• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

Satyendu Shekher Mishra

Editor

ମୁଁ ସତ୍ୟେନ୍ଦୁ ଶେଖର ମିଶ୍ର । ୨୦୧୬ରୁ ମୁଁ ସାମ୍ବାଦିକତା କରି ଆସୁଛି । ଦୈନିକ ଖବର କା ...more

ମୁଁ ସତ୍ୟେନ୍ଦୁ ଶେଖର ମିଶ୍ର । ୨୦୧୬ରୁ ମୁଁ ସାମ୍ବାଦିକତା କରି ଆସୁଛି । ଦୈନିକ ଖବର କାଗଜ ଓଡ଼ିଶା ଭାସ୍କର ରୁ ମୋର ଏହି ନୂଆ ଜୀବନ ଆରମ୍ଭ । ଦୁଇରୁ ଅଢ଼େଇ ବର୍ଷ ସେଠାରେ sub-editor ଭାବେ କାର୍ଯ୍ୟ କରିବା ପରେ ଓଡ଼ିଶାର ପ୍ରଥମ ଡିଜିଟାଲ ନ୍ୟୁଜ ଚ୍ୟାନେଲ ARGUS ଜରିଆରେ ନିଜର ଡିଜିଟାଲ ମିଡିଆ କ୍ୟାରିୟର ଆରମ୍ଭ କଲି। ସେଠାରେ ୨ ବର୍ଷ କାମ କରିବା ପରେ ନନ୍ଦିଘୋଷ ଟିଭି ଡିଜିଟାଲ ରେ କାମ କରିବାକୁ ସୁଯୋଗ ପାଇଲି। ଆଉ ଏବେ ମୁଁ ଓଡ଼ିଶାର ୧ ନଂ ଚ୍ୟାନେଲ OTV ରେ କାର୍ଯ୍ୟରତ ।

less

Posts by Satyendu Shekher Mishra

Shankaracharya
ପୁଣି ଅସନ୍ତୋଷ ଝାଡ଼ିଲେ ଶଙ୍କରାଚାର୍ଯ୍ୟ, ପରିକ୍ରମା ପ୍ରକଳ୍ପ ଉତ୍ସବକୁ ଯିବେ କି ନାହିଁ ସନ୍ଦେହ..!

ପରିକ୍ରମା ପ୍ରକଳ୍ପ ପାଇଁ ଶଙ୍କରାଚାର୍ଯ୍ୟଙ୍କୁ ନିମନ୍ତ୍ରଣ । ନିମନ୍ତ୍ରଣ ପାଇଥିବା କହିଲେ ପୁରୀ ଶଙ୍କରାଚାର୍ଯ୍ୟ ।

Ayodhya Ram Mandir
ଅହମ୍ମଦାବାଦ ଗୋଟାରୁ ଅଯୋଧ୍ୟା ଆସିଲା ୭ ଧ୍ୱଜଦଣ୍ଡ

ଗତ ୫ ତାରିଖରେ ଅହମ୍ମଦାବାଦ ଗୋଟାରୁ ଧ୍ୱଜଦଣ୍ଡ ଧରି ବାହାରିଥିଲେ ନିର୍ମାଣକାରୀ ସଂସ୍ଥା। ୩ ଦିନର ଯାତ୍ରା ପରେ ଏହି ଧ୍ୱଜଦଣ୍ଡ ଅଯୋଧ୍ୟାରେ ପହଞ୍ଚିଛି।

Ayodhya Ram Mandir
ଅଯୋଧ୍ୟା ମନ୍ଦିରରେ ବାଳୁତ ରାମଙ୍କ ବିଗ୍ରହ, ଭିଡିଓରୁ ମିଳିଲା ସଂକେତ...

