ଆଗରୁ ବିରୋଧ କରି ଏବେ କେମିତି କାର୍ଯ୍ୟକାରୀ କରୁଛି ବିଜେପି ଅଭିଯୋଗ ଆଣିଲା ବିଜେଡି ।
ଗାଦିମଡ଼ା IASଙ୍କ ବଦଳିକୁ ନେଇ ପାୱାର କରିଡର ହଲଚଲ । ପୂର୍ବ ପ୍ରଶାସକଙ୍କ ମତ, ବଦଳି ନୁହେଁ ଦରକାର କାର୍ଯ୍ୟାନୁଷ୍ଠାନ ।
ପହଣ୍ଡି ବେଳେ ପୂର୍ଣ୍ଣାଙ୍ଗ ଲାଗୁ ହେବ ରଥ ବ୍ୟବସ୍ଥାବଳି କହିଲେ ଜିଲ୍ଲାପାଳ । ପହଣ୍ଡି ଅଘଟଣକୁ ନେଇ ସିଏମ ମୋହନଙ୍କୁ ନବୀନଙ୍କ ଚିଠି ।
ନବୀନ ସରକାରରେ ଶକ୍ତିଶାଳୀ ଅଫିସର ଥିଲେ ଆଶିଷ ସିଂ । IG ସିଏମ୍ ସିକ୍ୟୁରିଟିରୁ ଗୃହ ବିଭାଗର OSD ଭାବେ ବଦଳି ।
ସ୍ପର୍ଶକାତର ବିଷୟରେ କିଛି ମନ୍ତ୍ରୀଙ୍କ ମନ୍ତବ୍ୟ, ଦୁଃଖକୁ ଦ୍ବିଗୁଣିତ କରିଛି । ଯେମିତି ଏହାର ପୁନରାବୃତ୍ତି ନହେବ, ଏହା ସୁନିଶ୍ଚିତ କରିବାକୁ ସେ ଚିଠିରେ ଅନୁରୋଧ କରିଛନ୍ତି ।
ସାଧାରଣ ଜନତା ପ୍ରଶ୍ନ ଉଠାଇଥିବା ବେଳେ ଗତକାଲି ପ୍ରେସମିଟ୍ କରି ଏହାର ଜବାବ ରଖିଥିଲା ଯାଜପୁର ପୌରପାଳିକା।
ସବୁଠାରୁ ବଡ଼ କଥା ହେଲା ବାବା ଭେଙ୍ଗା ଏବେ ଆଉ ଜୀବିତ ନାହାନ୍ତି । କିନ୍ତୁ ସେ ବିଶ୍ୱର ଭବିଷ୍ୟତ ନେଇ ଯାହା ଲେଖିଛନ୍ତି ତାହା ଧିରେ ଧିରେ ସାମ୍ନାକୁ ଆସୁଛି । ଆଉ ଲୋକଙ୍କୁ ଚକିତ କରୁଛି ।
ଶ୍ରୀଜିଉମାନେ ଏବେ ଅଣସର ଘରେ ଥିବାରୁ ପଟି ଦିଅଁଙ୍କ ଠାରୁ ବିଜେ ହୋଇଥିଲା ଆଜ୍ଞାମାଳ । ୩ ରଥର ପୂଜାପଣ୍ଡା ସାମନ୍ତ ପଟିଦିଅଁଙ୍କ ଠାରୁ ଆଜ୍ଞାମାଳ ଧରି ତିନି ରଥରେ ବିଜେ କରାଇଥିଲେ । ଏହା ପରେ ଆରମ୍ଭ ହୋଇଥିଲା ରଥଟଣା ।
ଗତବର୍ଷ ରଥଯାତ୍ରାରେ ମଧ୍ୟ ଶ୍ରୀକ୍ଷେତ୍ର ଆସି ବଡ଼ଦାଣ୍ଡରେ ଦିଅଁଙ୍କ ଆଶୀର୍ବାଦ ନେଇଥିଲେ।
୪ ମାସ ହେବ ବାହାରେ ଥିବା ବେଳେ ଆସନ୍ତାକାଲି ରଥଯାତ୍ରା ଥିବାରୁ ପୁରୀକୁ ଫେରିଛନ୍ତି ଶଙ୍କରାଚାର୍ଯ୍ୟ। ତେବେ ଶଙ୍କରାଚାର୍ଯ୍ୟଙ୍କ ପ୍ରତିକ୍ରିୟା ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ।
ଯେବେ ସରକାର ନିଷ୍ପତ୍ତି ନେବେ, ସେବେ ଖୋଲାଯିବ କହିଲେ ଜଷ୍ଟିସ ପଶାୟତ ।
