• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

Satyendu Shekher Mishra

Editor

ମୁଁ ସତ୍ୟେନ୍ଦୁ ଶେଖର ମିଶ୍ର । ୨୦୧୬ରୁ ମୁଁ ସାମ୍ବାଦିକତା କରି ଆସୁଛି । ଦୈନିକ ଖବର କା ...more

ମୁଁ ସତ୍ୟେନ୍ଦୁ ଶେଖର ମିଶ୍ର । ୨୦୧୬ରୁ ମୁଁ ସାମ୍ବାଦିକତା କରି ଆସୁଛି । ଦୈନିକ ଖବର କାଗଜ ଓଡ଼ିଶା ଭାସ୍କର ରୁ ମୋର ଏହି ନୂଆ ଜୀବନ ଆରମ୍ଭ । ଦୁଇରୁ ଅଢ଼େଇ ବର୍ଷ ସେଠାରେ sub-editor ଭାବେ କାର୍ଯ୍ୟ କରିବା ପରେ ଓଡ଼ିଶାର ପ୍ରଥମ ଡିଜିଟାଲ ନ୍ୟୁଜ ଚ୍ୟାନେଲ ARGUS ଜରିଆରେ ନିଜର ଡିଜିଟାଲ ମିଡିଆ କ୍ୟାରିୟର ଆରମ୍ଭ କଲି। ସେଠାରେ ୨ ବର୍ଷ କାମ କରିବା ପରେ ନନ୍ଦିଘୋଷ ଟିଭି ଡିଜିଟାଲ ରେ କାମ କରିବାକୁ ସୁଯୋଗ ପାଇଲି। ଆଉ ଏବେ ମୁଁ ଓଡ଼ିଶାର ୧ ନଂ ଚ୍ୟାନେଲ OTV ରେ କାର୍ଯ୍ୟରତ ।

less

Posts by Satyendu Shekher Mishra

Lakhmanananda Saraswati
ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ହତ୍ୟା ପଛର ପ୍ରକୃତ ସତ କଣ ?

ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ହତ୍ୟାକୁ ୧୫ ବର୍ଷ ପୂରିଲା, ତଥାପି ଏବେ ବି ସବୁ କିଛି ରହସ୍ୟ ଘେରରେ ।

Parliament
ପାର୍ଲାମେଣ୍ଟ ସ୍ୱତନ୍ତ୍ର ଅଧିବେଶନରେ ଆସିପାରେ ମହିଳା ସଂରକ୍ଷଣ ବିଲ୍ 

ବିଜେପି ଦଳୀୟ ଅନୁଷ୍ଠାନରେ ମହିଳାଙ୍କୁ ୩୩% ସଂରକ୍ଷଣ ବ୍ୟବସ୍ଥା । ସଂସଦ ଓ ବିଧାନସଭାରେ ୩୩% ସଂରକ୍ଷଣ ଦାବି କରିଆସୁଛି ବିଜେଡି ।

Lakhmanananda Saraswati
୧୪ ବର୍ଷ ପରେ ବି ରହସ୍ୟାବୃତ୍ତ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀ ହତ୍ୟା ଘଟଣା

ନାଇଡୁ କମିଶନ୍ ରିପୋର୍ଟ ସରକାର ଚାପିବାକୁ ନେଇ ଘେରିଲେ ବିରୋଧୀ । ମୁଖ୍ୟ ହତ୍ୟାକାରୀ ଧରା ନପଡ଼ିବାରୁ ଅସନ୍ତୋଷ ଝାଡ଼ିଲେ ଆଶ୍ରମ ଅନ୍ତେବାସୀ ।

Lightening
ତାଳ ଗଛ ନାହିଁ ବୋଲି ବଜ୍ରପାତ ନେଉଛି ଲୋକଙ୍କ ଜୀବନ !

