• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

Satyendu Shekher Mishra

Editor

ମୁଁ ସତ୍ୟେନ୍ଦୁ ଶେଖର ମିଶ୍ର । ୨୦୧୬ରୁ ମୁଁ ସାମ୍ବାଦିକତା କରି ଆସୁଛି । ଦୈନିକ ଖବର କା ...more

ମୁଁ ସତ୍ୟେନ୍ଦୁ ଶେଖର ମିଶ୍ର । ୨୦୧୬ରୁ ମୁଁ ସାମ୍ବାଦିକତା କରି ଆସୁଛି । ଦୈନିକ ଖବର କାଗଜ ଓଡ଼ିଶା ଭାସ୍କର ରୁ ମୋର ଏହି ନୂଆ ଜୀବନ ଆରମ୍ଭ । ଦୁଇରୁ ଅଢ଼େଇ ବର୍ଷ ସେଠାରେ sub-editor ଭାବେ କାର୍ଯ୍ୟ କରିବା ପରେ ଓଡ଼ିଶାର ପ୍ରଥମ ଡିଜିଟାଲ ନ୍ୟୁଜ ଚ୍ୟାନେଲ ARGUS ଜରିଆରେ ନିଜର ଡିଜିଟାଲ ମିଡିଆ କ୍ୟାରିୟର ଆରମ୍ଭ କଲି। ସେଠାରେ ୨ ବର୍ଷ କାମ କରିବା ପରେ ନନ୍ଦିଘୋଷ ଟିଭି ଡିଜିଟାଲ ରେ କାମ କରିବାକୁ ସୁଯୋଗ ପାଇଲି। ଆଉ ଏବେ ମୁଁ ଓଡ଼ିଶାର ୧ ନଂ ଚ୍ୟାନେଲ OTV ରେ କାର୍ଯ୍ୟରତ ।

less

Posts by Satyendu Shekher Mishra

Gourav Vallabh
‘କଂଗ୍ରେସରେ ରହିଲେ ସନାତନ ଧର୍ମକୁ ଗାଳିଦେବାକୁ ପଡ଼ିବ, ମୁଁ ତାହା କରିପାରିବିନି’

ଏହି ଅବସରରେ ସେ କହିଛନ୍ତି କଂଗ୍ରେସରେ ରହିଲେ, ସବୁବେଳେ ସନାତନ ବିରୋଧରେ ମନ୍ତବ୍ୟ ଦେବାକୁ ହେବ । ଯାହାକି ମୋର ଇଚ୍ଛା ବିରୁଦ୍ଧ । କଂଗ୍ରେସରେ ରହିଲେ ପ୍ରତିଦିନ ସକାଳୁ ଉଠି ଦେଶର ବିକାଶରେ ଲାଗିଥିବା ବ୍ୟକ୍ତିଙ୍କୁ ଗାଳି କରିବାକୁ ପଡ଼େ ।

Randeep Surjewala
ହେମା ମାଲିନୀଙ୍କ ବିରୋଧରେ ସୂର୍ଯୋୱାଲା ଦେଲେ ଆପତ୍ତିଜନକ ମନ୍ତବ୍ୟ, କହିଲେ....

ବିଜେପି ନେତା ତଥା ମଥୁରା ସାଂସଦ ହେମା ମାଲିନୀଙ୍କ ବିଷୟରେ ଏକ ବିବାଦୀୟ ମନ୍ତବ୍ୟ ଦେଇଛନ୍ତି ରଣଦୀପ ସୂର୍ଯୋୱାଲା ।

Sanjay Singh
୬ ମାସ ପରେ ତିହାର ଜେଲ୍‌ରୁ ବାହାରିଲେ ଆପ୍‌ ସାଂସଦ ସଞ୍ଜୟ ସିଂହ

ସଞ୍ଜୟଙ୍କୁ ନିର୍ବାଚନ ପ୍ରଚାରରେ ଭାଗ ନେବାକୁ ମିଳିଛି ଅନୁମତି । ତଦନ୍ତ ଉପରେ କୌଣସି ମନ୍ତବ୍ୟ ନରଖିବା ପାଇଁ ଚେତାବନୀ ।