ରଥଯାତ୍ରାକୁ ଶୃଙ୍ଖଳିତ କରିବା ପାଇଁ ଗଜପତିଙ୍କ ନିର୍ଦ୍ଦେଶ ରହିଛି। କେହି ମହାପ୍ରଭୁଙ୍କ ଆଗରେ ଠିଆ ହେବେ ନାହିଁ। ଟାହିଆକୁ କେହି ଛିଣ୍ଡାଇବେ ନାହିଁ।
ପଦ୍ମଲୋଚନଙ୍କ ଅଭିଯୋଗ ହେଉଛି ଅତି ସାଧାରଣ । ଯାହାକୁ ଚାହିଁଥିଲେ ନିଜର ସରପଞ୍ଚ ଓ ବିଧାୟକ ସମାଧାନ କରିପାରିଥାନ୍ତେ ।
ନୂଆବଜାରର ଜଣେ ଦଲାଲ ପ୍ରରୋଚନାରେ ଲକ୍ଷେ ଟଙ୍କାରେ ଛୁଆ ବିକ୍ରି କରିଥିବା କଥା ସାମ୍ନାକୁ ଆସିଛି।
ରାଜନାଥ ସିଂଙ୍କ ସହ ଅମିତ ଶାହା, ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ଏବଂ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ସୁରକ୍ଷା ବ୍ୟାପାର କମିଟିରେ ଅନ୍ତର୍ଭୁକ୍ତ କରାଯାଇଛି । ରାଜନନୈତିକ ବ୍ୟାପାର କମିଟିରେ ହିନ୍ଦୁସ୍ତାନୀ ଆୱାମ ମୋର୍ଚ୍ଚା (HAM) ର ଜିତନରାମ ମଞ୍ଜୀ, ଟିଡିପିର ରାମମୋହନ ନାଇଡୁ ଏବଂ...
ମୁଖ୍ୟମନ୍ତ୍ରୀ ଭାବରେ ଦାୟିତ୍ୱ ନେବା ପରେ ୨୨ ଦିନ ହେଲା ରାଜ୍ୟ ଅତିଥି ଭବନରେ ଚାଲିଥିଲା ମୁଖ୍ୟମନ୍ତ୍ରୀଙ୍କ ଅସ୍ଥାୟୀ କାର୍ଯ୍ୟାଳୟ।
୯୬ ବର୍ଷ ବୟସ୍କ ଆଡଭାନୀ ବାର୍ଦ୍ଧକ୍ୟ ସମ୍ବନ୍ଧୀୟ ସ୍ୱାସ୍ଥ୍ୟ ସମସ୍ୟାର ସମ୍ମୁଖୀନ ହେଉଥିଲେ। ତେଣୁ ସମୟ ସମୟରେ ତାଙ୍କୁ ଘରେ ଏକ ଡାକ୍ତରୀ ଟିମ୍ ପକ୍ଷରୁ ଚେକ୍ ଅପ୍ ମଧ୍ୟ କରାଯାଏ ।
ହସ୍ପିଟାଲ ଓ ଶବଗୃହ ପାଖରେ ଅତି କରୁଣ ପରିବେଶ। ଏହି ଘଟଣାରେ ଏବେବି ପ୍ରାୟ ୩୦ ଜଣ ଆହତ ଚିକିତ୍ସାଧୀନ ଅଛନ୍ତି।
ଋଣ ବୋଝରେ ବୁଡିଥିବା ପୁଅ, ବାପାଙ୍କଠାରୁ ଟଙ୍କା ଆଶା ରଖି ନିରାଶ ହେବାରୁ ଶେଷରେ ତାଙ୍କୁ ଛୁରୀ ଭୁଷି ହତ୍ୟା କରିଥିବା ପ୍ରାଥମିକ ତଦନ୍ତରୁ ପୋଲିସ କହିଛି ।
ବିଜେଡି କର୍ପୋରେଟର ଅମରେଶ ଜେନା ଦଳରେ ବିଭୀଷଣ ଥିବା କହିଥିବାବେଳେ ଦଳୀୟ ବୁଝାମଣାରୁ ପରାଜୟ କହି, ନିଆଁରେ ଘିଅ ଢାଳିଛନ୍ତି ପୂର୍ବତନ ବିଧାୟକ ପ୍ରଭାତ ବିଶ୍ୱାଳ ।