ସହର ତୁଳନାରେ ଗାଁରେ ବେଶୀ ଜୀବନ ନାଶୁଛି ବଜ୍ର ବିପତ୍ତି । କେବଳ ୨୦୨୧-୨୨ରେ ବଜ୍ରପାତ ଯୋଗୁଁ ୨୮୧ ଜୀବନ ହାନୀ ।

Bharat Mandapam
୨ ଦିନ ପରେ G20 ସମ୍ମିଳନୀ; ୨୦ରୁ ଅଧିକ ରାଷ୍ଟ୍ରମୁଖ୍ୟଙ୍କୁ ସ୍ୱାଗତ ଅପେକ୍ଷାରେ ଭାରତ ମଣ୍ଡପମ୍

କାଲି ଆସିବେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ । ମିଲେଟ୍ ମିଶନ ଅଭିଜ୍ଞତା ବଖାଣିବେ ଦୁଇ ଓଡ଼ିଆ ମହିଳା ଚାଷୀ ।

Manmatha Routray
କଂଗ୍ରେସରୁ ଲଢ଼ିବେନି ମନ୍ମଥ, ଅକ୍ଟୋବରରେ ହଟାଇବେ ସସ୍‌ପେନ୍ସ

କେଉଁ ଦଳରୁ ଲଢ଼ିବେ, ଅକ୍ଟୋବରରେ ଘୋଷଣା କରିବେ ମନ୍ମଥ । ଜଟଣୀବାସୀ ଓ କର୍ମୀଙ୍କ ମତାମତକୁ ନେଇ ନିଷ୍ପତ୍ତି ନେଇଥିବା କହିଲେ ।

Manipur
ପୁଣି ଅଶାନ୍ତ ମଣିପୁର ! କୋକମି ସଂପ୍ରଦାୟର ଲୋକଙ୍କୁ ବୁଝା-ସୁଝା କଲା ପୋଲିସ

ତୋରବୁଙ୍ଗ ବାଂଲା ଓ କାନଭି ଅଞ୍ଚଳକୁ ଯିବାକୁ ବାରଣ । କୋକମି ଲୋକଙ୍କୁ ବାଟରେ ଅଟକାଇ ବୁଝାଇଲା ପୋଲିସ ।

Anurag Thakur
ବ୍ୟାଟେରୀ ଶକ୍ତିର ବିକାଶ ପାଇଁ ୩୭୬୦ କୋଟି ମଂଜୁର

୨୦୩୦-୩୧ ଆର୍ଥକ ବର୍ଷ ସୁଦ୍ଧା ପ୍ରକଳ୍ପ କାମ ସରିବ । ପ୍ରକଳ୍ପ ଲାଗି ମୋଟ ଖର୍ଚ୍ଚର ୪୦ ପ୍ରତିଶତ ଅର୍ଥ କେନ୍ଦ୍ର ଦେବ ।

Sonia Gandhi Letter To Modi
ମୋଦିଙ୍କୁ ଚିଠି ଲେଖିଲେ ସୋନିଆ, କହିଲେ କାହାକୁ ନେଇ ହେବ ସ୍ୱତନ୍ତ୍ର ଅଧିବେଶନ..?

ସେପ୍‌ଟେମ୍ବର ୧୮ରୁ ୨୨ ଯାଏ ସଂସଦର ସ୍ୱତନ୍ତ୍ର ଅଧିବେଶନ ଡାକିଛନ୍ତି କେନ୍ଦ୍ର ସରକାର। କିନ୍ତୁ କ’ଣ ଆଲୋଚନା ହେବ, ତାହା କେନ୍ଦ୍ର ସରକାର ସ୍ପଷ୍ଟ କରି ନାହାନ୍ତି । ଚର୍ଚ୍ଚା ହେଉଛି ଏକକ ନିର୍ବାଚନ ନେଇ ବିଲ୍ ଆସିବ।

Indian Navy
ରହିବନି ଇଂରେଜ ଅମଳର ପ୍ରଥା, ସାଧା ପୋଷାକ ବି ପିନ୍ଧିପାରିବେ ନୌସେନା ଅଧିକାରୀ

 ଏହା ପୂର୍ବରୁ ଭାରତୀୟ ନୌସେନାର କର୍ମଚାରୀମାନେ ଖାଇବା ସମୟରେ ହେଉ କିମ୍ବା ୱାର୍ଡରୁମ୍‌ରେ, ସବୁବେଳେ ଅଣ୍ଟାରେ ସେହି ଇଂରେଜ ଅମଳରୁ ‘କମରପଟି’ ପିନ୍ଧି ଆସୁଥିଲେ । ଏହି ପ୍ରଥାକୁ ଏବେ ଉଚ୍ଛେଦ କରାଯାଇଛି ।

Teacher Protest
ଦେଶର ଭବିଷ୍ୟତ ଗଢୁଥିବା ଶିକ୍ଷକଙ୍କ ଭବିଷ୍ୟତ ବି ଅନ୍ଧାର !

