ଏହି ଟ୍ରାନ୍ସପୋର୍ଟ ଏୟାରକ୍ରାଫ୍ଟର ୫ରୁ ୧୦ଟନ୍ ଓଜନର ମାଲ ପରିବହନ କ୍ଷମତା ରହିଛି । ଏଥିସହ ଏକାଥରକେ ୭୦ ଜଣ ଯବାନ ଏଥିରେ ବସିପାରିବେ ।
ଏଥିରେ ୧୨ କିଲୋଗ୍ରାମ ଓଜନର ପେଲୋଡ ରହିଛି । ଏହା ୱାଇଫାଇ କିମ୍ବା ଲଙ୍ଗ ଟର୍ମ ଇଭୋଲ୍ୟୁସ ଦ୍ୱାରା ନିୟନ୍ତ୍ରଣ ହୋଇପାରିବ ।
ଖେଳାଳିଙ୍କ ଗ୍ରହ ନକ୍ଷତ୍ରର ଚଳନ ଅନୁସାରେ ସେମାନଙ୍କୁ ଟିମରେ ସ୍ଥାନ ଦିଆଯାଇଥିଲା।
କନ୍ଧମାଳ, କଳାହାଣ୍ଡି, ବୌଦ୍ଧ, ସୋନପୁର, ବଲାଙ୍ଗିରକୁ ରେଡ୍ ୱାର୍ଣ୍ଣିଂ ଏବଂ ୧୨ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ମଧ୍ୟ ଜାରି କଲା ପାଣିପାଗ ବିଭାଗ ।
ଡ୍ୟାମର କାର୍ଯ୍ୟନିର୍ବାହୀ ଇଂଜିନିୟର କହିଛନ୍ତି, ଆଗାମୀ ଦିନରେ ଲଘୁଚାପ ବର୍ଷା ସମ୍ଭାବନା ଥିବାରୁ ସ୍ଥିତି ସୁଧୁରିବାର ଆଶା ରହିଛି।
ପୂର୍ବରୁ ଆଜି ଟସ ଜିତି ପ୍ରଥମେ ଟିମ ଇଣ୍ଡିଆ ବ୍ୟାଟିଂ କରିଥିଲା। ଓପନର ସୁବମନ ଗିଲଙ୍କ ସହ କ୍ୟାପଟେନ ରୋହିତ ଶର୍ମା ୮୦ ରନର ଭାଗିଦାରୀ କରିଥିଲେ।
ଅଳିଆ ଉଠା ଟ୍ରଲିର ଆବର୍ଜନା ବାହାରି ବିକ୍ଷିପ୍ତ ହୋଇରହିଛି ଚାରିଆଡ଼େ । ଭୁବନେଶ୍ୱର କ୍ୟାପିଟାଲ୍ ହସ୍ପିଟାଲ୍ କ୍ୟାମ୍ପସରେ ଯୁଆଡ଼େ ଚାହିଁବେ ସେଆଡ଼େ ଅଳିଆ ଆବର୍ଜନାର ପାହାଡ଼ ।
ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଓ ସବୁ ଜିଲ୍ଲାର ଜିଲ୍ଲାପାଳମାନଙ୍କ ସହ ଆଲୋଚନା କରିବେ ଆୟୋଗର ଏହି ସ୍ପେଶାଲ ଟିମ୍।
ଅତିଥିମାନଙ୍କ ବିଦାୟ ବେଳେ ସ୍ମୃତି ସ୍ୱରୂପ ବିଭିନ୍ନ ଆକର୍ଷଣୀୟ ଉପହାରରେ ଆପାୟିତ କରିଥିଲେ ଭାରତ ସରକାର, ଯେଉଁଥିରେ ରହିଥିଲା ଆମ ଦେଶର କଳା କାରିଗରୀର ବିବିଧତାର ଛାପ।
