• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

Satyendu Shekher Mishra

Editor

ମୁଁ ସତ୍ୟେନ୍ଦୁ ଶେଖର ମିଶ୍ର । ୨୦୧୬ରୁ ମୁଁ ସାମ୍ବାଦିକତା କରି ଆସୁଛି । ଦୈନିକ ଖବର କା ...more

ମୁଁ ସତ୍ୟେନ୍ଦୁ ଶେଖର ମିଶ୍ର । ୨୦୧୬ରୁ ମୁଁ ସାମ୍ବାଦିକତା କରି ଆସୁଛି । ଦୈନିକ ଖବର କାଗଜ ଓଡ଼ିଶା ଭାସ୍କର ରୁ ମୋର ଏହି ନୂଆ ଜୀବନ ଆରମ୍ଭ । ଦୁଇରୁ ଅଢ଼େଇ ବର୍ଷ ସେଠାରେ sub-editor ଭାବେ କାର୍ଯ୍ୟ କରିବା ପରେ ଓଡ଼ିଶାର ପ୍ରଥମ ଡିଜିଟାଲ ନ୍ୟୁଜ ଚ୍ୟାନେଲ ARGUS ଜରିଆରେ ନିଜର ଡିଜିଟାଲ ମିଡିଆ କ୍ୟାରିୟର ଆରମ୍ଭ କଲି। ସେଠାରେ ୨ ବର୍ଷ କାମ କରିବା ପରେ ନନ୍ଦିଘୋଷ ଟିଭି ଡିଜିଟାଲ ରେ କାମ କରିବାକୁ ସୁଯୋଗ ପାଇଲି। ଆଉ ଏବେ ମୁଁ ଓଡ଼ିଶାର ୧ ନଂ ଚ୍ୟାନେଲ OTV ରେ କାର୍ଯ୍ୟରତ ।

less

Posts by Satyendu Shekher Mishra

Odisha Investment
ଓଡ଼ିଶାକୁ ଆସିବ କେତେ ପୁଞ୍ଜି ?

ଜାନୁଆରୀ ୨୮, ୨୯ ତାରିଖରେ ଉତ୍କର୍ଷ ଓଡ଼ିଶା କନ୍‌କ୍ଲେଭ ଆୟୋଜନ କରିବାକୁ ଯାଉଛି।

Gang Rape In Bhubaneswar Apartment
ରାଜଧାନୀର ଛାତି ଉପରେ ଲଜ୍ଜାଜନକ ଘଟଣା

ମୈତ୍ରୀବିହାର ଥାନା ଅଞ୍ଚଳରେ ସଂଘଟିତ ଗତ ୩ ଦିନ ତଳର ଏହି ଲୋମଟାଙ୍କୁରା ଅପରାଧ ଏବେ ସାମ୍ନାକୁ ଆସିବା ପରେ ପୋଲିସ ୩ ଅଭିଯୁକ୍ତଙ୍କୁ ଧରି ଖୋଳତାଡ଼ କରୁଛି।

Kalabati
ସାରା ଦୁନିଆ ଦେଖିବ 'କଳାବତୀ'ର କରିସ୍ମା ଅପପୁଷ୍ଟି ରୋକିବ, ଶିଶୁ ଖାଦ୍ୟର ସଂଜ୍ଞା ବଦଳାଇବ !

ସମ୍ବଲପୁର ବିଶ୍ବବିଦ୍ୟାଳୟରେ ପ୍ରସ୍ତୁତ ସ୍ବତନ୍ତ୍ର ଶିଶୁଖାଦ୍ୟ । ମୂଷାଙ୍କ ଠାରେ ଉପାଦେୟ ସାବ୍ୟସ୍ତ ହେଲା 'ନ୍ୟୁଟ୍ରିନେଷ୍ଟ୍' ।

Koraput Medical College
କୋରାପୁଟ ମେଡିକାଲ୍ କଲେଜ-ହସ୍ପିଟାଲରେ ଶୋଚନୀୟ ଅବସ୍ଥା ! ଚିକିତ୍ସା କମ୍, ରେଫର୍ ବେଶୀ

