• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

Satyendu Shekher Mishra

Editor

ମୁଁ ସତ୍ୟେନ୍ଦୁ ଶେଖର ମିଶ୍ର । ୨୦୧୬ରୁ ମୁଁ ସାମ୍ବାଦିକତା କରି ଆସୁଛି । ଦୈନିକ ଖବର କା ...more

ମୁଁ ସତ୍ୟେନ୍ଦୁ ଶେଖର ମିଶ୍ର । ୨୦୧୬ରୁ ମୁଁ ସାମ୍ବାଦିକତା କରି ଆସୁଛି । ଦୈନିକ ଖବର କାଗଜ ଓଡ଼ିଶା ଭାସ୍କର ରୁ ମୋର ଏହି ନୂଆ ଜୀବନ ଆରମ୍ଭ । ଦୁଇରୁ ଅଢ଼େଇ ବର୍ଷ ସେଠାରେ sub-editor ଭାବେ କାର୍ଯ୍ୟ କରିବା ପରେ ଓଡ଼ିଶାର ପ୍ରଥମ ଡିଜିଟାଲ ନ୍ୟୁଜ ଚ୍ୟାନେଲ ARGUS ଜରିଆରେ ନିଜର ଡିଜିଟାଲ ମିଡିଆ କ୍ୟାରିୟର ଆରମ୍ଭ କଲି। ସେଠାରେ ୨ ବର୍ଷ କାମ କରିବା ପରେ ନନ୍ଦିଘୋଷ ଟିଭି ଡିଜିଟାଲ ରେ କାମ କରିବାକୁ ସୁଯୋଗ ପାଇଲି। ଆଉ ଏବେ ମୁଁ ଓଡ଼ିଶାର ୧ ନଂ ଚ୍ୟାନେଲ OTV ରେ କାର୍ଯ୍ୟରତ ।

less

Posts by Satyendu Shekher Mishra

Paris Olympics
ପ୍ୟାରିସ ଅଲିମ୍ପିକ୍ସରେ ଇତିହାସ ରଚିଲେ ସୁଟର ମନୁ ଭାକର

ଭାରତ ପାଇଁ ମନୁ ଆଣିଲେ ଦ୍ବିତୀୟ ପଦକ । ୧୦ ମିଟର ଏୟାର ପିସ୍ତଲ ସୁଟିଂ ମିକ୍ସଡ ଇଭେଣ୍ଟରେ ବ୍ରୋଞ୍ଜ ।

Vigilance Raid
ସପ୍ତାହକ ଭିତରେ ଭିଜିଲାନ୍ସ ଜାଲରେ ଆଉ ଜଣେ ବଡ଼ ମାଛ

ଆୟବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ରେଡ୍ ପରେ ଭୁବନେଶ୍ୱର ଅବକାରୀ ବିଭାଗର ଜଏଣ୍ଟ କମିଶନର ରାମଚନ୍ଦ୍ର ମିଶ୍ରଙ୍କ ପାଖରୁ ମିଳିଛି ଏଭଳି ବିପୁଳ ସମ୍ପତ୍ତି

CM Mohan Majhi
‘ଆଲୋଚନା ସରିଛି, ଖୁବ୍‌ଶୀଘ୍ର ସମାଧାନ ହେବ ଆଳୁ ସମସ୍ୟା’

ପୋଲାଭରମ ପ୍ରସଙ୍ଗ ଉପରେ ବି ପ୍ରତିକ୍ରିୟା ରଖି କହିଛନ୍ତି, ଦିଲ୍ଲୀରେ ପୋଲାଭରମ ପ୍ରସଙ୍ଗ ଉପରେ ଏବଂ ଆମ ଦାବିକୁ ଦୋହରାଇଛୁ। ଆଗାମୀ ଦିନରେ ଅଧିକାରିସ୍ତରୀୟ ଏବଂ ମୁଖ୍ୟମନ୍ତ୍ରୀ ସ୍ତରୀୟ ବୈଠକ ବସି ଆଲୋଚନା କରିବା ସହ ସମାଧାନର ବାଟ ବାହାର କରିବୁ।

Ratna Bhandar
ଭଣ୍ଡାର ଘରକୁ ଲାଗି ରହିଛି କି ଆହୁରି ଗୁପ୍ତ କୋଠରୀ ଓ ସୁଡ଼ଙ୍ଗ ?