ପଦ୍ମ ଫୁଲ ଉପରେ ଠିଆ ହୋଇଛନ୍ତି ଶ୍ରୀରାମ । ତାଙ୍କର ହାତରେ ଶୋଭା ପାଉଛି ଧନୁ ତୀର ।

Baijayanta Panda
ବୈଜୟନ୍ତ ପଣ୍ଡାଙ୍କ ଉଦ୍ୟମରେ ୨୩ଦିନ ପରେ କଙ୍ଗୋରୁ ଆସିଲା ମୃତଦେହ

କଙ୍ଗୋରେ ଫସିଥିଲା ଆଳି ମାନପୁର ଗାଁର ଦିବାକର ଜେନାଙ୍କ ମୃତଦେହ । ପାଣି ପାଇପ ମିସ୍ତ୍ରୀ ଭାବେ କାମକରୁଥିଲେ ଦିବାକର ।

Sobhan Kar
ମାହାଙ୍ଗାରୁ କଟିବ କି ପ୍ରତାପଙ୍କ ଟିକେଟ ? ଶୋଭନ କରଙ୍କୁ ନେଇ ବଢ଼ିଲାଣି ଚର୍ଚ୍ଚା !

ଶୋଭନ ପୂର୍ବତନ ବାଚସ୍ପତି ସ୍ୱର୍ଗତ ଶରତ କରଙ୍କ ସାନପୁଅ । ଶୋଭନଙ୍କୁ ନେଇ ଏବେ ମାହାଙ୍ଗା ଅଞ୍ଚଳରେ ଜୋର ଚର୍ଚ୍ଚା ।

Balabhadra Majhi
ବିଜେଡିରୁ ଇସ୍ତଫା ଦେଲେ ପୂର୍ବତନ ବିଧାୟକ ବଳଭଦ୍ର ମାଝୀ

ଦଳ ସଭାପତିଙ୍କୁ ଇସ୍ତଫା ପତ୍ର ପଠାଇଲେ ବଳଭଦ୍ର । ଦଳରେ ଅବହେଳା ଅଭିଯୋଗ କରି ଇସ୍ତଫା ଦେଲେ ।

Ram Mandir
ଯାତ୍ରା ବେଳେ ବି ଖୋଲାଯିବନି ଶ୍ରୀରାମଙ୍କ ଆଖିରୁ ପଟ୍ଟି, ଜାଣନ୍ତୁ କାରଣ...

ଏହା ବିଷୟରେ ଲୋକା କିଛି ଜାଣିନଥିବାରୁ ନାନା ଆଲୋଚନା କରୁଛନ୍ତି । କିନ୍ତୁ ବାସ୍ତବରେ ଏହା ପଛରେ ରହିଛି ବଡ଼ ଧାର୍ମିକ ମହତ୍ୱ ।

Airpod
ପୋଲିସ ଉପରେ ପାଇଲାନି ଭରସା... ସୋସିଆଲ ମିଡିଆ କଲା କମାଲ...

ବଡ଼ କଥା ହେଉଛି ସୋସିଆଲ ମିଡିଆ ଉପରେ ଥିବା ତାଙ୍କର ବିଶ୍ୱାସ ସଠିକ୍ ପ୍ରମାଣିତ ହୋଇଛି ।

Muslim Lady
ଅନ୍ୟକୁ ବିବାହ ପରେ ବି ପୂର୍ବ ସ୍ୱାମୀଙ୍କଠାରୁ ଭରଣପୋଷଣ ପାଇବେ ମୁସଲିମ ମହିଳା

ମହିଳା ଜଣକ ଅନ୍ୟ ଜଣକୁ ବିବାହ କରିଛନ୍ତି କି ନାହିଁ, ଏଥିରେ କିଛି ଫରକ ପଡ଼ିବ ନାହିଁ ।

Dhana Mandi
କଟନୀ ଛଟନୀ ଭୟ ! ମଣ୍ଡିରେ ନଦେଇ ଦଲାଲଙ୍କୁ ଚାଷୀ ବିକୁଛନ୍ତି ଧାନ

ମଣ୍ଡିକୁ ଆସୁନି ଧାର୍ଯ୍ୟ ଲକ୍ଷ୍ୟ ଅନୁଯାୟୀ ଧାନ । କେଉଁଠି କଟନୀ ଛଟନୀ, କେଉଁଠି ବିଳମ୍ବରେ ଖୋଲିଛି ମଣ୍ଡି ।

