Advertisment

୨୪ ନିର୍ବାଚନରେ ମାଟି କାମୁଡ଼ିବା ପରଠୁଁ ଚବିଶ ବର୍ଷର ଶାସକ ବିଜେଡିରେ ଏବେ ଫାଟ ଜଳ ଜଳ

ବିଜେଡି କର୍ପୋରେଟର ଅମରେଶ ଜେନା ଦଳରେ ବିଭୀଷଣ ଥିବା କହିଥିବାବେଳେ ଦଳୀୟ ବୁଝାମଣାରୁ ପରାଜୟ କହି, ନିଆଁରେ ଘିଅ ଢାଳିଛନ୍ତି ପୂର୍ବତନ ବିଧାୟକ ପ୍ରଭାତ ବିଶ୍ୱାଳ ।

author-image
Satyendu Shekher Mishra

୨୪ ନିର୍ବାଚନରେ ମାଟି କାମୁଡ଼ିବା ପରଠୁଁ ଚବିଶ ବର୍ଷର ଶାସକ ବିଜେଡିରେ ଏବେ ଫାଟ ଜଳ ଜଳ । ଯେତେ ଲୁଚାଇଲେ ବି ଆଉ ଲୁଚୁନି । ଘଡ଼ିକେ ଘୋଡ଼ା ଛୁଟୁଛି ବିଜେଡି କର୍ପୋରେଟରଙ୍କ ଅନ୍ତଃକନ୍ଦଳ । ବିଜେଡି କର୍ପୋରେଟର ଅମରେଶ ଜେନା ଦଳରେ ବିଭୀଷଣ ଥିବା କହିଥିବାବେଳେ ଦଳୀୟ ବୁଝାମଣାରୁ ପରାଜୟ କହି, ନିଆଁରେ ଘିଅ ଢାଳିଛନ୍ତି ପୂର୍ବତନ ବିଧାୟକ ପ୍ରଭାତ ବିଶ୍ୱାଳ ।

Advertisment
Advertisment
Advertisment