ବିକାଶର ଧ୍ୱଜା ଉଡାଉଛନ୍ତି ସରକାର । କିନ୍ତୁ ୧୫ ବର୍ଷ ପରେ ଗରିବୀ ଯେମିତି ଥିଲା ଏବେ ବି ସେମିତି, ଏହି ଦୃଶ୍ୟ ହିଁ ତାହାକୁ ବୟାନ କରୁଛି ।
Published: Satyendu Shekher Mishra
Last updated: 28 November 2021, 10:49 PM IST
କୁକୁର ଏମିତି ହେବା ପଛରେ ମଣିଷଙ୍କର କିଛି ଭୂମିକା ନାହିଁ । ବୈଜ୍ଞାନିକ କାରଣ କୁହେ, ବାଇକ ବା କାରର ଟାୟାରରୁ ବାହାରୁଥିବା ଗନ୍ଧ ଏଥିପାଇଁ ଦାୟୀ । ଯେହେତୁ କୁକୁରଙ୍କ ଘ୍ରାଣ ଶକ୍ତି ଖୁବ ପ୍ରଖର ତେଣୁ ସେମାନେ ଗାଡ଼ିର ଟାୟାରରୁ ଅନ୍ୟ କୁକୁରର ଗନ୍ଧ ଆଘ୍ରାଣ କରିପାରନ୍ତି । ତେଣୁ ସେମାନେ ଆକ୍ରମଣାତ୍ମକ ହୋଇପଡ଼ନ୍ତି ଏବଂ ଖୁବ ଜୋରରେ ଭୁକିବା ଆରମ୍ଭ କରି ଦିଅନ୍ତି ।