Hathras Accident
ଉତ୍ତରପ୍ରଦେଶ ହଥରାସରେ କାଲି ହୋଇଥିଲା ମର୍ମନ୍ତୁଦ ଦଳାଚକଟା। ଆଉ ଶତାଧିକ ମୃତକଙ୍କ ଭିତରେ ଥିଲେ ଅଧିକାଂଶ ମହିଳା ଓ ଅବୋଧ ଶିଶୁ। ଏବେ ହାଥରସକୁ ଖାଲି ବର୍ଷା ଭିଜାଉନି । ଭିଜାଉଛି-କାଲିଠୁ ବାହୁନି ବାହୁନି କାନ୍ଦୁଥିବା ଅନେକ ହତଭାଗାଙ୍କ ଲୁହ । ହସ୍ପିଟାଲ ଓ ଶବଗୃହ ପାଖରେ ଅତି କରୁଣ ପରିବେଶ। ଏହି ଘଟଣାରେ ଏବେବି ପ୍ରାୟ ୩୦ ଜଣ ଆହତ ଚିକିତ୍ସାଧୀନ ଅଛନ୍ତି।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)