• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

Satyendu Shekher Mishra

Editor

ମୁଁ ସତ୍ୟେନ୍ଦୁ ଶେଖର ମିଶ୍ର । ୨୦୧୬ରୁ ମୁଁ ସାମ୍ବାଦିକତା କରି ଆସୁଛି । ଦୈନିକ ଖବର କା ...more

ମୁଁ ସତ୍ୟେନ୍ଦୁ ଶେଖର ମିଶ୍ର । ୨୦୧୬ରୁ ମୁଁ ସାମ୍ବାଦିକତା କରି ଆସୁଛି । ଦୈନିକ ଖବର କାଗଜ ଓଡ଼ିଶା ଭାସ୍କର ରୁ ମୋର ଏହି ନୂଆ ଜୀବନ ଆରମ୍ଭ । ଦୁଇରୁ ଅଢ଼େଇ ବର୍ଷ ସେଠାରେ sub-editor ଭାବେ କାର୍ଯ୍ୟ କରିବା ପରେ ଓଡ଼ିଶାର ପ୍ରଥମ ଡିଜିଟାଲ ନ୍ୟୁଜ ଚ୍ୟାନେଲ ARGUS ଜରିଆରେ ନିଜର ଡିଜିଟାଲ ମିଡିଆ କ୍ୟାରିୟର ଆରମ୍ଭ କଲି। ସେଠାରେ ୨ ବର୍ଷ କାମ କରିବା ପରେ ନନ୍ଦିଘୋଷ ଟିଭି ଡିଜିଟାଲ ରେ କାମ କରିବାକୁ ସୁଯୋଗ ପାଇଲି। ଆଉ ଏବେ ମୁଁ ଓଡ଼ିଶାର ୧ ନଂ ଚ୍ୟାନେଲ OTV ରେ କାର୍ଯ୍ୟରତ ।

less

Posts by Satyendu Shekher Mishra

Bharat Mandapam
ଭାରତ ମଣ୍ଡପମ୍‌ର କ’ଣ ରହିଛି ବିଶେଷତ୍ୱ, ଜାଣନ୍ତୁ...

ଯେଉଁ ଭାରତ ମଣ୍ଡପମ୍‌କୁ ନେଇ ଏବେ ସାରା ଦେଶ ତଥା ବିଶ୍ୱରେ ଚର୍ଚ୍ଚା । ସେହି ଭାରତ ମଣ୍ଡପମ୍‌ର କ’ଣ ରହିଛି ବିଶେଷତ୍ୱ । ଆସନ୍ତୁ ଜାଣିବା ।

Bharat Mandapam
G20: ଅତିଥିଙ୍କ ପାଇଁ ସଜେଇ ହୋଇଛି ଭାରତ ମଣ୍ଡପମ୍‌, ଦେଖନ୍ତୁ ଏହାର ମନୋରମ ଦୃଶ୍ୟ

ଅତିଥିଙ୍କୁ ସ୍ୱାଗତ ଲାଗି ଏଠାରେ ଜୋରସୋରରେ ଚାଲିଛି ପ୍ରସ୍ତୁତି । ଭାରତ ମଣ୍ଡପମର ବିଲଡିଂକୁ ରଙ୍ଗୀନ ଆଲୋକମାଳାରେ ସଜାଯିବା ସହ ଚାରିଆଡ ସଫାସୁତରା କରାଯାଉଛି । 

Train In One Track
ସିଙ୍ଗଲ ଟ୍ରାକ୍‌ରେ ଡବଲ ଟ୍ରେନ୍ ! ଷ୍ଟେସନ ମାଷ୍ଟର କହିଲେ ଏହା ସ୍ୱାଭାବିକ, ଦେଖନ୍ତୁ ଭିଡିଓ...

ଭିଡିଓ ଭାଇରାଲ ହେବା ପରେ ରେଳବାଇ ଦେଇଛି ସ୍ପଷ୍ଟୀକରଣ । ଏହା ରେଳବାଇର ସ୍ୱାଭାବିକ କାର୍ଯ୍ୟକ୍ରମ କହିଲେ ଷ୍ଟେସନ ମାଷ୍ଟର ।

Udayanidhi Stalin
ସନାତନ ଧର୍ମ ସମ୍ପର୍କରେ ବିବାଦୀୟ ମନ୍ତବ୍ୟ ଦେଇ ଅଡୁଆରେ ଷ୍ଟାଲିନଙ୍କ ପୁଅ ଉଦୟନିଧି

