ଖୁବ୍ଶୀଘ୍ର ଚନ୍ଦକାର ହାତୀ ସୁଧାର କେନ୍ଦ୍ରକୁ ନିଆଯିବ ବୋଲି କହିଛନ୍ତି ବନ୍ୟପ୍ରାଣୀ ପିସିସିଏଫ ସୁଶାନ୍ତ ନନ୍ଦ।
ଅନେକ ଲୋକେ ନ୍ୟାୟ ପାଇବାରେ ବଞ୍ଚିତ ହେଉଥିଲେ ହେଲେ ଏବେ ନ୍ୟାୟ ପାଇବେ। ଆଗାମୀ ଦିନରେ ସବୁ ବିଭାଗର ଅଧିକାରୀ ଓ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଉଛି। ସବୁ ଜିଲ୍ଲାରେ ଲୋକଙ୍କ ଅଭିଯୋଗ ଶୁଣାଯିବ ବୋଲି ଦୋହରାଇଛନ୍ତି ମୁଖ୍ୟମନ୍ତ୍ରୀ।
ବର୍ତ୍ତମାନ ଗୋଟିଏ ଆଇଡିରେ ଅତି ବେଶିରେ ୯ ଟି ସିମ୍ କାର୍ଡ ନିଆଯାଇପାରିବ | ଜାମ୍ମୁ କାଶ୍ମୀର ଏବଂ ଉତ୍ତର ପୂର୍ବାଞ୍ଚଳ ରାଜ୍ୟଗୁଡିକରେ ୬ଟି ସିମ୍ ନିଆଯାଇପାରିବ ।
ଗତ ମେ ୨ ତାରିଖରେ ରାଜ୍ୟପାଳଙ୍କ ନାମରେ ଅସଦାଚରଣ ଅଭିଯୋଗ ହୋଇଥିଲା । ପଶ୍ଚିମବଙ୍ଗ ରାଜଭବନରେ କାର୍ଯ୍ୟରତ ଜଣେ ମହିଳା ରାଜ୍ୟପାଳ ସିଭି ଆନନ୍ଦ ବୋଷଙ୍କ ଦ୍ୱାରା ଅସଦାଚରଣ ଅଭିଯୋଗ ଆଣିଥିଲେ ବୋଲି ତୃଣମୂଳ କଂଗ୍ରେସର ଅନେକ ନେତା ଦାବି କରିଥିଲେ ।
ଅଫିସିଆଲ ସୂତ୍ରରୁ ଜଣାପଡ଼ିଛି ଯେ ଭାସିଯାଇଥିବା ଟ୍ୟାଙ୍କ୍ T-72 ।
ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା ପରେ ରେଳମନ୍ତ୍ରୀ ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ ନେଇ ସୂଚନା ଦେଇଛନ୍ତି । ତାସହ ଏଥର ରଥଯାତ୍ରାରେ ଅଧିକ ବ୍ୟବସ୍ଥା ହେବ। ୧୫ ହଜାର ଯାତ୍ରୀ ପୁରୀ ଷ୍ଟେସନରେ ରହଣୀ ନେଇ ବି ବ୍ୟବସ୍ଥା ହେବ ବୋଲି ସେ ଦୋହରାଇଛନ୍ତି।
ବରଫ ଶିବଲିଙ୍ଗ ରୂପରେ ବିରାଜମାନ କରିଛନ୍ତି ବାବା ମହାଦେବ।
‘ନିୟମ ଉଲଂଘନକାରୀ ପ୍ରାଥମିକ ଶିକ୍ଷକଙ୍କ ମାସକର ଦରମା ଅଟକି ରହିବ । ଯଦି ଆପଣ ମୁଣ୍ଡ ପାଇଛନ୍ତି, ଆପଣଙ୍କ ପାଇଁ ହେଲମେଟ୍ ଜରୁରୀ ।’
କବାଟ, ଝରକା ନଷ୍ଟ ହୋଇଗଲାଣି। ବିଦ୍ୟୁତ୍ ସଂଯୋଗ, ଜଳ ଯୋଗାଣ ବ୍ୟବସ୍ଥା ନ ହେବା ସହ ଦୀର୍ଘଦିନ ହେଲା ଅବ୍ୟବହୃତ ଅବସ୍ଥାରେ ପଡ଼ିରହିଛି ।