ଦାବି ପୂରଣ ନେଇ ଆନ୍ତଃ ମନ୍ତ୍ରିସ୍ତରୀୟ କମିଟିରେ ହେବ ଆଲୋଚନା । ଅଧ୍ୟାପକ ଓ ଶିକ୍ଷକଙ୍କ ପ୍ରସଙ୍ଗରେ ମୁହଁ ଖୋଲିଲେନି ମନ୍ତ୍ରୀ ।

Teacher Protest
ଯିଏ ଭବିଷ୍ୟତ ଗଢୁଛି, ଆଜି ତା ଭବିଷ୍ୟତ ଅନ୍ଧକାର ଭିତରେ

ଗୁରୁ ଦିବସରେ ଗୁରୁ ପୂଜା ବଦଳରେ ଭୁବନେଶ୍ବର ଲୋୟର ପିଏମଜିରେ ରାଜରାସ୍ତାରେ ହକ୍ ମାଗୁଛି ଶିକ୍ଷକ।

Teachers Day
ବୟସ ଆସି ୮୭ରେ ପହଞ୍ଚିଲାଣି...ଏହି ବୟସରେ ବି ଘାରିଛି ଶିକ୍ଷାଦାନ ନିଶା

୨୬ ବର୍ଷ ତଳେ ଯେଉଁ ସ୍କୁଲରୁ ଅବସର ନେଇଥିଲେ, ସେହି ସ୍କୁଲରେ ନିରବଚ୍ଛିନ୍ନ ଭାବେ ଶିକ୍ଷାଦାନ କରି ଆସୁଛନ୍ତି ଧୋତିକୁର୍ତ୍ତା ପିନ୍ଧା ପିଲାଙ୍କ ଅତି ପ୍ରିୟର ବନ ସାର୍।

Teachers Day
ଗୁରୁ ଦିବସରେ ଚର୍ଚ୍ଚାରେ ଦୁଇ ନିଆରା ଶିକ୍ଷକ; କାହା ପାଇଁ ପାଉଣା ତୁଚ୍ଛ, ତ କାହା ଆଗରେ ହାରିଛି ବୟସ

ନିଃସ୍ୱାର୍ଥପର ଶିକ୍ଷାଦାନରେ ବ୍ରତୀ ହୋଇଛନ୍ତି । ପରିଣତ ବୟସରେ ଶିକ୍ଷାଦାନ କରୁଛନ୍ତି ।

Odisha Politics -BJD
ନବୀନ ନିବାସରେ ୩ ଘଣ୍ଟା ଧରି ବିଜେଡିର ମାରାଥନ୍ ମିଟିଂ

ଆଲୋଚନାର ଫୋକସରେ ଥିଲା 5T ସଚିବଙ୍କ ଜିଲ୍ଲା ଗସ୍ତ। ଏହାର କଣ ପ୍ରଭାବ ରହିଲା ତାର ଫିଡ୍‌ବ୍ୟାକ୍ ନିଆଯାଇଥିଲା।

Fake Sim Card
ସିମ୍ କାର୍ଡ ବିକ୍ରି ପାଇଁ ଆସିଲା ନୂଆ ନିୟମ। ଯେକେହି ଚାହିଁଲେ ବିକି ପାରିବେନି

ଜାଲ ସିମ୍ କାର୍ଡ ଜରିଆରେ ସାବଇବର ଠକେଇ ବଢ଼ିବା ପରେ ନିକଟରେ ଦେଶର ସମସ୍ତ ଟେଲିକମ ଅପରେଟରଙ୍କୁ ସର୍କୁଲାର ଜାରି କରିଛି ଟେଲିକମ୍ ବିଭାଗ।