ଏମିତିକି ଜଣେ କି ଦୁଇ ଜଣ ନେତା ନୁହେଁ, ଦଳର ତିନିଜଣ ହେଭିୱେଟ୍ ନେତା- ଅରୁଣ, ଅତନୁ ଓ ପ୍ରତାପ- ସୌମ୍ୟଙ୍କ ବିରୋଧରେ ବିଷୋଦଗାର କରୁଥିଲେ, ସୌମ୍ୟ ବି ସେମାନଙ୍କୁ କାଉଣ୍ଟର କରି ଜବାବ ଦେବା ସହ ଫାଇଭ-ଟିକୁ ନିଶାନା କରୁଥିଲେ।
ଯାହା ସ୍ପଷ୍ଟ କରୁଛି ବ୍ୟବସ୍ଥା ଉପରୁ ଶିକ୍ଷକଙ୍କମାନଙ୍କ ଉପରୁ କିପରି ଭରସା ଉଠିଗଲାଣି । ଯେଉଁଥିପାଇଁ ବାଲାଟ୍ ବକ୍ସରେ ଜବାବ ଦେବାକୁ ପ୍ରସ୍ତୁତ ହେଲେଣି ଶିକ୍ଷକ ।
STA ଓ କିଛି VLTD ନିର୍ମାତା ମିଶି ଏହି ଦୁର୍ନୀତି କରିଥିବା ସିଧାସଳଖ ଅଭିଯୋଗ ଆଣିଛି ଦେଶର VLTD ନିର୍ମାତା ସଂଘ- ସ୍ମାର୍ଟ ମୋବିଲିଟି ଆସୋସିଏସନ।
ପଦରେ ଥାଇ କରୁଥିଲି କଣ ବୋଲି ପଚାରିଲେ ସୌମ୍ୟ । ଆଲେଖ୍ୟ ଓ ବକ୍ତବ୍ୟରେ 5-T ସଚିବଙ୍କୁ ନିଶାନା କରୁଥିଲେ ସୌମ୍ୟ ।
ରାଜ୍ୟରେ ଆଗୁଆ ନିର୍ବାଚନ ନେଇ ଦ୍ୱନ୍ଦ୍ୱ । ବଢୁଥିବା ଦ୍ୱନ୍ଦ୍ୱକୁ ନେଇ ତେଜିଲା ରାଜନୈତିକ ବୟାନବାଜି ।
ମୁଖ୍ୟମନ୍ତ୍ରୀ ଓ 5T ବିରୋଧୀ ନାରାରେ କଂପୁଛି ଧାରଣାସ୍ଥଳ । କାଲିଠୁ ସମୂହ ଛୁଟିରେରେ ଯିବାକୁ ଧମକ ।
ନୂଆ ଟେଣ୍ଡର ନୀତି ବିରୋଧରେ କର୍ମଚାରୀଙ୍କ କାର୍ଯ୍ୟବନ୍ଦ । ମେଡ଼ିକାଲ ନିର୍ଦ୍ଦେଶକ କହିଲେ, ଆଲୋଚନା ହୋଇଛି ।
ରାଷ୍ଟ୍ରମୁଖ୍ୟ ଓ ସେମାନଙ୍କ ପତ୍ନୀଙ୍କ ପାଇଁ ଗିଫଟ୍ ହାମ୍ପର୍ । ଖାଦ୍ୟପେୟରୁ ହସ୍ତତନ୍ତ ଯାଏଁ ଆକର୍ଷଣୀୟ ଉପହାର ।
VLTD ନିର୍ମାତା ଚୟନରେ ବ୍ୟାପକ ଦୁର୍ନୀତି ଅଭିଯୋଗ । ବଡ଼ ଘୋଟାଲା ଅଭିଯୋଗ ଆଣିଲା ସ୍ମାର୍ଟ ମୋବିଲିଟି ଆସୋସିଏସନ ।
ଖାଲି ସ୍ୱାମୀ ନୁହେଁ ଅପହରଣ ପାଇଁ ପ୍ରସ୍ତୁତ କରାଯାଇଥିଲା ଏକ ସ୍ୱତନ୍ତ୍ର କିଡ୍ନାପିଙ୍ଗ୍ ଟିମ୍ । ଯେଉଁଥିରେ ମାଷ୍ଟର ମାଇଣ୍ଡ ପତି ପତ୍ନୀଙ୍କ ବ୍ୟତୀତ ଆଉ ୪ ଜଣ ସହଯୋଗୀ ବି ସାମିଲ ଥିଲେ ।