ଷ୍ଟିଲ ସିଟି ରାଉରକେଲାରେ ବି ପ୍ରସ୍ତୁତି ଜୋରସୋର । ଆକର୍ଷଣ ପାଲଟିବ ଅଯୋଧ୍ୟା ପ୍ରେମ ମନ୍ଦିର, ଦ୍ବାରକା କୃଷ୍ଣ ମନ୍ଦିର ତୋରଣ ।
ନୀତି ସମାନ ଥିବାରୁ ଯୋଜନା ବି ବିଫଳ ହେବା ଆଶଙ୍କା ବୋଲି କହିଛି ବିଜେଡି । ବିଜେପି କହିଲା, ପୂର୍ବ ସରକାରର ଇଚ୍ଛାଶକ୍ତି ନଥିଲା, ଆମର ଫେଲ୍ ହେବନି ।
ଜିଲ୍ଲା ପ୍ରଶାସନ ଓମଫେଡ୍ ସହ ଆଲୋଚନା କରି ଷ୍ଟକ୍ ଥିବା ଘିଅକୁ ଫେରାଇ ଦେଇଛି।
ରାଜନୈତି ଉଦ୍ଦେଶ୍ୟ ନେଇ ରାଜ୍ୟପାଳଙ୍କୁ ଭେଟୁଛନ୍ତି। ତେବେ ବିଜେଡିର ଅଭିଯୋଗକୁ ନେଇ ରାଜଭବନ ପକ୍ଷରୁ ପ୍ରତିକ୍ରିୟା ମିଳିପାରି ନାହିଁ।
୨୦୨୬ ସୁଦ୍ଧା ଦେଶକୁ ନକ୍ସଲ ମୁକ୍ତ କରିବା ପାଇଁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଟାର୍ଗେଟ୍ ଦେଇଛନ୍ତି। ଏଯାଏଁ ୭୦ ପ୍ରତିଶତ ହ୍ରାସ ପାଇଥିବାବେଳେ ନକ୍ସଲ ବିରୋଧରେ ଲଢେଇ ନିର୍ଣ୍ଣାୟକ ପର୍ଯ୍ୟାୟରେ ପହଞ୍ଚିବା କହିଥିଲେ ଶାହ। ସେହି ଅନୁଯାୟୀ ନକ୍ସଲ ପ୍ରଭାବିତ ଅଞ୍ଚଳରେ ଏବେ ଜୋରଦାର ଚାଲିଛି ନକ୍ସଲ...
ପିଏମ୍ ରାଷ୍ଟ୍ର କୃଷକ ବିକାଶ ଯୋଜନା ଏବଂ କ୍ରିଷୋନ୍ନତି ଯୋଜନା ପାଇଁ ପ୍ରାୟ ୧ ଲକ୍ଷ ୧ ହଜାର ୩୨୧ କୋଟି ଟଙ୍କାର ଅନୁଦାନକୁ ମିଳିଛି କ୍ୟାବିନେଟ୍ ମଞ୍ଜୁରୀ।
ବନ୍ୟପ୍ରାଣୀ ପିସିସିଏଫ୍ କହିଛନ୍ତି, ଶିମିଳିପାଳ ଅଭୟାରଣ୍ୟ ସମେତ ମୟୂରଭଞ୍ଜ-କେନ୍ଦୁଝର ଲ୍ୟାଣ୍ଡସ୍କେପରେ ଅଛନ୍ତି ସବୁଠୁ ଅଧିକ ପାଖାପାଖି ୨୦୦ କଲରାପତରିଆ।
ହମାସ ଚିଫ୍ ୟାହୟା ସିନୱାରର ପ୍ରମୁଖ ସହଯୋଗୀ, ସଂଗଠନର ସବୁଠୁ ବରିଷ୍ଠ ପରିଚାଳକ, ଡିସିସନ୍ ମେକର ।
ବିଜେଡି କ୍ଷମତା କେନ୍ଦ୍ରକୁ ପୁଣିଥରେ ଏଣ୍ଟ୍ରି ମାରିବାକୁ ଯୋଜନା ନା ନିର୍ବାଚନ ମଣ୍ଡଳୀର ନାଡ଼ି ମାପୁଥିଲେ ?
