ବିଜେପି ବିଧାୟକ ଅଶ୍ବିନୀ ଷଡ଼ଙ୍ଗୀଙ୍କ ବୟାନ । ବିଜେଡିକୁ ଚଳାଉଛି ଦିଲ୍ଲୀ କଂଗ୍ରେସ ।
ଏହି ଅବସରରେ ଫନୀ ମହାନ୍ତିଙ୍କ ଶ୍ରେଷ୍ଠ କବିତା, ବିଜୟ ମହାପାତ୍ରଙ୍କ ଅଶ୍ରୁ ଅନଳ, ତ୍ରିନାଥ ସିଂହଙ୍କ ଦୁଇଫର୍ଦ୍ଦ ଆକାଶ ଆଦି ଉପନ୍ୟାସ ବି ସାମ୍ନାକୁ ଆସିଥିଲା ।
ପ୍ରତିବର୍ଷ ୫୦ ବର୍ଷ ବୟସ ସୀମା ମଧ୍ୟରେ ଜଣେ ଯୁବକବିଙ୍କୁ ବିଚାରକ ମଣ୍ଡଳୀଙ୍କ ମନୋନୟନ ପ୍ରକ୍ରିୟା ଅନୁସାରେ ଏହି ପୁରସ୍କାର ଗତ ୩୬ ବର୍ଷ ଧରି ପ୍ରଦାନ କରାଯାଇ ଆସୁଛି।
ଭିଡିଓରେ ଦେଖିବାକୁ ମିଳିଛି ଯେ, ୪୫ ବର୍ଷୀୟ ସୁଶୀଲ କୌଶିକ ମଞ୍ଚରେ ରାମ ଭୂମିକାରେ ଅଭିନୟ କରୁଛନ୍ତି।
ମହାରାଷ୍ଟ୍ର ନିର୍ବାଚନ ଇଣ୍ଡିଆ ମେଣ୍ଟ ସପକ୍ଷରେ ଯିବା ସଙ୍କେତ । ଦୁଇ ରାଜ୍ୟରେ କଂଗ୍ରେସ ସରକାର କରିବା ନେଇ କଂଗ୍ରେସର ଦୃଢୋକ୍ତି ।
ଦାବି ପୂରଣ ନହେଲେ ସୋମବାର ସନ୍ଧ୍ୟା ୬ଟାରୁ ୨୪ ଘଣ୍ଟିଆ ବସ୍ ବନ୍ଦ ନିଷ୍ପତ୍ତି । ପଶ୍ଚିମାଞ୍ଚଳ ଓ ଦକ୍ଷିଣାଞ୍ଚଳର ଘରୋଇ ବସ୍ ମାଲିକ ସଂଘର ନିଷ୍ପତ୍ତି ।
ଗତ ୨୧ ତାରିଖ ରାତିରେ ନୂତନ ଛାତ୍ରାବାସରେ ରାଗିଂ ହୋଇଥିଲା । ପ୍ରଥମ ବର୍ଷ ଛାତ୍ରଙ୍କ ସହ ଅନ୍ୟ ହଷ୍ଟେଲର ଦ୍ବିତୀୟ ବର୍ଷ ଛାତ୍ର ରାଗିଂ କରିଥିଲେ ।
ତଳ ମହଲାରେ ଥିବା ଗ୍ରୋସୋରୀ ଦୋକାନରେ ଲାଗିଥିଲା ନିଆଁ । ତଳ ମହଲାରୁ ଅନ୍ୟ ମହଲାକୁ ବ୍ୟାପିଲା ନିଆଁ ।
ମିଳିଥିବା ସୂଚନା ଅନୁସାରେ, ଗତ ଏପ୍ରିଲ୍ ସୁଦ୍ଧା ଭେଲୁମଣିଙ୍କ ଥାଇରୋକେୟାର ଟେକ୍ନୋଲୋଜିର ମୋଟ ସମ୍ପତ୍ତି ୩୩୦୦ କୋଟି ଟଙ୍କା ।
ବିଭିନ୍ନ ସମୟରେ ରାନୁଙ୍କୁ ନାନା ପ୍ରକାର ନିର୍ଯାତନା ମଧ୍ୟ ଦିଆଯାଉଥିବା ପୋଲିସ ଆଗରେ କହିଥିଲେ କିଶାନ ଲାଲ ।
୨୦୧୫ରେ ପଡ଼ୋଶୀ ଦେଶ ମାଲିରୁ ଉଭୟଙ୍କ ମଧ୍ୟରେ ଏହି ତିକ୍ତତା ବ୍ୟାପିଥିଲା । ଯାହାର ପରିଣାମ ଦିନକୁ ଦିନ ଭୟଙ୍କର ହେବାରେ ଲାଗିଛି ।
