Advertisment

ବିଧାୟକ ରଘୁରାମଙ୍କୁ ଧମକ ! କହିଲେ.. ସିଧା ସୁଟ୍‌ କରିଦେବି...

ଭୟଭୀତ ହୋଇ ବିଧାୟକ ଥାନାରେ ଏତଲା ଦେଇଥିଲେ ।

author-image
Satyendu Shekher Mishra
MLA Raguram Padal

MLA Raguram Padal

କୋରାପୁଟ ବିଧାୟକ ରଘୁରାମ ପଡାଲଙ୍କୁ ଧମକ । ଜୀବନରୁ ମାରି ଦେବାକୁ ଫେସବୁକରେ ଧମକ ଦିଆଯାଇଛି । ଏହାକୁ ନେଇ ସେ କୋରାପୁଟ ଟାଉନ ଥାନାର ଏତଲା ଦେଇଛନ୍ତି । ଏହା ପରେ ପୋଲିସ ତଦନ୍ତ କରି ଧମକ ଦେଇଥିବା ଯୁବକକୁ ଅଟକ ରଖିଛି । ଅଭିଯୁକ୍ତର ନାଁ ହେଲା ପୱନ କୁମାର । ଫେସବୁକରେ ସେ ଲେଖିଥିଲା, ସିଧା ସୁଟ୍ କରିଦେବି । ଏଥିରେ ଭୟଭୀତ ହୋଇ ବିଧାୟକ ଥାନାରେ ଏତଲା ଦେଇଥିଲେ ।

Advertisment
Odisha Politics Raghuram Padal
Advertisment
Advertisment