ଭଣ୍ଡାର ଘର ମରାମତି କାମ ଆରମ୍ଭ ହେବ ବୋଲି କହିଛନ୍ତି ତଦାରଖ କମିଟି ମୁଖ୍ୟ ଜଷ୍ଟିସ ବିଶ୍ୱନାଥ ରଥ ।

Juvenile Riders
ନାବାଳକ ପୁଅ ଝିଅଙ୍କୁ ଗାଡି ଦେଉଥିଲେ ମାମଲା ପାଇଁ ପ୍ରସ୍ତୁତ ରୁହନ୍ତୁ

୨୫ ହଜାର ଟଙ୍କାର ଫାଇନ ସହ ଅଭିଭାବକଙ୍କ ନାଁରେ ହେବ ଏଫଆଇଆର । ଦୁଇ ଦିନ ଯାଏଁ ଜାରି ରହିବ ଜୋରଦାର ଚେକିଂ ।

Similipal
ମହାବଳଙ୍କ ପସନ୍ଦ ଓଡ଼ିଶା ଜଙ୍ଗଲ

ଗଜପତି ଜଙ୍ଗଲରେ କ୍ୟାମେରାରେ ଟ୍ରାପ ହୋଇଥିବା ମହାବଳଟି ଦୀର୍ଘ ଦିନ ହେଲା ମହାରାଷ୍ଟ୍ର ବ୍ରହ୍ମପୁରୀ ଫରେଷ୍ଟ ଡିଭିଜନରୁ ଆସି ଏଠି ଘର କରି ରହିଲାଣି।

Odisha Politics
ଆଶଙ୍କା ଓ ଅନିଶ୍ଚିତତା ଭିତରେ ବିଜେଡି

ସଦ୍ୟ ଉଦାହରଣ ହେଲା, ଧର୍ମଶାଳାରେ ବିଜେପିର ମିଶ୍ରଣ ପର୍ବ ।

Odisha Politics
ଧର୍ମଶାଳା ବିଜେଡିରେ ବିସ୍ଫୋରଣ ! ପରାଜୟର କାରଣ ପାଇଁ ଦୁଇ ଗୋଷ୍ଠୀ ଦୋଷ ଲଦାଲଦି

ପରାଜୟ ପାଇଁ ପାଣ୍ଡିଆନଙ୍କୁ ଦାୟୀ କରି ଦଳ ଛାଡ଼ିଲେ ବଡ଼ ଗୋଷ୍ଠୀ । କଟକରେ ବି ୨ ଗୋଷ୍ଠୀ ଗୋହି ଖୋଳାଖୋଳି ।

Similipal
ମହାବଳଙ୍କ ବେଶୀ ପସନ୍ଦ ଓଡ଼ିଶା ଜଙ୍ଗଲ, ସୁନ୍ଦରଗଡ଼ରେ ଆଡ୍ଡା ଜମାଇଛି ମଧ୍ୟପ୍ରଦେଶ ବାଘ !

ଗଜପତିରେ କ୍ୟାମେରା ଟ୍ରାପରେ ମହାରାଷ୍ଟ୍ରର ଜଙ୍ଗଲ ରାଜା । ଶିମିଳିପାଳରେ ବ୍ଲାକ୍ ଟାଇଗର ସଫାରୀ ଖୋଲିବାକୁ ନିଷ୍ପତ୍ତି ।

Mamata Banarjee
ନୀତି ଆୟୋଗ ବୈଠକ ଅଧାରୁ ଉଠି ଆସିଲେ ମମତା ବାନାର୍ଜୀ

ବୈଠକ ବାହାରକୁ ଆସି କେନ୍ଦ୍ର ବିରୋଧରେ ପ୍ରବଳ ବର୍ଷିଥିଲେ ମମତା ।

Malkangiri Airport
ନବୀନ ବାବୁଙ୍କ ଷ୍ଟାଇଲ ! ନିର୍ବାଚନ ବେଳେ ବଡ଼ ବଡ଼ ପ୍ରତିଶ୍ରୁତି, ତା’ପରେ ସ୍ଥିତି ଭୟଙ୍କର...