Mines
ଗାଁପୁରୁଷ ଶୂନ୍ୟ । ପୋଲିସ୍ ଖୋଜୁଛି । ସଞ୍ଜ ନଇଁଲେ ତାଟି କବାଟ ପଡୁଛି

ଯାହାକୁ ନେଇ କାଶୀପୁର ଥାନା ଅଞ୍ଚଳର ସରମ୍ବାଇ, ଅଲିଗୁନା, ବଣ୍ଡେଲ, କଣ୍ଟାମାଳ, ବନ୍ତେଜି ଆଦି ୮ଟି ଗାଁରେ ଭୟର ବାତାବରଣ।

Fake Sim Card
ସବୁ ଦୋକାନୀ ବିକି ପାରିବେନି ସିମ୍‌ ! ସାଇବର ଠକଙ୍କୁ ରୋକିବାକୁ କେନ୍ଦ୍ରର ବଡ଼ ଷ୍ଟ୍ରାଟେଜୀ

କେବଳ ପଞ୍ଜୀକୃତ ଭେଣ୍ଡର ହିଁ ବିକିବେ ସିମ୍ କାର୍ଡ । ଖିଲାପ କଲେ ଟେଲିକମ୍ କମ୍ପାନୀ ଦେବେ ୧୦ ଲକ୍ଷ ଟଙ୍କା ଜରିମାନା ।

Mines
ସିଜିମାଳି ପାହାଡରୁ ବେଦାନ୍ତର ବକ୍ସାଇଟ୍ ଖନନକୁ ବିରୋଧ, ଆଦିବାସୀଙ୍କୁ ମାଓବାଦୀ କହି ଧରୁଛି ପୋଲିସ

ମାଓବାଦୀ ଦର୍ଶାଇ ରାତିଅଧିଆ ଗିରଫଦାରୀ ଯୋଗୁଁ ବହୁ ଗାଁ ପୁରୁଷଶୂନ୍ୟ । ଆଦିବାସୀଙ୍କ ଉପରେ ଦମନଲୀଳାକୁ ନେଇ ଘେରିଲେ ବିରୋଧୀ ।

Odisha Politics -BJD
5T ମଡେଲ ନେଇ ଲଢ଼ିବାକୁ BJDର ବ୍ଲୁ-ପ୍ରିଣ୍ଟ, କର୍ମୀଙ୍କୁ ଦିଆଯିବ ସ୍ୱତନ୍ତ୍ର ଟ୍ରେନିଂ

5T ସଚିବଙ୍କ ପଲିଟିକାଲ ପ୍ରମୋସନକୁ ନେଇ ଚର୍ଚ୍ଚା । ଅଣଓଡ଼ିଆ ଏଣ୍ଟ୍ରି ମାରିଲେ ବିରୋଧ କରାଯିବ କହିଲେ ଜୟନାରାୟଣ ।

ମୁଁ ସତ୍ୟେନ୍ଦୁ ଶେଖର ମିଶ୍ର । ୨୦୧୬ରୁ ମୁଁ ସାମ୍ବାଦିକତା କରି ଆସୁଛି । ଦୈନିକ ଖବର କାଗଜ ଓଡ଼ିଶା ଭାସ୍କର ରୁ ମୋର ଏହି ନୂଆ ଜୀବନ ଆରମ୍ଭ । ଦୁଇରୁ ଅଢ଼େଇ ବର୍ଷ ସେଠାରେ sub-editor ଭାବେ କାର୍ଯ୍ୟ କରିବା ପରେ ଓଡ଼ିଶାର ପ୍ରଥମ ଡିଜିଟାଲ ନ୍ୟୁଜ ଚ୍ୟାନେଲ ARGUS ଜରିଆରେ ନିଜର ଡିଜିଟାଲ ମିଡିଆ କ୍ୟାରିୟର ଆରମ୍ଭ କଲି। ସେଠାରେ ୨ ବର୍ଷ କାମ କରିବା ପରେ ନନ୍ଦିଘୋଷ ଟିଭି ଡିଜିଟାଲ ରେ କାମ କରିବାକୁ ସୁଯୋଗ ପାଇଲି। ଆଉ ଏବେ ମୁଁ ଓଡ଼ିଶାର ୧ ନଂ ଚ୍ୟାନେଲ OTV ରେ କାର୍ଯ୍ୟରତ ।