ବିରୋଧୀଙ୍କ ପାଖରେ ପୁଳାଏ ପ୍ରସଙ୍ଗ । ଏଥର ଉଠିବ ପଡ଼ିବ ବିଧାନସଭା । ଏଥର ପ୍ରଶ୍ନକାଳରେ ହୋହାଲ୍ଲା କରିବେ ନାହିଁ ବିଧାୟକ ।
Published: Satyendu Shekher Mishra
Last updated: 29 November 2021, 09:35 PM IST
ନବୀନ ଓ ପାଣ୍ଡିଆନ ଭୁବନେଶ୍ବର ବିମାନ ବନ୍ଦରରେ ଥିବାର ଏକ ଭିଡିଓ ସାମ୍ନାକୁ ଆସିଛି । ଦୁହେଁ ଏକାଠି ବିମାନରେ ଭୁବନେଶ୍ବର ଫେରିଥିବା ସୂଚନା ମିଳିଛି। ଗତକାଲି କୋଏମ୍ବାଟୁର ଏୟାରପୋର୍ଟରେ ଏହି ଦୁଇଜଣଙ୍କୁ ଦେଖିବାକୁ ମିଳିଥିଲା ।