ସ୍ପଷ୍ଟ ବାରି ହେଉଛି, କେତେ ଉନ୍ନତମାନର କେତେ ଉଚ୍ଚକୋଟିର କାମ ହେଇଥିଲା ମାଲକାନଗିରି ବିମାନ ବନ୍ଦର ନିର୍ମାଣରେ ।

Kamla Harris
ଡେମୋକ୍ରାଟିକ୍ ପାର୍ଟି ତରଫରୁ ରାଷ୍ଟ୍ରପତି ପ୍ରାର୍ଥୀ ହେଲେ କମଲା ହାରିସ୍

ଏଥର ରିପବ୍ଲିକାନ୍ ପାର୍ଟି ପକ୍ଷରୁ ମଇଦାନରେ ଅଛନ୍ତି ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ।

DGP
DSPଙ୍କ ବଦଳି-ନିଯୁକ୍ତି କରିପାରିବେନି DGP

ସଙ୍କୁଚିତ ହେଲା ପୋଲିସ୍ ଡିଜିପିଙ୍କ କ୍ଷମତା । DSP ରାଙ୍କ ଅଫିସରଙ୍କୁ ବଦଳି ଓ ନିଯୁକ୍ତି କରିପାରିବେନି ପୋଲିସ୍ ଡିଜି ।

Heavy Rain
ପ୍ରବଳ ବର୍ଷା, ଭାଙ୍ଗିଲା ଘର ଦ୍ୱାର, ରାସ୍ତା ଉପରେ ପାଣିର ପ୍ରବଳ ସୁଅ

ସରକାରୀ ସହାୟତା ପାଇଁ ପରିବାର ମାନଙ୍କର କ୍ଷୟକ୍ଷତି ଆକଳନ କରାଯିବା ସହ, ଆବଶ୍ୟକ ତଥ୍ୟ ସଂଗ୍ରହ କରି ଜିଲ୍ଲା ଜରୁରୀକାଳୀନ କାର୍ଯ୍ୟାଳୟକୁ ପଠାଯିବ। ଜରୁରୀ କାଳୀନ ସହାୟତା ଭାବେ ସମସ୍ତ ପରିବାରକୁ ତହସିଲ ପକ୍ଷରୁ ଜରି ପାଲ ଯୋଗାଇ ଦିଆଯାଇଥିବା ଅତିରିକ୍ତ ତହସିଲଦାର ସୂଚନା ଦେଇଛନ୍ତି।

NEET-UG result
NEET-UG: ଆସିଲା ଫାଇନାଲ ରେଜଲ୍ଟ, ଏଥର ୧୭ ଟପ୍ପର

ପୂର୍ବରୁ ୬୧ ଜଣ ଛାତ୍ରଛାତ୍ରୀ ଟପ୍ପର ହୋଇଥିଲେ।

Supply Minister Krushan Patra
ଆଳୁଦମ୍‌ରେ ନାହିଁ ଆଳୁ, ଗୁପ୍‌ଚୁପ୍‌ ବାଲା ବି ଡରିଲେଣି !

ଆସନ୍ତା ଦିନେ ଦୁଇଦିନ ଭିତରେ ଆଳୁ ଗାଡ଼ି ଓଡ଼ିଶା ଆସିବ ବୋଲି କହିବା ସହ ୭ ଦିନ ପାଇଁ ଓଡ଼ିଶାରେ ଆଳୁ ମହଜୁଦ ଅଛି। କେଜି ପିଛା ଆଳୁ ୩୨ ଟଙ୍କାରୁ ଅଧିକ ଦରରେ ବିକିଲେ କାର୍ଯ୍ୟାନୁଷ୍ଠାନ ହେବ ବୋଲି କହିଛନ୍ତି, ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର।

Pakistan Palace
ପାକିସ୍ତାନର ସବୁଠାରୁ ଦାମୀ ଘର, ଆଣ୍ଟିଲିଆ ଠାରୁ ଶସ୍ତା ନା ମହଙ୍ଗା ! ଦେଖନ୍ତୁ ସୁନ୍ଦର ଫଟୋ...

