• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

Satyendu Shekher Mishra

Editor

ମୁଁ ସତ୍ୟେନ୍ଦୁ ଶେଖର ମିଶ୍ର । ୨୦୧୬ରୁ ମୁଁ ସାମ୍ବାଦିକତା କରି ଆସୁଛି । ଦୈନିକ ଖବର କା ...more

ମୁଁ ସତ୍ୟେନ୍ଦୁ ଶେଖର ମିଶ୍ର । ୨୦୧୬ରୁ ମୁଁ ସାମ୍ବାଦିକତା କରି ଆସୁଛି । ଦୈନିକ ଖବର କାଗଜ ଓଡ଼ିଶା ଭାସ୍କର ରୁ ମୋର ଏହି ନୂଆ ଜୀବନ ଆରମ୍ଭ । ଦୁଇରୁ ଅଢ଼େଇ ବର୍ଷ ସେଠାରେ sub-editor ଭାବେ କାର୍ଯ୍ୟ କରିବା ପରେ ଓଡ଼ିଶାର ପ୍ରଥମ ଡିଜିଟାଲ ନ୍ୟୁଜ ଚ୍ୟାନେଲ ARGUS ଜରିଆରେ ନିଜର ଡିଜିଟାଲ ମିଡିଆ କ୍ୟାରିୟର ଆରମ୍ଭ କଲି। ସେଠାରେ ୨ ବର୍ଷ କାମ କରିବା ପରେ ନନ୍ଦିଘୋଷ ଟିଭି ଡିଜିଟାଲ ରେ କାମ କରିବାକୁ ସୁଯୋଗ ପାଇଲି। ଆଉ ଏବେ ମୁଁ ଓଡ଼ିଶାର ୧ ନଂ ଚ୍ୟାନେଲ OTV ରେ କାର୍ଯ୍ୟରତ ।

less

Posts by Satyendu Shekher Mishra

Congress
ଦେବାଳିଆ ହେଲାଣି କି ଦେଶର ସର୍ବପୁରାତନ ଦଳ ?

୨୪ ନିର୍ବାଚନ ପୂର୍ବରୁ ପାଣ୍ଠି ସଂଗ୍ରହ ପାଇଁ ଆରମ୍ଭ କଲା କ୍ରାଉଡ୍ ଫଣ୍ଡିଂ । ସାଂସଦ ଧୀରଜ ସାହୁଙ୍କଠୁ ହୋଇଥିଲା ୩୫୦ କୋଟିରୁ ଅଧିକ ଟଙ୍କା ସିଜ୍ ।

Corona
ପୁଣି ମୁଣ୍ଡ ଟେକୁଛି କୋଭିଡ୍, କେରଳରେ ଡରିଲେଣି ଲୋକେ

କରୋନାର ପୂର୍ବ ଭାରିଆଣ୍ଟ ଠାରୁ ଲକ୍ଷଣ ଓ ଅସୁସ୍ଥତା ସୃଷ୍ଟି କ୍ଷେତ୍ର କିପରି ଭିନ୍ନ, ତାହା ଏବେବି ଅସ୍ପଷ୍ଟ ରହିଥିବା ସ୍ୱାସ୍ଥ୍ୟ ମନ୍ତ୍ରାଳୟ କହିଛି ।

Odisha Politics
ପାଣ୍ଡିଆନଙ୍କ ଅନ୍ଧ ଉପାଖ୍ୟାନର କଡ଼ା ଜବାବ ରଖିଲେ ବିଜେପି-କଂଗ୍ରେସ

ବିଭିନ୍ନ ସ୍ଥାନରେ 5T ସ୍କୁଲ ରୂପାନ୍ତରଣକୁ ନେଇ ଅସନ୍ତୋଷ । ନିମ୍ନମାନର ନିର୍ମାଣ କାମକୁ ନେଇ ଆସିଲା ଅଭିଯୋଗ । 

