ଅଚାନକ ରବିବାର ଦିନ ରାତିରେ ଡ୍ରାଇଭର ରାଜୁ ନାଗ, ଯୁବତୀଙ୍କ ଘରେ ପହଞ୍ଚିଥିଲା । ଆଉ ଯୁବତୀଙ୍କୁ ବାହାରକୁ ଯିବାକୁ ବାଧ୍ୟ କରିଥିଲା ।
ଜୈସ୍ୱାଲ ବ୍ୟାଟିଂ କରିବା ପାଇଁ କ୍ରିଜ୍ ଉପରେ ଥିଲେ । ଜିମ୍ବାୱେ ପକ୍ଷରୁ ପ୍ରଥମ ଓଭର ବୋଲିଂ କରିବାକୁ କ୍ୟାପଟେନ ସିକନ୍ଦର ରଜା ଆସିଥିଲେ।
ମାମାଲିକୁ ୩ ବର୍ଷ ଓ ଶାନ୍ତନୁକୁ ଦେଢ଼ ବର୍ଷ ହେବା ବେଳେ ଦୁରାରୋଗ୍ୟ ରୋଗରେ ପୀଡ଼ିତ ହେଲେ ଦୁଇଜଣ ।
ପୁରୀର ରଥଯାତ୍ରାରେ ରାଜା ଛେରାପହଁରା କରିଥାନ୍ତି, ଏଠି ଆଦିବାସୀ ନାୟକ ଛେରା ପହଁରା କରିବା ସହ ମହାପ୍ରଭୁଙ୍କ ନିକଟରେ ଭୋଗ ଲାଗି କରନ୍ତି ।
ଘାତଚନ୍ଦ୍ର- ବୃଷ ରାଶିର ଦିବା ୦୮.୪୨ ପର୍ଯ୍ୟନ୍ତ ଘାତବାର- ମେଷ ରାଶିର ପୁଷ୍କର ଦୋଷ- ୧ ପାଦ-କୃଷିହାନି-ଭୂମିଦାନ
ଘଟଣାକୁ ନେଇ ରାଷ୍ଟ୍ରପତି ଜୋ ବାଇଡେନ ଦୁଃଖ ପ୍ରକାଶ କରିବା ସହ ଆମେରିକା ରାଜନୀତିରେ ହିଂସାର କୌଣସି ସ୍ଥାନ ନାହିଁ। ଘଟଣାକୁ ଦୃଢତାର ସହ ନେବା ଲାଗି ସେ ନିର୍ଦ୍ଦେଶ ଦେଇଛନ୍ତି।
ସିସିଟିଭି ଅଚଳ ହେବା ଯୋଗୁ ସହରରେ ଅପରାଧ ରୋକିବା, ଟ୍ରାଫିକ୍ ନିୟନ୍ତ୍ରଣ କରିବା ନେଇ ଏବେ ପୋଲିସ ପାଇଁ ବଡ ଚ୍ୟାଲେଞ୍ଜ ସୃଷ୍ଟି ହୋଇଛି ।
ଦୁଇ ଦିନ ପୂର୍ବେ ଉଭୟଙ୍କ ମଧ୍ୟରେ ଜୋରଦାର କଥା କଟାକଟି ହୋଇଥିଲା । ତାପରେ ସ୍ୱାମୀ ଦୁଇ ଜଣ ଝିଅକୁ ନେଇ ଘରୁ ବାହାରିଯାଇଥିଲେ । କିନ୍ତୁ ଆଉ ଫେରିନଥିଲେ ।
ମେଡିକାଲ୍ କଲେଜରେ ଏକାଧିକ ସେବା ବନ୍ଦ ହୋଇରହିଛି । ବିଶେଷ କରି ଜରୁରୀ ସେବା ଭାବେ ବିବେଚିତ ଅକ୍ସିଜେନ୍ ସେବା ପ୍ରଦାନ ଦିଗରେ ଏଠାରେ ବ୍ୟତିକ୍ରମ ଦେଖିବାକୁ ମିଳିଛି ।
ଫାଓ ସଭାପତି ପଦରୁ ଇସ୍ତଫା ଦେଇଥିଲେ ବିଜେଡି ସାଂସଦ ଦେବାଶିଷ । OCA ସଭାପତି ବବି ଦାସଙ୍କୁ ନେଇ ବଢ଼ିଲା ଚର୍ଚ୍ଚା ।
