପାଇଁ ଚଳଚଞ୍ଚଳ ହୋଇଉଠିଛି ଧରାପୃଷ୍ଠ । ଆଜି ପୀଠରେ ସପ୍ତମୀ ପୂଜା ହେଉଥିବା ବେଳେ ମଣ୍ଡପରେ ମହାଷଷ୍ଠୀ ପୂଜା ରହିଛି ।
ଆଜି ଖାତାକୁ ଆସିବ ସୁଭଦ୍ରା ଟଙ୍କା। ମିଳିବ ଦଶହରା ଭେଟି, ଉତ୍ସାହିତ ମହିଳା। ବାରିପଦାର ଐତିହାସିକ ଛଉ ପଡିଆ ସଭାରୁ ସୁଭଦ୍ରା ଯୋଜନାର ପ୍ରଥମ କିସ୍ତିର ଦ୍ବିତୀୟ ପର୍ଯ୍ୟାୟ ଟଙ୍କା ପଠାଇବେ ମୁଖ୍ୟମନ୍ତ୍ରୀ ।
କ୍ୟାନସେଲ୍ ହୋଇଥିବା କେକ୍ ଖାଇବା ପରେ ୫ ବର୍ଷୀୟ ଶିଶୁର ମୃତ୍ୟୁ ହୋଇଥିବା ବେଳେ ବାପା-ମା’ ଜୀବନମରଣ ସହ ସଂଗ୍ରାମ କରୁଛନ୍ତି।
ଥମୁନି ଇସ୍ରାଏଲ-ଇରାନ ଯୁଦ୍ଧ। ଗତକାଲି ଇସ୍ରାଏଲ ଉପରେ ହିଜବୁଲ୍ଲା ୧୩୦ଟି ରକେଟ ମାଡ଼ କରିଥିବା ବେଳେ ଆଜି ଇସ୍ରାଏଲ ଏହାର କଡ଼ା ଜବାବ ଦେଇଛି। ଲେବାନନ୍ର ପ୍ରାୟ ୧୨୦ଟି ସ୍ଥାନକୁ ଟାର୍ଗେଟ କରି ଇସ୍ରାଏଲ ୧୦୦ଟି ଯୁଦ୍ଧ ବିମାନରେ ଆକ୍ରମଣ କରିଛି।
ସୋସିଆଲ୍ ମିଡିଆ ପ୍ଲାଟ୍ଫର୍ମ ଇନଷ୍ଟାଗ୍ରାମ ଡାଉନ୍ । ହଜାର ହଜାର ୟୁଜର୍ସ ଆଜି ଏଭଳି ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ଇନଷ୍ଟାଗ୍ରାମ ପେଜ୍ ଖୋଲିବା ମାତ୍ରେ ଏଥିରେ ଏରର୍ ଆସୁଥିବା ଦେଖିବାକୁ ମିଳିଛି।