Arun Sahoo
ନୟାଗଡ଼ରେ ପୁଣି ତାତିଲେ ଚାଷୀ, ଅରୁଣଙ୍କ ଉପରେ ଝାଡ଼ିଲେ ଅସନ୍ତୋଷ

ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଧାରଣା । ସ୍ଥାନୀୟ ବିଧାୟକଙ୍କ ବିରୋଧରେ ନାରାବାଜି ।

Kala Jira Rice
କଳା ଜିରା ଚାଉଳ ପରେ ଏବେ ମଗ୍‌ଜି ଲଡ଼ୁକୁ ଖୋଜିଲେଣି ଲୋକେ

କୋରାପୁଟର କଳାଜିରା ଚାଉଳକୁ ଚିହ୍ନିବେ ସମସ୍ତେ । ଢେଙ୍କାନାଳର ମଗଜି ଲଡ଼ୁ ଏବେ ଜାତୀୟ ସ୍ତରରେ ପରିଚିତ ।

Samalei-Lingaraj
ନଡିଆ-ଗୁଡ-ଅରୁଆ ଚାଉଳ-ବେଲପତ୍ର ଦେଇ ଲିଙ୍ଗରାଜଙ୍କୁ ନିମନ୍ତ୍ରଣ

ପ୍ରକଳ୍ପର ଲୋକାର୍ପଣ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ମଧ୍ୟ ନିମନ୍ତ୍ରଣ । ସମସ୍ତଙ୍କ ସହଯୋଗ କାମନା କଲେ ମୁଖ୍ୟମନ୍ତ୍ରୀ ।

Sambalpur Encounter
ସମ୍ବଲପୁରେ ଡକାୟତଙ୍କୁ ଗୋଡ଼ାଇ ଗୋଡ଼ାଇ ଏନକାଉଣ୍ଟର !

ଗିରଫ ହୋଇଥିବା ଅଭିଯୁକ୍ତମାନେ କୋରାପୁଟ, ରାୟଗଡ଼ା ଓ ଆନ୍ଧ୍ରପ୍ରଦେଶର। ସେମାନେ ଟ୍ରେନରେ ଆସି ପ୍ରଥମେ ରେକି କରନ୍ତି,ପରେ ଡକାୟତି କରନ୍ତି ବୋଲି ସମ୍ବଲପୁର ଏସପି କହିଛନ୍ତି।

Accident
BJD ମନ୍ତ୍ରୀଙ୍କ ଗାଡ଼ି ଧକ୍କାରେ ନାବାଳକ ଗୁରୁତର, ଗୋଡ଼ାଇ ଧରିଲେ ଗାଁ ଲୋକ

ଆହତ ନାବାଳକ ଘର ବିଷମକଟକ, ବେଲକଣା ବନ୍ଧୁ ଘରକୁ ଆସିଥିଲା । ଆହତ ନାବାଳକଙ୍କୁ ମନ୍ତ୍ରୀ ନିଜ ଗାଡ଼ିରେ ନେଇ ଡାକ୍ତରଖାନା ଗଲେ ।

Ram Mandir
କେମିତି ଦେଖାଯିବେ ରାମଲାଲା ? ପୂରା ବିବରଣୀ ଦେଇଛନ୍ତି ଚମ୍ପତ ରାୟ...

୫୧ ଇଞ୍ଚର ଏହି ବିଗ୍ରହର ପ୍ରତିଷ୍ଠା ୨୨ ତାରିଖ ଦିନ ହେବ ।

Aditya L1
ହାଲୋ ଅର୍ବିଟ୍‌ରେ ପହଞ୍ଚିଲା ISROର ଆଦିତ୍ୟ L1, ମୋଦି କଲେ ପ୍ରଶଂସା

ସୂର୍ଯ୍ୟଙ୍କ କକ୍ଷପଥରେ ଘୂର୍ଣ୍ଣନ କରି ସୂର୍ଯ୍ୟ ଉପରେ ଅଧ୍ୟୟନ କରିବ ଆଦିତ୍ୟ L1 । ମିଶନ ମୁନ୍ ପରେ ଭାରତୀୟ ମହାକାଶ ଗବେଷଣା ସଂସ୍ଥା ମହାକାଶରେ ଆଉ ଏକ ଉପଲବ୍ଧି ହାସଲ କରିଛି ।