ଅପରପକ୍ଷେ ଆର୍ଶୀବାଦ ବେହେରାଙ୍କ ପୃଷ୍ଠପୋଷକତାରେ ଚାଲିଥିବା ରାଇଜିଂ ଷ୍ଟୁଡେଣ୍ଟ କ୍ଲବ ସମୀର ଦେ’ଙ୍କ ନାଁ ପଠାଇବା ପରେ ବ୍ୟକ୍ତିଗତ କାରଣ ଦର୍ଶାଇ ଗତ ମଙ୍ଗଳବାର ଫାଓ ସଭାପତି ପଦ ଛାଡ଼ିଥିଲେ ଦେବାଶିଷ।
ସେ ଦୃଷ୍ଟିରୁ କେଉଁ କ୍ଷେତ୍ରରୁ ପାଣ୍ଠି ଆସିବ, ପୂର୍ଣ୍ଣାଙ୍ଗ ବଜେଟର ଆକାର କିଭଳି ରହିବ ତାକୁ ନେଇ ଚର୍ଚ୍ଚା ଲାଗି ରହିଛି ।
ଏହି ଦୁର୍ନୀତିରେ ତତ୍କାଳୀନ ଜିଲ୍ଲାପାଳଙ୍କ ସଂପୃକ୍ତି ସଂପର୍କରେ ପ୍ରଶ୍ନ ଉଠାଇବା ସହ ଉଚ୍ଚସ୍ତରୀୟ ତଦନ୍ତ ଦାବି କରିଛି ବିଜେପି ।
ଦଳର ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ନୃସିଂହ ଚରଣ ସାହୁ ଢୋଲ ଭିତରେ ମୂଷା ପାଇଁ ଦଳ ଶୋଚନୀୟ ପରାଜୟର ଶିକାର ହେଲା ବୋଲି କହିଛନ୍ତି।
ପୂର୍ବ ଅଭିଜ୍ଞତା ସତ୍ତ୍ୱେ ଶ୍ରୀମନ୍ଦିର ନୂଆ ମୁଖ୍ୟ ପ୍ରଶାସକଙ୍କ ପାଇଁ ବହୁ ଚାଲେଞ୍ଜ । ବାହୁଡ଼ା, ନୀଳାଦ୍ରିବିଜେ ସହ ରତ୍ନଭଣ୍ଡାର ଅଳଙ୍କାର ଗଣତି ପ୍ରମୁଖ ଚ୍ୟାଲେଞ୍ଜ ।
ବିଜେଡି ବିପର୍ଯ୍ୟୟକୁ ନେଇ ବରିଷ୍ଠ ନେତା ନୃସିଂହ ସାହୁଙ୍କ ମନ୍ତବ୍ୟ । ବିଭିନ୍ନ ଜାଗାରେ ଥିବା ମୂଷାଙ୍କ ପାଇଁ ହାରିଲୁ: ନୃସିଂହ ସାହୁ ।
ବୀର ବିକ୍ରମ ଯାଦବଙ୍କ ସ୍ଥାନରେ ଅରବିନ୍ଦ ପାଢ଼ୀଙ୍କୁ ଦାୟିତ୍ୱ ।
ଆଗକୁ ଏଭଳି ଘଟଣାର ଯେପରି ପୁନରାବୃତ୍ତି ନହେବ, ସେଥିଲାଗି ଯତ୍ନବାନ ହେବାକୁ ସମସ୍ତଙ୍କୁ ପରାମର୍ଶ ଦେଇଛି। ଆପଣଙ୍କ ପରାମର୍ଶ ମୋ ପାଇଁ ସବୁବେଳେ ସମ୍ମାନର ସହ ଗ୍ରହଣୀୟ ହେବ ବୋଲି ଲେଖିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ।
କେନ୍ଦ୍ର ସରକାରଙ୍କ ଏ ଘୋଷଣା ପରେ ବିଏସଏଫ, ସିଆଇଏସଏଫ୍ ଏବଂ ଆରପିଏଫ ପକ୍ଷରୁ ଅଗ୍ନିବୀରଙ୍କ ଲାଗି ୧୦ ପ୍ରତିଶତ ସ୍ଥାନ ସଂରକ୍ଷଣ ନେଇ ପଦକ୍ଷେପ ନିଆଯିବ ବୋଲି ସୂଚନା ମିଳିଛି।