Parliament
ଇତିହାସରେ ରେକର୍ଡ ! ଗୋଟିଏ ଦିନରେ ୭୮ ସାଂସଦ ସସପେଣ୍ଡ

ନିଶ୍ଚିତ ଭାବେ ଏହା ଏକ ଅଭାବନୀୟ ଘଟଣା। ଏହା ପରେ ନିଲମ୍ବିତ ସାଂସଦମାନେ ପାର୍ଲାମେଣ୍ଟର ପ୍ରବେଶ ଦ୍ୱାରରେ ଧାରଣା ଦେଇଥିଲେ।

Terrorist Arrested
ବିସ୍ଫୋରଣ ପ୍ଲାନ୍‌ ଫେଲ୍‌ ! ISIS ଆତଙ୍କବାଦୀ ଲିଙ୍କ୍‌ରେ ୪ ରାଜ୍ୟରୁ ୮ ଗିରଫ

ତାଙ୍କ ଯୋଜନାକୁ ପଣ୍ଡ କରିଛି ଜାତୀୟ ତଦନ୍ତକାରୀ ସଂସ୍ଥା ବା NIA। ପ୍ରାୟ ୧୯ଟି ସ୍ଥାନରେ ଚଢାଉ କରିଥିଲା ଏନଆଇଏ ।

Mini Bus
ମିନି ବସ ଡ୍ରାଇଭରଙ୍କ ଅମାନବୀୟ କାଣ୍ଡ ! ଦେଖନ୍ତୁ ଭିଡିଓ...

ସଂପୃକ୍ତ ବ୍ୟକ୍ତିଙ୍କୁ ଡାକି ପୋଲିସ ପଚରାଉଚରା କରିଥିଲେ ବି ସେ ଡ୍ରାଇଭର ବିରୋଧରେ ଅଭିଯୋଗ କରିନଥିବା ପୋଲିସ କହିଛି ।

Srimandir, Lord Jagannath
୧୨୦୦ କିଲୋମିଟରକୁ ୪୦ ଦିନରେ ଚାଲିବେ ସାଧୁ ସନ୍ଥ...!

ଆଉ ୧୨୦୦ କିଲୋମିଟର ୪୦ଦିନରେ ଅତିକ୍ରମ କରିବେ ବୋଲି ସାଧୁ ସନ୍ଥ ମାନେ କହିଛନ୍ତି ।

Tamilnadu Flood
ତାମିଲନାଡ଼ୁରେ ଜୋରଦାର ବର୍ଷା, ଅଧା ରାଜ୍ୟରେ ବନ୍ୟା ସ୍ଥିତି

ପ୍ରବଳ ବର୍ଷା ସାଙ୍ଗକୁ ପବନ ବହୁଥିବାରୁ ଜୀବନ ଯାତ୍ରା ପ୍ରଭାବିତ ହୋଇଛି । ସମୁଦ୍ର ଅଶାନ୍ତ ଥିବାରୁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଯିବାକୁ ବାରଣ କରାଯାଇଛି ।

Srimandir
ନାଟ ମଣ୍ଡପ ମରାମତି; ହାଇକୋର୍ଟରେ ରିପୋର୍ଟ ଦାଖଲ କଲେ ଆମିକସ କ୍ୟୁରି

ଜଗମୋହନ ଓ ନାଟମଣ୍ଡପ ମଧ୍ୟରେ ଲାଗିଥିବା କାଠ ଓ ମୂର୍ତ୍ତୀ ଖୋଲାଯାଇ ଶ୍ରୀଜଗନ୍ନାଥଙ୍କ ସଂଗ୍ରହାଳୟରେ ରଖାଯାଇଛି ।

Solar Company, Blast
ସୋଲାର କମ୍ପାନୀରେ ଭୟଙ୍କର ବିସ୍ଫୋରଣ, ଲିଭିଗଲା ୯ ଜୀବନ ଦୀପ

ବିସ୍ଫୋରଣ ବେଳେ କଂପାନୀ ଭିତରେ ୧୨ଜଣ କର୍ମଚାରୀ ଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି ।

