ଜୁନରୁ ସେପ୍ଟେମ୍ବର ମଧ୍ୟରେ ବର୍ଷାର ପରିମାଣ ସ୍ୱାଭାବିକ ରହିବ ବୋଲି ଭୁବନେଶ୍ୱର ପାଣିପାଗ କେନ୍ଦ୍ର ପକ୍ଷରୁ ଟୁଇଟ୍ ଯୋଗେ ସୂଚନା ଦିଆଯାଇଛି ।
ମୋଦି ସରକାରର ୯ ବର୍ଷ ପୂର୍ତ୍ତି ଅବସରରେ ଦିଲ୍ଲୀରେ ହୋଇଥିବା ତିନି ଦିନିଆ ମିଡିଆ ସଂବାଦରେ ବିଜେପି ପକ୍ଷରୁ ଏହା କୁହାଯାଇଛି ।
ଶତ୍ରୁ ପକ୍ଷ ତାଙ୍କୁ ବନ୍ଧୁକରେ ଆକ୍ରମଣ କରିଥିଲେ । ଗୁଳି ଯାଇ ସିଧା ତାଙ୍କ ମଥାରେ ବାଜିଥିଲା । ସେ ଅନୁଭବ କଲେ ଯେ ତାଙ୍କର ଗୋଟିଏ ଆଖି ତା’ଯାଗାରୁ ଖସି ଯାଇଛି ।
ଆଜି ଆମେ ଆପଣଙ୍କୁ ଏମିତି ଏକ ମନ୍ଦିର ବିଷୟରେ କହିବାକୁ ଯାଉଛୁ ଯେଉଁଠାରେ ପ୍ରସାଦ ଭାବେ ଚା’ ଦିଆଯାଇଥାଏ ।
ଏଠାରେ ଥିବା ମୂଳ ପ୍ରତିମାର, ଅଳଙ୍କାର ଚୋରି ହୋଇଯାଇଛି କିମ୍ବା ହଜିଯାଇଛି । ତଥାପି ଆଜି ବି ଲକ୍ଷ ଲକ୍ଷ ଲୋକେ ଏହାକୁ ଦେଖିବାକୁ ଆସିଥାନ୍ତି ।
ଆଜି ଆମେ ଆପଣଙ୍କୁ ସେମିତି କିଛି ଭିନ୍ନ ଜୀବନଶୈଳୀ ଓ ଭିନ୍ନ ଲୋକଙ୍କ କଥା କହିବୁ । ଯାହା ଆପଣଙ୍କୁ ନିଶ୍ଚୟ ଆଶ୍ଚର୍ଯ୍ୟ କରିବ ।
ହଠାତ୍ ଉପକୂଳ ଓଡ଼ିଶାରେ ବଦଳିଲା ପାଗର ମିଜାଜ । କୋପ ଦେଖାଇଲା କାଳବୈଶାଖୀ । ବିଭିନ୍ନ ସ୍ଥାନରୁ କ୍ଷୟକ୍ଷତି ରିପୋର୍ଟ ମାଗିଲେ SRC ।
ନୂଆ ସଂସଦ ଭବନର ଲୋକାର୍ପଣ କରିବେ ପ୍ରଧାନମନ୍ତ୍ରୀ । ଇତିହାସରେ ଯୋଡ଼ିହେବ ଅଭୂଲା ଅଧ୍ୟାୟ ।
ଜନ ପ୍ରତିନିଧି ବନାମ ପ୍ରଶାସନିକ ଅଧିକାରୀ । ବିଡିଓ ଓ ସରପଞ୍ଚଙ୍କ ମଧ୍ୟରେ ଉଗ୍ର ହେଉଛି ବିବାଦ । ସରପଞ୍ଚଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କଲେ ବିଡିଓ । ପ୍ରତିବାଦରେ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ପଞ୍ଚାୟତ ପ୍ରତିନିଧି ।
ଗତବର୍ଷ ସେପ୍ଟେମ୍ବରରେ ଭାରତ ସରକାର ନାମିବ୍ୟାରୁ ୮ଟି ଚିତାବାଘ ଆଣି କୁନୋ ଜାତୀୟ ଉଦ୍ୟାନରେ ଛାଡିଥିଲେ । ଏଥିରୁ ୫ଟି ମାଈ ଓ ୩ଟି ଅଣ୍ଡିରା ବାଘ ଥିଲେ ।
