ଏକଥା ଶୁଣି, ଫୋନ୍ ଆରପାଖରେ ଥିବା ଲୋକଟି ଥଥ ମମ ହୋଇପଡ଼ୁଥାଏ । ଆଉ ପଚାରୁଥାଏ ଆପଣ କିଏ କହୁଛନ୍ତି ? କେଉଁଠୁ କହୁଛନ୍ତି ? କେଉଁଠି ଦୁର୍ଘଟଣା ଘଟିଛି ? ଆଉ ଶେଷରେ କହିଲେ, ଯାହାକୁ ଫୋନ୍ କରିଛି ତାଙ୍କ ନାଁ ମୁନିସି..
ମୁଁ ପ୍ରାୟ ସେହି ଲେବୁଲ କ୍ରସିଂ ପାଖରେ ବସେ । ପବନ ଖାଇବାକୁ ସେଠି ବସେ । କାଲି ବି ବସିଥିଲି । ସମ୍ପୂର୍ଣ୍ଣ ଘଟଣା ମୋ ଆଖି ସାମ୍ନାରେ ଘଟିଛି ।
ସ୍ଥାନୀୟ ହସ୍ପିଟାଲରେ ଆଉ ଯାଗା ନଥିବା ବେଳେ ଜିଲ୍ଲାର ବିଭିନ୍ନ ହସ୍ପିଟାଲରେ ଗୁରୁତରଙ୍କୁ ଭର୍ତ୍ତି କରାଯାଇଛି ।
ଆହୁରି ଅନେକ ଅଛନ୍ତି ଯେଉଁମାନେ ଏବେ ବି ବଗି ତଳେ ଚାପି ହୋଇ ରହିଥିବା ପରିବାର ଲୋକଙ୍କୁ ଖୋଜୁଛନ୍ତି ।
ଶେଷରେ ସେ ଆହତଙ୍କୁ ମାଗଣା ଚିକିତ୍ସା କରାଯିବ ବୋଲି ମଧ୍ୟ ଘୋଷଣା କରିଛନ୍ତି ।
ଅନ୍ୟପଟେ ଏବେ ବି ଅନେକ ଯାତ୍ରୀ ଟ୍ରେନ୍ ତଳେ ଚପି ରହିଛନ୍ତି, ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଆହତ ଯାତ୍ରୀଙ୍କ ଚିତ୍କାରରେ ଫାଟି ପଡୁଛି ପରିବେଶ ।
ଖବର ପାଇ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି । ଦୁର୍ଘଟଣାଗ୍ରସ୍ତ ହୋଇଥିବା ଟ୍ରନ୍ଟି କରମଣ୍ଡଳ ଏକ୍ସପ୍ରେସ୍ ବୋଲି ଜଣାପଡ଼ିଛି ।
ମହାପ୍ରଭୁଙ୍କ ସ୍ନାନଯାତ୍ରାକୁ ଆଉ କମ୍ ସମୟ ଥିବା ବେଳେ ବେଶ କାର୍ଯ୍ୟ ଦ୍ରୁତ ଗତିରେ ଆଗେଇ ଚାଲିଛି ।
ମାଟି ପରୀକ୍ଷା ନକରି ଗଛ ଲାଗାଇବା ଏବଂ ପଥୁରିଆ ଭୂଇଁକୁ ଦାୟୀ କରିଛନ୍ତି ବୁଦ୍ଧିଜୀବୀ ।
ଲୋକଙ୍କୁ ଏସମ୍ପର୍କରେ ବୁଝାଇବା ସତ୍ତ୍ୱେ ଏହା ଉପରେ ରୋକ ନଲାଗିବା ଏବେ ଚିନ୍ତାର କାରଣ ପାଲଟିଛି ।
ଆପଣ କେବେ ଭାବିଛନ୍ତି କି ଔଷଧ ଭଳି ଜିନିଷ କେବେ ରାସ୍ତା କଡ଼ରେ ବିକ୍ରି ହେଉଥିବ । ଆଉ ଲୋକେ ମଧ୍ୟ ତାହା କିଣି ନେଉଥିବେ ।