Odisha Terrorist Link
ଓଡିଶାରୁ ସଂଦିଗ୍ଧ ଆତଙ୍କୀ ଗିରଫ ଘଟଣାର ତଦନ୍ତରେ ସହଯୋଗ କରି NIA

ପିଏମଓରେ ଚାକିରି କରିଥିବା କହି ପୋଲିସ ଅଧିକାରୀଙ୍କ ସହ ରଖୁଥିଲା ସମ୍ପର୍କ। ପୋଷ୍ଟିଂ ଓ ଟ୍ରାନ୍ସଫର ପାଇଁ ପୋଲିସ ଅଧିକାରୀଙ୍କୁ ମଧ୍ୟ ଲଗାଇଛି ଚୁନା ।

Narendra Modi
ସଂସଦରେ ସ୍ମୋକ୍‌ ଆଟାକ୍ ଘଟଣାକୁ ନେଇ ମୋଦି କହିଲେ...

ହିନ୍ଦୀ ଖବରକାଗଜକୁ ପ୍ରଧାନମନ୍ତ୍ରୀଙ୍କ ସାକ୍ଷାତକାର । ‘ଲୋକସଭାରେ ଯାହା ଘଟିଲା ଅତି ଚିନ୍ତାଜନକ’ ।

Subash Singh
ମେୟର ସୁବାସ ସିଂଙ୍କ ଅଫିସିଆଲ୍ ଫେସବୁକ୍ ପେଜ୍ ହ୍ୟାକ୍ !

ଗତକାଲିଠୁ ସେ ଫେସବୁକକୁ ବ୍ୟବହାର କରିପାରୁନାହାନ୍ତି। ଏନେଇ ସେ ସାଇବର୍ କ୍ରାଇମରେ ଅଭିଯୋଗ ଦେଇଛନ୍ତି ।

Cold Wave
ବାପ୍‌ରେ ବାପ୍‌ କି ଶୀତ ! ୮ ଡିଗ୍ରୀ ସହ ଫୁଲବାଣୀ ସବୁଠୁ ଥଣ୍ଡା...

ଆଗାମୀ ୪ରୁ ୫ ଦିନ ଯାଏଁ ମଧ୍ୟ ରାତି ତାପମାତ୍ରାରେ ବିଶେଷ ପରିବର୍ତ୍ତନ ନଥିବା ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।

ITBP firemishap
ଶ୍ରୀନଗର ITBP କ୍ୟାମ୍ପସରେ ଲାଗିଲା ନିଆଁ, ଦେଖନ୍ତୁ ଭିଡିଓ...

କ୍ୟାମ୍ପସ ଭିତରେ ଥିବା ପାନ୍ଥ ଚୌକ ଅଞ୍ଚଳରେ ଏକ ଟିଣ ଛପର ସେଡ୍‌ରେ ନିଆଁ ଲାଗିଥିଲା । ସେଠାରେ କେବଳ ବିଭିନ୍ନ ପ୍ରକାର ସରଞ୍ଜାମ ଓ ପୋଷାକପତ୍ର ରଖାଯାଉଥିଲା ।

Today Panchang
Panchang Today 17th Dec 2023: ଜାଣନ୍ତୁ ଆଜିର ଶୁଭ ଓ ଅଶୁଭ ସମୟ..

ଘାତଚନ୍ଦ୍ର- ସିଂହ ରାଶିର, ଦିବା ୦୩.୪୪ ଗତେ ମିଥୁନ ଓ ମୀନ ରାଶିର ଘାତବାର- ମେଷ ରାଶିର   ପୁଷ୍କର ଦୋଷ- ୧ପାଦ-କୃଷିହାନି-ଭୂମିଦାନ

Corona
କୋଭିଡ୍-୧୯ର ନୂଆ ସବ୍ ଭାରିଆଣ୍ଟ JN.1 ବ୍ୟାପିବାରେ ଲାଗିଛି

ଥିରୁବନନ୍ତପୁରମ କାରାକୁଲମର ରୋଗୀଙ୍କ ଠାରୁ JN.1 ଚିହ୍ନଟ । ସଂପୃକ୍ତ ରୋଗୀଙ୍କ ପାଖରେ ଇନଫ୍ଲୁଏନଜାର ଥିଲା ସାମାନ୍ୟ ଲକ୍ଷଣ ।