ଘରର ମାଲିକଙ୍କ କଥା ଯଦି କହିବା, ଏପର୍ଯ୍ୟନ୍ତ କେହି ଏହି ଘର କିଣି ନାହାଁନ୍ତି । ଲ୍ୟାଣ୍ଡ ପୋର୍ଟାଲ ଅନୁଯାୟୀ ଏହି ଘର ବିକ୍ରି ପାଇଁ ଉପଲବ୍ଧ । ଘରେ ୧୦ ଟି ବେଡ୍‌ରୁମ୍‌ ରହିଛି ।

Building Collapsed
୧୦ ବର୍ଷ ପୁରୁଣା ଘର.. ୩ ମହଲାରେ ଥିଲା ୧୩ଟି ଫ୍ଲାଟ୍ !

ଉଦ୍ଧାର ହୋଇଥିବା ଦୁଇ ଜଣଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ସେମାନଙ୍କ ଅବସ୍ଥା ସ୍ଥିର ଥିବା କୁହାଯାଉଛି । ନାଭି ମୁମ୍ବାଇ ମ୍ୟୁନିସିପାଲିଟି କର୍ପୋରେସନ କମିଶନର କହିଛନ୍ତି ଯେ ଏହା ମାତ୍ର ୧୦ ବର୍ଷ ପୁରୁଣା କୋଠା ଥିଲା ।

Vigilance Raid
ଇଞ୍ଜିନିୟରଙ୍କ ଅମାପ ସଂପତ୍ତି ! ଯନ୍ତ୍ରୀଙ୍କ ଘର ଦ୍ୱାର ଦେଖି ଭିଜିଲାନ୍ସ ଟେରା

ଭୁବନେଶ୍ବରରେ ୨ଟି ଆଲିସାନ କୋଠା ଓ ପୁରୀରେ ୨ଟି ଫ୍ଲାଟ୍ । ଏଯାବତ୍ ଠାବ ହେଲାଣି ୩୪ ପ୍ଲଟ୍, ୯ଟି ସ୍ଥାନରେ ହୋଇଥିଲା ରେଡ୍ ।

BSKY
BSKY ଜାଗାରେ GJAY ! ମାଗଣା ଚକ୍ଷୁ ଚିକିତ୍ସା ପାଇଁ ଦିବ୍ୟଦୃଷ୍ଟି ଯୋଜନା...

ସ୍ୱାସ୍ଥ୍ୟ ଭିତ୍ତିଭୂମି ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ସ୍ୱାସ୍ଥ୍ୟସେବା ମିଶନ ଆରମ୍ଭ ହେବ । ଏଥିପାଇଁ ବଜେଟରେ ୨୪୬୨ କୋଟି ବ୍ୟୟବରାଦ ହୋଇଛି । କଟକ ଏସ୍‌ସିବି ମେଡିକାଲ କଲେଜ ପୁନଃବିକାଶ କାର୍ଯ୍ୟ ପାଇଁ ୧ ହଜାର କୋଟି ରହିଛି । ଏବର୍ଷ ଯାଜପୁର ମେଡିକାଲ କଲେଜ କାର୍ଯ୍ୟକ୍ଷମ କରିବାକୁ...

ମୁଁ ସତ୍ୟେନ୍ଦୁ ଶେଖର ମିଶ୍ର । ୨୦୧୬ରୁ ମୁଁ ସାମ୍ବାଦିକତା କରି ଆସୁଛି । ଦୈନିକ ଖବର କାଗଜ ଓଡ଼ିଶା ଭାସ୍କର ରୁ ମୋର ଏହି ନୂଆ ଜୀବନ ଆରମ୍ଭ । ଦୁଇରୁ ଅଢ଼େଇ ବର୍ଷ ସେଠାରେ sub-editor ଭାବେ କାର୍ଯ୍ୟ କରିବା ପରେ ଓଡ଼ିଶାର ପ୍ରଥମ ଡିଜିଟାଲ ନ୍ୟୁଜ ଚ୍ୟାନେଲ ARGUS ଜରିଆରେ ନିଜର ଡିଜିଟାଲ ମିଡିଆ କ୍ୟାରିୟର ଆରମ୍ଭ କଲି। ସେଠାରେ ୨ ବର୍ଷ କାମ କରିବା ପରେ ନନ୍ଦିଘୋଷ ଟିଭି ଡିଜିଟାଲ ରେ କାମ କରିବାକୁ ସୁଯୋଗ ପାଇଲି। ଆଉ ଏବେ ମୁଁ ଓଡ଼ିଶାର ୧ ନଂ ଚ୍ୟାନେଲ OTV ରେ କାର୍ଯ୍ୟରତ ।