କ’ଣ ତାଙ୍କ ପାଖରେ ଗାଡ଼ି ନଥିଲା, ନା ଗାଡ଼ି ଭଡ଼ା ପାଇଁ ପାଖରେ ଟଙ୍କା ନଥିଲା । ଆଜ୍ଞା ସେମିତି କିଛି ବି ନୁହେଁ । ବିଲ୍କୁଲ ସେମିତି ଭାବନ୍ତୁ ନାହିଁ ।
ସବୁଠାରୁ ବଡ଼ କଥା ହେଲା, ଏହି ସ୍ଲାମ୍ ବୁକ୍(ଡାଏରୀ)ରେ ସେତେବେଳେ ସେ ଲେଖିଥିଲେ ଆଦର୍ଶ ସମ୍ପର୍କ ତାଙ୍କୁ ବୋର୍ କରିଦିଏ । ଏମିତି ଅନେକ କିଛି ସେତେବେଳେ ସେ ଲେଖିଛନ୍ତି ଯାହାକି ବର୍ତ୍ତମାନ ସମୟରେ ତାଙ୍କୁ ତାଙ୍କ ଲେଖା ସହ ଯୋଡ଼ିଲେ ଆଶ୍ଚର୍ଯ୍ୟ ଲାଗିବ ।
ସୌର କନ୍ୟା ମାସ ଆଶ୍ୱିନ ଶୁକ୍ଳପକ୍ଷ । ଇଂରାଜୀରେ ୦୫ ତାରିଖ ଶନିବାର। ଆଜି କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି କି ? ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ...
ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉତ୍ସବ ବେଳେ ସାରା ରାଜ୍ୟରୁ ସଂଗୃହିତ ଅର୍ପଣ ଚାଉଳକୁ ଶେଷରେ ନିଲାମ କରିଛି ପୁରୀ ଜିଲ୍ଲା ପ୍ରଶାସନ ।
ପୂର୍ବଭଳି ଏବେ କାର୍ଯ୍ୟକ୍ଷମ ଶୀତଳଭଣ୍ଡାର ପାଇଁ ୫୦ ପ୍ରତିଶତ ବିଜୁଳି ଦର ଛାଡ ଲାଗି ନିଷ୍ପତ୍ତି ହୋଇଛି।
ରାଜ୍ୟ ସରକାର ତୁରନ୍ତ ରାଜ୍ୟ ଭିତ୍ତିକ ଶିକ୍ଷକ ନିଯୁକ୍ତି ବ୍ୟବସ୍ଥା ବନ୍ଦ କରି ଜିଲ୍ଲା ଭିତ୍ତିକ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ଦାବିରେ ଅଭିଭକ୍ତ କୋରାପୁଟ ଜିଲ୍ଲାର କୋଣ ଅନୁକୋଣରେ ଦେଖିବାକୁ ମିଳିଛି ତୀବ୍ର ପ୍ରତିବାଦ ଓ ବିକ୍ଷୋଭ ଶୋଭାଯାତ୍ରା ।
୨୫ ବର୍ଷ ଧରି ଜରାଜିର୍ଣ୍ଣ ପଡ଼ିଛି ଶୀତଳ ଭଣ୍ଡାର । ରାଜକନିକା ମାର୍କେଟ କମ୍ଲେସ ନିର୍ମାଣ କରି ଭୁଲି ଗଲେ ।
ପୋଲିସ୍କୁ ଡର ନା ପ୍ରଶାସନର କଟକଣାକୁ ଭୟ। ଯେତେ ପାରିଲେ, ଯେମିତି ପାରିଲେ ପଥର ଫଟାଇ ଲୁଟି ନେଉଛନ୍ତି ମାଟି ମା ବୁକୁରୁ ସମ୍ପଦ।