• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

Satyendu Shekher Mishra

Editor

ମୁଁ ସତ୍ୟେନ୍ଦୁ ଶେଖର ମିଶ୍ର । ୨୦୧୬ରୁ ମୁଁ ସାମ୍ବାଦିକତା କରି ଆସୁଛି । ଦୈନିକ ଖବର କା ...more

ମୁଁ ସତ୍ୟେନ୍ଦୁ ଶେଖର ମିଶ୍ର । ୨୦୧୬ରୁ ମୁଁ ସାମ୍ବାଦିକତା କରି ଆସୁଛି । ଦୈନିକ ଖବର କାଗଜ ଓଡ଼ିଶା ଭାସ୍କର ରୁ ମୋର ଏହି ନୂଆ ଜୀବନ ଆରମ୍ଭ । ଦୁଇରୁ ଅଢ଼େଇ ବର୍ଷ ସେଠାରେ sub-editor ଭାବେ କାର୍ଯ୍ୟ କରିବା ପରେ ଓଡ଼ିଶାର ପ୍ରଥମ ଡିଜିଟାଲ ନ୍ୟୁଜ ଚ୍ୟାନେଲ ARGUS ଜରିଆରେ ନିଜର ଡିଜିଟାଲ ମିଡିଆ କ୍ୟାରିୟର ଆରମ୍ଭ କଲି। ସେଠାରେ ୨ ବର୍ଷ କାମ କରିବା ପରେ ନନ୍ଦିଘୋଷ ଟିଭି ଡିଜିଟାଲ ରେ କାମ କରିବାକୁ ସୁଯୋଗ ପାଇଲି। ଆଉ ଏବେ ମୁଁ ଓଡ଼ିଶାର ୧ ନଂ ଚ୍ୟାନେଲ OTV ରେ କାର୍ଯ୍ୟରତ ।

less

Posts by Satyendu Shekher Mishra

MP CM MOHAN YADAV
ମୋହନ ଯାଦବ କିଏ ? କାହିଁକି ତାଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ବାଛିଲା ଦଳ ?

ମଧ୍ୟପ୍ରଦେଶରେ ବି ସମାନ ଫର୍ମୁଲା ଆପଣାଇଛି ଦଳ । ବରିଷ୍ଠ ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାରଙ୍କୁ ଦଳ ବାଚସ୍ପତି କରିଥିବା ବେଳେ ନୂଆ ଚେହେରା ଭାବେ ମୋହନ ଯାଦବଙ୍କୁ ମୁଖ୍ୟମନ୍ତ୍ରୀ ଘୋଷଣା କରିଛି ।

Madhyapradesh CM MOHAN YADAV
ହଟିଲା ସସପେନ୍ସ.. ମୋହନ ଯାଦବ ହେବେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ

ଏଥରକୁ ମିଶାଇ ୩ ଥର ବିଧାୟକ ହେଲେଣି ମୋହନ ।

Cyber Fraud In Petrol Pump
ସାବଧାନ ! ତେଲ ଟାଙ୍କିରେ ଦେଉଛନ୍ତି କି ଡେବିଟ୍‌ କାର୍ଡ ? ଖାଲି ହୋଇଯାଇପାରେ ଆକାଉଣ୍ଟ...

ପିଓଏସ୍‌ ମେସିନ ଦ୍ୱାରା ତାଙ୍କ ଡେବିଟ କାର୍ଡର ତଥ୍ୟକୁ ହ୍ୟାକ କରି ସାଇବର ଲୁଟେରାମାନେ ତାଙ୍କୁ ଚୂନ ଲଗାଇଛନ୍ତି ।

Petrol Diesel
କମିଲା ଅଶୋଧିତ ତୈଳ ଦର, ଏବେ କମିବ ପେଟ୍ରୋଲ-ଡିଜେଲ ଦର !

ଖୁବ୍‌ଶୀଘ୍ର ପେଟ୍ରୋଲ ଡିଜେଲ ଦର ହ୍ରାସ ପାଇବାକୁ ଯାଉଛି । ଯାହାଫଳରେ ସାଧାରଣ ଖାଉଟିଙ୍କୁ ଆଶ୍ୱସ୍ଥି ମିଳିବ । 

Rourkela Medical
ମେଡିକାଲରେ ନାହାଁନ୍ତି ଅଧାରୁ ଅଧିକ ଡାକ୍ତର ଓ ଷ୍ଟାଫ୍ !

ରାଜ୍ୟ ଓ ବାହାର ରାଜ୍ୟର ରୋଗୀ ହନ୍ତସନ୍ତ । ନାହିଁ ନାହିଁରେ ଚାଲିଛି ରାଉରକେଲା ସରକାରୀ ମେଡିକାଲ ।

Viral Video
ଏମିତି ବିବାହ ଆପଣ କେବେ ଦେଖିନଥିବେ, ଦେଖନ୍ତୁ ଭିଡିଓ...