Heat Wave
ଆହୁରି ତାତିବ ! ୧୧ ଜିଲ୍ଲାରେ ହେବ ଭୀଷଣ ଗ୍ରୀଷ୍ମ ପ୍ରବାହ

ସମ୍ଭାବ୍ୟ ସ୍ଥିତିକୁ ଦେଖି ଆଜିଠୁ ୩ ଦିନ ପର୍ଯ୍ୟନ୍ତ ବିଭିନ୍ନ ଜିଲ୍ଲା ପାଇଁ ହିଟୱେଭ୍ ସହ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ।

BJD Ticket
ବିଜେଡି ଖେଳିଲା ବାପା-ପୁଅ ଟ୍ରିକ୍‌, ପ୍ରତାପଙ୍କ ବଦଳରେ ମାହାଙ୍ଗାରୁ ଲଢ଼ିବେ ଅଙ୍କିତ

ଦୁଇ ଜଣ ହେଉଛନ୍ତି ଭଦ୍ରକ ବିଜେଡି ନେତା ଅସିତ ପଟ୍ଟନାୟକ ଏବଂ ଜଗତସିଂହପୁର ବିଜେଡି ନେତା ଅମରେନ୍ଦ୍ର ଦାସ।

Odisha Politics, BJD
ପ୍ରାର୍ଥୀ ତାଲିକା ବାହାରୁ ବାହାରୁ ବିଜେଡି ଛାଡ଼ିଲେ ଅସନ୍ତୁଷ୍ଟ ନେତା !

ପୂର୍ବତନ ମନ୍ତ୍ରୀ ଯୁଗଳ କିଶୋର ପଟ୍ଟନାୟକଙ୍କ ପୁଅ ଅସିତ ୨୦୧୪ ଓ ୨୦୧୯ରେ ଟିକେଟ ଆଶାୟୀ ଥିଲେ । ହେଲେ ଗତଥର ଭଦ୍ରକରୁ ସଞ୍ଜୀବ ମଲ୍ଲିକଙ୍କୁ ପ୍ରାର୍ଥୀ କରିଥିଲା ବିଜେଡି।

Odisha Politics
ରାଜଧାନୀରେ ଛିଡ଼ୁନି ବିଜେଡିର ଟିକଟ ଅଙ୍କ, ଅନନ୍ତଙ୍କୁ ଅମରେଶଙ୍କ ଜୋରଦାର ବିରୋଧ

ଅନନ୍ତ କିନ୍ତୁ ଟିକେଟ ଲବି ନେଇ ପୁରା ଚୁପ୍। ଧନ୍ୟବାଦ୍ ଜଣାଇବାକୁ ଆସିଥିବା କହି ପ୍ରସଙ୍ଗକୁ ଏଡାଇ ଯାଇଛନ୍ତି।

Taiwan Earthquake
୭.୫ ତୀବ୍ରତାର ଭୂମିକମ୍ପରେ ଥରିଲା ତାଇୱାନ

୨୫ ବର୍ଷରେ ଦେଶର ସବୁଠୁ ବଡ଼ ଭୂକମ୍ପରେ ବ୍ୟାପକ କ୍ଷୟକ୍ଷତି ।

Chandrachur Goswami
ଅଖିଳ ଭାରତ ହିନ୍ଦୁ ମହାସଭା ନାଁରେ ଲୋକଙ୍କୁ ଠକୁଥିଲେ ସାଧୁ ଚନ୍ଦ୍ରଚୁଡ଼ ଗୋସ୍ୱାମୀ !

ସେ ୨୦୨୨ ମସିହାରେ ସଂଗଠନର ଏକ୍ଜିକ୍ୟୁଟିଭ୍ ସଭାପତି ଥିଲେ । କିନ୍ତୁ ଏବେ ସେ ନାହାନ୍ତି ।

BJD candidate List
ବିଜେଡିର ୨ୟ ପର୍ଯ୍ୟାୟ ତାଲିକା ଘୋଷଣା, ଜାଣନ୍ତୁ କିଏ କେଉଁଠୁ ହେଲେ ପ୍ରାର୍ଥୀ...

୨ୟ ପର୍ଯ୍ୟାୟରେ ୨୭ ବିଧାନସଭା ଓ ୫ ଲୋକସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେଡି ।

Airline
ସଂକଟରେ ଭିସ୍ତାରା ! ସପ୍ତାହକ ମଧ୍ୟରେ ୧୦୦ ବିମାନ ଉଡ଼ାଣ ବାତିଲ...