ଅଲଟ୍ରାସାଉଣ୍ଡ, ଆମ୍ବୁଲାନ୍ସ ଓ ପରିମଳରେ ବି ଅବ୍ୟବସ୍ଥା ! ଅଭିଯୋଗକୁ ନେଇ ଜିଲ୍ଲା ପରିଷଦ ବୈଠକରେ ଉଦବେଗ ।

IRAN-ISRAEL WAR
ଲାଗିଯିବ କି ତୃତୀୟ ବିଶ୍ୱଯୁଦ୍ଧ ? ଇସ୍ରାଏଲରେ ଇରାନର କ୍ଷେପଣାସ୍ତ୍ର ବର୍ଷା ପରେ ବେକାବୁ ସ୍ଥିତି

ୟୁଏନ୍ ମୁଖ୍ୟ ସଚିବଙ୍କୁ ଇସ୍ରାଏଲ କଲା ବ୍ୟାନ୍ । ଇରାନରେ ଥିବା ଭାରତୀୟଙ୍କ ପାଇଁ ଜାରି ହେଲା ଆଡଭାଇଜରି ।

Odisha Investment
ପୁଞ୍ଜିନିବେଶ ପାଇଁ ନିବେଶକ ସନ୍ଧାନରେ CM, ଦିଲ୍ଲୀରେ କରିବେ ରୋଡ୍ ସୋ’

ଜାନୁଆରୀରେ ହେବ ଉତ୍କର୍ଷ ଓଡ଼ିଶା କନକ୍ଳେଭ୍ । ପ୍ରକଳ୍ପର ରୂପାୟନ ଉପରେ ବିଶେଷଜ୍ଞଙ୍କ ଜୋର୍ ।

BJD
ଅସମ୍ଭାଳ ସ୍ଥିତିରେ ବିଜେଡି କନ୍ଦଳ ! ଭୁବନେଶ୍ୱର-ପାରାଦୀପ-ବଡ଼ଚଣାରେ ଦଳ ଫାଳ ଫାଳ

ପଦଯାତ୍ରା ଆରମ୍ଭରୁ ସବୁଠି ଗୋଷ୍ଠୀ କନ୍ଦଳ ତୀବ୍ର । ୨୪ ବିପର୍ଯ୍ୟୟ ପରଠୁ ନେତା ଆଉ ପାଟି ନଖୋଲି ରହିପାରୁନାହାନ୍ତି ।

Odisha Crime
ଘରେ ପଶି ଚୋରି କଲେ, ତାପରେ ଛୁରୀ ଦେଖାଇ ଦୁଷ୍କର୍ମ କଲେ...!

ସଂପୃକ୍ତ ମହିଳାଙ୍କ ଅଭିଯୋଗ ପରେ ଦୁର୍ବୃତ୍ତଙ୍କୁ ଧରିବା ପାଇଁ ମୈତ୍ରୀବିହାର ପୋଲିସ ବିଭିନ୍ନ ସ୍ଥାନରେ ଛାନଭିନ୍ ଜାରି ରଖିଛି।

School Uniform
ଏଣିକି ଆଉ ସବୁଜ ପ୍ୟାଣ୍ଟ-ଚେକ ସାର୍ଟ ନୁହେଁ, ବାଦାମୀ ରଙ୍ଗ !

ଏବେ ନୂଆ ସରକାର ଆସିବାପରେ ପୁଣି ବଦଳିବ ୟୁନିଫର୍ମ ରଙ୍ଗ ।

OSSSC Exam Scam
ସରକାରୀ ଚାକିରି ଖଣ୍ଡିକ ପାଇଁ ବାରଦୁଆର ହେଉଥିବା ପିଲାଙ୍କ କ୍ୟାରିୟର ପ୍ରତି କାହିଁକି ଏତେ ଦାୟିତ୍ୱହୀନତା?