ନୂଆଦିଲ୍ଲୀ ସ୍ଥିତ ତାମିଲନାଡୁ ହାଉସକୁ ଯାଇ ଉଦୟନିଧିଙ୍କ ମନ୍ତବ୍ୟର ଦୁଢ ବିରୋଧ କରି ତାମିଲନାଡୁର ଆବାସିକ କମିଶନରଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବି ପତ୍ର ପ୍ରଦାନ କରିଛନ୍ତି ଦିଲ୍ଲୀର ସମସ୍ତ ବିଜେପି ସାଂସଦ।

Chandrayaan- Vikram
ନିଦରେ ଶୋଇବା ଆଗରୁ ଜହ୍ନରେ ଡେଇଁଲା ଲ୍ୟାଣ୍ଡର ବିକ୍ରମ

ଦେହରେ ଖରା ପଡ଼ିଲେ ନିଦରୁ ଉଠିବେ ବୋଲି ଆଶା ରହିଛି। ୨୨ ତାରିଖ ପରେ ନିଦରୁ ଉଠିବା ପାଇଁ ଇସ୍ରୋର କମାଣ୍ଡ ଶୁଣିବାକୁ କେବଳ ରିସିଭର୍ ଅନ୍ ଅଛି।

Bahanaga Train Tragedy
Bahanaga Train Tragedy: ପରିଚୟ ଅପେକ୍ଷାରେ ୨୮ ଶବ

ଏ ଭିତରେ ବାହାନଗା ଟ୍ରେନ ଟ୍ରାଜେଡିକୁ ୩ ମାସ ବିତିଗଲାଣି। ରେଳ ଚଳାଚଳ ସ୍ୱାଭାବିକ ହେଲାଣି। ହେଲେ ଏବେ ବି ୨୮ ମୃତଦେହର ମିଳିନି ପରିଚୟ।

Odisha Politics, BJD-BJP-Congress
ନିର୍ବାଚନକୁ ଆଖି ଆଗରେ ରଖି ଲଢେଇ ପାଇଁ BJD-BJP-କଂଗ୍ରେସର ଜୋରଦାର କସରତ

ଏଥିସହ ଫାଇଭ ଟି ସଚିବଙ୍କ ଗସ୍ତ, ରତ୍ନଭଣ୍ଡାର ସୁରକ୍ଷାରେ ବିଫଳ, ବିଜୁଳି ଦୁର୍ନୀତି, ସହରୀ ଜଳ ନିଷ୍କାସନରେ ବିଫଳତା, ନବ ଦାସ ହତ୍ୟା, ଧାନ କିଣାରେ ଅବ୍ୟବସ୍ଥା ଭଳି ୧୦୮ ପ୍ରସଙ୍ଗକୁ ନେଇ ସରକାର ବିରୋଧରେ ଚାର୍ଜସିଟ୍ ପ୍ରସ୍ତୁତ କରିବାକୁ ନିଷ୍ପତ୍ତି ନେଇଛି ବିଜେପି।

Fake Note - Fake Currency
ଜାଲ୍‌ ନୋଟକୁ ନେଇ ବ୍ୟବସାୟୀ ଓ ଗ୍ରାହକଙ୍କ ମଧ୍ୟରେ ଖେଳିଯାଇଛି କୋକୁଆ ଭୟ

ଛୋଟ ଦୋକାନ ଓ ସାପ୍ତାହିକ ହାଟର ଭିଡ଼ରେ ପଶି ଅତି ସହଜରେ ଚଳାଇ ନେଇଛନ୍ତି ହଜାର ହଜାର ଟଙ୍କାର ନକଲି ନୋଟ୍ । ହେଲେ ଧରା ପଡିଯାଇଛନ୍ତି ବିଦେଶୀ ମଦ କାଉଣ୍ଟରରେ ।

Jaga Mission
ରାଜ୍ୟ ସରକାରଙ୍କ ବହୁ ପ୍ରଚାରିତ ଜାଗା ମିଶନରେ ପ୍ରମାଣ ପତ୍ର ନେଉନାହାନ୍ତି ବସ୍ତିବାସିନ୍ଦା