Ayodhya Ram Mandir
ଶ୍ରୀରାମ ପ୍ରେମ ! ଅଯୋଧ୍ୟାରୁ ଅଖଣ୍ଡ ରାମଜ୍ୟୋତି ଆଣିବେ ବାରାଣାସୀର ମୁସଲମାନ ମହିଳା

ବଡ଼ କଥା ହେଉଛି ଏହି ମୁସଲମାନ ମହିଳାମାନେ ଜାନୁୟାରୀ ୨୨ରେ ଏହି ଅଖଣ୍ଡ ଜ୍ୟୋତିରୁ ପ୍ରଦୀପ ପ୍ରଜ୍ୱଳନ କରି ବାରାଣାସୀରୁ ହିଁ ରାମ ଲାଲାଙ୍କ ପ୍ରତିଷ୍ଠା ଉତ୍ସବ ସହ ଯୋଡ଼ିହେବେ।

JOBS
ଏୟାରପୋର୍ଟ ଅଥରିଟି ଅଫ୍ ଇଣ୍ଡିଆ ପକ୍ଷରୁ ବାହାରିଲା ଚାକିରି, ତୁରନ୍ତ କରନ୍ତୁ ଆବେଦନ...

ଏହି ସବୁ ଚାକିରି ପାଇଁ ପ୍ରତ୍ୟେକ ପ୍ରାର୍ଥୀଙ୍କୁ ଅନ୍ୟୁନ ୧୮ ରୁ ୨୬ ବର୍ଷ ମଧ୍ୟ ହୋଇଥିବା ଆବଶ୍ୟକ ।

Fake Medicine
ପେନ୍‌କିଲର ବଦଳରେ ସିରିଞ୍ଜ୍‌ରେ ଟ୍ୟାପ୍‌ ପାଣି ପୂରାଇ ଦେଲେ ରୋଗୀଙ୍କୁ, ଚାଲିଗଲା ୧୦ ଜୀବନ

ଡାକ୍ତରଖାନାରେ ସଂକ୍ରମଣ ହେତୁ ୯ ରୁ ୧୦ ଜଣଙ୍କର ମୃତ୍ୟୁ ଘଟିଛି।

ମୁଁ ସତ୍ୟେନ୍ଦୁ ଶେଖର ମିଶ୍ର । ୨୦୧୬ରୁ ମୁଁ ସାମ୍ବାଦିକତା କରି ଆସୁଛି । ଦୈନିକ ଖବର କାଗଜ ଓଡ଼ିଶା ଭାସ୍କର ରୁ ମୋର ଏହି ନୂଆ ଜୀବନ ଆରମ୍ଭ । ଦୁଇରୁ ଅଢ଼େଇ ବର୍ଷ ସେଠାରେ sub-editor ଭାବେ କାର୍ଯ୍ୟ କରିବା ପରେ ଓଡ଼ିଶାର ପ୍ରଥମ ଡିଜିଟାଲ ନ୍ୟୁଜ ଚ୍ୟାନେଲ ARGUS ଜରିଆରେ ନିଜର ଡିଜିଟାଲ ମିଡିଆ କ୍ୟାରିୟର ଆରମ୍ଭ କଲି। ସେଠାରେ ୨ ବର୍ଷ କାମ କରିବା ପରେ ନନ୍ଦିଘୋଷ ଟିଭି ଡିଜିଟାଲ ରେ କାମ କରିବାକୁ ସୁଯୋଗ ପାଇଲି। ଆଉ ଏବେ ମୁଁ ଓଡ଼ିଶାର ୧ ନଂ ଚ୍ୟାନେଲ OTV ରେ କାର୍ଯ୍ୟରତ ।