ପୋଲର ମରାମତି କାର୍ଯ୍ୟ ପାଇଁ ଏବେ ଆନ୍ଦୋଳନ ଦାନା ବାନ୍ଧୁଛି। ତୁରନ୍ତ ମରାମତି କାର୍ଯ୍ୟ ସହିତ ନଷ୍ଟ ପୂର୍ବରୁ ନୂଆ ପୋଲ ପାଇଁ ଅଞ୍ଚଳବାସୀ ସରକାରଙ୍କୁ ଦାବି କରିଛନ୍ତି।
ଆଗକୁ ଏହି ଟେଲିକମ୍ ସ୍ପେକଟ୍ରମ୍ କ୍ଷେତ୍ରରେ ଅଧିକ ନିବେଶ ହେବ ବୋଲି ମଧ୍ୟ ସଂସ୍ଥା ପକ୍ଷରୁ ସୂଚନା ଦିଆଯାଇଛି । ଯାହାଦ୍ୱାରା ଲୋକଙ୍କୁ ଅଧିକ ସୁବିଧା ଯୋଗାଇ ଦିଆଯିବ ।
ଗତ ଜାନୁଆରୀରେ ଅର୍ଥ ହେରଫେର ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ତାଙ୍କୁ ଗିରଫ କରିଥିଲା।
୧୫୫ ଟଙ୍କିଆ ପ୍ୟାକେଜ ୨୨% ମହଙ୍ଗା ହୋଇଛି। କମ୍ପାନୀ ପକ୍ଷରୁ ୧୯ଟି ପ୍ଲାନ୍ସର ଟାରିଫ ବୃଦ୍ଧି କରାଯାଇଛି। ଏହା ମଧ୍ୟରେ ୧୭ଟି ପ୍ରିପେଡ୍ ଓ ୨ଟି ପୋଷ୍ଟପେଡ୍ ପ୍ଲାନ୍ ରହିଛି।
ରାଜ୍ୟର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀଙ୍କ ସହ ମୁଖ୍ୟମନ୍ତ୍ରୀ ଆଲୋଚନା କରିଥିବା ସୂଚନା ମିଳିଛି।
ଭଗବାନଙ୍କୁ ଦର୍ଶନ କରି ଏକ ଟ୍ରାଭେଲରରେ ଫେରୁଥିଲେ ତୀର୍ଥଯାତ୍ରୀ । ଏହି ସମୟରେ ଆଗରେ ଯାଉଥିବା ଏକ ଟ୍ରକକୁ ପଛପଟୁ ଧକ୍କା ଦେଇଥିଲା ଟ୍ରାଭେଲର । ସେତେବେଳେ ସମୟ ପ୍ରାୟ ଭୋର ୪ଟା ହୋଇଥିଲା ।
ଅଘଟଣ ଆଶଙ୍କା କରି ତୁରନ୍ତ ଗାଡିରୁ ଯାତ୍ରୀ ଓହ୍ଲାଇ ପଡିଥିଲେ । କିଛି ସମୟ ପରେ ବସ୍ଟି ଜଳିଯାଇଥିଲା ।
ଫଟୋ ଫ୍ରେମ୍ ଭଳି ବକ୍ସ ଭିତରେ ଥାକ ଥାକ ହୋଇ ରହିଛି ନିମନ୍ତ୍ରଣ କାର୍ଡ । ସବୁଠାରୁ ସୁନ୍ଦର ଆଉ ମନକୁ ଛୁଇଁଲା ଭଳି ଏକ ହାତ ଲେଖା ପତ୍ର ମଧ୍ୟ ସେଥିରେ ରହିଛି ।
ଶରତ ନିଜେ ଓ ଦଳ ଶୋଚନୀୟ ପରାଜୟ ଭୋଗିଥିବାରୁ ନୈତିକତା ଦୃଷ୍ଟିରୁ ସେ ଇସ୍ତଫା ଦେବା ଉଚିତ ବୋଲି ମନ୍ତବ୍ୟ ଦେଇଛନ୍ତି।
ବିଭିନ୍ନ ଛାତ୍ର ସଂଗଠନ ସରକାରଙ୍କ ଆଭିମୁଖ୍ୟକୁ ସ୍ୱାଗତ କରିଥିଲା ବେଳେ, ଉଚ୍ଚ ଶିକ୍ଷାନୁଷ୍ଠାନ କର୍ତ୍ତୃପକ୍ଷ ମଧ୍ୟ ଏଥିପାଇଁ ପ୍ରସ୍ତୁତ ଥିବା କହିଛନ୍ତି।
ରୂପକାର ସେବକ ସଫା ସଫା କହିଦେଇଛନ୍ତି, ନୂଆ ନିର୍ମାଣ ପାଇଁ ହାତରେ ଆଉ ସମୟ ନାହିଁ।