Pranab Prakash Das
ବବିଙ୍କ ଏହି ବୟାନକୁ ନେଇ ଯାଜପୁର ରାଜନୀତି ସରଗରମ। ଲଢିବାକୁ ପ୍ରସ୍ତୁତ ଥିବା କହି ବବି କେଉଁ ଆଡ଼କୁ ଇସାରା ଦେଇଥିଲେ ? ବିଜେଡି କ୍ଷମତା କେନ୍ଦ୍ରକୁ ପୁଣିଥରେ ଏଣ୍ଟ୍ରି ମାରିବାକୁ ଯୋଜନା ନା ନିର୍ବାଚନ ମଣ୍ଡଳୀର ନାଡ଼ି ମାପୁଥିଲେ ? କାହିଁକିନା ନିର୍ବାଚନ ପୂର୍ବରୁ ଚର୍ଚ୍ଚା ହେଉଥିଲା ଯେ, ବବି ଦାସ ସମ୍ବଲପୁର ଲୋକସଭା ସିଟ୍ରେ ପରାଜିତ ହେଲେ ଯାଜପୁରରେ ଦଳ ଗୋଟିଏ ସିଟ୍ ଖାଲି କରି, ସେଠାରୁ ଉପନିର୍ବାଚନ ମାଧ୍ୟମରେ ବିଧାନସଭାକୁ ପୁଣି ଏଣ୍ଟ୍ରି କରାଇବ।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)