ସ୍ଥାନୀୟ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ମୃତ ୪ ଜଣ ଓଡ଼ିଶାର ବୋଲି ସୂଚନା ମିଳିଛି ।
ଏନେଇ ମୁଖ୍ୟମନ୍ତ୍ରୀ କୌଣସି ପଦକ୍ଷେପ ନେଇନଥିବାରୁ ଆଜିଠାରୁ ରାଜ୍ୟର ସମସ୍ତ ସରପଞ୍ଚ ଭୁବନେଶ୍ୱରରେ ଗଣଧାରଣାରେ ବସି ବିକ୍ଷୋଭ କରୁଛନ୍ତି ।
ପଶ୍ଚିମ ଓଡ଼ିଶା ପ୍ରତି ବୈମାତୃକ ମନୋଭାବ ପୋଷଣ କରିବା ସହ ଲୋକଙ୍କ ଭାବାବେଗ ସହ ରାଜ୍ୟ ସରକାର ଖେଳୁଥିବା ଅଭିଯୋଗ କରିଛନ୍ତି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର । ଏଥିସହ ବାଚସ୍ପତି ନିର୍ବାଚନକୁ କଂଗ୍ରେସ୍ ବୟକଟ୍ କରିଥିବା କହିଛନ୍ତି ।
ଜଳ ନିଷ୍କାସନ ସମସ୍ୟାରୁ ଉବୁଟୁବୁ ସହର । ବୁଡିଲା ରାସ୍ତାଘାଟ, ଲୋକେ ଘରେ ଜଳବନ୍ଦୀ ।
ଅପରପକ୍ଷେ ଶିକ୍ଷକଙ୍କ ସପକ୍ଷରେ ଅଭିଭାବକ ସଂଘ ବାହାରି ଦାବି ପୂରଣ ନହେଲେ ସେମାନେ ବି ଆନ୍ଦୋଳନକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି।
୫ ବର୍ଷ ଧରି କେତେ ଯେ ଶତ୍ରୁକୁ ମାତ୍ ଦେଇଥିଲେ । ହେଲେ ଗତକାଲି ଅନନ୍ତନାଗ କୋକରନାଗରେ ତାଙ୍କ ପାଇ ଥିଲା ଶେଷ ଲଢେଇ।
ଅତ୍ୟାଧୁନିକ ସାଟେଲାଇଟ ଜରିଆରେ ସନ୍ଧାନ କରାଯାଉଛି । ଅଧିକ ଗବେଷଣା ପାଇଁ ଏକ୍ସପର୍ଟ ପ୍ୟାନେଲ ଗଠନ ହୋଇଛି ।
ଉଦ୍ଧବ ଶିବସେନା ବି ଏହି ମନ୍ତବ୍ୟକୁ ସମର୍ଥନ କରିଛିା ଭାରତ-ପାକିସ୍ତାନ ମ୍ୟାଚ୍ କୁ ରଦ୍ଧ କରିବା ସହ ସବୁ ପ୍ରକାର ସମ୍ପର୍କ ଭାଙ୍ଗିବାକୁ ଦାବି କରିଛି ଦଳା
ପ୍ରଥମେ ଡାକ୍ତରଙ୍କୁ ହନିଟ୍ରାପ୍ରେ ଫଶାଇ ଅପହରଣ କରି ଲୁଟ୍ କରିଥିବା ଖବର ସାମ୍ନାକୁ ଆସିବା ପରେ ଏବେ ଜଣାପଡ଼ିଛି, ଆଉ ଏକ ହନିଟ୍ରାପ୍ କାହାଣୀ ।
ପଶ୍ଚିମ ଓଡ଼ିଶା ପ୍ରତି ସରକାର କେବେ ବି ବୈମାତୃକ ମନୋଭାବ କରି ନାହାନ୍ତି ବୋଲି କହିଛନ୍ତି ଢ଼ୋଲକିଆ ।
ନବରଙ୍ଗପୁର ସହରରେ ଘରେ ଘରେ ପଶିଲା ବର୍ଷା ପାଣି । ସମ୍ଭାବ୍ୟ ବଡ଼ ବର୍ଷା ପାଇଁ ପାଣିପାଗ ବିଭାଗର ରେଡୱାର୍ଣ୍ଣିଂ ।
ଦଳରୁ ବିଦା କରିବାକୁ କାହିଁକି ସାହସ କୁଳେଇ ପାରୁନି ବିଜେଡି ? ସୌମ୍ୟଙ୍କୁ ସାମ୍ନାରେ ରଖି ପାଣ୍ଡିଆନଙ୍କୁ ଘେରିଲେ ବିରୋଧୀ ।
ଗଣତାନ୍ତ୍ରିକ ଅଧିକାରକୁ କାହିଁକି ଗୁରୁତ୍ୱ ଦେଉନାହାନ୍ତି ସରକାର ? କୋର୍ଟ ଯିବାକୁ ବିଜେପି ଯୁବମୋର୍ଚ୍ଚାର ଚେତାବନୀ ।
୪ ଦିନ ବ୍ଲକ୍ ଅଫିସରେ ବସିବା ସତ୍ତ୍ବେ ପୂରଣ ହେଲାନି ଦାବି । ଶେଷରେ ଚରମ ପଦକ୍ଷେପ ନେଇଛନ୍ତି ପ୍ରାଥମିକ ଶିକ୍ଷକ ।
ବରଗଡ଼ରେ ୫ ଓ ସୁନ୍ଦରଗଡ଼ରେ ଜଣଙ୍କର ମୃତ୍ୟୁ । ଅନ୍ୟ ଜିଲ୍ଲାକୁ ବି ବ୍ୟାପୁଥିବା ସୂଚନା ।
ଏହି ୪ ଯୁବକ ହେଳେ କେନ୍ଦୁଝର ଜିଲ୍ଲା ଆନନ୍ଦପୁର ବ୍ଲକ୍ ଦରଖଳା ଗାଁର ନବ ମୁଣ୍ଡା, ମଳୟ ମୁଣ୍ଡା, ସୁନାରାମ ହୋତା ଓ ଅନ୍ୟ ଜଣେ ଯୁବକ ।
ଭକ୍ତଙ୍କ ପାଇଁ ପର୍ଯ୍ୟାପ୍ତ ପାନୀୟ ଜଳ, ଆନନ୍ଦ ବଜାରରେ ହେଲ୍ପ ଡେସ୍କ ଗଠନ, ଆନନ୍ଦ ବଜାରରେ ସଫେଇ ଓ ସ୍ୱଚ୍ଛତା ପ୍ରତି ଗୁରୁତ୍ଵ ଦେବା, ଜରି କାଢି ସେଡ୍ର ବ୍ୟବସ୍ଥା ପାଇଁ ସୁଆର ମହାସୁଆର ନିଯୋଗ ପକ୍ଷରୁ ପ୍ରସ୍ତାବ ଦିଆଯାଇଛି ।
ଜୀବାଶ୍ମ ଆକାରରେ ଥିବା ଏଲିଏନଙ୍କର ଏହି ମୃତଦେହ ହଜାରେ ବର୍ଷ ପୁରୁଣା।
କର୍ଣ୍ଣେଲ ୧୯ ରାଷ୍ଟ୍ରୀୟ ରାଇଫଲ୍ସ ୟୁନିଟର ନେତୃତ୍ବ ନେଉଥିବା ସେନା ପକ୍ଷରୁ ସୂଚନା ଦିଆଯାଇଛି ।