ଭିଡିଓ ଦେଖିବା ପରେ ଆପଣ ନିଜେ ହିଁ ଏହାର ନାମ କରଣ କରନ୍ତୁ । ଏହାକୁ କ’ଣ କହିବେ । ଗାଡ଼ି କହିବେ ନା ଆଉ କିଛି ।
ଡୋର୍ସି ମନେ ରଖିବା କଥା ଯେ, ଭାରତରେ ଚାଲୁଥିବା ପ୍ରତ୍ୟେକ କମ୍ପାନୀ ଭାରତର ଆଇନ୍ ଅନୁସାରେ ଚାଲିବାକୁ ବାଧ୍ୟ ।
ଏହି ସମୟରେ ଅଫିସ୍ରେ ଥିବା ସମସ୍ତ କର୍ମଚାରୀ ଯୋଗ କରିବେ । ଖାଲି ସେତିକି ନୁହେଁ ଏଥିପାଇଁ ଏକ ବିଦ୍ଧିବଦ୍ଧ ନିୟମ ଆଣିବାକୁ ସରକାର ଚିନ୍ତା କରୁଥିବା ଜଣାପଡ଼ିଛି।
କିନ୍ତୁ ଅଭିଯୋଗ ନେଇ ସୌରୀନଙ୍କ ପ୍ରତିକ୍ରିୟା ମିଳପାରିନି ।
ଭିଜିଲାନ୍ସ ଜାଲରେ ପଡିଥିବା କଟକ ସଦର ବ୍ଲକ ଆସିଷ୍ଟାଣ୍ଟ ଇଞ୍ଜିନିୟର ବିକାଶ ଚନ୍ଦ୍ର ଭୂୟାଁଙ୍କ ଠାରୁ ଆଜି ଜବତ ହୋଇଛି ଅମାପ ସମ୍ପତ୍ତି ।
SHGଙ୍କୁ କାମ ନମିଳିବା ପ୍ରସଙ୍ଗରେ ମୁହାଁମୁହିଁ ହୋଇଛନ୍ତି ବିଜେପି ସାଂସଦ ଅପରାଜିତା ଷଡଙ୍ଗୀ ଓ ରାଜସ୍ବ ମନ୍ତ୍ରୀ ପ୍ରମିଳା ମଲ୍ଲିକ ।
ଦୁର୍ଘଟଣା ପଛରେ ଆଉ କିଏ, ସେନେଇ ପ୍ରାୟ ସପ୍ତାହେ ଧରି ଘଣ୍ଟାଚକଟା କରିବା ପରେ ସିବିଆଇ ଆଜି ବାଲେଶ୍ବର ଛାଡୁଥିବା ଚର୍ଚ୍ଚା ହେଉଛି।
ଜେନେରେଟର ଲାଗିବା ପରେ ସ୍ୱାଭାବିକ ହୋଇଥିଲା ସଭା। ପ୍ରାୟ ୩୦ ମିନିଟ ପରେ ଆସିଲା ଲାଇନ୍।
ରାଜଧାନୀରେ ଆଜି ସକାଳ ସାଢ଼େ ୮ଟା ବେଳକୁ ୬୫ ପ୍ରତିଶତ ଆର୍ଦ୍ରତା ସହ ୩୫ ଡିଗ୍ରୀରେ ପହଞ୍ଚିଥିବା ପାରା ସାଢ଼େ ୧୧ଟା ବେଳକୁ ୪୧.୬ ଡିଗ୍ରୀ ପହଞ୍ଚିଯାଇଥିଲା।
ନିଜ ହାତର ସ୍ପର୍ଶରେ ରଥକୁ ସୁନ୍ଦରପଣରେ ଭରିବା ପାଇଁ ସିଲେଇ କାମରେ ବ୍ୟସ୍ତ ଅଛନ୍ତି ଦରଜୀ ସେବାୟତ ।
ଏମିତି ସମୟରେ ପଶୁପକ୍ଷୀଙ୍କୁ ଗ୍ରୀଷ୍ମ ଦାଉରୁ ରକ୍ଷା କରିବା ଲାଗି ରାଜ୍ୟର ବିଭିନ୍ନ ଚିଡ଼ିଆଖାନାରେ ହୋଇଛି ବ୍ୟାପକ ବ୍ୟବସ୍ଥା ।
୪୬ ଡିଗ୍ରୀ ସହ ରେକର୍ଡ କଲା ସମ୍ବଲପୁର ସହରର ପାରଦ । ୪୪.୫ ଡିଗ୍ରୀରେ ଭାଜିହେଲା ରାଜଧାନୀ ଭୁବନେଶ୍ୱର ।
ସଂସ୍କୃତି ମନ୍ତ୍ରୀଙ୍କ ଘରେ ବିଜୁଳି ଗାଏବ । ଟାଟା ପାୱାର ଅଫିସରେ ବି ବିଜୁଳି ବିଭ୍ରାଟ ।
ସୁବାସ ସିଂହଙ୍କୁ କଟାକ୍ଷ କରି ଦେବାଶିଷ କହିଛନ୍ତି, ଏହା ସରକାରୀ ନା ବ୍ୟକ୍ତିଗତ କାର୍ଯ୍ୟକ୍ରମ ଥିଲା, ତାହା ସୁବାସ ସିଂ କହିପାରିବେ ।
ଉଦ୍ଧାର ପରେ ସଂପୃକ୍ତ ବ୍ୟକ୍ତିଙ୍କୁ ଥାନାକୁ ନେଇ ପଚରାଉଚରା କରୁଛି ରେଲୱେ ପୋଲିସ ।
କହୁଛନ୍ତି ପାଞ୍ଚ ଶହ ନଦେଲେ ହେବନି ପୋଷ୍ଟମର୍ଟମ । ଉପାୟ ନପାଇ ଲାଞ୍ଚ ଦେଉଛନ୍ତି ମୃତକଙ୍କ ମ୍ରିୟମାଣ ପରିବାର ।
ଗ୍ରୀଷ୍ଣ ପ୍ରବାହରେ ସନ୍ତୁଳି ହେଉଛି ସାରା ରାଜ୍ୟ । ରାଜ୍ୟରେ ପ୍ରଚଣ୍ଡ ତାତି ସାଙ୍ଗକୁ ଅସହ୍ୟ ଗୁଳୁଗୁଳି ।
ଖଡ଼ଗପୁର ଷ୍ଟେସନ ପାଖରେ ଲାଇନଚ୍ୟୁତ । କେହି ବି ମୃତାହତ ହୋଇନଥିବା ସୂଚନା ।
ସୋର ଅଞ୍ଚଳବାସୀ ଓ ବାଲେଶ୍ୱର ସାମାଜିକ ସଂଗଠନର କର୍ମକର୍ତ୍ତା ମିଳିତ ଭାବେ ଆୟୋଜନ କରୁଛନ୍ତି ଏହି କାର୍ଯ୍ୟକ୍ରମ।
ପ୍ରବଳ ଖରା ଓ ଝାଂଜି ପବନ ହେଉଥିବାରୁ ଦେଶୀ ଯୁଗାଡ଼ରେ ଅଟୋରେ କୁଲର୍ ଲଗାଇଛନ୍ତି ଜିତେନ୍ଦ୍ର ।