ଭୁବନେଶ୍ୱରରେ ଉଚ୍ଚଶିକ୍ଷାମନ୍ତ୍ରୀଙ୍କ ସରକାରୀ ବାସଭବନ ଆଗରେ ଏବଂ ଷ୍ଟେଟ୍ ଲାଇବ୍ରେରୀ ଆଗରେ ବିକ୍ଷୋଭ କରିଛନ୍ତି ପିଲା ।
ଆଗାମୀ ଉତ୍କର୍ଷ ଓଡ଼ିଶା- ମେକ୍ ଇନ୍ ଓଡ଼ିଶା କନକ୍ଲେଭ୍ ୨୦୨୫ର ପ୍ରାରମ୍ଭିକ ପର୍ଯ୍ୟାୟ ଭାବେ ଆଜି ଦିଲ୍ଲୀରେ ଆୟୋଜିତ ଆମ୍ବାସାଡର୍ସ ମିଟ୍ ରେ ଆଲୋଚନା ପରେ ଏଭଳି ଦୃଢ଼ ଆଶା ପୋଷଣ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।
ପିଏମ୍ ଆବାସ ଯୋଜନା ଟଙ୍କା ଆତ୍ମସାତ ଅଭିଯୋଗ । ଶ୍ରମିକ କାର୍ଡ କରିବାକୁ କହି ଆକାଉଣ୍ଟ ଖୋଲି ଟଙ୍କା ହଡପ ଅଭିଯୋଗ ।
୨୦୨୫ ଶିଳ୍ପ କନକ୍ଲେଭ-ଉତ୍କର୍ଷ ଓଡ଼ିଶା ପୂର୍ବରୁ ଆମ୍ବାସଡର୍ସ ମିଟ । ଦିଲ୍ଲୀରେ ଆମ୍ବାସଡର୍ସ ମିଟରେ ୩୪ ଦେଶର ପ୍ରତିନିଧିଙ୍କ ସହ କଥା ହେଲେ ସିଏମ୍ ।
ଇସ୍ତଫା ଦେବାର ପ୍ରଶ୍ନ ଉଠୁନି । ଆଉ ପ୍ରଣବ ପ୍ରକାଶ ଉପ-ନିର୍ବାଚନ ଲଢ଼ିବାର ନାହିଁ କହିଲେ ସୁଜାତା ।
ଆସନ୍ତା ଏକ ସପ୍ତାହ ମଧ୍ୟରେ ସଠିକ ଭାବରେ ସମସ୍ତ ରାସ୍ତାଘାଟର ମରାମତି କାମ ଶେଷ କରିବା ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।
ସୋୟାବଡି ପାଇଁ ଲାଇସେନ୍ସ ନେଇ ଖୋଲିଥିଲେ ନକଲି ଘିଅ କାରଖାନା । ରେଡ୍ ବେଳେ ମିଳିଲା ବିପୁଳ ନକଲି ଘିଅ ଓ ଅନ୍ୟ ସାମଗ୍ରୀ ।
‘ଯେତେବେଳେ ପୁଅ ମାଆ ପାଖକୁ ଆସେ କୌଣସି ଶକ୍ତି ଅଟକାଇ ପାରିବନି । ଆପଣମାନଙ୍କୁ ଦେଖି ଶତ ସିଂହର ବଳ ଆସିଛି, ମୁଁ ପୁଣି ଲଢ଼ିବାକୁ ପ୍ରସ୍ତୁତ ।’
ଦୁଇ ରାଜ୍ୟସଭା ସାଂସଦ ବି ବିଜେପିରେ ମିଶିଲେ । ଆଗକୁ ଆହୁରି ଅନେକ ନେତା ବିଜେପିରେ ସାମିଲ ହେବେ ବୋଲି ରାଜ୍ୟ ବିଜେପି ସଭାପତି କହିଛନ୍ତି ।
ଶଙ୍ଖ ଭବନରେ ଖୋର୍ଦ୍ଧା ଜିଲ୍ଲା ବୈଠକ ଚାଲିଥିବା ବେଳେ ବେଗୁନିଆ ବିଧାୟକ ପ୍ରଦୀପ ସାହୁ ଓ ବିଜେଡି ନେତ୍ରୀ ଶ୍ରୀମୟୀ ମିଶ୍ରଙ୍କ ଭିତରେ ପ୍ରବଳ କଥା କଟାକଟି