ଭିଜିଲାନ୍ସ ଜାଲରେ କୋଟିପତି ଇଂଜିନିୟର । ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବ୍ରହ୍ମପୁର ରୁରାଲ ୱାର୍କସ ଇଲେକ୍ଟ୍ରିକାଲ ଡିଭିଜନ୍ର ନିର୍ବାହୀ ଯନ୍ତ୍ରୀ ଜଗନ୍ନାଥ ସେଠୀଙ୍କ ଘରେ ଆଜି ରେଡ୍ କରିଛି ଭିଜିଲାନ୍ସ । ଚଢଉ ବେଳେ ବ୍ରହ୍ମପୁର ଘରୁ ମିଳିଛି ନଗଦ ପ୍ରାୟ ୨୦ ଲକ୍ଷ ଟଙ୍କା । ଆଉ ତାହା ପୁଣି ଖଟ ଗଦି ତଳୁ । ଯେମିତି ସେ ଟଙ୍କାର ଶେଯ ଉପରେ ଶୋଉଥିଲେ ।
Published: Satyendu Shekher Mishra
Last updated: 09 March 2022, 11:17 PM IST
ୟୁପି, ପଞ୍ଜାବ, ଉତ୍ତରାଖଣ୍ଡ, ଗୋଆ, ମଣିପୁର କେଉଁଠି କିଏ ଗଢ଼ିବ ସରକାର ? ଏନେଇ ରାଜ୍ୟ ଗୁଡ଼ିକରେ ଆରମ୍ଭ ହୋଇଛି ପ୍ରସ୍ତୁତି । ସେପଟେ ନୂଆଦିଲ୍ଲୀ ବିଜେପି ମୁଖ୍ୟାଳୟର ବି ଉତ୍ସବର ମାହୋଲ ।