ବିଡ଼ମ୍ବନାର ବିଷୟ ହେଲା ବିଏମସିର ଜାଗା ମିଶନ ଅଭିଯୋଗ ଶୁଣାଣି ପ୍ରକୋଷ୍ଠରେ ଜମି ପାଇନଥିବା ବସ୍ତି ବାସିନ୍ଦାଙ୍କଠାରୁ ଅଭିଯୋଗକାରୀଙ୍କ ସଂଖ୍ୟା ଅଧିକ। କାରଣ ପ୍ରିମିୟମ ଦେବାକୁ ସକ୍ଷମ ନାହାନ୍ତି ଅଧିକାଂଶ ହିତାଧିକାରୀ।

Let Surya Patra, Sankha Bhawan
ସୂର୍ଯ୍ୟ ପାତ୍ରଙ୍କୁ ମିଳିଲାନି କି ଉପଯୁକ୍ତ ସମ୍ମାନ ? କାହିଁକି ଶଙ୍ଖଭବନକୁ ନିଆଗଲାନି ପାର୍ଥିବ ଶରୀର ?

ବିଜେଡିର ପ୍ରତିଷ୍ଠାତା ସଦସ୍ୟଙ୍କ ପ୍ରତି ଅସମ୍ମାନ କହି ବିରୋଧୀଙ୍କ ନିନ୍ଦା । ଅସମ୍ମାନ ଅଭିଯୋଗକୁ ଖଣ୍ଡନ କଲା ବିଜେଡି ।

Jaga Mission
‘ଜାଗା ମିଶନ୍’ ପ୍ରହସନ ! ଜାଗା ଫେରାଇବାକୁ BMC ଅଫିସ୍‌ରେ ଲୋକଙ୍କ ଲମ୍ବା ଲାଇନ୍‌

ପ୍ରିମିୟମ୍ ଦେଇନପାରି ଅତିରିକ୍ତ ଜାଗା ଫେରାଇବାକୁ ଧାଡ଼ିରେ ହିତାଧିକାରୀ । ବିଏମସି ଅଭିଯୋଗ ପ୍ରକୋଷ୍ଠରେ ବସ୍ତିବାସିନ୍ଦାଙ୍କ ଲାଗୁଛି ଲମ୍ବା ଲାଇନ୍ ।

Fake Note - Fake Currency
ଜାଲ୍‌ ନୋଟ୍‌ ଚଳାଇବାକୁ ଛୋଟ ଦୋକାନୀଙ୍କୁ ଚାରା କରୁଛନ୍ତି ଦଲାଲ

ବଡ଼ କଥା ହେଉଛି ଯେ, ଜବତ ଜାଲ୍ ନୋଟ୍ ଭିତରେ ୫ ଶହ ସମେତ ଶହେ ଏବଂ ଦୁଇ ଶହର ନୋଟ୍ ବି ରହିଛି । ଯାହାକୁ ନେଇ ବ୍ୟବସାୟୀ ଓ ଗ୍ରାହକଙ୍କ ମଧ୍ୟରେ ଖେଳିଯାଇଛି କୋକୁଆ ଭୟ ।

Odisha Politics, BJD-BJP-Congress
BJD ସରକାର ବିରୋଧରେ BJPର ଚାର୍ଜସିଟ୍, କଂଗ୍ରେସ କରିବ ଲିଫ୍‌ଲେଟ୍‌ ଆଟାକ୍

ଶଙ୍ଖଭବନରେ ବିଧାୟକଙ୍କ ସହ ବିଜେଡିର ମନ୍ତ୍ରଣା । ମନ୍ତ୍ରୀ ବଡ଼ କି ସଚିବ ବଡ଼ ପ୍ରସଙ୍ଗରେ ଅକଳରେ ବିଜେଡି ।

Bahanaga Train Tragedy
ବାହାନଗା ଟ୍ରେନ୍ ଟ୍ରାଜେଡି: ୩ ମାସ ପରେ ବି ମିଳୁନି ପରିଚୟ, କଣ୍ଟେନରରେ ପଡ଼ିଛି ୨୮ ଶବ !

