Budget
କ’ଣ ହେବ ରାଜ୍ୟ ବଜେଟ୍ର ରୂପରେଖ ? ଅର୍ଥମନ୍ତ୍ରୀ ନିରଂଜନ ପୂଜାରୀଙ୍କ ବ୍ରିଫକେସ୍ରୁ କ’ଣ ବାହରିବ ? ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପଞ୍ଚମ ପାଳିର ଏହା ଶେଷ ପୂର୍ଣ୍ଣାଙ୍ଗ ବଜେଟ୍ ହୋଇଥିବାରୁ କଣ ଆସିବ ଲୋଭନୀୟ ସ୍କିମ୍ ? ଏସବୁକୁ ନେଇ ଚର୍ଚ୍ଚା ଭିତରେ ୨୦୨୩-୨୪ ଆର୍ଥିକ ବର୍ଷ ଲାଗି ବ୍ୟୟବରାଦ ୨ ଲକ୍ଷ ୩୦ ହଜାର କୋଟି ହେବାର ସମ୍ଭାବନା ରହିଛି । ମନ୍ତ୍ରୀ ପରିଷଦ ବୈଠକରେ ଏହାକୁ ମିଳିଛି ଅନୁମୋଦନ ।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)