ବିଶ୍ୱରେ ଶାନ୍ତି ଓ ମୈତ୍ରୀର ସନ୍ଦେଶ ଦେବାକୁ ଏଭଳି ଚିତା କୁଟାଇଥିବା କହିଛନ୍ତି ରାମନାମୀ ଶ୍ରଦ୍ଧାଳୁ ।
ସେ ବିସିସିଆଇ ମେଡିକାଲ ପ୍ୟାନେଲର ସଦସ୍ୟ ଥିବା ବିଶିଷ୍ଟ ସ୍ପୋର୍ଟସ୍ ଅର୍ଥୋପେଡିକ୍ ସର୍ଜନ ଡାକ୍ତର ଦିନଶା ପାର୍ଦିୱାଲାଙ୍କ ସହ ପରାମର୍ଶ କରିଥିଲେ ।
ମନମୋହନ ଓ ବିଶ୍ୱେଶ୍ୱରଙ୍କ ପରେ ଜୁଏଲଙ୍କ ମନ୍ତବ୍ୟ । ବିଜେପି ସହ ବହୁ ନେତା ଟଚରେ କହିଲେ ଜୁଏଲ୍ ଓରାମ୍ । ପୃଥ୍ୱୀରାଜଙ୍କ ବୀଭୀଷଣ ଉପାଖ୍ୟାନକୁ ନେଇ ଚର୍ଚ୍ଚା ।
ପ୍ରଚଣ୍ଡ ଖରାକୁ ବଳି ଯାଉଛି ଲାଇନ୍ କଟିବାର ଯନ୍ତ୍ରଣା । ହେଲେ ପାୱାର କଟକୁ ମାନିବାକୁ ନାରାଜ ଶକ୍ତି ମନ୍ତ୍ରୀ । ଯାନ୍ତ୍ରିକ ତ୍ରୁଟି ପାଇଁ ୨ରୁ ୪ ଘଣ୍ଟା କଟୁଛି ଲାଇନ୍ ବୋଲି କହିଲେ ଶକ୍ତି ମନ୍ତ୍ରୀ ।
ପୂଜାର୍ଚ୍ଚନା ବଦଳରେ ପରିତ୍ୟକ୍ତ ପରିବେଶରେ ପଡି ରହିଛି ପ୍ରତିମୂର୍ତ୍ତି । ଫିଙ୍ଗା ଫୋପଡ଼ା ଅବସ୍ଥାରେ ଗଦା କରାଯିବାକୁ ନେଇ ତୀବ୍ର ପ୍ରତିକ୍ରିୟା । ପରିକ୍ରମା ପ୍ରକଳ୍ପ କାର୍ଯ୍ୟ ସରିବା ପରେ ନିଆଯିବ ପଦକ୍ଷେପ କହିଲେ ମୁଖ୍ୟ ପ୍ରଶାସକ ।
ବର୍ତ୍ତିଗଲେ ଅନ୍ୟ ୪ ଜଣ ଛାତ୍ରୀ । ଏୟାରକ୍ରାଫ୍ଟ ଓ ବୋଟ ସହାୟତରେ ରେସ୍କ୍ୟୁ ଅପରେସନ୍ । ସୁରକ୍ଷା ଓ ସତର୍କତା ବ୍ୟବସ୍ଥାକୁ ନେଇ ଉଠିଲା ପ୍ରଶ୍ନ ।
ଏହି ରିଅଲ ଲାଇଫ୍ର କବୀର ସିଂହ ହେଲେ ବାଳକ୍ରୀଷ୍ଣ । ସେ ଅପରେସନ୍ ଥିଏଟରରେ ଅପରେସନ୍ କରିବାକୁ ଯାଇ ଶୋଇପଡ଼ିଲେ । ଯାହାକି ଏବେ ଖୁବ୍ ଚର୍ଚ୍ଚାର ବିଷୟ ପାଲଟିଛି ।
ଲାଞ୍ଚ ଦିଆନିଆରେ ଡିଜିଟାଲ ଫଣ୍ଡା । ବ୍ଲାଙ୍କ ଚେକ୍ ରେ ୧୨ ଲକ୍ଷ ନେଇ ବନ୍ଧା ହେଲେ ତହସିଲଦାର ।
ବିଧାନସଭା ଲଢ଼େଇ ପାଇଁ ସର୍ବୋଚ୍ଚ ବୟସ ସୀମା କେତେ ? ବିଧାୟକ ରେସରୁ ବାଦ୍ ପଡ଼ିବା କଥା କି ୬୦ ବର୍ଷରୁ ଅଧିକ ବୟସ୍କ ?