ମ୍ୟାଚ୍ କରୁନି ଡିଏନଏ, କଣ୍ଟେନରରେ 28 ମୃତଦେହ । ଏମସ କର୍ତ୍ତୃପକ୍ଷ କହିଲେ ମିଳୁନାହାନ୍ତି ଦାବିଦାର ।

Jobs In State Bank
ବଡ଼ ନିଯୁକ୍ତି ସୁଯୋଗ ! SBIରେ ବାହାରିଲା ୬୦୦୦ ପଦବୀ, ତୁରନ୍ତ କରନ୍ତୁ ଆବେଦନ

ଏହି ଚାକିରି ପାଇଁ ଅକ୍ଟୋବର କିମ୍ବା ନଭେମ୍ବରରେ ହୋଇପାରେ ଲିଖିତ ପରୀକ୍ଷା ।

BJD, Digapahandi
ସୂର୍ଯ୍ୟ ପାତ୍ରଙ୍କ ପୁଅ ବିପ୍ଳବଙ୍କ ଗୋଷ୍ଠୀ ସହ ଝଗଡ଼ା ପରେ ଦଳରୁ ବିଦା ହେଲେ ବିପିନ

ଭୋଟ୍ ବାତିଲ କରାଯିବାରୁ ବିପିନ ପ୍ରଧାନଙ୍କ ସମର୍ଥକ ବ୍ଲକ ଅଫିସରେ ଧସେଇ ପଶିବାକୁ ଉଦ୍ୟମ କରିଥିଲେ।

Lord Jagannath
ପୁଣି ହେବ ପରିମାଣିକ ଟିକେଟ୍ ଦର୍ଶନ, ପ୍ରସ୍ତୁତ ହେବ SOP

ପରିମାଣିକ ଟିକେଟ ଦ୍ୱାରା ଗର୍ଭଗୃହରେ ମହାପ୍ରଭୁଙ୍କ ଦର୍ଶନ ବ୍ୟବସ୍ଥା କରିବା ସହ ଏଥିପାଇଁ ନିର୍ଦ୍ଦିଷ୍ଟ ସମୟ ସୀମା ରଖିବାକୁ ବରିଷ୍ଠ ସେବାୟତ ବିନାୟକ ଦାସ ମହାପାତ୍ର ପ୍ରସ୍ତାବ ରଖିଛନ୍ତି ।

Chandrayaan 3
ଆଶା ମୁତାବକ ଅଧିକ ବାଟ ଆଗେଇ ପାରିନି ପ୍ରଜ୍ଞାନ, ୩ ଦିନରେ ସରୁଛି ସମୟ

ଚନ୍ଦ୍ରୟାନ-୩ ମିଶନ ଆରମ୍ଭରେ ଆଶା କରାଯାଉଥିଲା ଯେ, ରୋଭର୍ ୧୪ ଦିନରେ ସର୍ବାଧିକ ୫ଶହ ମିଟର ଗଡ଼ିବ।

BOMB
ତାଳଚେର ବିଧାୟକଙ୍କ ଅଫିସ୍ ପରିସରରୁ ମିଳିଲା ବୋମା

ଫିଲ୍ମରେ ଦେଖାଯାଇଥିବା ଟାଇମ୍‌ ବମ ଭଳି ଦେଖାଯାଉଛି ଏହି ବୋମା । ତେବେ କେଉଁ ପରିସ୍ଥିତିରେ ଏହି ବୋମା ଏଠାକୁ ଆସିଲା ତାକୁ ନେଇ ଏବେ ଖୁବ୍‌ ଚର୍ଚ୍ଚା ।  

ମୁଁ ସତ୍ୟେନ୍ଦୁ ଶେଖର ମିଶ୍ର । ୨୦୧୬ରୁ ମୁଁ ସାମ୍ବାଦିକତା କରି ଆସୁଛି । ଦୈନିକ ଖବର କାଗଜ ଓଡ଼ିଶା ଭାସ୍କର ରୁ ମୋର ଏହି ନୂଆ ଜୀବନ ଆରମ୍ଭ । ଦୁଇରୁ ଅଢ଼େଇ ବର୍ଷ ସେଠାରେ sub-editor ଭାବେ କାର୍ଯ୍ୟ କରିବା ପରେ ଓଡ଼ିଶାର ପ୍ରଥମ ଡିଜିଟାଲ ନ୍ୟୁଜ ଚ୍ୟାନେଲ ARGUS ଜରିଆରେ ନିଜର ଡିଜିଟାଲ ମିଡିଆ କ୍ୟାରିୟର ଆରମ୍ଭ କଲି। ସେଠାରେ ୨ ବର୍ଷ କାମ କରିବା ପରେ ନନ୍ଦିଘୋଷ ଟିଭି ଡିଜିଟାଲ ରେ କାମ କରିବାକୁ ସୁଯୋଗ ପାଇଲି। ଆଉ ଏବେ ମୁଁ ଓଡ଼ିଶାର ୧ ନଂ ଚ୍ୟାନେଲ OTV ରେ କାର୍ଯ୍ୟରତ ।