ତେବେ ବିମାନ ଉଡ଼ାଣ ରଦ୍ଦ ହେଲେ, ଯାତ୍ରୀମାନେ ସେମାନଙ୍କ ପୈଠ ଟଙ୍କା ଫେରିପାରିବେ କି ନାହିଁ ? ଯଦି ଫେରିପାଇବେ ତେବେ କେମିତି ? ଆଉ କେତେ ଟଙ୍କା ଫେରିପାଇବେ ଆସନ୍ତୁ ଜାଣିବା କ’ଣ ରହିଛି ନିୟମ...

Apple Users
ମ୍ୟାକ୍‌ବୁକ୍‌ ଠାରୁ ଆଇଫୋନ୍‌, ଆପଲ୍‌ର କିଛି ବି ଡିଭାଇସ୍‌ ବ୍ୟବହାର କରୁଥିଲେ ସାବଧାନ୍ !

୧.୧.୧ ପୂର୍ବରୁ ଆପଲ ଭିଜନ୍‌ ଓଏସ୍‌, ୧୭.୪.୧ ପୂର୍ବରୁ ଆପଲ ଆଇଓଏସ୍‌ ଓ ଆଇପ୍ୟାଡ୍‌ ଓଏସ୍‌ ଭର୍ସନ୍‌ ଏବଂ ୧୬.୭.୭ ପୂର୍ବରୁ ଆପଲ ଆଇଓଏସ୍‌ ଓ ଆଇପ୍ୟାଡ୍‌ ଓଏସ୍‌ ଭର୍ସନ୍‌ ମଧ୍ୟ ପ୍ରଭାବିତ ହେବାର ସମ୍ଭାବନା ରହିଛି ।

Train TTE
ଟିକେଟ୍ ମାଗିବାରୁ TTEଙ୍କୁ ଟ୍ରେନ୍ ବାହାରକୁ ପେଲିଦେଲେ ଯାତ୍ରୀ

ପୋଲିସ କହିଛି ଯେ ଅଭିଯୁକ୍ତ ଜଣେ ପ୍ରବାସୀ ଶ୍ରମିକ ଏବଂ ତାଙ୍କୁ ପାଲକ୍କଡରୁ ଗିରଫ କରାଯାଇଛି ।

Odisha Politics, Congress
୪୭ ବିଧାନସଭା ସିଟରେ ପ୍ରାର୍ଥୀ ଘୋଷଣା କଲା କଂଗ୍ରେସ

ରିପିଟ୍ ହୋଇଥିବା ୫ ବିଧାୟକ ହେଲେ କଣ୍ଟାବାଞ୍ଜିରୁ ସନ୍ତୋଷ ସିଂ ସାଲୁଜା, ଜୟପୁରରୁ ତାରାପ୍ରସାଦ ବାହିନୀପତି, ସାନଖେମୁଣ୍ଡିରୁ ରମେଶ ଚନ୍ଦ୍ର ଜେନା, ରାଜଗାଙ୍ଗପୁରରୁ ରାଜନ୍ ଏକ୍କା ଏବଂ ମୋହନାରୁ ଦାଶରଥୀ ଗମାଙ୍ଗ।

Odisha Politics, BJP
ପ୍ରଥମ ପର୍ଯ୍ୟାୟରେ ୧୧୨ ବିଧାନସଭା ପାଇଁ ପ୍ରାର୍ଥୀ ଘୋଷଣା କଲା ଦଳ

ରାଜ୍ୟ ସଭାପତି ମନମୋହନ ସାମଲ ପୁଣି ଲଢ଼ିବେ ଚାନ୍ଦବାଲିରୁ। ପୂର୍ବତନ ସଭାପତି କେ.ଭି ସିଂଦେଓଙ୍କୁ ପାଟଣାଗଡ଼ରୁ ଟିକେଟ ଦେଇଛି ଦଳ।

Congress
କଂଗ୍ରେସର ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକାରେ ୮ ଲୋକସଭା ଯୋଦ୍ଧାଙ୍କ ନାଁ

ବରଗଡ଼, ସନ୍ଦରଗଡ଼, ବଲାଙ୍ଗିର, କଳାହାଣ୍ଡି,ନବରଙ୍ଗପୁର, କନ୍ଧମାଳ, ବ୍ରହ୍ମପୁର ଓ କୋରାପୁଟ୍ ଆସନରେ ପ୍ରାର୍ଥୀ ଦେଇଛି ଦଳ।

