ଶ୍ରୀମନ୍ଦିରକୁ ଆସୁଥିବା ଭକ୍ତଟିଏ କେମିତି କରିବ ଅନାୟସରେ ଦର୍ଶନ ?
ନୂଆ ସରକାର ଆସିବା ପରେ ଏହି ଅଧିକାରୀମାନଙ୍କ ଅବସ୍ଥା କଣ ହେବ, ତାକୁ ନେଇ ପାୱାର କରିଡରରେ ଚର୍ଚ୍ଚା।
ଓଟିଭିକୁ ଏକ୍ସକ୍ଲୁସିଭ୍ ଇଣ୍ଟରଭ୍ୟୁରେ ମତ ରଖିଲେ ଗଜପତି ମହାରାଜ । କହିଲେ ମହାପ୍ରଭୁଙ୍କ ପାଇଁ ଯଥେଷ୍ଟ ନୁହେଁ ୫୦୦ କୋଟିର କର୍ପସ୍ ଫଣ୍ଡ୍ ।
ଏଥର ଶ୍ରୀଜୀଉଙ୍କ ରଥରେ କମିବ କି ସଖୀଙ୍କ ସଂଖ୍ୟା । ବେପରୁଆ ରକ୍ଷଣାବେକ୍ଷଣକୁ ନେଇ ଉଦବେଗ । ମ୍ୟୁଜିୟମ୍ କରି ସଂରକ୍ଷଣ ପାଇଁ ଦାବି ।
ଇସ୍ତଫା ଚର୍ଚ୍ଚା ଭିତରେ ପିସିସି ସଭାପତିଙ୍କୁ ଦଳ ଭିତରୁ ବଢୁଛି ବିରୋଧ । ମୁହଁ ଖୋଲି ଚର୍ଚ୍ଚାକୁ ଖଣ୍ଡନ କି ସ୍ବୀକାର କଲେନି ପିସିସି ସଭାପତି ।
ତାଙ୍କ ବିଷୟରେ ତୁରନ୍ତ ଜଣାଇବାକୁ ଡିଜିପିଙ୍କୁ ଚିଠିରେ ଉଲ୍ଲେଖ କରାଯାଇଛି ।
କେମିତି ଚାଲିଛି ସରକାରୀ ଜମି କିଣା ବିକା କହିଲେ IPS ଅଧିକାରୀ । ୨୦୧୧ରେ ଜମି କଣି କେମିତି ଠକାମିରେ ପଡ଼ିଥିଲେ କହିଲେ ନାଗେଶ୍ୱର ।
ବେତ ଓ ବାଉଁଶରୁ ଫୁଲଦାନୀ, ଚପଲ ଷ୍ଟାଣ୍ଡ, ପରିବା ଷ୍ଟାଣ୍ଡ, ବାଉଁଶ ଦୋଳି, ଠାକୁର ଖଟୁଲି, ସେର, ପାଛିଆ ଆଦି ବିଭିନ୍ନ ସାମଗ୍ରୀ ତିଆରି ହୋଇଥାଏ।
ରଥ ପାଇଁ ଚଳିତ ବର୍ଷ ୧୪ଟି ରଥ ଟଣା ଦଉଡ଼ି ଏବଂ କଡ଼ନ ପାଇଁ ୧୨ ଗୋଟି କତା ଦଉଡ଼ି ଯୋଗାଇବା ପାଇଁ ସ୍ଥିରୀକୃତ ହୋଇଛି । ଏହା ସହିତ ଓଡ଼ିଶାର ବିଭିନ୍ନ ସ୍ଥାନରେ ହୋଉଥିବା ମହାପ୍ରଭୁଙ୍କ ଘୋଷଯାତ୍ରା ପାଇଁ ରଥ ଦଉଡ଼ି ଏଠାରୁ ପଠାଯାଏ।
ପୁରୀ ଟାଉନ୍ ହଲ ପରିସରରେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ଅଧ୍ୟକ୍ଷତାରେ ବୈଠକରେ ବିଭିନ୍ନ ଦିଗକୁ ନେଇ ପୁଙ୍ଖାନୁପୁଙ୍ଖ ଆଲୋଚନା ହୋଇଛି।