Narendra Modi
ଗୁଜରାଟରେ ବିଶ୍ୱର ସର୍ବବୃହତ ଡାଇମଣ୍ଡ ବୁର୍ସ

ଆମେରିକାର ସେନା ମୁଖ୍ୟାଳୟ ପେଣ୍ଟାଗନ ଠାରୁ ମଧ୍ୟ ବିଶାଳ । ୩୫ ଏକରରେ ନିର୍ମିତ, ୪ହଜାର ୭ଶହରୁ ଅଧିକ ଅଫିସ୍ । 

Bamboo Items
ଘରେ ଘରେ ନେଇ ଯାଚିଲେ କିଣୁଛନ୍ତି, ଟଙ୍କା ୧୦୦ ବି ଦେଉନାହାନ୍ତି !

ସରକାରୀ ସ୍ତରରେ ଏମାନଙ୍କୁ ୠଣ କିମ୍ବା ପ୍ରୋତ୍ସାହନ ମିଳୁନଥିବାରୁ ଦୁର୍ଦ୍ଦଶାରେ ଦିନ କାଟୁଛନ୍ତି । ଝାଟିମାଟି ନୁଆଁଣିଆ ଘରେ ଜୀବନ କାଟୁଛନ୍ତି । କାହାରିକୁ ଆବାସ ଘରଟିଏ ବି ମିଳିନି ।

Vijay Dibas
କାହିଁକି ବିଜୟ ଦିବସ ! ପାକିସ୍ତାନକୁ ବଡ଼ ଯୁଦ୍ଧରେ ହରାଇଥିଲା ଭାରତ, ଜାଣନ୍ତୁ ପୁରା କାହାଣୀ...

୧୯୭୧ ମସିହା ଆରମ୍ଭରୁ ଯୁଦ୍ଧ ପରିସ୍ଥିତି ଦେଖାଦେଇଥିଲା । ୨୫ ମାର୍ଚ୍ଚ ୧୯୭୧ରେ, ପାକିସ୍ତାନର ସାମରିକ ଏକଛତ୍ରବାଦୀ ଶାସକ ୟାହିୟା ଖାନ ପୂର୍ବ ପାକିସ୍ତାନରେ ଜନସାଧାରଣଙ୍କ ଭାବନାକୁ ଦମନ କରିବା ପାଇଁ ସାମରିକ ବାହିନୀକୁ ନିର୍ଦ୍ଦେଶ ଦେଇଥିଲେ ।

ମୁଁ ସତ୍ୟେନ୍ଦୁ ଶେଖର ମିଶ୍ର । ୨୦୧୬ରୁ ମୁଁ ସାମ୍ବାଦିକତା କରି ଆସୁଛି । ଦୈନିକ ଖବର କାଗଜ ଓଡ଼ିଶା ଭାସ୍କର ରୁ ମୋର ଏହି ନୂଆ ଜୀବନ ଆରମ୍ଭ । ଦୁଇରୁ ଅଢ଼େଇ ବର୍ଷ ସେଠାରେ sub-editor ଭାବେ କାର୍ଯ୍ୟ କରିବା ପରେ ଓଡ଼ିଶାର ପ୍ରଥମ ଡିଜିଟାଲ ନ୍ୟୁଜ ଚ୍ୟାନେଲ ARGUS ଜରିଆରେ ନିଜର ଡିଜିଟାଲ ମିଡିଆ କ୍ୟାରିୟର ଆରମ୍ଭ କଲି। ସେଠାରେ ୨ ବର୍ଷ କାମ କରିବା ପରେ ନନ୍ଦିଘୋଷ ଟିଭି ଡିଜିଟାଲ ରେ କାମ କରିବାକୁ ସୁଯୋଗ ପାଇଲି। ଆଉ ଏବେ ମୁଁ ଓଡ଼ିଶାର ୧ ନଂ ଚ୍ୟାନେଲ OTV ରେ କାର୍ଯ୍ୟରତ ।