ଭିଡିଓରେ ୪ ଜଣ ପତ୍ନୀ ପାରମ୍ପରିକ ପୋଷାକ ପିନ୍ଧିଛନ୍ତି । ବର ମଧ୍ୟ ବର ବେଶରେ ରହିଛି । ପତ୍ନୀମାନେ ସ୍ୱାମୀଙ୍କ ପାଦ ଛୁଇଁ ନମସ୍କାର ମଧ୍ୟ କରୁଛନ୍ତି ।

IT Raid
ବଲାଙ୍ଗିରରେ ସରିଲା ଗଣତି, ମିଳିଲା ୩୦୫ କୋଟି ନଗଦ !

ବଲାଙ୍ଗିର SBI ମୁଖ୍ୟ ଶାଖାରେ ଟଙ୍କା ଗଣତି ସରିଲା । ବଲାଙ୍ଗିର ଗଣତିରୁ ମିଳିଲା ମୋଟ ୩୦୫ କୋଟି ଟଙ୍କା ।

Odisha Politics
ନବୀନ ଓଡ଼ିଶା ଆଳରେ ମୈଦାନକୁ ପ୍ରାର୍ଥୀଙ୍କୁ ଓହ୍ଲାଇଲା କି ବିଜେଡି ?

MP, MLAଙ୍କୁ ଛାଡ଼ି ଟିକେଟ୍ ଲବିରେ ଥିବା ୧୯ ନେତା ହେଲେ ସଂଯୋଜକ ।

IT Raid
ମେସିନଠୁ ମଣିଷ ଯାଏଁ, ଟଙ୍କା ଗଣି ଗଣି ନାକେଦମ୍; ଏଯାଏଁ ପ୍ରାୟ ୩ଶହ କୋଟି !

କେବଳ ବଲାଙ୍ଗିର ଗଣତିରୁ ଏଯାଏଁ ମିଳିଛି ୨୭୦ କୋଟିରୁ ଅଧିକ । ଟଙ୍କାର ଉତ୍ସ ଜାଣିବାକୁ ୨ ଭାଟି ମ୍ୟାନେଜରଙ୍କୁ ଘାଣ୍ଟୁଛି IT ଟିମ୍ ।

Odisha Crime Rate
ଦୋଷୀ ସାବ୍ୟସ୍ତ ହାରରେ ଦେଶରେ ସର୍ବନିମ୍ନ ସ୍ଥାନରେ ଓଡ଼ିଶା 

ରାଜ୍ୟରେ ଶହେରୁ ମାତ୍ର ୧୧.୯ ମାମଲାରେ ସଜା ପାଉଛନ୍ତି ଅଭିଯୁକ୍ତ । ଗତବର୍ଷ ସୁଦ୍ଧା ବିଚାର ନହୋଇ ପଡ଼ିରହିଥିଲା ୮ ଲକ୍ଷ ୬୪ ହଜାର ମାମଲା ।

World's Largest ICE Berg
ବିଶ୍ୱର ସବୁଠାରୁ ବଡ଼ ବରଫ ଖଣ୍ଡ ଅତିକ୍ରମ କଲା ବ୍ରିଟେନ ଜାହାଜ

ସେମାନେ ଖୁବ୍‌ ଭାଗ୍ୟବାନ ଯେ, ରିସର୍ଚ୍ଚ କରିବା ପାଇଁ ସେଠାରୁ ସେମାନେ ଜଳ ନମୁନା ସଂଗ୍ରହ କରିବାରେ ସଫଳ ହୋଇଛନ୍ତି ।

Love Story, Hate Story,
ବିବାହ ବେଦୀରେ ହଙ୍ଗାମା ! ଦ୍ୱିତୀୟ ବିବାହ କରୁଥିଲା ସ୍ୱାମୀ, ଦୁଇ ଝିଅ ସହ ପହଞ୍ଚିଲେ ପତ୍ନୀ

ଭୁବନେଶ୍ବର ବାଳକାଟିସ୍ଥିତ ଏକ ମନ୍ଦିରରେ ଚାଲିଥିଲା ବାହାଘର । ବେଦୀରେ ସ୍ବାମୀଙ୍କୁ ଉତ୍ତମ ମଧ୍ୟମ ଦେଲେ ପ୍ରଥମ ସ୍ତ୍ରୀ ।

Balijatra
ଗେଟ-ଲେଜର ସୋ-ସବୁଜ ବାଣ ଫୁଟାଇବାରେ ହୋଇଛି ବଡ଼ ଲୁଟ !

ଗେଟ, ଲେଜର ସୋ, ସବୁଜ ବାଣ ଫୁଟାଇବାରେ ବ୍ୟାପକ ହରିଲୁଟ ହୋଇଥିବା ମୋକିମ୍ ଅଭିଯୋଗ କରିଛନ୍ତି।

IT Raid
‘୧୪୦ଟି ଟଙ୍କା ଭର୍ତ୍ତି ବ୍ୟାଗ୍ ଗଣତି ସରିଛି, ଆଉ ୩୬ଟି ବାକି ଅଛି’

ଟଙ୍କା ଗଣତି ନେଇ SBI ରିଜିଓନାଲ୍ ମ୍ୟାନେଜରଙ୍କ ସୂଚନା । ‘୨ଟି ମେସିନ ଖରାପ ହେଲାଣି, ମୋଟ ୪୦ଟି ମେସିନ୍ ରହିଛି’ ।

IT Raid
କୁଆଡ଼ୁ ଆସୁଛି ଏତେ ଟଙ୍କା ? ୧୦୬ ଗଣାସରିଛି, ଆହୁରି ୭୦ ବସ୍ତା ବାକି ଅଛି !

