ପୁଣି ଆସୁଛି ବାତ୍ୟା : ୩ ରୁ ପ୍ରବଳରୁ ଅତି ପ୍ରବଳ ବର୍ଷା, ଜାଣନ୍ତୁ କେଉଁ ଜିଲ୍ଲାରେ କେତେ ହେବ ବର୍ଷା ।
Published: Satyendu Shekher Mishra
Last updated: 28 November 2021, 10:39 PM IST
ଆଜି ୪ଟି ଜିଲ୍ଲାରେ ଛେଚିବ ବର୍ଷା । ବର୍ଷା ପବନ ସମ୍ଭାବନା ଥିବାରୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କଲା ଆଞ୍ଚଳିକ ପାଣିପାଗ କେନ୍ଦ୍ର ।