ଭୁବନେଶ୍ୱରର ନୟାପଲ୍ଲୀ ଅଞ୍ଚଳରେ ଏକ ଘରୋଇ ସଂସ୍ଥାର ସାଇବର୍ କାଫେରେ ବୈଷୟିକ ତ୍ରୁଟି ପାଇଁ ଗତକାଲି ଦିନ ତମାମ ପରୀକ୍ଷା ପରିଚାଳନାରେ କେମିତି ବିଭ୍ରାଟ ହୋଇଥିଲା, ତାହା ଜାଣିଛନ୍ତି ।

BHADRAK VIOLENCE
ସାଂପ୍ରଦାୟିକ ହିଂସାକୁ ନେଇ ପୁଣି ତେଜିଲା ରାଜନୀତି

ଭଦ୍ରକ ଘଟଣାକୁ ନେଇ ଗତକାଲି ବିଜେଡି ଅଭିଯୋଗ କରିଥିଲା,ବିଜେପି ସରକାର ଆସିବାର ତିନି ମାସ ଭିତରେ ରାଜ୍ୟର ବିଭିନ୍ନ ଅଞ୍ଚଳରେ ସାଂପ୍ରଦାୟିକ ଅଶାନ୍ତି ଓଡ଼ିଶାର ଛବିକୁ ମଳିନ କରିଛି। ବିଗତ ତିନି ମାସରେ ୪ ଥର ସାଂପ୍ରଦାୟିକ ଅଶାନ୍ତି ଦେଖାଯାଇଛି।

CM Mohan Majhi
ସ୍କୁଲ ଓଡ଼ିଆ, ପିଲା ବି ଓଡ଼ିଆ। କିନ୍ତୁ ଶିକ୍ଷକ ଓ ବହି ଅଭାବରୁ ଅସୁରକ୍ଷିତ ଓଡ଼ିଆ ଅସ୍ମିତା

ଓଡ଼ିଆ ସ୍କୁଲ ସତ୍ତ୍ୱେ କେବଳ ନାଁକୁ ମାତ୍ର ଚାଲିଛି ମାତୃଭାଷାରେ ଗୋଟିଏ ବିଷୟରେ ପାଠପଢ଼ା

Twin City Police Commissioner Vows to Follow Odisha Government\'s Mandate
ଆଉ ଲବି ନୁହେଁ, କାର୍ଯ୍ୟଦକ୍ଷତା ଆଧାରରେ କମିଶନରେଟ୍ ପୋଲିସରେ ରହିବେ ଅଫିସର

କମିଶନରେଟ୍ ପୋଲିସର ନୂଆ ମୁଖିଆ ଭାବେ ଦାୟିତ୍ୱ ନେବାର ଦିନକ ପରେ ଆଜି କଟକ ଡିସିପିଙ୍କ କାର୍ଯ୍ୟାଳୟରେ ଏମିତି ଚେତାବନୀ ଦେଇଛନ୍ତି ପୋଲିସ କମିଶନର ଏସ୍. ଦେବଦତ୍ତ ସିଂ ।

COMET
୮୦ ହଜାର ବର୍ଷ ପରେ ଆକାଶରେ ବିରଳ ଦୃଶ୍ୟ

୧୫ ତାରିଖ ସଂଧ୍ୟା ୬.୧୫ରେ ଏହା ପଶ୍ଚିମ ଦିଗବଳୟର ପ୍ରାୟ ୧୬ ଡିଗ୍ରୀ ଉପରେ ଏହା ଦେଖାଯିବ ।

Koraput Coffee
କୋରାପୁଟିଆ କଫି ଏବେ ବ୍ରାଣ୍ଡ ଅଫ୍ ଓଡ଼ିଶା, ହେଲେ ଚାଷୀ ନିରାଶ !

ବିଶ୍ୱର ନାମିଦାମୀ ବ୍ରାଣ୍ଡକୁ ଟକ୍କର ଦେଉଛି କୋରାପୁଟ କଫି । ଅଧିକ ପ୍ରୋତ୍ସାହନ ଓ ବଜାର ସୁବିଧା କରିବାକୁ ଦାବି ।

Thread Mill
ସୂତାକଳ ଏବେ ଭୂତକୋଠି ! ଶ୍ରମିକ ବିକୁଛନ୍ତି ବଡ଼ି-ପାମ୍ପଡ଼

ଭଙ୍ଗା ଦଦରା କ୍ୱାର୍ଟରରେ ପଡ଼ିଛନ୍ତି କର୍ମଚାରୀ । ନୂଆ ସରକାରଙ୍କୁ ସୂତାକଳ ଚଳାଇବାକୁ ନିବେଦନ ।

BHADRAK VIOLENCE
ବିଜେପି କହିଲା ଭଦ୍ରକ ହିଂସାରେ ବିଜେଡିର ଆଗଧାଡ଼ି କର୍ମୀ !