ଆଜି ପାରମ୍ପରିକ ପୂଜାର୍ଚ୍ଚନା ଓ ବେଦ ମନ୍ତ୍ର ଉଚ୍ଚାରଣ ପରେ ପ୍ରଧାନମନ୍ତ୍ରୀଙ୍କୁ ସେଙ୍ଗୋଲ ପ୍ରଦାନ କରିଥିଲେ ତାମିଲନାଡୁ ଧର୍ମପୁରମ୍ ଅଧିନମ୍। ପ୍ରଧାନମନ୍ତ୍ରୀ ସେଙ୍ଗୋଲକୁ ସାଷ୍ଟାଙ୍ଗ ପ୍ରଣାମ କରିବା ସହ ଅଧିନମ୍ମାନଙ୍କ ଆଶୀର୍ବାଦ ଲୋଡିଥିଲେ ।
ବାକି ଥିବା ହିତାଧିକାରୀଙ୍କ ନାଁ କେବେ ଯୋଡ଼ିବେ ରାଜ୍ୟ ସରକାର ପଚାରିଲା ବିଜେପି ।
ବର୍ତ୍ତମାନ ଅନେକ ସ୍ଥାନରେ ପବନର ବେଗ ଘଣ୍ଟା ପ୍ରତି ୪୦ରୁ ୫୦ କିଲୋମିଟର ବେଗ ରହିବାର ସମ୍ଭାବନା ରହିଛି ।
ଖାଲି ସେତିକି ନୁହେଁ, କେଉଁଠି ଏକାଧିକ ହାଇ ପାୱାର ଫ୍ରିଜର ରଖାଯାଇ ଏକ ପ୍ରକାର ଶୀତଳ ଭଣ୍ଡାର ପାଲଟିଛି ତ ଆଉ କେଉଁ କ୍ୱାର୍ଟର ବାଉଁଶ କାରିଗରଙ୍କ କବ୍ଜାରେ । ଏହା ଥିଲା ୟୁନିଟ ଟୁ ଅଞ୍ଚଳର ସ୍ଥିତି।
ତତଲା କଡ଼େଇରେ ସିଝୁଛି ପଶ୍ଚିମ ଓଡ଼ିଶା । ନୂଆପଡ଼ାରେ ସର୍ବାଧିକ ୪୪ ଡିଗ୍ରୀ ରେକର୍ଡ । ୪୦ ଡିଗ୍ରୀ ଉପରେ ରାଜ୍ୟର ୨୫ ସହର ।
ପଶ୍ଚିମ ଓଡିଶାର ୯ଟି ଜିଲ୍ଲାରେ ସଂଗଠନ କଥା ବୁଝିବାକୁ ତାଙ୍କୁ କୁହାଯାଇଥିବା ସୁଶାନ୍ତ କହିଥିବା ବେଳେ ବିଜେଡି କିନ୍ତୁ ବିଧିବଦ୍ଧ ଭାବେ କିଛି ଘୋଷଣା କରିନି।
ବଡ଼ ଭଉଣୀ, ଯାହାକୁ ମାତ୍ର ୧୩ ବର୍ଷ । ସେ ନିଜ ପ୍ରେମିକ ସହ ମିଶି ସାନ ଭଉଣୀକୁ ହତ୍ୟା କରିଛି । ଖାଲି ହତ୍ୟା କରିଛି ତାହା ନୁହେଁ, ଗୋଟିଏ ବାକ୍ସ ଭିତରେ ବନ୍ଦ କରି ସାନ ଭଉଣୀର ମୃତଦେହକୁ ପ୍ରାୟ ୪ ଦିନ ପର୍ଯ୍ୟନ୍ତ ଘରେ ରଖିଥିଲା ।
ମୁଖ୍ୟମନ୍ତ୍ରୀଙ୍କ ବିଭାଗୀୟ ସମୀକ୍ଷା ପରେ ପଞ୍ଚାୟତିରାଜ ଓ ପାନୀୟ ଜଳ ମନ୍ତ୍ରୀ ପ୍ରଦୀପ କୁମାର ଅମାତ ଓ ବିଭାଗୀୟ ସଚିବ ସୁଶୀଲ କୁମାର ଲୋହାନି ଏକ ସାମ୍ୱାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି ।
ଦେଶରେ ୨୦୦୦ ଟଙ୍କିଆ ନୋଟ୍ ବନ୍ଦକୁ ନେଇ ଶ୍ରୀ ଚୌଧୁରୀ ପ୍ରଧାନମନ୍ତ୍ରୀ ମୋଦିଙ୍କୁ କରିଛନ୍ତି କଡ଼ା ସମାଲୋଚନା । ଆଉ ସମାଲୋଚନା ଆଳରେ ସେ ଟପିଯାଇଛନ୍ତି ସୀମା ।