ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ଓ ଫାଇଭ୍ T ସଚିବଙ୍କ ସହ କଂଗ୍ରେସ ବିଧାୟକ ସୁର ରାଉତରାୟ ଓ ବଡ଼ ପୁଅ ସିଦ୍ଧାର୍ଥ । ଗତକାଲିଠୁ ସୋସିଆଲ ମିଡିଆରେ ଭାଇରାଲ ହେଇ ଚାଲିଥିବା ଏ ଫଟୋ ଦେଉଛି କେଉଁ ସନ୍ଦେଶ ? ସୁର ଏବଂ ତାଙ୍କ ଉତ୍ତରପୀଢ଼ିର ରାଜନୈତିକ ଭବିଷ୍ୟତର ଗତି କୁଆଡ଼େ ? ଆଗକୁ ହାତ ଛାଡ଼ି ଶଙ୍ଖ ଫୁଙ୍କିବେ କି ସୁର ପରିବାର ?
Published: Satyendu Shekher Mishra
Last updated: 23 February 2023, 09:05 PM IST
ତୃତୀୟ ପର୍ଯ୍ୟାୟରେ ମୈଦାନକୁ ଓହ୍ଲାଇଛନ୍ତି ୩୮୩ ବିଧାୟକ ପ୍ରାର୍ଥୀ। ବିଧାୟକ ପ୍ରାର୍ଥୀଙ୍କ ଶିକ୍ଷାଗତ ଯୋଗ୍ୟତା କ’ଣ? ସେମାନଙ୍କ ନାଁରେ ଅଛି କି କି ମାମଲା ? କେତେ ସମ୍ପତ୍ତିର ଅଧିକାରୀ ସେମାନେ?