ବହୁଚର୍ଚ୍ଚିତ ତାଳଚେର-ବିମଳାଗଡ଼ ରେଳ ସଂଯୋଗ ପ୍ରକଳ୍ପର ନିର୍ମାଣ ପ୍ରକ୍ରିୟା ଜାରି ରହିଛି । ଏସବୁ ଭିତରେ ଦୀର୍ଘ ୮୪୦ ମିଟର ଲମ୍ବର ନିର୍ମାଣାଧିନ ସୁଡ଼ଙ୍ଗ ଖୋଳା କାର୍ଯ୍ୟ ସରିଛି । ଯାହାର ଏକ ଭିଡ଼ିଓକୁ ଟ୍ୱିଟ୍ କରିଛନ୍ତି ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । ଶେଷ ପଯର୍ୟାୟରେ ପହଞ୍ଚିଥିବା ଟନେଲ୍ ଖୋଳା ସମୟର ଚିତ୍ର ସେ ସେୟାର କରିଛନ୍ତି । ଏହି ବିସ୍ଫୋରଣ ପରେ ବର୍ତ୍ତମାନ ତାଳଚେର-ବିମଳାଗଡ଼ ରେଳପ୍ରକଳ୍ପର ଏହି ଦୀର୍ଘ ଲମ୍ବର ସୁଡ଼ଙ୍ଗ ପାଇଁ ବାଟ ଫିଟିଯାଇଛି ।
Also Read
Final detonation 💣 💥
— Ashwini Vaishnaw (@AshwiniVaishnaw) November 27, 2021
840m long tunnel of new BG Talcher-Bimlagarh Rail Link project. #Infra4India pic.twitter.com/ZNhJsg9wwA