 ECI directs transfer of DMs, SPs
ପୁଣି ECIଙ୍କ ବଦଳି ଛାଟ ! ୨ ଜିଲ୍ଲାପାଳ, ୫ ଏସପି ଓ କେନ୍ଦ୍ରାଞ୍ଚଳ ପୋଲିସ୍ ଆଇଜିଙ୍କୁ ଟ୍ରାନସଫର୍

ତା ସହ ବଦଳି ନିର୍ଦ୍ଦେଶାନାମା ଉପରେ କି ପ୍ରକାର ଆକ୍ସନ ନେଲ, ସନ୍ଧ୍ୟା ୫ଟା ସୁଦ୍ଧା ଅବଗତ କରିବାକୁ ବି ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ ଇସିଆଇ ।

Baijayant Panda
‘ଦେଶରେ ଏନଡିଏର ୪ ଶହ ସିଟ୍ ପାର୍ ସାଙ୍ଗକୁ ଓଡ଼ିଶାରେ ବିଜେପି ସରକାର ଗଢିବ’

ମୋଦି ଲହରରେ ଏଥର ବିଜେପି ସୁଇପ୍ କରିବ। ମୋଦି ସରକାରଙ୍କ ସବୁଠୁ ବଡ ସ୍ବାସ୍ଥ୍ୟ ବୀମା ସ୍କିମ୍ ଆୟୁଷ୍ମାନ ଭାରତ ଯୋଜନାରୁ ଓଡ଼ିଶା ବାସୀ ବଂଚିତ ଅଛନ୍ତି।

Mahua Moitra
କ୍ୟାସ୍ ଫର୍‌ କ୍ୱେରି ମାମଲାରେ ବଢ଼ିଲା ମହୁଆଙ୍କ ଅଡ଼ୁଆ, ରୁଜୁ ହେଲା ମାମାଲା

ଆଗାମୀ ନିର୍ବାଚନ ପାଇଁ କ୍ରିଷ୍ଣନଗର ଆସନରୁ ପୁଣି ଥରେ ମହୁଆଙ୍କୁ ଲୋକସଭା ପ୍ରାର୍ଥୀ କରିଛି ଟିଏମ୍‌ସି ।

Odisha Politics, BJP
BJPର ୧୧୨ ବିଧାନସଭା ଯୋଦ୍ଧା ଘୋଷଣା, ପୁରୁଖାଙ୍କୁ ପ୍ରାଧାନ୍ୟ-ନୂଆ ଚେହେରାଙ୍କୁ ସୁଯୋଗ

ପ୍ରଥମ ଦଫା ତାଲିକାରେ ୧୭ ବିଧାୟକ ରିପିଟ୍ । ଚାନ୍ଦବାଲିରୁ ଲଢିବେ ସଭାପତି ମନମୋହନ ।

ମୁଁ ସତ୍ୟେନ୍ଦୁ ଶେଖର ମିଶ୍ର । ୨୦୧୬ରୁ ମୁଁ ସାମ୍ବାଦିକତା କରି ଆସୁଛି । ଦୈନିକ ଖବର କାଗଜ ଓଡ଼ିଶା ଭାସ୍କର ରୁ ମୋର ଏହି ନୂଆ ଜୀବନ ଆରମ୍ଭ । ଦୁଇରୁ ଅଢ଼େଇ ବର୍ଷ ସେଠାରେ sub-editor ଭାବେ କାର୍ଯ୍ୟ କରିବା ପରେ ଓଡ଼ିଶାର ପ୍ରଥମ ଡିଜିଟାଲ ନ୍ୟୁଜ ଚ୍ୟାନେଲ ARGUS ଜରିଆରେ ନିଜର ଡିଜିଟାଲ ମିଡିଆ କ୍ୟାରିୟର ଆରମ୍ଭ କଲି। ସେଠାରେ ୨ ବର୍ଷ କାମ କରିବା ପରେ ନନ୍ଦିଘୋଷ ଟିଭି ଡିଜିଟାଲ ରେ କାମ କରିବାକୁ ସୁଯୋଗ ପାଇଲି। ଆଉ ଏବେ ମୁଁ ଓଡ଼ିଶାର ୧ ନଂ ଚ୍ୟାନେଲ OTV ରେ କାର୍ଯ୍ୟରତ ।