ବାଚସ୍ପତି ନିର୍ବାଚନ ସମୟରେ ଶାସକ ଓ ବିରୋଧୀ ଦଳର ଏହି ଦୁଇ ନେତାଙ୍କ ମଧ୍ୟରେ ଏପରି ବନ୍ଧୁତ୍ୱପୂର୍ଣ୍ଣ ଭାବ ଏକ ନୂଆ ଅଧ୍ୟାୟ ସୃଷ୍ଟି କରିଛି।
ରତ୍ନ ଭଣ୍ଡାର ପ୍ରସଙ୍ଗରେ ପୁଣି ଅସନ୍ତୋଷ ପ୍ରକାଶ କରିଛନ୍ତି ପରିଚାଳନା କମିଟି ସଦସ୍ୟ ତଥା ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ।
ଦେଶ ଇତିହାସରେ ଚତୁର୍ଥ ଥର ବାଚସ୍ପତି ନିର୍ବାଚନ ହୋଇଥିଲା। ପୂର୍ବରୁ ୧୯୫୨, ୧୯୬୭ ଓ ୧୯୭୬ରେ ନିର୍ବାଚନ ହୋଇଥିଲା। ଦୀର୍ଘ ଦଶନ୍ଧି ପରେ ପୁଣି ଥରେ ବାଚସ୍ପତି ନିର୍ବାଚନ ହୋଇଥିଲା।
ଏହି ଆର୍ଟିକିଲ ଆଧାରରେ ଆଇନଜୀବୀ ଭିନୀତି ଜିନ୍ଦଲ କହିଛନ୍ତି ଯେ, ରାଷ୍ଟ୍ରପତି ଅସାଉଦ୍ଧିନ ଓୱାସିଙ୍କ ସାଂସଦ ପଦ ରଦ୍ଦ କରନ୍ତୁ । ଆର୍ଟିକିଲ ୧୦୨(୪)ରେ ଅନୁସାରେ ଜଣେ ଭାରତୀୟ ସାଂସଦ ଅନ୍ୟଦେଶ ପ୍ରତି ଆନୁଗତ୍ୟ ଦେଖାଇପାରିବେ ନାହିଁ ।
ଜୁଲାଇ ୬ରୁ ୯ ତାରିଖ ଯାଏ ଓଡ଼ିଶା ଗସ୍ତରେ ଆସିପାରନ୍ତି । ପୁରୀ ସହ ଭୁବନେଶ୍ୱରରେ ରହଣି ନେଇ ସୂଚନା ।
ଗୁଳିମାଡ଼ରେ ୫ ଜଣଙ୍କ ମୃତ୍ୟୁ, ନାବାଳିକା ଗୁରୁତର ସୂଚନା । ଗୁଳିମାଡ଼ ପରେ ଗୁଳି କରି ଜୀବନ ହାରିଲା ଦୁର୍ବୃତ୍ତ ।
କଂଗ୍ରେସ ପକ୍ଷରୁ ରାହୁଲ ଗାନ୍ଧିଙ୍କୁ ଲୋକସଭାରେ ବିରୋଧୀ ଦଳର ନେତା ଚୟନ କରାଯାଇଥିବା ସେ ଚିଠିରେ ଅବଗତ କରାଇଛନ୍ତି।
ଶ୍ରୀ ଆହୁଜା ଏବେ କେନ୍ଦ୍ର ସରକାରଙ୍କ କୃଷି ଓ କୃଷକ କଲ୍ୟାଣ ବିଭାଗର ସଚିବ ଭାବେ କାର୍ଯ୍ୟ କରୁଛନ୍ତି ।
ବବିଙ୍କ ଆଲିସାନ୍ ବଙ୍ଗଳାକୁ ନେଇ ତେଜିଲା ରାଜନୀତି । ବେଆଇନ୍ ନିର୍ମାଣ ହୋଇଥିଲେ ହେବ କାର୍ଯ୍ୟାନୁଷ୍ଠାନ କହିଲା ଜିଏ ବିଭାଗ ।
ପରିଚାଳନା କମିଟି ବୈଠକରେ ପ୍ରସଙ୍ଗ ଏଡ଼ାଇଯିବା ସନ୍ଦେହ ସୃଷ୍ଟି କରୁଛି ।