ଗଣତି ଶେଷ ହେବା ପରେ ପୂରା ଟଙ୍କାର ପରିମାଣ ଜଣାପଡ଼ିବ ବୋଲି ସୂଚନା ମିଳିଛି।

Balijatra
ଐତିହାସିକ ବାଲିଯାତ୍ରାରେ ହୋଇଛି କି ମାଳ ମାଳ ଦୁର୍ନୀତି ? 

ବ୍ୟାପକ ଦୁର୍ନୀତି ଅଭିଯୋଗ ଆଣି ବର୍ଷିଲେ ବିରୋଧୀ । ଶାସକ ଦଳ ପକ୍ଷରୁ ବି ଉଠିଲା ତଦନ୍ତ ଦାବି ।

BJP
ହିନ୍ଦୀ ହାର୍ଟ ଲ୍ୟାଣ୍ଡ ବିଜୟ ପରେ ରାଜ୍ୟ ପାଇଁ ବିଜେପିର ମେଗା ପ୍ଲାନ୍

କେନ୍ଦ୍ରୀୟ ନେତୃତ୍ୱ ଚାହୁଁଛି, ଏଠି ହେଉ ଡବଲ୍ ଇଞ୍ଜିନ୍ ସରକାର କହିଲେ ମନମୋହନ ।

Accident
NCRB ରିପୋର୍ଟ: ମଦ୍ୟପାନ-ଓଭରସ୍ପିଡିଂ-ବେପରୁଆ ଗାଡ଼ି ଚାଳନା ନେଉଛି ଅଧିକ ଜୀବନ

ସଡ଼କ ଦୁର୍ଘଟଣାର ୮୦ ଭାଗ ମୃତ୍ୟୁ ପଛର ମୁଖ୍ୟ କାରଣ । NCRBର ସଦ୍ୟତମ ତଥ୍ୟରେ ୩ କାରଣକୁ ଦାୟୀ କରାଯାଇଛି ।

School Student
ବାହାରେ କିଏ କଲା ସୌଚ ? ୨୫ ଛାତ୍ରୀଙ୍କ ହାତରେ ଶିକ୍ଷକ ଢ଼ାଳିଲେ ଗରମ ତେଲ...

ସବୁଠାରୁ ବଡ଼ କଥା ହେଲା ଜଣେ କି ଦୁଇ ଜଣ ନୁହେଁ ଏକାଥରକେ ୨୫ ଛାତ୍ରୀଙ୍କୁ ଏଭଳି ନିଷ୍ଠୁର ଭାବେ ନିର୍ଯାତନା ଦିଆଯାଇଛି ।

Crime
ବୟସ ମାତ୍ର ୨୦, ଏତେ ରାଗ ଆସିଲା କେଉଁଠୁ ? ଦେଖନ୍ତୁ ରାସ୍ତା କଡ଼ରେ ଲାଇଭ ମର୍ଡର ଭିଡିଓ...

ଆଖିରେ ଲଙ୍କାଗୁଣ୍ଡ ପଡ଼ିଥିବାରୁ ତାଙ୍କୁ କିଛି ଦେଖାଯାଉନି । ଯାହାଫଳରେ ସେ ରାହୁଲ କବଳରୁ ବର୍ତ୍ତିପାରିଲେ ନାହିଁ ।

ମୁଁ ସତ୍ୟେନ୍ଦୁ ଶେଖର ମିଶ୍ର । ୨୦୧୬ରୁ ମୁଁ ସାମ୍ବାଦିକତା କରି ଆସୁଛି । ଦୈନିକ ଖବର କାଗଜ ଓଡ଼ିଶା ଭାସ୍କର ରୁ ମୋର ଏହି ନୂଆ ଜୀବନ ଆରମ୍ଭ । ଦୁଇରୁ ଅଢ଼େଇ ବର୍ଷ ସେଠାରେ sub-editor ଭାବେ କାର୍ଯ୍ୟ କରିବା ପରେ ଓଡ଼ିଶାର ପ୍ରଥମ ଡିଜିଟାଲ ନ୍ୟୁଜ ଚ୍ୟାନେଲ ARGUS ଜରିଆରେ ନିଜର ଡିଜିଟାଲ ମିଡିଆ କ୍ୟାରିୟର ଆରମ୍ଭ କଲି। ସେଠାରେ ୨ ବର୍ଷ କାମ କରିବା ପରେ ନନ୍ଦିଘୋଷ ଟିଭି ଡିଜିଟାଲ ରେ କାମ କରିବାକୁ ସୁଯୋଗ ପାଇଲି। ଆଉ ଏବେ ମୁଁ ଓଡ଼ିଶାର ୧ ନଂ ଚ୍ୟାନେଲ OTV ରେ କାର୍ଯ୍ୟରତ ।