ଚାଷୀଙ୍କ ସମସ୍ୟାର ସମାଧାନ କେବେ ହେବ? ଧାନମଣ୍ଡି ଅବ୍ୟବସ୍ଥାକୁ ନେଇ ଉଦବେଗ ପ୍ରକାଶ କଲା ବିଧାନସଭାର ଷ୍ଟାଣ୍ଡିଂ କମିଟି ।
Published: Satyendu Shekher Mishra
Last updated: 28 November 2021, 10:44 PM IST
ଗତକାଲି ଆମକୁ ବ୍ୟକ୍ତିଗତ ଆକ୍ଷେପ କରାଯାଇଥିଲା । କ୍ଷମା ନ ମାଗିବା ଯାଏଁ ବଡୁ କଣ ତାହା ଦେଖେଇଦେବୁ ବୋଲି ଚେତାବନୀ ଶୁଣାଇଛନ୍ତି ବଡୁ ନିଯୋଗ ସମ୍ପାଦକ କମଳାକାନ୍ତ ବଡୁ।