ସାମ୍ପ୍ରଦାୟିକ ହିଂସାକୁ ନେଇ ତେଜିଲା ରାଜନୀତି । ଭଦ୍ରକ ଘଟଣାରେ ବିଜେଡିକୁ ବିଜେପିର କଡ଼ା ଟାର୍ଗେଟ୍ ।

CM Mohan Majhi
ଝାଡ଼ଖଣଣ୍ଡରେ ଓଡ଼ିଆ ଅସ୍ମିତା ବିପଦରେ, ସ୍କୁଲରେ ବହି ନାହିଁ କି ଶିକ୍ଷକ ନାହାନ୍ତି !

୨ ଦିନିଆ ଗସ୍ତରେ ଗ୍ରାଉଣ୍ଡରେ ସ୍ଥିତି ପରଖିଲେ ମୁଖ୍ୟମନ୍ତ୍ରୀ । ମାଗଣାରେ ବହି ସହ ଓଡ଼ିଆ ଶିକ୍ଷକଙ୍କୁ ଦୁଇଗୁଣା ଦରମା ଦେବାକୁ ଘୋଷଣା ।

Neeraj Chopra
ସେଇଦିନ କ’ଣ ଭୁଲ କରିଥିଲେ ନୀରଜ ? ଏତେ ଦିନ ପରେ କହିଲେ ସତ...

ନୂଆ ଟ୍ରାକ୍‌ରେ ନିଜକୁ ଆଡ୍‌ଜଷ୍ଟ କରିବାକୁ କଠିନ ସଂଘର୍ଷ କରୁଥିଲେ । ଯେଉଁଥିପାଇଁ ତାଙ୍କୁ ଥ୍ରୋ କରିବାରେ କଷ୍ଟ ହେଉଥିଲା ।

Smita Sabarwal
ଆଉ ଜଣେ ମହିଳା, ଯିଏ କମ୍‌ ବୟସରେ UPSC କ୍ଲିୟର କରିଥିଲେ ! ତାଙ୍କର 12th ମାର୍କସିଟ୍ ଭାଇରାଲ

ସିଭିଲ ସର୍ଭିସେସ୍ ପରୀକ୍ଷାରେ ପ୍ରଥମ ପ୍ରୟାସରେ ସ୍ମିତା ବିଫଳ ହୋଇଥିଲେ । ହେଲେ ତାଙ୍କର ଦୃଢ଼ ମନୋବଳ ପାଇଁ ସେ ପରେ ସଫଳତା ହାସଲ କରିଥିଲେ । ସେ ପୁଣି ଥରେ ଚେଷ୍ଟା କରିଥିଲେ ।

ମୁଁ ସତ୍ୟେନ୍ଦୁ ଶେଖର ମିଶ୍ର । ୨୦୧୬ରୁ ମୁଁ ସାମ୍ବାଦିକତା କରି ଆସୁଛି । ଦୈନିକ ଖବର କାଗଜ ଓଡ଼ିଶା ଭାସ୍କର ରୁ ମୋର ଏହି ନୂଆ ଜୀବନ ଆରମ୍ଭ । ଦୁଇରୁ ଅଢ଼େଇ ବର୍ଷ ସେଠାରେ sub-editor ଭାବେ କାର୍ଯ୍ୟ କରିବା ପରେ ଓଡ଼ିଶାର ପ୍ରଥମ ଡିଜିଟାଲ ନ୍ୟୁଜ ଚ୍ୟାନେଲ ARGUS ଜରିଆରେ ନିଜର ଡିଜିଟାଲ ମିଡିଆ କ୍ୟାରିୟର ଆରମ୍ଭ କଲି। ସେଠାରେ ୨ ବର୍ଷ କାମ କରିବା ପରେ ନନ୍ଦିଘୋଷ ଟିଭି ଡିଜିଟାଲ ରେ କାମ କରିବାକୁ ସୁଯୋଗ ପାଇଲି। ଆଉ ଏବେ ମୁଁ ଓଡ଼ିଶାର ୧ ନଂ ଚ୍ୟାନେଲ OTV ରେ କାର୍ଯ୍ୟରତ ।